Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଜହନ୍‌ 21:15 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

15 ସ୍‍ବୁ ଲକ୍‍ମ୍‍ନ୍ କାଇ ସ୍‍ର୍‍ଲା ହ୍‌ଚେ ଯୀଶୁ ଶିମୋନ୍ ପିତରକେ ହ୍‌ଚାର୍‌ଲା, “ଯୋହନାର୍ ହଇସି ଶିମୋନ୍ ତୁଇ କାଇରି ଇ ସ୍‌ବୁ ଲକ୍‍ମ୍‍ନ୍‍କାର୍ ତ୍ଇହ୍‍ଣି ମକେ ଅଦିକ୍ ଲାଡ୍ କ୍‍ରୁଲାସ୍ କି?” ଶିମୋନ୍ ପିତର୍ କଇଲା, “ହେଁ ମାପ୍‌ରୁ, ମୁଇ ତକେ ବେସି ଲାଡ୍ କ୍‌ରୁଲେ, ସେରି ତୁଇ ନିଜେ ଜାଣୁଲିସ୍।” ଯୀଶୁ ତାକେ କଇଲା, “ତ୍‍ବେ ମର୍ ମେଣ୍ଢାହିଲା ମ୍‌ନ୍‌କେ ତୁଇ ଚ୍‍ରାଉ।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

15 ସେମଃନ୍ କାୟ୍‌ଲା ହଃଚେ ଜିସୁ ସିମନ୍ ପିତର୍‌କେ ହଃଚାର୍ଲା, “ଏ ଜହନାର୍‌ ହୟ୍‌ସି ସିମନ୍, ତୁୟ୍‌ କାୟ୍‌ ମକ୍‌ ଇମଃନାର୍‌ ତଃୟ୍‌ହୁଣି ଅଃଦିକ୍‌ ଲାଡ୍‌ କଃରୁଲିସ୍‌ ?” ସେ ତାକ୍‌ କୟ୍‌ଲା, “ହେଁ ମାପ୍ରୁ, ମୁୟ୍‌ ଜେ ତକ୍‌ ଲାଡ୍‌ କଃରୁଲେ, ସେରି ତୁୟ୍‌ ଜାଣି ଆଚ୍‌ସି ।” ଜିସୁ ତାକ୍‌ କୟ୍‌ଲା, “ମର୍‌ ମେଣ୍ଡା ହିଲାମଃନ୍‌କେ ଚଃରାଉ ।”

အခန်းကိုကြည့်ပါ။ ကော်ပီ




ଜହନ୍‌ 21:15
49 ပူးပေါင်းရင်းမြစ်များ  

ଯେ ମ୍‍ର୍‍ ତ୍ଇହ୍‍ଣି ତାର୍ ନିଜାର୍ ଆଇସି ଉବାସିକେ ବେସି ଲାଡ୍ କ୍‍ରେଦ୍, ତ୍‍ବେ ସେ ମ୍‍ର୍‍ ଚେଲା ଅମ୍‍କେ ଯଗ୍ୟ ନାଇ, ଆର୍ ଯେ ହେଁ ତାର୍ ହଇସି ଜିସିକେ ମ୍‍ର୍‍ ତ୍ଇହ୍‍ଣି ବେସି ଲାଡ୍ କ୍‍ରେଦ୍, ତ୍‍ବେ ସେ ହେଁ ମର୍ ଚେଲା ଅମ୍‍କେ ଯଗ୍ୟ ନାଇ।


ସେତାକ୍ ଯୀଶୁ ତାକେ ଉତର୍‍ଦିଲା, “ଏ ଯୁନସାର୍‌ ହଇସି ଶିମୋନ୍, ତୁମି ଦନ୍ୟ, କାଇତାକ୍ ମାନାଇ ତୁମାର୍ ଲ୍‌ଗେ ଇରି ବାର୍‌କ୍‌ରି ନ୍‌କେରେ, ମ୍‌ତର୍ ମର୍ ସ୍‌ର୍‌ଗାର୍ ଉବା ଇଶ୍ୱର୍‌ ଇରି ବାର୍ କ୍‍ରିଆଚେ।


“ସାବ୍‍ଦାନ୍, ଇ ସାନ୍ ଲକାର୍‌ ତ୍ଇହ୍‍ଣି ଏକ୍‍ଲାକେ ଇନସ୍‍ତା କ୍‍ରାନାଇ, କାଇତାକ୍ ମୁଇ ତୁମୁକ୍‌ମ୍‌ନ୍ ସ୍‌ତ୍ କ୍‌ମ୍‌ଲେ, ସ୍‌ର୍‌ଗେ ସେମ୍‌ନ୍‍କା‍ର୍ ଦୂତ୍‌ମ୍‌ନ୍ ସ୍‌ବୁବ୍‌ଳ୍ ମର୍ ସ୍‌ର୍‌ଗାର୍ ଉବାର୍ ଲ୍‌ଗେ ରେତି।


ମ୍‍ତର୍ ପିତର୍ ଯୀଶୁକେ କଇଲା, “ସ୍‌ବୁଲକ୍ ତର୍ ତ୍ଇହ୍‍ଣି ଚାଡି ହ୍‌ଳାଉତି, ସେତାକ୍ ମୁଇ କ୍‌ବେ ନ୍‌ହେଳାଇ।”


ପିତର୍ ତାକେ କଇଲା, “ଯଦି ମକେ ତୁମାର୍ ସ୍‍ଙ୍ଗ୍‍ ମ୍‌ରୁକେ ଅଇଦ୍‌, ସେତାକ୍ ମୁଇ ତକେ ନ୍‍ଜାଣିବ୍‍ଲି କ୍‍ବେହେଁ ନ୍‌କଇ।” ସ୍‍ବୁ ଚେଲାମ୍‌ନ୍ ହେଁ ସେନ୍‍କ୍‌ରି କଇଲାଇ।


ସେଡେବ୍‍ଳ୍ ପିତର୍ ଯୀଶୁକେ କଇଲା, “ସ୍‌ବୁଲକ୍ ତକେ ଚାଡି ହ୍‌ଳାଉତି, ସେତାକ୍ ମୁଇ କ୍‌ବେ ନ୍‌ହେଳାଇ।”


ଯୀଶୁ ଆରେକ୍‌ କଇଲା, “ହେ ସାନ୍ କୁଦା, ଡିରାନାଇ, କାଇତାକ୍ ତୁମାର୍ ଉବା ତୁମୁକେ ତାର୍ ରାଇଜ୍‌ ଦେମ୍‌କେ ମ୍‍ନ୍‍କ୍‍ରି ଆଚେ।


ମ୍‍ତର୍ ତର୍ ବିଶ୍‌ବାସ୍‌ ଜ୍‌ନ୍‌କ୍‌ରି ଉଣା ନ୍‌ଇ ସେତାକ୍ ମୁଇ ତର୍‍ଗିନେ ପାର୍‌ତେନା କ୍‌ଲେଆଚି, ଜ୍‌ଡେବ୍‌ଳ୍ ତୁଇ ମର୍‍ଲ୍‌ଗେ ଆରେକ୍‌ ଲେଉଟି ଆସ୍‍ସି। ସେଡେବ୍‍ଳ୍ ତୁଇ ବିନ୍‌ସ୍‌ବୁ ଚେଲାମ୍‍ନ୍‍କେ ସେମ୍‍ନ୍‍କାର୍ ବିଶ୍‌ବାସ୍‌ ତ୍‌ଇ ବାଡୁକ୍ ସୁସ୍‌ତା କ୍‍ର୍।”


ଆନ୍ଦ୍ରିୟ ଶିମୋନ୍‍କେ ଯୀଶୁର୍ ଲ୍‌ଗେ କୁଦିକ୍‍ରି ନିଲା। ଯୀଶୁ ଶିମୋନ୍‍କେ ବ୍‌ଲ୍‌କ୍‍ରି ଦ୍‍କି କଇଲା, “ତୁଇ ଯୋହନାର୍ ହଇସି ଶିମୋନ୍, ମ୍‍ତର୍ ତୁଇ କେଫା ନାଉଁଏ ଡାକ୍‍ହୁଟ୍‍ସି।” ଇ କେଫା ନାଉର୍ ଅର୍ତ ଅଇଲି ପିତର୍ ବଲେକ୍ ଟେଳା।


ପିତର୍ କଇଲା, “ମାପ୍‌ରୁ କାଇତାକ୍ ଅବେ ମୁଇ ତର୍‍ସ୍‍ଙ୍ଗ୍ ଆସୁ ନାହାରୁ? ମୁଇ ତର୍‍ଗିନେ ମ୍‌ରୁକେ ହେଁ ତିଆର୍ ଅଇଲେଆଚି।”


କାଇତାକ୍ ଇଶ୍ୱର୍‌ ନିଜେ ତୁମୁକ୍ ଲାଡ୍ କ୍‌ରୁଲା, କାଇତାକ୍ ତୁମିମ୍‍ନ୍ ମକେ ଲାଡ୍ କ୍‍ରୁଲାସ୍, ଆର୍ ମୁଇ ଇଶ୍ଵରାର୍ ଲ୍‌ଗେ ହ୍‍ଣି ଆସିଆଚି, ସେରି ତୁମିମ୍‍ନ୍ ବିଶ୍‍ବାସ୍ କ୍‍ରୁଲାସ୍।


ଯୀଶୁ ଚେଲାମ୍‍ନ୍‍କେ କୁଦ୍‍ଲା, ଆର୍ ସେମ୍‍ନ୍‍‍କେ କଇଲା, “ଆଶା ଅମିମ୍‍ନ୍ କାମା।” ଚେଲାମ୍‌ନ୍‌କାର୍ ବିତ୍‌ରେ କେ ହେଁ “ତୁଇ କେ?” ବ୍‍ଲି ଯୀଶୁକେ ହ୍‍ଚାରୁକେ ଡିର୍‍ତି ରିଲାଇ, କାଇତାକ୍ ସେ ମାପ୍‌ରୁ ବ୍‍ଲି ସେମ୍‍ନ୍ ଜାଣିରିଲାଇ।


ଯୀଶୁ ଜୁଇ ଚେଲାକେ ଲାଡ୍ କ୍‌ର୍‌ତିରିଲା ସେ ଶିମୋନ୍ ପିତର୍‌କେ କଇଲା, “ଏ ସ୍‌ତ୍‌କ୍‌ରି ମାପ୍‌ରୁ।” ଶିମୋନ୍ ପିତର୍ ଇକ୍‍ତା ଶୁଣିକ୍‍ରି, ଇଟାଇକ୍‌ରି ସ୍‌ଙ୍ଗାଇରିଲା ହ୍‍ଚିଆ, ତନ୍ଦ୍ରା ଅଇ ବେଟି ଗୁଳିଆଇ ଅଇକ୍‍ରି କ୍‍ଣ୍ତିକେ ଜ୍‌ମ୍‌କେ ହାଣି ବିତ୍‌ରେ ଡ୍‍ଗାଇଲା।


ଯୀଶୁ ସେମ୍‍ନ୍‍‍କେ କଇଲା, “ଇଶ୍ୱର୍‌ ଯଦି ସ୍‌ତ୍‌କ୍‌ରି ତୁମାର୍ ଉବାଦି ତ୍‍ବେ ତୁମିମ୍‍ନ୍ ମକେ ଲାଡ୍ କ୍‍ଲାସ୍‍ହ୍‍ଣି, କାଇତାକ୍ ମୁଇ ଇଶ୍ଵରାର୍ ତ୍ଇହ୍‍ଣି ଆସିଆଚି। ମୁଇ ମାନାଇ ହିଲା ନିଜାର୍ ଅଦିକାରେ ଆସି ନ୍‌କେରି, ମ୍‍ତର୍ ସେ ମକେ ହ୍‍ଟାଇ ଆଚେ।


ତୁମିମ୍‍ନ୍ ନିଜାର୍ ନିଜାର୍ ବିଷୟେ, ଆର୍ ଇଶ୍ଵରାର୍ ବିଶ୍‍ବାସିମ୍‌ନ୍‌କେ ଦ୍‌କାଦ୍‌କି କ୍‌ରୁକେ ଚାଡିକ୍‌ରି ଗ୍‌ଲିଆଚେ, ସେ ସ୍‌ବୁ ବିଷୟେ ମ୍‌ନ୍ ଦିଆସ୍। ମେଣ୍ଢା ଚ୍‍ରାଉତା ଗ୍‌ଉଳିଆ ହର୍ ଇଶ୍ଵରାର୍ ମ୍‌ଣ୍ତଳିକେ ପବିତର୍ ଆତ୍ମା ତୁମୁକେ ବିଶପ୍ କ୍‍ରି ବାଚିଆଚେ, ମ୍‌ଣ୍ତଳିକେ ସେ ତାର୍ ହଇସିର୍ ବ୍‌ନିସ୍‍ଙ୍ଗ୍‍ ଗେନ୍‌ଲା ଆଚେ।


ତୁମାର୍ ତ୍‌ଇ ମିଚୁଆ ହାଟ୍ ହଳାଉତା ଲକ୍‍ମ୍‍ନ୍ ଆସ୍‍ତି, ଆର୍ ତୁମାର୍ ମ୍‌ଣ୍ତଳିର୍ ବିଶ୍‍ବାସିମ୍‌ନ୍‌କେ କ୍‍ରାପ୍ କାମ୍ କ୍‌ରାଉତି। ଆର୍ ଜ୍‌ନ୍‌କ୍‌ରି ହୁଣ୍ଡାଳ୍ ହର୍ ମେଣ୍ଢାମ୍‍ନ୍‌କେ ଟେକିନେତି।


ଜୁଇ ଲକାର୍‌ ବିଶ୍‍ବାସ୍ ଦୁର୍‌ବଳ୍, ସେ ଲକ୍‌କେ ନିଜାର୍ ଦ୍‌ଳ୍ ବିତ୍‌ରେ ମାନୁକେ ମ୍‌ନା କ୍‍ରାନାଇ। ସେ ଲକାର୍‌ ଅଲ୍‌ଗା ବାବ୍‌ନା ହାଇଁ, ତାକେ ବିଚାର୍‌ କ୍‍ରାନାଇ।।


ଅମି ଅମାର୍ ବିଶ୍‍ବାସ୍ ହାଇଁ ଶ୍‌କ୍‌ତି ହାଇଆଚୁ। ତ୍‍ବେ, ଦୁର୍‌ବଳ୍ ଲକ୍‌ମ୍‍ନ୍‌କେ ଅମି ସାଇଜ କ୍‌ର୍‌ତା ଦ୍‌ର୍‌କାର୍ ଆର୍ ସେମ୍‍ନ୍‍କାର୍ ଦୁର୍‌ବଳ୍ ଲାଗି ସେମ୍‌ନ୍‌କେ ସାଇଜ କ୍‍ରୁମା। ଅମି କେବଳ୍ ନିଜ୍‍କେ ସ୍‌ର୍‌ଦା କ୍‌ରୁକେ ଚେଷ୍ଟା କ୍‌ରୁକେ ଦ୍‌ର୍‌କାର୍ ନାଇ।


ତ୍‌ବେ ଜୁଇ ଦୁର୍‌ବଳ୍ ବିଶ୍‍ବାସି ବାଇସିର୍ ଗିନେ ଖ୍ରୀଷ୍ଟ ମ୍‌ରିରିଲା ତୁମାର୍ ଇ କାମ୍ ଦ୍‌ରିକ୍‌ରି ତାର୍ ଜୀବନ୍ ନ୍‌ଷ୍ଟ ନଇକି?


କାଇତାକ୍ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ମିସିକ୍‌ରି ଜୀବନ୍ ବିତାଇଲେକ୍, ସୁନତ୍ ଅଇଲେକ୍ କି ନଇଲେକ୍ କାଇରି ଲଡାନାଇ। ଗଟେକ୍ ହ୍‌କା ଲଡା ସେରି ଅଇଲି ବିଶ୍‍ବାସେ ଅଟୁଆ ରେଇକ୍‌ରି ଲାଡ୍‌ସ୍‌ଙ୍ଗ୍ ସ୍‌ବୁ କାମ୍‌କ୍‌ରା।


ଜ୍‌ନ୍‌କ୍‌ରି ଅମି ଡାଟ୍ ବିଶ୍‍ବାସି ହର୍ ବାଡି ଖ୍ରୀଷ୍ଟର୍ ହର୍ ଚାଲିଚଳନ୍‌ କ୍‍ରୁମା, ହିଲାମ୍‌ନ୍‌କାର୍ ହର୍ ଅମ୍ ନ୍‌ଚୁମା, ବିନ୍ ଲକ୍‌ମ୍‍ନ୍‌କେ ଟକ୍‌ତିରିଲା ସ୍‌ବୁ ଲକ୍‌ମ୍‌ନ୍‌କାର୍‌ ସୁନ୍ଦୁର୍ ଶିକ୍ୟା ତ୍ଇହ୍‍ଣି ଅମିମ୍‍ନ୍ ଅଲ୍‍ଗା ରେମ୍‌ନ୍ଦ୍।


ଜ୍‌ତେକ୍ ଲକ୍ ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟକେ କ୍‌ବେ ନ୍‌ସେର୍‌ତା ଲାଡେ ଲାଡ୍ କ୍‌ରୁଲାଇ, ସେମ୍‌ନ୍‌କେ ଇଶ୍ଵରାର୍ ଦୟା ଅଉଅ।


ଯେ ନିଜାର୍ ଜୀବନ୍‍କେ ମେଣ୍ଢାମ୍‌ନ୍‌କାର୍ ଲାଗି ଦ୍‌ଇଦ୍ ସେ ହ୍‌କା “ବ୍‌ଡ୍ ମେଣ୍ଢାଗ୍‍ଉଳିଆ”। ଅମାର୍, ସେ ମାପ୍‌ରୁ ଯୀଶୁକେ ଇଶ୍ଵର୍ ମ୍‌ଲାତ୍‌ଇହ୍‌ଣି ଜୀବନ୍ ଦ୍‌ଇକ୍‍ରି ଉଟାଇଲା ଆଚେ। ସେ ଯୀଶୁର୍ ଜୀବନ୍ ଦାନ୍ କ୍‍ଲା ବ୍‌ନିୟେ ଗଟେକ୍ ସ୍‌ବୁଦିନାର୍ ନିୟମ୍ ତିଆର୍ ଅଇଲିଆଚେ।


ଇଶ୍ଵରାର୍ ଲ୍‌ଗେ କାଇରି ହେଁ ଲୁକିକ୍‌ରି ନ୍‌ରେଇ, ହୁର୍‌ତିବିର୍ ସେ ସୁସ୍‌ଟି କ୍‌ଲାର୍ ସ୍‌ବୁ ଜିନିଷ୍ ତାର୍ ଆକି ଲ୍‌ଗେ ଲୁକିକ୍‌ରି କି ଡାହି ଅଇକ୍‌ରି ନ୍‌ରେଇ। ସେ ଇଶ୍ଵରାର୍ ଲ୍‌ଗେ ଅମିସ୍‌ବୁ ଲକ୍‌ମ୍‍ନ୍‌କେ ଇସାବ୍ ଦେମ୍‌କେ ହ୍‌ଳେଦ୍।


ତୁମି ଖ୍ରୀଷ୍ଟକେ ନ୍‌ଦେକି ହେଁ ଲାଡ୍ କ୍‍ରୁଲାସ୍ ଆର୍ ତୁମି ତାକେ ଅବେ ନ୍‌ଦେକି ହେଁ ବିଶ୍‍ବାସ୍ କ୍‍ରୁଲାସ୍। ତୁମି କ୍‌ତାଇ କ୍‌ମ୍ ନ୍‌ହାର୍‌ଲା ହର୍ ମଇମାରେ ବ୍‌ର୍‌ତି ସ୍‌ର୍‌ଦା ହାମ୍‌ଲାସ୍।


ଜ୍‌ନ୍‌କ୍‌ରି ନ୍‌ଉଁଆ ଜ୍‍ର୍‍ନ୍‌ ଅଇଲା ହିଲାମ୍‌ନ୍ ସେମ୍‌ନ୍ ଆଇସି ମ୍‌ନ୍‌କାର୍ ଅବ୍‌କା ଦୁଦ୍ କାମ୍‌କେ ଇଚାକ୍‌ର୍‌ତି ତୁମି ହେଁ ଇଶ୍ଵରାର୍ ବାକ୍ୟ ଶିକୁକେ ଇଚା କ୍‌ର୍‌ତା ଉଚିତ୍ ଜାର୍ ଦ୍ବାରା ତୁମି ଆତ୍ମାଇ ଡାଟ୍ ଅଉଆସ୍। ତାର୍ ହ୍‌ଚେ ସ୍‌ରାସ୍‌ରି ଇଶ୍ଵର୍ ତୁମୁକେ ଇ ଜ୍‍ଗତାର୍ କ୍‍ରାପ୍ ଜିନିଷାର୍ ହ୍‌ଣି ହୁରା ବାବ୍‌ରେ ଉଦାର୍‌ କ୍‍ରେଦ୍।


ଆଗେ ତୁମି ଗ୍‌ଉଡିଆ ନ୍‌ରିଲା ମେଣ୍ଢା ହର୍ ବୁଲ୍‌ବାଟ୍ ଚାଲି ଜାଇରିଲାସ୍, ମ୍‌ତର୍ ଅବେ ତୁମାର୍‌ମ୍‌ନ୍‌କାର୍ ଆତ୍ମାର୍ ମେଣ୍ଢା ଗ୍‌ଉଡିଆ ଆର୍ ଉଦାର୍‌‌କ୍‌ର୍‌ତା ବିଶପ୍ ଖ୍ରୀଷ୍ଟର୍ ଲଗେ ଲେଉଟି ଆସିଆଚାସ୍।


ଇଶ୍ଵର୍ ହ୍‌ର୍‍ତୁ ଅମୁକ୍‌ମ୍‌ନ୍ ଲାଡ୍ କ୍‌ଲାକେ ଅମିମ୍‌ନ୍ ତାକେ ଲାଡ୍ କ୍‍ଲୁ।


ଯେ କେ ଯୀଶୁକେ ଖ୍ରୀଷ୍ଟ ବ୍‌ଲି ବିଶ୍‍ବାସ୍ କ୍‍ରେଦ୍, ସେ ଇଶ୍ଵରାର୍ ହିଲା ଆର୍ ଉବା ଇଶ୍ଵର୍‍କେ ଲାଡ୍ କ୍‌ର୍‌ତା ଲକ୍ ତାର୍ ହିଲାମ୍‌ନ୍‌କେ ହେଁ ଲାଡ୍ କ୍‍ରେଦ୍।


ମୁଇ ତାର୍ ହ୍‌ଚେ ଇଣ୍ଡ୍‌ତା ଲକ୍‌କେ ହେଁ ମ୍‌ର୍‌ନେ ମାରିନ୍ଦ୍। ସେଡେବ୍‌ଳ୍ ସ୍‌ବୁ ମ୍‌ଣ୍ତଳି ଜାଣ୍‌ତି ଯେ, ମୁଇ, ଲକ୍‌ମ୍‌ନ୍‌କାର୍‌ ବାବ୍‌ନା ଆର୍ ବିଚାର୍‌‌ମ୍‌ନ୍ ଜାଣିନ୍ଦ୍ ଆର୍ ସେରି ପରିକ୍ୟା କ୍‌ରିନ୍ଦ୍। ମୁଇ ତୁମୁକ୍‌ମ୍‌ନ୍ ତୁମାର୍ କାମାର୍ ହିସାବେ ହ୍‌ଳ୍‌ ଦ୍‌ଇନ୍ଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ