ଜହନ୍ 12:13 - ବ୍ଡ଼୍ ହ୍ର୍ଜା ବାଇବଲ13 ଯୀଶୁ ଯିରୁଶାଲମ୍ ସ୍ହରେ ଆସୁଲା ବ୍ଲି ଶୁଣିକ୍ରି ବେସିଲକ୍ କ୍ଜ୍ରି ଡାଳ୍ ବାଙ୍ଗିକ୍ରି ଯୀଶୁକେ ବେଟ୍ ହାମ୍କେ ଆଇଲାଇ, ବେଲ୍କି ଅଇକ୍ରି କ୍ମ୍କେ ଲାଗ୍ଲାଇ, “ହସାନା, ମାପ୍ରୁର୍ ନାଉଁଏ ଯେ ଆସୁଲା ସେ ଦନ୍ୟ। ଇଶ୍ୱର୍ ଇସ୍ରାଏଲାର୍ ର୍ଜା।” အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍13 ସେତାକ୍ ସେମଃନ୍ କଃଜ୍ରି ଡାଳ୍ ଦଃରି ଜିସୁକେ ଦଃକୁକ୍ ବାରାୟ୍ ଗଃଳାୟ୍, ଆର୍ ବଃଡ୍ ଟଣ୍ଡେ କଃଉଁକେ ଦଃର୍ଲାୟ୍, “ହସାନ୍ନା । ମାପ୍ରୁର୍ ନାଉଁଏ ଜେ ଆସୁଲା, ତାର୍ ବାୟ୍ଗ୍; ଇସ୍ରାଏଲ୍କେ ଚାଲାଉତା ରଃଜାକ୍ ଇସ୍ୱର୍ ଆସିର୍ବାଦ୍ କଃର ।” အခန်းကိုကြည့်ပါ။ |
ତାର୍ ହ୍ଚେ ମୁଇ ବେସିଲକାର୍ ବିଡ୍ ଦ୍କ୍ଲେ। ସେତି ବେସିଲକ୍ ରିଲାଇ କେହେଁ ସେମ୍ନ୍କେ ଗ୍ଣୁ ନ୍ହାର୍ତି। ସେମ୍ନ୍ ସ୍ବୁ ଜାତି, ସ୍ବୁ ଗଷ୍ଟି, ସ୍ବୁ ବ୍ଉଁସାର୍ ଆର୍ ସ୍ବୁ ବାଷା କ୍ଉତାଲକ୍ ରିଲାଇ। ସେ ଲକ୍ମ୍ନ୍ ରାଜ୍ଗାଦି ଆର୍ ମେଣ୍ଢା ଯେ କି ଯୀଶୁର୍ ସାମ୍ନାଇ ଟିଆ ଅଇରିଲାଇ। ସେମ୍ନ୍ ସ୍ବୁ ଲକ୍ ଦବ୍ ର୍ଜାର୍ ବ୍ସ୍ତର୍ ହିନ୍ଦି ଆତେ କ୍ଜ୍ରି ଡାଳ୍ ଦ୍ରିରିଲାଇ।