Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଜହନ୍‌ 14:20 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

20 ସେ ଦିନ୍ ଆଇଲେକ୍ ତୁମିମ୍‍ନ୍ ଜାଣାସ୍ ଯେ ମୁଇ ଉବାର୍ ଲ୍‌ଗେଆଚି, ଆର୍ ତୁମିମ୍‍ନ୍ ମର୍‍ଲ୍‌ଗେ ଆଚାସ୍, ଆର୍ ମୁଇ ହେଁ ତୁମାର୍ ଲ୍‌ଗେ ଆଚିବ୍‍ଲି।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

20 ମୁୟ୍‌ ଜେ ମର୍‌ ଉବାର୍‌ ତଃୟ୍‌, ଆରେକ୍‌ ତୁମିମଃନ୍ ମର୍‌ତଃୟ୍‌ ଆର୍‌ ମୁୟ୍‌ ତୁମାର୍‌ ତଃୟ୍‌ ଆଚି । ଇରି ସେଦିନ୍ ଆୟ୍‌ଲେକ୍‌, ତୁମିମଃନ୍ ଜାଣାସ୍‌ ।”

အခန်းကိုကြည့်ပါ။ ကော်ပီ




ଜହନ୍‌ 14:20
24 ပူးပေါင်းရင်းမြစ်များ  

ଯଦି ମୁଇ ତାର୍ ଇଚାହର୍ କାମ୍ କ୍‌ରୁଲେ, ତ୍‍ବେ ତୁମିମ୍‍ନ୍ ମକେ ବିଶ୍‍ବାସ୍ ନ୍‌କେଲେକ୍ ହେଁ ମର୍ କାମ୍‌କେ ଦ୍‍କିକ୍‍ରି ହେଁ ବିଶ୍‍ବାସ୍ କ୍‍ରା, ତ୍‍ବେ ତୁମିମ୍‍ନ୍ ସ୍‌ତ୍‌କ୍‌ରି ଜାଣୁହାରାସ୍ ଯେ ମର୍ ଉବା ମର୍‌ସ୍‍ଙ୍ଗ୍‌ ସ୍‌ବୁବ୍‌ଳ୍ ଆଚେ ଆର୍ ମୁଇ ତାର୍‌ସ୍‍ଙ୍ଗ୍‍ ଆଚି।”


ମୁଇ ଉବାର୍ ଲ୍‌ଗେଆଚି ଆର୍ ଉବା ମର୍‍ଲ୍‌ଗେ ଆଚେ, ଇକ୍‍ତା ତୁଇ ବିଶ୍‍ବାସ୍ କ୍‌ରୁ ନାହାରୁଲିସ୍ କି? ଜୁଇସ୍‌ବୁ କ୍‌ତା ମୁଇ କ୍‌ମ୍‌ଲେ, ସେସ୍‍ବୁ ମର୍‍ଲ୍‌ଗେ ରିଲା ଉବା ଇଶ୍ୱର୍‌ ହ୍‌କା ତାର୍ କାମ୍ କ୍‌ରୁଲା।


ମୁଇ ଯେ ଉବାର୍ ଲ୍‌ଗେଆଚି ଆର୍ ଉବା ମର୍‍ଲ୍‌ଗେ ଆଚେ, ଇ କ୍‌ତାକେ ବିଶ୍‍ବାସ୍ କ୍‍ରା, ଯଦି ମର୍ ଇ କ୍‌ତାଇ ବିଶ୍‍ବାସ୍ ନାଇ ତ୍‍ବେ ମର୍ କାମ୍‌କେ ଦ୍‍କିକ୍‍ରି ହେଁ ବିଶ୍‍ବାସ୍ କ୍‍ରା।


ସେଦିନ୍ ଆଇଲେକ୍ ତୁମିମ୍‍ନ୍ ମକେ ଆରେକ୍‌ କାଇରି ମାଗୁକ୍ ନ୍‍ହେଳେ। ମୁଇ ସ୍‌ତ୍ କ୍‌ମ୍‌ଲେ, ମର୍ ନାଉଁଏ ଉବା ଇଶ୍ଵର୍‍କେ ତୁମିମ୍‍ନ୍ ଜୁଇରି ମାଗାସ୍ ସେ ସେରି ଦେଇଦ୍।


ସେଦିନ୍ ଆଇଲେକ୍ ତୁମିମ୍‍ନ୍ ମର୍ ନାଉଁଏ ଇଶ୍ଵର୍‍କେ ପାର୍‌ତେନା କ୍‍ରି ମାଗାସ୍, ସେଡେବ୍‍ଳ୍ ମୁଇ ଆରେକ୍‌ ତୁମାର୍ ବାଟ୍ ଅଇନ୍, ଉବାକେ କ୍ଉଆନାଇ।


ଅବେ ମୁଇ ତର୍‍ଲ୍‌ଗେ ଆସୁଲେ, ଆରେକ୍‌ ମୁଇ ଇ ହୁର୍‌ତିବି ଲ୍‌ଗେ ନ୍‌ରେଇ, ମ୍‍ତର୍ ଏମ୍‌ନ୍ ସ୍‍ବୁ ରେମ୍‍ଲାଇ, ପବିତର୍‌ ଉବା ଜ୍‌ତେକ୍ ସ୍‍ବୁ ଲକ୍‌ମ୍‍ନ୍‌କେ ତୁଇ ମର୍ ଆତେ ଅଇ ଆଚ୍‍ସି, ତର୍ ନାଉର୍ ଶ୍‌କ୍‌ତି ସ୍‍ଙ୍ଗ୍‍ ତୁଇ ସେମ୍‍ନ୍‍‍କେ ଉଦାର୍‌ କ୍‍ର୍। ତୁଇ ଆର୍ ମୁଇ ଜ୍‌ନ୍‌କ୍‌ରି ଗଟେକ୍ ସେମ୍‍ନ୍ ହେଁ ସେନ୍‍କ୍‌ରି ଗଟେକ୍ ଅମ୍‍କେ ସେମ୍‍ନ୍‍‍କେ ସାଇଜ କ୍‍ର୍।


ମୁଇ ସେମ୍‍ନ୍‍‍କେ ତର୍ ବିଷୟେ ସ୍‍ବୁ ଜାଣାଇ ଆଚି, ଆର୍ ସ୍‍ବୁବ୍‍ଳ୍ ଜାଣାଉତି ରେଇନ୍, ତ୍‍ବେ ତୁଇମକେ ଜୁଇ ଲାଡ୍ କ୍‍ରୁଲିସ୍ ସେରି ସେମ୍‍ନ୍ ଜାଣୁ ହାର୍‍ତି ଆର୍ ସେମ୍‍ନ୍ ମକେ ସେମ୍‍ନ୍‍କାର୍ ହୁର୍‍ଦୟେ ଜାଗା ଦେତି।”


ଅବେ ସେମ୍‍ନ୍ ଜାଣୁଲାଇ ଯେ ଜୁଇରି ସ୍‍ବୁ ତୁଇମକେ ଦିଲିସ୍ ଆଚ୍‌ସି ସେସ୍‍ବୁ ତର୍‍ଲ୍‌ଗେହ୍‍ଣି ଆସିଆଚେ।


ଯେ ମର୍ ଗ୍‍ଗାଳାର୍ ମାସ୍ କାଇଦ୍, ଆର୍ ମର୍ ବ୍‌ନି ଡୁକେଦ୍ ସେ ମର୍‍ଲ୍‌ଗେ ର୍‌ଇଦ୍, ଆର୍ ମୁଇ ତାର୍ ଲ୍‌ଗେ ସ୍‌ବୁବ୍‌ଳ୍ ର୍‌ଇନ୍।


ମର୍ ନିଜାର୍ ଜାତି ଆର୍ ମର୍‌ସ୍‍ଙ୍ଗ୍‌ ଜ୍‌ଇଲେ ବନ୍ଦି ଅଇରିଲା ବାଇ ଆନ୍ଦ୍ରନିକ ଆର୍ ଡକୁର୍‌ସି ଯୂନିୟାକେ ଜୁଆର୍ ଜାଣାଉଆ, ସେମ୍‌ନ୍ ହ୍‌ଟାଇଲା ଚେଲାମ୍‌ନ୍‌କାର୍ ତ୍ଇହ୍‍ଣି ସନ୍‌ମାନ୍‌ନାର୍ ଲକ୍ ଆର୍ ମର୍ ଆଗେହ୍‍ଣି ଯୀଶୁ ଖ୍ରୀଷ୍ଟର୍ ତ୍‌ଇ ବିଶ୍‍ବାସି ଅଇ ରିଲାଇ।


ସେତାର୍‌ଲାଗି ଅବେ ଜୁଇଲକ୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେ ଆତ୍‍ତି, ସେମ୍‌ନ୍‌କେ ଇଶ୍ୱର୍‌ ଦସି ବ୍‌ଲି ବିଚାର୍‌ ନ୍‌କେରେ।


ମ୍‌ତର୍ ଇଶ୍ଵର୍ ତୁମୁକେ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ଗଟେକ୍ କ୍‌ଲାଆଚେ, ଆର୍ ସେ ଖ୍ରୀଷ୍ଟକେ ହ୍‌କା ଅମାର୍ ଗ୍ଯାନ୍ ହର୍ ଦ୍‌ର୍‌ମ୍ ପବିତ୍‌ର ଆର୍ ମୁକ୍‌ତି କ୍‌ଲାଆଚେ।


ଚ୍ଉଦ ବର୍ଷ ଆଗ୍‍ତୁ ମକେ ଇଶ୍ଵର୍ ରେତା ସ୍‌ର୍‌ଗେ ନ୍‌ଇରିଲାଇ, ମୁଇ ଗ୍‌ଗାଳେ ଜାଇରିଲେ କି ଆତ୍ମାରେ ଜାଇରିଲେ ସେରି ମୁଇ ନ୍‌ଜାଣି, ସେରି ଇଶ୍ଵର୍ ହ୍‌କା ଜାଣେଦ୍।


ତୁମିମ୍‍ନ୍ ବିଶ୍‍ବାସେ ଟିକ୍ ଆଚାସ୍ କି ନାଇ ନିଜେ ପରିକ୍ୟା କ୍‍ରି ଦ୍‌କା, ତୁମିମ୍‍ନ୍ ନ୍‌ଜାଣାସ୍ କି ଯେ ତୁମାର୍‌ମ୍‌ନ୍‌କାର୍ ହୁର୍‌ଦୟେ ଯୀଶୁ ଖ୍ରୀଷ୍ଟ ବାସା କ୍‌ରୁଲା ବ୍‌ଲି, ନା ତୁମିମ୍‍ନ୍ ଇ ବିଷୟେ ଆରି ଆଚାସ୍?


ଯଦି କେ ଖ୍ରୀଷ୍ଟର୍ ତ୍‌ଇ ଆଚେ, ସେ ନ୍‌ଉଆ ବାବ୍‌ରେ ତିଆର୍ ଅଇଆଚେ। ହ୍‌ର୍‌ନା ବିଷଇ ସ୍‌ବୁ ଚାଲିଜାଇ ଆଚେ, ଆର୍ ସ୍‌ବୁ ବିଷଇ ନ୍‌ଉଆ ଅଇ ଯାଇଆଚେ।


ମୁଇ କ୍‌ଉତା କ୍‌ତା ଯେ, ଇଶ୍ଵର୍ ଖ୍ରୀଷ୍ଟର୍ ଲାଗି ଲକ୍‌ମ୍‌ନ୍‌କାର୍‌ ପାପ୍ ହିସାବ୍ ନ୍‌କେରି ନିଜ୍‍କେ ଜ୍‍ଗତାର୍ ଲକ୍‌ମ୍‌ନ୍‌କାର୍‌ ସ୍‌ଙ୍ଗ୍ ଆର୍ ଗ୍‌ଟେତ୍‌ର୍ ମିସୁଲା। କାଇତାକ୍ ସେତେକ୍ ନଇ ମ୍‌ତର୍ ସେ ଅମୁକ୍‌ମ୍‌ନ୍ ଲକ୍‌ମ୍‍ନ୍‌କେ ଆର୍ ଆର୍ ଗଟେତର୍ ମିସାମ୍‌କେ କ୍‌ବର୍ କ୍‍ମ୍‍କେ ବଜ୍ ଦେଇଆଚେ। ସେତାର୍‌ଲାଗି ଅମି ଯୀଶୁ ଖ୍ରୀଷ୍ଟର୍ ବାଦୁଲେ ଅମି ସୁବ୍‍କ୍‍ବର୍ ପର୍‌ଚାର୍ କ୍‌ରୁଲୁ।


ମୁଇ ଖ୍ରୀଷ୍ଟର୍ ସ୍‌ଙ୍ଗ୍ କୁର୍‌ଶେ ମ୍‌ରିଆଚି, ସେତାର୍‍ଗିନେ ମୁଇ ଅବେ ଆରେକ୍‌ ଜୀବନ୍ ନାଇ, ମ୍‌ତର୍ ମର୍‍ଲ୍‌ଗେ ଖ୍ରୀଷ୍ଟ ଜୀବନ୍ ଆଚେ, ମୁଇ ଅବେ ଜୁଇ ଜୀବନ୍ ବିତାମ୍‌ଲେ ସେରି ଇଶ୍ଵରାର୍ ହଇସି ଉହ୍‌ରେ ବିଶ୍‍ବାସ୍ କ୍‍ରି ଜୀବନ୍ ବିତାମ୍‌ଲେ, ଯେ କି ମକେ ଲାଡ୍‌କ୍‌ରି ମର୍‌ଗିନେ ତାର୍ ଜୀବନ୍ ଦାନ୍ କ୍‌ଲାଆଚେ।


କାଇତାକ୍ ଅମିମ୍‍ନ୍ ଜ୍‌ନ୍ ଅଇଲୁଆଚୁ ସେସ୍‍ବୁ ଇଶ୍ଵର୍ ହ୍‌କା କ୍‌ଲାଆଚେ, ଜୁଇସ୍‌ବୁ ସ୍‌ତ୍‌କାମ୍ ଅମିମ୍‍ନ୍ କ୍‌ରୁନ୍ଦ୍ ବ୍‌ଲି ଇଶ୍ଵର୍ ଆଗ୍‍ତୁ ଟିକ୍ କ୍‌ରିରିଲା, ଅମିମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ସ୍‍ଙ୍ଗ୍‍ ଚାଲିଚଳ୍‌ନି କ୍‍ରି ମିସି ରିଲାକେ ସେସ୍‍ବୁ ହୁରା ଅଇଲିଆଚେ।


କା‍ଇ‌ତାକ୍‌ ଇଶ୍ଵର୍ ସ୍‌ର୍‌ଦା ସ୍‌ଙ୍ଗ୍ ଇଚାକ୍‌ଲା ଯେ, ଖ୍ରୀଷ୍ଟର୍ ବିତ୍‌ରେ ସ୍‌ବୁ ଇଶ୍ଵରାର୍ ଗୁଣ୍‌ଆଚେ ବ୍‌ଲି।


ଇ ବ୍‍ଡ୍ ସ୍‌ତ୍ ସ୍‌ବୁଲକାର୍ ହାଇଁ। ଇଶ୍ଵର୍ ଇ ବ୍‌ଡ୍ ଆର୍ ଲୁକିରିଲା ସ୍‌ତ୍‌କେ ବିନ୍‍ଜାତିର୍ ଲକ୍‌ମ୍‍ନ୍‌କେ ଜାଣାଇ ଦେମ୍‌କେ ଇଚାକ୍‌ଲା। ଇସ୍‌ତ୍ ତୁମାର୍ ବିତ୍‌ରେ ରେତାର୍‌ ଖ୍ରୀଷ୍ଟ ନିଜେ, ଇଶ୍ଵରାର୍ ମଇମା ହାମ୍‌କେ ସେ ଅମ୍‌ଲା ଅମାର୍ ଗଟେକ୍ ଆଶା।


କାଇତାକ୍ ଖ୍ରୀଷ୍ଟ ମାନାଇ ହ୍‌ର୍ ଅଇଲେକ୍ ହେଁ ସେ ହୁରାବାବେ ଇଶ୍ଵର୍ ରିଲା।


କେ କ୍‌ବେ ଇଶ୍ଵର୍‍କେ ଦ୍‍କି ନ୍‌କେରେ ମ୍‍ତର୍ ଯଦି ଅମି ସ୍‌ବୁକେ ଲାଡ୍ କ୍‍ରୁମା ତ୍‍ବେ ଇଶ୍ଵର୍ ଅମାର୍‌ମ୍‍ନ୍‍କାର୍ ବିତ୍‌ରେ ବାସା କ୍‍ରେଦ୍ ଆର୍ ତାର୍ ଲାଡ୍ ଅମାର୍ ତ୍‌ଇ ହୁରାଅଇଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ