10 ମାପ୍ରୁ ଆଗେ ନିଜ୍କେ ନମ୍ର କ୍ରା ଆର୍ ସେ ତୁମୁକେ ବ୍ଡ୍ କ୍ରେଦ୍।
10 ମାପ୍ରୁର୍ ତଃୟ୍ ଅଃହ୍ଣା ଅଃହ୍ଣାକ୍ ସାନ୍ କଃରା, ତଃବେ ସେ ତୁମିମଃନ୍କେ ବଃଡ୍ କଃରେଦ୍ ।
ଆର୍ ଜୁଇଲକ୍ ନିଜ୍କେ ବ୍ଡ୍ବ୍ଲି ଦ୍କାଇଦ୍ ତାକେ ଇଶ୍ୱର୍ ସାନ୍ କ୍ରେଦ୍, ଜୁଇଲକ୍ ନିଜ୍କେ ସାନ୍ବ୍ଲି ଦ୍କାଇଦ୍ ତାକେ ଇଶ୍ୱର୍ ବ୍ଡ୍ କ୍ରେଦ୍।”
ସେ ଶାସନ୍କ୍ର୍ତା ଲକ୍ମ୍ନ୍କେ ସିଂହାସନେ ହ୍ଣି ବାର୍ କ୍ରିଆଚେ, ମ୍ତର୍ ଗ୍ରିବ୍ ଲକ୍ମ୍ନ୍କେ ଉହ୍ରେ ଉଟାଇଲା ଆଚେ,
କାଇତାକ୍ ଜୁଇଲକ୍ ନିଜ୍କେ ବ୍ଡ୍ବ୍ଲି ଦ୍କାଇ ଅଇଦ୍ ତାକେ ଇଶ୍ୱର୍ ସାନ୍ କ୍ରେଦ୍, ଜୁଇଲକ୍ ନିଜ୍କେ ସାନ୍ବ୍ଲି ଦ୍କାଇ ଅଇଦ୍ ତାକେ ଇଶ୍ୱର୍ ବ୍ଡ୍ କ୍ରେଦ୍।”
ମୁଇ ତୁମୁକ୍ କ୍ମ୍ଲେ, ଫାରୂଶୀ ନାଇ ମ୍ତର୍ ସେ ସିସ୍ତୁ ମାଗ୍ତା ଲକ୍ ଇଶ୍ଵରାର୍ ମୁଏ ଦ୍ର୍ମ୍ ଲକ୍ବ୍ଲି ଗଣ୍ତି ଅଇ ତାର୍ ଗ୍ରେ ଲେଉଟି ଗ୍ଲା। କାଇତାକ୍ ଜୁଇଲକ୍ ନିଜ୍କେ ବ୍ଡ୍ବ୍ଲି ଦ୍କାଇଦ୍ ତାକେ ଇଶ୍ୱର୍ ସାନ୍ କ୍ରେଦ୍, ଜୁଇଲକ୍ ନିଜ୍କେ ସାନ୍ବ୍ଲି ଦ୍କାଇଦ୍ ତାକେ ଇଶ୍ୱର୍ ବ୍ଡ୍ କ୍ରେଦ୍।”
ସେତାର୍ଗିନେ ଇଶ୍ଵରାର୍ ଶ୍କ୍ତିଶାଳି ଆତ୍ ତ୍ଳେ ନିଜ୍କେ ଦ୍ର୍ମ୍ କ୍ରାଅ। ସେନ୍ଅଇଲେକ୍ ଟିକ୍ ସ୍ମୟ୍ ଆଇଲେକ୍ ସେ ତୁମୁକେ ଉହ୍ରେ ଉଟାଇଦ୍।