ସେମ୍ନ୍ ମର୍ହର୍ ଇସ୍ରାଏଲ୍ ଦେଶାର୍ ଲକ୍। ସେମ୍ନ୍ ଇଶ୍ଵର୍ ବାଚିରିଲା ହିଲା, ସେମ୍ନ୍କାର୍ ଲ୍ଗେ ଇଶ୍ଵରାର୍ ମଇମା ଆଚେ, ଆର୍ ସେମ୍ନ୍ ଇଶ୍ଵର୍ ଲକ୍ମ୍ନ୍କାର୍ ସ୍ଙ୍ଗ୍ କ୍ରିରିଲା ରାଜିରାମାର୍ ବାଗିଦାର୍। ଇଶ୍ଵର୍ ସେମ୍ନ୍କେ ମୋଶାର୍ ଦ୍ୱାରା ତାର୍ ନିୟମ୍ ଆର୍ ତାକେ ଆରାଦନା କ୍ର୍ତାର୍ ସୁଜଗ୍ ଦ୍ଇଆଚେ। ଇଶ୍ଵର୍ ସେମ୍ନ୍କେ ତାର୍କ୍ତା ଦିଲାଆଚେ।