14 ମର୍ ନାଉଁଏ ତୁମିମ୍ନ୍ ଜୁଇରି ମକେ ମାଗାସ୍ ସେରି ମୁଇ ତୁମୁକେ ଦେଇନ୍ଦ୍।”
14 ଜଦି ତୁମିମଃନ୍ ମର୍ ନାଉଁଏ ଜାୟ୍ରିହେଁ ମାଗାସ୍, ମୁୟ୍ ସେରି ତୁମିକେ ଦଃୟ୍ନ୍ଦ୍ ।”
ମର୍ ନାଉଁଏ ତୁମିମ୍ନ୍ ଜୁଇରି ମାଗ୍ଲେକ୍ ସେରି ମୁଇ ତୁମୁକ୍ମ୍ନ୍ ଦେଇନ୍ଦ୍, ଅନ୍କ୍ରି ହଇସିର୍ ଲ୍ଗେ ଉବାର୍ ମଇମା ହୁରାଅଇଦ୍।
ମୁଇ ମର୍ ଉବା ଇଶ୍ଵର୍କେ କାନିକ୍ର୍ମ୍ ଅଇ ପାର୍ତେନା କ୍ରିନ୍ଦ୍, ତ୍ବେ ତୁମାର୍ ସ୍ଙ୍ଗ୍ ସ୍ବୁଦିନ୍ ରେମ୍କେ ସେ ଗଟେକ୍ ସାଇଜ କାରିଆକେ ହ୍ଟାଇଦ୍,
ତୁମିମ୍ନ୍ ମକେ ନ୍ବାଚାସ୍ ମ୍ତର୍ ମୁଇ ତୁମୁକ୍ମ୍ନ୍ ବାଚିଆଚି, ତୁମିମ୍ନ୍ ଜ୍ନ୍କ୍ରି ବେସି ହ୍ଡ୍ ହ୍ଡା ଆର୍ ସେରି ସ୍ବୁଦିନ୍ ରେଇଦ୍, ସେତାର୍ଗିନେ ମୁଇ ତୁମୁକ୍ମ୍ନ୍କେ ବାଚିଆଚି, ସେତାର୍ଗିନେ ତୁମିମ୍ନ୍ ମର୍ ନାଉଁଏ ଜୁଇସ୍ବୁ ମାଗାସ୍ ସେରି ସେ ତୁମୁକ୍ମ୍ନ୍ ଦେଇଦ୍।
ସେଦିନ୍ ଆଇଲେକ୍ ତୁମିମ୍ନ୍ ମକେ ଆରେକ୍ କାଇରି ମାଗୁକ୍ ନ୍ହେଳେ। ମୁଇ ସ୍ତ୍ କ୍ମ୍ଲେ, ମର୍ ନାଉଁଏ ଉବା ଇଶ୍ଵର୍କେ ତୁମିମ୍ନ୍ ଜୁଇରି ମାଗାସ୍ ସେ ସେରି ଦେଇଦ୍।
ଅବେହ୍ତେକ୍ ତୁମିମ୍ନ୍ ମର୍ ନାଉଁଏ କାଇରି ମାଗି ନ୍କେରାସ୍। ତ୍ବେ ଉବା ଇଶ୍ଵର୍କେ ମାଗା, ସେରି ସେ ତୁମୁକ୍ମ୍ନ୍ ଦେଇଦ୍ ଆର୍ ତୁମିମ୍ନ୍ ବେସି ସ୍ର୍ଦା ଅଉଆସ୍।”
ଖ୍ରୀଷ୍ଟ ଯୀଶୁର୍ ଗିନେ ତୁମିମ୍ନ୍ ଜୁଇସ୍ବୁ ଆଶିର୍ବାଦ୍ ଇଶ୍ଵର୍ ଲ୍ଗେହ୍ଣି ହାଇଆଚାସ୍, ସେତାର୍ଗିନେ ମୁଇ ସ୍ବୁବ୍ଳ୍ ତୁମାର୍ ବିଷୟେ ଇଶ୍ଵର୍କେ ଦନ୍ୟବାଦ୍ ଦେମ୍ଲେ।