ଆରେକ୍ ଯୀଶୁ ନିଜାର୍ ଚେଲାମ୍ନ୍କେ ଲ୍ଗେ କୁଦି ସେମ୍ନ୍କେ କଇଲା, “ଇ ଲକ୍ମ୍ନ୍କାର୍ ଗିନେ ମର୍ ମ୍ନେ ଦୟା ଅମ୍ଲି, କାଇତାକ୍ ଏ ଲକ୍ମ୍ନ୍ ତିନ୍ଦିନ୍ ଅଇଲିନି ମର୍ଲ୍ଗେ ଆତ୍ତି ଆର୍ ଏ ମ୍ନ୍କାର୍ ଲ୍ଗେ କାମ୍କେ କାଇରି ହେଁ ନାଇ। କେଜାଣ୍ ଏମ୍ନ୍ ଜାତାବ୍ଳ୍ ବାଟେ ଚେତା ଆଜେଦ୍, ସେତାର୍ଗିନେ ଏମ୍ନ୍କେ ନ୍କାଇତେ ବୁକେ ଚାଡି ଦେମ୍କେ ମର୍ଇଚା ନାଇ।”