ଜହନ୍ 17:8 - ବ୍ଡ଼୍ ହ୍ର୍ଜା ବାଇବଲ8 ତୁଇ ଦେଇରିଲାର୍ କ୍ତା ମୁଇ ସେମ୍ନ୍କେ କଇଲେଆଚି, ସେମ୍ନ୍ ସେ ତାକେ ମ୍ନେ କ୍ଲାଇ ଆତ୍ତି, ମୁଇ ଯେ ତର୍ଲ୍ଗେହ୍ଣି ଆସିଆଚି, ଆର୍ ତୁଇ ଯେ ମକେ ହ୍ଟାଇ ଆଚ୍ସି, ଇକ୍ତା ସେମ୍ନ୍ ବ୍ଲ୍ବାବେ ଜାନ୍ଲାଇ ଆତ୍ତି, ଆର୍ ବିଶ୍ବାସ୍ ହେଁ କ୍ରୁଲାଇ। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 କାୟ୍ତାକ୍ବଃଲେକ୍ ତୁୟ୍ ମକ୍ ଜୁୟ୍ ସଃବୁ କଃତା ସଃର୍ହି ଦିଲିସ୍, ମୁୟ୍ ସେମଃନ୍କେ ସେସଃବୁ ସଃର୍ହି ଦିଲେ ଆଚି, ଆର୍ ସେମଃନ୍ ଦଃରି ଆଚ୍ତି, ଆରେକ୍ ମୁୟ୍ ଜେ ତର୍ ଲଃଗେହୁଣି ଆସି ଆଚି, ଆର୍ ତୁୟ୍ ମକ୍ ହଃଟାୟ୍ ଆଚ୍ସି ବଃଲି ନିଜ୍କଃରି ଜାଣ୍ଲାୟ୍ ଆର୍ ବିସ୍ୱାସ୍ କଃରୁଲାୟ୍ । အခန်းကိုကြည့်ပါ။ |
ଏ ମର୍ ଲାଡାର୍ ବାଇ ଆର୍ ବେଣିମ୍ନ୍! ଅବେ ମୁଇ ତୁମୁକେ ମର୍ କ୍ତେକ୍ ବିନ୍ କ୍ତା କ୍ଉତାର୍ ଆଚେ। ଇଶ୍ଵର୍କେ ସ୍ର୍ଦା କ୍ର୍ତା ଲକ୍ ଆର୍ ଜୀବନ୍ କାଟ୍ତା ବିଷୟେ ଜ୍ନ୍କ୍ରି ଅମିମ୍ନ୍ ତୁମୁକେ ଶିକାଇ ଆଚୁ। ତୁମିମ୍ନ୍ ସେନ୍କ୍ରି ଜୀବନ୍ କାଟୁଲାସ୍। ମାପ୍ରୁ ଯୀଶୁର୍ ଗିନେ ବେସିରେ ବେସି ସେନ୍କ୍ରି ଜୀବନ୍ କାଟ୍ତାର୍ ଗିନେ ଅମି ତୁମୁକେ କ୍ମ୍ଲୁ ଆର୍ ସାସ୍ ଦେମ୍ଲୁ।