ଜହନ୍ 3:26 - ବ୍ଡ଼୍ ହ୍ର୍ଜା ବାଇବଲ26 ଆର୍ ସେ ଚେଲାମ୍ନ୍ ଯୋହନାର୍ ଲଗେ ଜାଇ କଇଲାଇ, “ଗୁରୁ ତର୍ ମ୍ନେ ରେଇଦ୍ ଯର୍ଦନ୍ ଗାଡ୍ ସେହାଟି ଗଟେକ୍ ମାନାଇ ଯେ କି ତର୍ସ୍ଙ୍ଗ୍ ରିଲା ଆର୍ ତୁଇ ଜାର୍ ବିଷୟେ କ୍ଉତି ରିଲିସ୍, ସେ ଅବେ ନିଜେ ଡୁବେନ୍ ଦେମ୍ଲା ଆର୍ ବେସି ଲକ୍ମ୍ନ୍ ତାର୍ ଲ୍ଗେ ଜ୍ମ୍ଲାଇ।” အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍26 ଜହନାର୍ ଚେଲାମଃନ୍ ଜହନ୍ ହାକ୍ ଜାୟ୍ ତାକେ ସାକିଦି ଲାୟ୍, “ଗୁରୁ, ଏତାଉ ଜର୍ଦନ୍ ଗାଡାର୍ ଉଦ୍ୟାନ୍ବାଟ୍ ଜୁୟ୍ ମାନାୟ୍ ତର୍ ସଃଙ୍ଗ୍ ରେତିରିଲା, ଜାର୍ କଃତା ତୁୟ୍ କଃଉତି ରିଲିସ୍, ସେ ଅଃବେ ବାପ୍ତିସମ୍ ଦେଉଁଲା, ଆର୍ ସଃବୁ ଲକ୍ ତାର୍ ହାକ୍ ଜଃଉଁଲାୟ୍ ।” အခန်းကိုကြည့်ပါ။ |