9 ଯେ ମର୍ଲ୍ଗେ ବିଶ୍ବାସ୍ ନ୍କେରେ ସେ ପାପ୍ କ୍ରେଦ୍।
9 ହାହ୍ ବିସୟେ ସେମଃନ୍ ଦସି, ବଃଲେକ୍ ସେମଃନ୍ ମର୍ତଃୟ୍ ବିସ୍ୱାସ୍ ନଃକେଲାୟ୍ ।
ଯେ ହେଁ ମର୍ ସୁବ୍କ୍ବର୍କେ ବିଶ୍ବାସ୍ କ୍ରେଦ୍ ଆର୍ ଡୁବେନ୍ ନ୍ଇଦ୍ ଇଶ୍ୱର୍ ତାର୍ ପାପାର୍ ଡ୍ଣ୍ଡ୍ ଲ୍ଗେ ହ୍ଣି ତାକେ ଉଦାର୍ କ୍ରେଦ୍, ମ୍ତର୍ ଜୁଇ ଲକ୍ମ୍ନ୍କାର୍ ଉହ୍ରେ ବିଶ୍ବାସ୍ ନାଇ, ତାର୍ ପାପାର୍ ଗିନେ ଇଶ୍ୱର୍ ତାକେ ଡ୍ଣ୍ଡ୍ ଦେଇଦ୍।
ସେ ଆସିକ୍ରି ପାପ୍ ବିଷୟେ, ଦ୍ର୍ମ୍ ବିଷୟେ, ଆର୍ ଇଶ୍ଵରାର୍ ନିଆଇ ବିଚାର୍ ବିଷୟେ ଇ ହୁର୍ତିବିର୍ ଲକ୍ମ୍ନ୍କେ ଜାଣାଇଦ୍।
ନିୟମ୍ ଜାଣ୍ତା ଆଗେ, ନିୟମ୍ ବିନା ମୁଇ ଜୀବନ୍ ରିଲେ। ମ୍ତର୍ ଜ୍ଡେବ୍ଳ୍ ନିୟମାର୍ ଆଦେଶ୍ ମର୍ଲ୍ଗେ ଆଇଲି, ସ୍ଡେବ୍ଳ୍ ପାପ୍ ଜୀବନ୍ ଅଇଲି ଆର୍ ପାପ୍ ଲାଗି ପବିତର୍ ଜିବ୍ନେ ମୁଇ ମ୍ଲେ।
ହୁର୍ବେ ମୁଇ ଯୀଶୁକେ ଲିନ୍ଦା କ୍ରିଆଚି, ତାକେ ତାଳ୍ନା ଦ୍ଇଆଚି ଆର୍ ବିଶ୍ବାସିମ୍ନ୍କେ ମାର୍ଲା ହର୍ କାମ୍ କ୍ରିଆଚି। ମ୍ତର୍ ମୁଇ କାଇରି କ୍ରୁଲେ ବ୍ଲି ଜାଣି ନ୍ରିଲାକ୍, ଇଶ୍ଵର୍ ମକେ ଦୟାକ୍ଲା, ବିଶ୍ବାସ୍ ନ୍କେଲାବ୍ଳ୍ ମୁଇ ସେନ୍କ୍ରି କ୍ରିରିଲେ।
ହେ ବିଶ୍ବାସି ବାଇ ବେଣିମ୍ନ୍ ଜାଗ୍ରତ୍ ଅଇରିଆ, କାଇତାକ୍ ତୁମିମ୍ନ୍ ଜ୍ନ୍କ୍ରି ପାପ୍ କ୍ରି ବିଶ୍ବାସ୍ ନ୍କେରାସ୍ ଆର୍ ଜ୍ନ୍କ୍ରି ତୁମିମ୍ନ୍ ଜୀବନ୍ ରିଲା ଇଶ୍ଵରାର୍ ତ୍ଇହ୍ଣି ଅଲ୍ଗା ନ୍ଉଆସ୍।