ଜହନ୍ 10:3 - ବ୍ଡ଼୍ ହ୍ର୍ଜା ବାଇବଲ3 ବାଟ୍ଉଗାଳି ଲ୍ଗେ ଜାଗ୍ତା ଲକ୍ ତାର୍ ଗିନେ ବାଟ୍ ଉଗାଳି ଅଇଦ୍, ଆର୍ ସେ ମେଣ୍ଢାମ୍ନ୍କାର୍ ନାଉଁ ଦ୍କିକ୍ରି କୁଦ୍ଲେକ୍ ସେମ୍ନ୍ ତାର୍କ୍ତା ଶୁଣ୍ତି, ଆର୍ ସେ ସ୍ବୁ ମେଣ୍ଢାମ୍ନ୍କେ ବାଟ୍ଦ୍କାଇ ଚ୍ରାମ୍କେ ବାହାରେ ନ୍ଇଦ୍। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍3 ଜାଗୁଆଳି ତାର୍ ଗିନେ ଦୁଆର୍ ଉଗାଳି ଦଃୟ୍ଦ୍, ଆର୍ ସେ ନିଜାର୍ ମେଣ୍ଡାମଃନ୍କେ ନାଉଁ ଦଃରି କୁଦ୍ଲେକ୍ ସେମଃନ୍ ତାର୍ କଃତା ସୁଣ୍ତି, ଆର୍ ସେ ମେଣ୍ଡାମଃନ୍କେ ହଃଦାୟ୍ ବାଟ୍ କାଡାୟ୍ ନଃୟ୍ଦ୍ । အခန်းကိုကြည့်ပါ။ |
ଆରେକ୍, ଏ ମର୍ ସ୍ଙ୍ଗେ ସ୍ତ୍କ୍ରି କାମ୍ କ୍ର୍ତା ସ୍ଙ୍ଗ୍ମ୍ନ୍, ମୁଇ ତୁମୁକେ ହେଁ ଗ୍ଉଆରିକ୍ରି କ୍ମ୍ଲେ, ଇ ବେଣ୍ଦି ମ୍ନ୍କେ ମିଶି ରେତାର୍ ଗିନେ ସାଇଜ କ୍ରା, କାଇତାକ୍ ଏମ୍ନ୍ କ୍ଳେମେନ୍ସ୍ ଆର୍ ମର୍ ବିନ୍ ସ୍ଙ୍ଗୁଆଳି ସ୍ଙ୍ଗ୍ ମିସି, ସୁବ୍କ୍ବର୍ ପର୍ଚାର୍ କାମେ ବେସି କ୍ଷ୍ଟ ହ୍ଳ୍ଲାଇ ଆତ୍ତି, ଏ ମ୍ନ୍କାର୍ ନାଉଁ ଇଶ୍ଵରାର୍ ଜୀବନ୍ ଶାସ୍ତରେ ଲେକା ଅଇଲିଆଚେ।
ମ୍ତର୍ ଇଶ୍ଵର୍ ଇ ବବିଶତ୍ କ୍ତା କ୍ଉତା ଲକ୍ମ୍ନ୍କେ କଇରିଲା ଯେ ସେମ୍ନ୍କାର୍ ସେବାକାମ୍ ତାକାର୍ ନିଜାର୍ ହାଇଁ ନାଇ ମ୍ତର୍ ତୁମାର୍ ହାଇଁ। ସେ କ୍ବର୍ ଅମ୍ଲି ଯୀଶୁ ଖ୍ରୀଷ୍ଟର୍ ବିଷୟ୍ରେ ଗଟେକ୍ ସୁବ୍କ୍ବର୍ ଜାଇରି ତୁମିମ୍ନ୍ ଅବେ ଶୁଣିଆଚାସ୍। ତୁମୁକେ ଲକ୍ମ୍ନ୍କେ ସୁବ୍କ୍ବର୍ ପର୍ଚାର୍ କ୍ରୁକେ ଇଶ୍ଵର୍ ସ୍ର୍ଗେ ହ୍ଣି ତାର୍ ପବିତର୍ ଆତ୍ମା ସାଇଜ କ୍ରୁକେ ହ୍ଟାଇଲା। ଇରି ଅତେକ୍ ଚାନିଆକାମ୍ ଯେ ସ୍ର୍ଗାର୍ ଦୂତ୍ମ୍ନ୍ ହେଁ ଇ ଗଟ୍ଣା ସ୍ବୁ ଦ୍କୁକେ ବେସି ଇଚାକ୍ର୍ତି।