ଜହନ୍ 16:28 - ବ୍ଡ଼୍ ହ୍ର୍ଜା ବାଇବଲ28 ସ୍ତ୍କ୍ରି ମୁଇ ଉବା ଇଶ୍ଵରାର୍ ଲ୍ଗେ ହ୍ଣି ହୁର୍ତିବିକେ ଆଇଲେଆଚି। ଆର୍ ବେଗି ମୁଇ ହୁର୍ତିବିକେ ଚାଡିକ୍ରି ଉବା ଇଶ୍ଵରାର୍ ଲ୍ଗେ ଲେଉଟି ଜାଇନ୍।” အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍28 ସଃତ୍କଃରି ମୁୟ୍ ଉବାର୍ ଲଃଗେ ହୁଣି ଜଃଗତେ ଆସିଆଚି; ଆର୍ ଅଃବେ ମୁୟ୍ ଜଃଗତ୍ ଚାଡି ଉବାର୍ ଲଃଗେ ବାଉଳି ଜାୟ୍ନ୍ଦ୍ ।” အခန်းကိုကြည့်ပါ။ |
ଅବେ ମୁଇ ତର୍ଲ୍ଗେ ଆସୁଲେ, ଆରେକ୍ ମୁଇ ଇ ହୁର୍ତିବି ଲ୍ଗେ ନ୍ରେଇ, ମ୍ତର୍ ଏମ୍ନ୍ ସ୍ବୁ ରେମ୍ଲାଇ, ପବିତର୍ ଉବା ଜ୍ତେକ୍ ସ୍ବୁ ଲକ୍ମ୍ନ୍କେ ତୁଇ ମର୍ ଆତେ ଅଇ ଆଚ୍ସି, ତର୍ ନାଉର୍ ଶ୍କ୍ତି ସ୍ଙ୍ଗ୍ ତୁଇ ସେମ୍ନ୍କେ ଉଦାର୍ କ୍ର୍। ତୁଇ ଆର୍ ମୁଇ ଜ୍ନ୍କ୍ରି ଗଟେକ୍ ସେମ୍ନ୍ ହେଁ ସେନ୍କ୍ରି ଗଟେକ୍ ଅମ୍କେ ସେମ୍ନ୍କେ ସାଇଜ କ୍ର୍।