18 ବେଥନିଆ ତ୍ଇହ୍ଣି ଯିରୁଶାଲମ୍ ତିନି କିଲମିଟର୍ ବାଟ୍ ରିଲି।
18 ବେତାନିଆ ଜିରୁସାଲମ୍ ଲଃଗେ ରିଲି, ହାକାହାକି ଗଟ୍ କସ୍ ଦୁରି;
ଆର୍, ସେ ସେମ୍ନ୍କେ ଚାଡିଦେଇ ଯିରୁଶାଲମ୍ ସ୍ହରେ ହ୍ଣି ବାରି ବେଥନିଆ ସ୍ହର୍କେ ଜାଇ ସେତି ରାତି କ୍ଟାଇଲା।
ସେଦିନ୍ ଯୀଶୁର୍ ଜଳେକ୍ ଚେଲାମ୍ନ୍ ଯିରୁଶାଲମ୍ ହ୍ଣି ଇମ୍ମାୟୁ ବ୍ଲି ଗଟେକ୍ ଗାମେ ଜାତିରିଲାଇ, ଇଗାମ୍ ଯିରୁଶାଲମ୍ ହ୍ଣି ଏଗାର୍ କିଲମିଟର୍ ଦୁରିର୍ ର୍ସ୍ତା ରିଲି
ବେଥନିଆ ଗାମାର୍ ଲାଜାର୍ ନାଉଁର୍ ଗଟେକ୍ଲକ୍ ର୍ଗେ ହ୍ଳିରିଲା। ତାର୍ ଜ୍ତେକ୍ ବେଣ୍ସି ରିଲାଇ ସେମ୍ନ୍କାର୍ ନାଉଁ ଅଇଲି ମରୀୟମ୍ ଆର୍ ମାର୍ଥା ସେ ଗାମାର୍ ଲକ୍।
ସେତାର୍ଗିନେ ଚେଲାମ୍ନ୍ ସ୍ମ୍ଦୁରେ ହାଁଚ୍ ଚଅ କିଲମିଟର୍ ଡଙ୍ଗା ଚ୍ଗି ଗ୍ଲାହ୍ଚେ, ଯୀଶୁ ହାଣି ଉହ୍ରେ ଇଣ୍ତି ତାକାର୍ ଲ୍ଗେ ଆସ୍ତାର୍ ସେମ୍ନ୍ ଦ୍କ୍ଲାଇ, ଆର୍ ବେସି ଡିର୍ଲାଇ।
ସ୍ହର୍ ବାହାରେ ଅଙ୍ଗୁର୍ ହ୍ଳ୍ ସ୍ବୁ ସେ ଅଙ୍ଗୁର୍ ହିଳ୍ତା କୁଣ୍ଡେ ହିଚା ଅଇଲି ସେ ଅଙ୍ଗୁର୍ କୁଣ୍ଡେ ହ୍ଣି ବ୍ନି ବାର୍ଲି, ଇରି ଗଡାମ୍ନ୍କାର୍ ଲାଗାମ୍ ହ୍ତେକ୍ ଉହୁର୍କେ ଉଟି ତିନ୍ଶ କିଲମିଟର୍ ହ୍ତେକ୍ ବ୍ନିର୍ ନାଡ୍ ଅଇ ଜ୍ମ୍କେ ଲାଗ୍ଲି।
ସେ ସ୍ହର୍ ଚାର୍ କନିଆ ରିଲି। ଇତାର୍ ଲମ୍ୱା ଅସାର୍ ସ୍ମାନ୍ ରିଲି। ସେ ଦୂତ୍ ନାହ୍ତା ଡାଙ୍ଗ୍ ସ୍ଙ୍ଗ୍ ସ୍ହର୍କେ ନାହ୍ଲା ତାର୍ ଲମ୍ୱା ଦୁଇ ହଜାର୍ ଚାର୍ଶ କିଲମିଟର୍, ଆର୍ ଅସାର୍ ହେଁ ଦୁଇ ହଜାର୍ ଚାର୍ଶ କିଲମିଟର୍ ଆର୍ ଉଚା ହେଁ ସେତ୍କି ରିଲି।