4 ତାର୍ ତ୍ଇ ଜୀବନ୍ ରିଲି ଆର୍ ସେ ସ୍ବୁ ଲକ୍ମ୍ନ୍କାର୍ ଗିନେ ଉଜାଳ୍।
4 ସେ ବାକ୍ୟ ଜିବନାର୍ ମୁଳ୍ ରିଲି ଆର୍ ସେଜିବନ୍ ମାନାୟ୍ ଜାତିର୍ ଉଜାଳ୍ ।
ଇଶ୍ୱର୍ ସେମ୍ନ୍କେ ବ୍ଡ୍ ଉଜାଳାର୍ ଦିପ୍ ଦ୍କାଇଦ୍, ଜୁଇ ଲକ୍ମନ୍ କି ଇଶ୍ୱର୍କେ ନ୍ଜାଣି ଅନ୍ଦାରେ ଆତ୍ତି। ସେ ଦିପ୍ ସେମ୍ନ୍କେ ନ୍ସେର୍ତା ଜୀବନାର୍ ବାଟ୍ ଦ୍କାଇଦ୍ ଜୁଇ ଲକ୍ମ୍ନ୍ ଇଶ୍ୱର୍କେ ନ୍ଜାଣି ନ୍ସେର୍ତା ମ୍ର୍ନାର୍ ବାଟେ ଜାତିରିଲାଇ।”
ଜୁଇ ଲକ୍ମ୍ନ୍ ଯିହୁଦି ଚାଡି ବିନ୍ଜାତିର୍ ଅଇ ଜ୍ର୍ନ୍ ଅଇରିଲାଇ ସେମ୍ନ୍ ଉଦାର୍ ହାଉତି, ଆର୍ ଇସ୍ରାଏଲ୍ ଲକ୍ମ୍ନ୍ ସ୍ବୁ ମଇମା ହାଉତି।”
ଯୀଶୁ ତାକେ କଇଲା, “ମୁଇ ମରିକ୍ରି ଜିଇ ଉଟ୍ତା ଲକ୍। ଯେ ମର୍ଲ୍ଗେ ବିଶ୍ବାସ୍ କ୍ରେଦ୍ ସେ ମ୍ଲେକ୍ ହେଁ ଜୀବନ୍ ଅଇଦ୍,
ଯୀଶୁ ଉତର୍ଦିଲା, “ଆରେକ୍ ଅଳକ୍ ଦିନ୍ ହ୍କା ଉଜାଳ୍ ତୁମାର୍ ଲ୍ଗେ ଆଚେ, ଅନ୍ଦାର୍ ଜ୍ନ୍କ୍ରି ତୁମୁକ୍ମ୍ନ୍କେ ନ୍ଗିଳେ ସେତାର୍ଗିନେ ତୁମାର୍ ସ୍ଙ୍ଗ୍ ଉଜାଳ୍ ରେମ୍ ରେମ୍ ଉଜାଳେ ଚାଲାବୁଲା ଅଉଆ। କାଇତାକ୍ ଜୁଇଲକ୍ ଅନ୍ଦାରେ ଚାଲାବୁଲା କ୍ରେଦ୍ ସେ କ୍ଇ ଜ୍ମ୍ଲା ନିଜେ ଜାଣୁ ନ୍ହାରେ।
ମୁଇ ଇ ହୁର୍ତିବିକେ ଗଟେକ୍ ଉଜାଳ୍ ହର୍ ଅଇ ଆସିଆଚି, ଯେ ମର୍ଲ୍ଗେ ବିଶ୍ବାସ୍ କ୍ରେଦ୍, ସେ କ୍ବେ ଅନ୍ଦାରେ ନ୍ରେଇ।
ଯୀଶୁ କଇଲା, “ମୁଇ ବାଟ୍, ସ୍ତ୍ ଆର୍ ଜୀବନ୍। ମର୍ ବାଟେ ନ୍ଗେଲେକ୍ କେ ହେଁ ଉବା ଇଶ୍ଵରାର୍ ଲ୍ଗେ ଜ୍ମ୍ ନାହାର୍ତି।
ଆର୍ ସେ ବିଚାର୍ ଇରି, ହୁର୍ତିବି ଲ୍ଗେ ଉଜାଳ୍ ଆଇଲିଆଚେ, ମ୍ତର୍ ଲକ୍ମ୍ନ୍ ଉଜାଳ୍କେ ମ୍ନ୍ ନ୍କେରି ଅନ୍ଦାର୍କେ ମ୍ନ୍ କ୍ରୁଲାଇ, କାଇତାକ୍ ସେମ୍ନ୍କାର୍ ସ୍ବୁକାମ୍ କ୍ରାପର୍ ଲାଗି।
ଇଶ୍ୱର୍ ଜ୍ନ୍କ୍ରି ମ୍ଲାଲକ୍କେ ଜୀବନ୍ ଦ୍ଇକ୍ରି ଉଟାମ୍ଲା, ସେନ୍କ୍ରି ହଇସି ହେଁ ଜାକେ ଇଚ୍ଚା ତାକେ ଜୀବନ୍ ଦାନ୍ କ୍ରେଦ୍।
କାଇତାକ୍ ଉବା ଜ୍ନ୍କ୍ରି ଜୀବନାର୍ ମୁଳ୍, ସେନ୍କ୍ରି ହଇସିକେ ହେଁ ଜୀବନାର୍ ଅଦିକାର୍ ଦିଲାଆଚେ।
ଯୀଶୁ ଆରେକ୍ ଫାରୂଶୀମ୍ନ୍କେ କଇଲା, “ମୁଇ ହୁର୍ତିବିର୍ ଉଜାଳ୍। ଯେ ମର୍ହ୍ଚେ ହ୍ଚେ ଆସେଦ୍, ତାର୍ ଜୀବନ୍ ଉଜାଳ୍ ଅଇଦ୍, ଆରେକ୍ କ୍ବେ ଅନ୍ଦାରେ ଇଣ୍ତି ନ୍କେରେ।”
ଇ ହୁର୍ତିବି ଲ୍ଗେ ରେତା ହ୍ତେକ୍, ମୁଇ ଇ ହୁର୍ତିବିର୍ ଉଜାଳ୍।”
ଖ୍ରୀଷ୍ଟ ସ୍ତ୍କ୍ରି ଦୁକ୍ ବଗ୍ କ୍ରେଦ୍, ଆର୍ ମ୍ଲା ଲକ୍ମ୍ନ୍କାର୍ ତ୍ଇହ୍ଣି ହ୍ର୍ତୁ ଜୀବନ୍ ହାଇକ୍ରି ଉଟେଦ୍, ଯିହୁଦି ଆର୍ ଯିହୁଦି ଚାଡି ବିନ୍ଜାତି ଲକ୍ମ୍ନ୍କାର୍ ଲ୍ଗେ ଉଜାଳ୍ ଦ୍କାଇ ଦ୍ଇଦ୍।”
ଦ୍ର୍ମ୍ ଶାସ୍ତର୍ ଲ୍ଗେ ଲେକାଆଚେ ଯେ ହ୍ର୍ତୁ ଆଦମ୍ ମାନାଇ ହର୍ ସୁସ୍ଟି ଅଇରିଲା, ମ୍ତର୍ ସ୍ରାସ୍ରି ଆଦମ୍ ଯେ କି ଖ୍ରୀଷ୍ଟ ଜୀବନ୍ ଦେତା ଆତ୍ମା ଅଇଲା।
କାଇତାକ୍ ଉଜାଳ୍ ହ୍କା ସ୍ବୁ ବିଷୟ୍କେ ଜାଣାଇଦ୍, ସେତାର୍ଗିନେ ଅନ୍କ୍ରି ଲେକାଆଚେ, “ହେ ନିଦାଇଲା ଲକ୍ମ୍ନ୍ ଚେତ୍ନା ଅଉଆ, ମ୍ଲା ଲକ୍ମ୍ନ୍କାର୍ ତ୍ଇହ୍ଣି ଉଟିଆଶା, ତ୍ବେ ଖ୍ରୀଷ୍ଟ ତୁମୁକେ ଉଜାଳ୍ ଦ୍ଇଦ୍।”
ଅମାର୍ମ୍ନ୍କାର୍ ଜୀବନ୍ ହର୍ ଯେ ଖ୍ରୀଷ୍ଟ, ଜ୍ଡେବ୍ଳ୍ ସେ ଜାଣାଇ ଅଇଦ୍, ସ୍ଡେବ୍ଳ୍ ତୁମିମ୍ନ୍ ହେଁ ତାର୍ସ୍ଙ୍ଗ୍ ମଇମାରେ ଜାଣାଇ ଅଉଆସ୍।
ଜୀବନ୍ ରିଲା ବାକ୍ୟ ହୁର୍ବେ ହ୍ଣି ଯେ ରିଲାଇ, ଯାର୍ କ୍ତା ଅମିମ୍ନ୍ ଶୁଣିଆଚୁ, ଯାକେ ଅମି ନିଜାର୍ ଆକିଏ ଦ୍କିଆଚୁ, ଯାକେ ଅମି ଦିଆନ୍ କ୍ରି ଦ୍କିଆଚୁ ଆର୍ ଅମାର୍ ନିଜାର୍ ଆତେ ଚୁଇ ଆଚୁ।
ସେ ଜୀବନ୍ ଦେତାଲକ୍ ଅମୁକେ ଦ୍କାଇ ଅଇଲା, ଆରେକ୍ ଅମିମ୍ନ୍ ତାକେଦ୍କି ଆଚୁ ସେତାର୍ଗିନେ ଅମି ସାକ୍ଷି ଦେମ୍ଲୁ। ଜୁଇ ନ୍ସେର୍ତା ଜୀବନ୍ ଉବାର୍ ସ୍ଙ୍ଗ୍ ରିଲା ଆର୍ ଅମାର୍ମ୍ନ୍କାର୍ ଲ୍ଗେ ଜାଣାଇ ଅଇଲି ତାର୍କ୍ତା ତୁମୁକେ ଜାଣାମ୍ଲୁ।
ଇଶ୍ଵରାର୍ ସାକ୍ଷି ଇରି ଯେ, ଇଶ୍ଵର୍ ଅମୁକ୍ମ୍ନ୍ ନ୍ସେର୍ତା ଜୀବନ୍ ଦ୍ଇଆଚେ। ଆର୍ ସେ ଜୀବନ୍ ତାର୍ ହଇସିର୍ ଲ୍ଗେ ଆଚେ।
ତାର୍ ହ୍ଚେ ଦୂତ୍ ମକେ ଜୀବନ୍ ଦେତା ହାଣିର୍ ଗାଡ୍ ଦ୍କାଇଲା। ସେ ଗାଡ୍ ହିରା ହର୍ ଜ୍କ୍ମ୍କି ଜାତିରିଲି। ସେ ଗାଡ୍ ଇଶ୍ଵରାର୍ ଆର୍ ମେଣ୍ଢା ଯେ କି ଯୀଶୁର୍ ରାଜ୍ଗାଦି ତ୍ଇହ୍ଣି ବାରି ଆସୁଲି।
“ମୁଇ ଯୀଶୁ, ମ୍ଣ୍ତଳିମ୍ନ୍କେ ଇ ସ୍ବୁ ଜାଣାଉତାର୍ ହାଇଁ ମର୍ ଦୂତ୍କେ ତୁମାର୍ ଲ୍ଗେ ହ୍ଟାଇ ଆଚି। ମୁଇ ଦାଉଦାର୍ ପରିବାରାର୍ ମୁଳ୍ ବ୍ଉଁଶାର୍। ମୁଇ ସେ ବର୍ ସ୍କାଳାର୍ ଉଜାଳ୍ ତାରା।”