3 ଇକ୍ତା ଶୁଣିକ୍ରି ପିତର୍ ଆର୍ ସେ ଚେଲା ଦୁଇ ଲକ୍ ମ୍ସ୍ଣେ ଦ୍ବ୍ଳି ଗ୍ଲାଇ।
3 ସେତାକ୍ ପିତର୍ ଆର୍ ସେ ବିନ୍ ଚେଲା ମଃସୁଣ୍ ଲଃଗେ ଜଃଉଁକେ ବାରାୟ୍ଲାୟ୍ ।
ମ୍ତର୍ ପିତର୍ ଉଟ୍ଲା ଆର୍ ସିଦା ମ୍ସ୍ଣେ ଗ୍ଲା ଆର୍ ସେତି ଦବ୍ଳା ହ୍ଚିଆ ରିଲାର୍ ଦ୍କ୍ଲା, ମ୍ତର୍ ସେ ଯୀଶୁର୍ ଗ୍ଗାଳ୍କେ ସେତି ନ୍ଦେକେ, ଜୁଇ ଜୁଇରି ଗଟିରିଲି ସେ ବିଷଇ ବାବି ବାବି ସେ ଗ୍ରେ ଲେଉଟି ଗ୍ଲା।
ସେମ୍ନ୍ ଦୁଇ ଲକ୍ ଗଟେମାଡେ ଦ୍ବ୍ଳୁକେ ଲାଗ୍ଲାଇ, ଆର୍ ସେ ବିନ୍ ଚେଲା ପିତରାର୍ ହ୍ଚେ ହ୍ଳାଇ ଆଗେ ମ୍ସ୍ଣେ କେଟ୍ଲା,