8 ଯୋହନ୍ ନିଜେ ସେ ଉଜାଳ୍ ନ୍ରିଲା, ମ୍ତର୍ ସେ ଉଜାଳ୍ ବିଷୟେ ପର୍ଚାର୍ କ୍ରୁକେ ଆସିରିଲା।
8 ସେ ନିଜେ ସେ ଉଜାଳ୍ ନଃରିଲା, ମଃତର୍ ସେ ଉଜାଳାର୍ କଃତା ସାକି ଦେଉଁକେ ଆସିରିଲା ।
ତ୍ବେ ଯୋହନ୍ କାଇରି ଲୁକାଇ ନ୍କେରି କ୍ରି କଇଲା, “ମୁଇ ଖ୍ରୀଷ୍ଟ ନାଇ।”
ଜୁଇ ସ୍ତ୍ ଉଜାଳ୍ ହୁର୍ତିବିକେ ଆସିକ୍ରି ସ୍ବୁ ଲକ୍ମ୍ନ୍କେ ଉଜାଳ୍ ଦେଇଦ୍, ସେ ଉଜାଳ୍ ହୁର୍ତିବି ଲ୍ଗେ ଆସ୍ତିରିଲା।
ମୁଇ କଇରିଲେ ଯେ, ତୁମି ନିଜେ ମୁଇ କଇଲାର୍ ଶୁଣୁଲାସ୍, ମୁଇ ଖ୍ରୀଷ୍ଟ ନ୍ଇ ବ୍ଲି। ମୁଇ ସେ ମାନାଇର୍ ଆଗେ ର୍ସ୍ତା ତିଆର୍ କ୍ରୁକେ ଆସିରିଲା ମାନାଇ।
ପାଉଲ୍ କଇଲା, “ଜୁଇଲକ୍ ପାପେହ୍ଣି ମ୍ନ୍ ବାଦ୍ଲାଇ ରିଲାଇ ସେମ୍ନ୍ ହ୍କା ଡୁବେନ୍ ଦେତା ଯୋହନାର୍ ଡୁବେନ୍ ଦେଇ, ମ୍ତର୍ ତାର୍ହ୍ଚେ ଯେ ଆସୁଲା, ସେ ଯୀଶୁର୍ ତ୍ଇ ବିଶ୍ବାସ୍ କ୍ରୁକେ ଯୋହନ୍ ଇସ୍ରାଏଲ୍ ଲକ୍ମ୍ନ୍କେ କଇରିଲା।”