4 ମୁଇ ଜୁଇତି ଜ୍ମ୍ଲେ ସେବାଟ୍ ତୁମିମ୍ନ୍ ଜାଣିଆଚାସ୍।”
4 ଆରେକ୍ ମୁୟ୍ ଜୁୟ୍ ଟାଣେ ଜଃଉଁଲେ, ସେତିର୍ ବାଟ୍ ତୁମିମଃନ୍ ଜାଣାସ୍ ।”
ସେସ୍ବୁ ଦୁକ୍କ୍ଷ୍ଟ ହାଇକ୍ରି ତାର୍ ହ୍ଚେ ମଇମା ତ୍ଇ ହୁରାଉତା ଖ୍ରୀଷ୍ଟର୍ କାଇ ଦ୍ର୍କାର୍ ନ୍ରିଲି?”
ମୁଇ ହ୍କା ବାଟ୍ଉଗାଳିନ୍ଦ୍, ଯେ ମର୍ ବାଟ୍ ଜାଇଦ୍ ସେ ଉଦାର୍ ହାଇଦ୍, ଆର୍ ସେ ବିତ୍ରେ ଜ୍ମ୍ହାରେ ଆର୍ ହ୍ଦାଇ ଆସୁହାରେ ଆରେକ୍ କାଦି କାମ୍ ହାରେ।
ଯେ ମର୍ ଦ୍ଙ୍ଗ୍ଳା ଅମ୍କେ ମ୍ନ୍କ୍ରେଦ୍, ତ୍ବେ ସେ ମର୍ହ୍ଚେ ହ୍ଚେ ଆସ। ଆର୍ ମୁଇ ଜୁଇ ଟାଣେ ରେମ୍ଲେ, ମର୍ ଦ୍ଙ୍ଗ୍ଳା ହେଁ ସେତି ର୍ଇଦ୍। ଆର୍ ମର୍ ଆରାଦନା କ୍ରେଦ୍, ତ୍ବେ ଉବା ତାକେ ବେସି ସ୍ର୍ଦା ଅଇଦ୍।”
ଯୀଶୁ ଜାଣିରିଲା, ଯେ ଉବା ଇଶ୍ୱର୍ ତାକେ ସ୍ବୁ ଅଦିକାର୍ ଦିଲାଆଚେ, ସେ ଇଶ୍ଵରାର୍ ତ୍ଇହ୍ଣି ଆସିଆଚେ। ଆରେକ୍ ତାର୍ ଲ୍ଗେ ଲେଉଟି ଜାଇଦ୍ ବ୍ଲି।
ମର୍ ଉବାର୍ ଗ୍ରେ ଗାଦି ବ୍କ୍ରା ଆଚେ। ସେତି ତୁମାର୍ ଗିନେ ଟାଣ୍ ସ୍ଜାମ୍କେ ମୁଇ ଜ୍ମ୍ଲେ, ଇକ୍ତା ସ୍ତ୍ ଅଇରିଲେକ୍ ମୁଇ ତୁମୁକ୍ ନ୍କଇଲେ ହ୍ଣି।
ମୁଇ ଜୁଇରି କଇଲେଆଚି ସେରି ତୁମିମ୍ନ୍ ଶୁଣିଆଚାସ୍। କାଇତାକ୍ ମୁଇ ଜ୍ମ୍ଲେ ଆରେକ୍ ଲେଉଟି ଆସିନ୍, ମକେ ଯଦି ଲାଡ୍ କ୍ରୁଲାସ୍ ତ୍ବେ ମୁଇ ଉବା ଇଶ୍ୱର୍ ଲ୍ଗେ ଜ୍ମ୍ଲେ ବ୍ଲି ତୁମିମ୍ନ୍ ସ୍ର୍ଦା ଅଇଲାସ୍ ହ୍ଣି, କାଇତାକ୍ ମର୍ ଉବା ମର୍ତ୍ଇହ୍ଣି ବେସିବ୍ଡ୍।
ମୁଇ ସେତି ତୁମାର୍ ଗିନେ ଟାଣ୍ ସ୍ଜାଇଲା ହ୍ଚେ ଲେଉଟିକ୍ରି ଆସିନ୍ଦ୍, ଆର୍ ତୁମୁକ୍ ମର୍ଲ୍ଗେ ଦ୍କିକ୍ରି ଜାଇନ୍, ତ୍ବେ ମୁଇ ରିଲା ଟାଣେ ତୁମିମ୍ନ୍ ହେଁ ରିଆସ୍।
ଥୋମା କଇଲା, “ମାପ୍ରୁ ତୁଇ କ୍ଇ ଜ୍ମ୍ଲିସ୍ ସେରି ଅମିମ୍ନ୍ ନ୍ଜାଣୁ ତ୍ବେ ସେତିକେ ଜାତା ବାଟ୍ କ୍ନ୍କ୍ରି ଜାଣୁହାରୁ?”
ସ୍ତ୍କ୍ରି ମୁଇ ଉବା ଇଶ୍ଵରାର୍ ଲ୍ଗେ ହ୍ଣି ହୁର୍ତିବିକେ ଆଇଲେଆଚି। ଆର୍ ବେଗି ମୁଇ ହୁର୍ତିବିକେ ଚାଡିକ୍ରି ଉବା ଇଶ୍ଵରାର୍ ଲ୍ଗେ ଲେଉଟି ଜାଇନ୍।”
ଯେ ଇଶ୍ଵରାର୍ ହଇସିକେ ବିଶ୍ବାସ୍ କ୍ରେଦ୍, ସେ ନ୍ସେର୍ତା ଜୀବନ୍ ହାଇଦ୍, ମ୍ତର୍ ଯେ ତାକେ ବିଶ୍ବାସ୍ ନ୍କେରେ, ସେ ନ୍ସେର୍ତା ଜୀବନ୍ ହାମ୍ନାହାରେ, ମ୍ତର୍ ଇଶ୍ୱର୍ ତାକେ ବେସି ଡ୍ଣ୍ଡ୍ ଦେଇଦ୍।”
କାଇତାକ୍ ମର୍ ଉବା ମ୍ନ୍କ୍ରୁଲା ଜ୍ତେକ୍ ଲକ୍ ମକେ ଦ୍କିକ୍ରି ମର୍ ଉହ୍ରେ ବିଶ୍ବାସ୍ କ୍ର୍ତି, ସେମ୍ନ୍ ନ୍ସେର୍ତା ଜୀବନ୍ ହାଉତି। ସେତାର୍ଗିନେ ସ୍ରାସ୍ରି ଦିନ୍ ମୁଇ ସେ ସ୍ବୁଲକ୍କେ ଆରେକ୍ ଜୀବନ୍ ଦ୍ଇକ୍ରି ଉଟାଇନ୍।”