7 ତାର୍ ହ୍ଚେ ସେ ଚେଲାମ୍ନ୍କେ କଇଲା, “ଆଶା ଅମିମ୍ନ୍ ଯିହୁଦା ଦେଶ୍କେ ଜୁମା।”
7 ଦୁୟ୍ ଦିନାର୍ ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, “ଅଃମିମଃନ୍ ଜିଉଦାକେ ବାଉଳି ଜୁଆଁ ।”
ଜ୍ଡେବ୍ଳ୍ ହେରୋଦ୍ ର୍ଜା ଯିହୁଦା ଦେଶ୍କେ ଶାସନ୍ କ୍ର୍ତିରିଲା, ସେଡେବ୍ଳ୍ ଯୀଶୁ ଯିହୁଦା ଦେଶାର୍ ବେଥ୍ଲିହିମ୍ ସ୍ହରେ ଜ୍ର୍ନ୍ ଅଇଲା। ହ୍ଚେ ଦ୍କା, ଯିହୁଦା ଦେଶାର୍ ହୁରବ୍ ଦିଗାର୍ କ୍ତେକ୍ ପଣ୍ଡିତ୍ମ୍ନ୍ ଯିରୁଶାଲମ୍ ସ୍ହର୍କେ ଆସି ହ୍ଚାର୍ଲାଇ,
ହ୍ଚେ ଯୀଶୁ ସ୍ର୍ଗେ ଜାତା ଦିନ୍ ଲ୍ଗେ ଅଇ ଆସ୍ତି ରିଲି ଲାଗି, ସେ ଯିରୁଶାଲମ୍ ଜ୍ମ୍କେ ମ୍ନ୍କ୍ଲା।
ମ୍ତର୍ ଲାଜାରାର୍ ରଗେ ହ୍ଡ୍ଲାର୍ କ୍ବର୍ ଶୁଣିକ୍ରି ଯୀଶୁ ସେତି ଆରେକ୍ ଦୁଇଦିନ୍ ତେବ୍ଲା।
କ୍ତିଦିନ୍ ହ୍ଚେ ପାଉଲ୍ ବର୍ଣ୍ଣବାକେ କଇଲା, “ଜୁଇସ୍ବୁ ସ୍ହରେ ବାଇମ୍ନ୍କେ ଅମିମ୍ନ୍ ମାପ୍ରୁର୍ ବାକ୍ୟ ପର୍ଚାର୍ କ୍ରିରିଲୁ ସେ ବାଇମ୍ନ୍କାର୍ ଲ୍ଗେ ଜୁଆର୍ ସେମ୍ନ୍ କ୍ନ୍କ୍ରି ଆତ୍ତି ସେରି ଦ୍କୁ।”