Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଏବ୍ରି 6:2 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

2 ଡୁବେନ୍ ବିଷୟାର୍ ସିକ୍ଯା, ମୁଣ୍ତ୍ ଉହ୍‌ରେ ଆତ୍ ସ୍‌ଙ୍ଗାଉତାର୍ ସିକ୍ଯା, ସ୍‌ଡେବ୍‌ଳ୍ ଦିନାର୍ ବିଷୟେ, ମ୍‌ଲା ଲକ୍‌ମ୍‌ନ୍‌କାର୍‌ ଆରେକ୍‌ ଜୀବନ୍ ହାଇକ୍‍ରି ଉଟ୍‌ତାର୍ ସିକ୍ଯା, ଆର୍ ସ୍‌ବୁଦିନାର୍ ଗିନେ ଡ୍‌ଣ୍ତ୍ ବିଷୟେ ଅନ୍‌କ୍‌ରି ସିକ୍ଯା ମ୍‌ନ୍‌କେ ଅମିମ୍‌ନ୍ ଆରେକ୍‌ କ୍‌ଉତା ଲଡାନାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

2 ବିନ୍‌ବିନ୍‌ ବାପ୍ତିସମ୍‌ ବିସୟେ ସିକ୍ୟା, ଆତେ ସଃହ୍ରି ଦେତାର୍‌, ମଃଲା ଲକ୍‌ମଃନ୍ ଆରେକ୍‌ ଉଟ୍‌ତାର୍‌ ଆର୍‌ ଅଃମ୍ବର୍‌ ବିଚାର୍‌ ହର୍‌ କୁନାଦି ଆରେକ୍‌ ନଃବେସାୟ୍‌ ସିଦ୍‌ ଲବ୍‌ କଃରୁକେ ଆଗ୍‌ହାକ୍‌ ଜୁଆଁ ।

အခန်းကိုကြည့်ပါ။ ကော်ပီ




ଏବ୍ରି 6:2
57 ပူးပေါင်းရင်းမြစ်များ  

ତ୍‍ବେ, ତୁମିମ୍‍ନ୍ ଜାଇ ସ୍‍ବୁ ଦେଶାର୍ ଆର୍ ସ୍‍ବୁ ଜାତିର୍‌ ଲକ୍‌ମ୍‍ନ୍‌କେ ଉବା ଇଶ୍ୱର୍‌, ତାର୍ ହଇସି ଯୀଶୁ ଖ୍ରୀଷ୍ଟ, ଆର୍ ପବିତର୍ ଆତ୍ମାର୍ ନାମେ ଡୁବେନ୍ ଦିଆସ୍,


ମ୍‍ତର୍ ଯୋହନ୍ ତାକେ ମ୍‍ନା କ୍‌ରୁକେ ଚେଷ୍ଟା କ୍‍ଲା, “ମୁଇ ତର୍‍ଲ୍‌ଗେହ୍‍ଣି ଡୁବେନ୍ ନେତା କ୍‌ତା, ଆରେକ୍‌ ତୁଇ ମର୍‍ଲ୍‌ଗେ ଆସୁଲିସ୍?”


ଯେ ହେଁ ମର୍ ସୁବ୍‌କ୍‌ବର୍‌କେ ବିଶ୍‌ବାସ୍‌ କ୍‍ରେଦ୍ ଆର୍ ଡୁବେନ୍ ନ୍‌ଇଦ୍ ଇଶ୍ୱର୍‌ ତାର୍ ପାପାର୍ ଡ୍‌ଣ୍ଡ୍ ଲ୍‌ଗେ ହ୍‍ଣି ତାକେ ଉଦାର୍‌ କ୍‍ରେଦ୍, ମ୍‍ତର୍ ଜୁଇ ଲକ୍‍ମ୍‍ନ୍‍କାର୍ ଉହ୍‍ରେ ବିଶ୍‌ବାସ୍‌ ନାଇ, ତାର୍ ପାପାର୍ ଗିନେ ଇଶ୍ୱର୍‌ ତାକେ ଡ୍‌ଣ୍ଡ୍ ଦେଇଦ୍।


ଆରେକ୍‌ ଆଟ୍ ବ୍‍ଜାରେ ହ୍‍ଣି ଆସି ନିଜାର୍ ନିଜାର୍ ଉହ୍‍ରେ ହାଣି ନ୍‍ଚିଚ୍‍ଲେକ୍ ନ୍‍କାତି ରିଲାଇ। ଆର୍ ଗିନା, ମତା ଆର୍ ହିତୁଳ୍ ଡକାମ୍‍ନ୍ ହାଣିୟେ ବୁଡାଇ ବ୍‌ଲ୍‌କ୍‍ରି ଦ୍‍ଉତାର୍ ଅନ୍‌କାର୍ ସ୍‍ବୁ ବିନ୍‌ବିନ୍ ବେସି ରିତୀନିତୀ ମାନ୍‌ତାର୍ ଗିନେ ସେମ୍‍ନ୍ ତାକାର୍ ହୁର୍ବାର୍ ଲକାର୍‌ ତ୍ଇହ୍‍ଣି ଆଦେଶ୍ ହାଇ ଆତ୍‍ତି।


ତୁମିମ୍‍ନ୍ ଇଶ୍ୱର୍‌ ଆଦେଶ୍ ଚାଡିକ୍‌ରି ଲକ୍‍ମ୍‌ନ୍‌କାର୍ ଅବିଆସ୍ କ୍‍ଲା ରିତୀନିତୀ ଦ୍‍ରି ବ୍‌ସି ଆଚାସ୍।”


ମ୍‍ତର୍ ଯୀଶୁ କାତା ଆଗ୍‍ତୁ ଯିହୁଦିମ୍‌ନ୍‌କାର୍ ନିୟମାର୍ ହର୍ ଆତ୍ ନ୍‍ଦଇ ରିଲାର୍ ଦ୍‍କି ସେ ଫାରୂଶୀ ଚ୍‌ମ୍‍କିଗ୍‍ଲା।


ମକେ ଆରେକ୍‌ ଗଟେତର୍ ବେସି ଦୁକାର୍ ଡୁବେନ୍ ନେମ୍‍କେ ହ୍‍ଳେଦ୍, ଆର୍ ସେରି ନ୍‌ସେର୍‍ତା ହ୍‍ତେକ୍ ମୁଇ ବେସି ଦୁକାର୍ ବଜ୍ ବଇଲେ ଆଚି।


ତୁମୁକ୍ କାଦି ଲେଉଟାଇ କ୍‍ରି ଦେତାର୍ ଗିନେ ସେମ୍‍ନ୍‍କାର୍ ଲ୍‌ଗେ କାଇରି ନାଇ ସେ ଲକ୍‌କେ କୁଦା, ତ୍‍ବେ ମରିକ୍‍ରି ଜିଇ ଉଟ୍‌ତା ଦିନ୍ ତୁମି ଇଶ୍ଵରାର୍ ତ୍ଇହ୍‍ଣି ନ୍‌ସେର୍‌ତା ଜୀବନାର୍ ଇନାମ୍ ହାଉଆସ୍।”


ଡୁବେନ୍ ଯୋହନ୍ ସ୍‌ବ୍‍କେ କଇଲା, “ମୁଇ ସିନା ତୁମୁକ୍‌ମ୍‌ନ୍ ହାଣିଏ ଡୁବେନ୍ ଦେମ୍‍ଲେ, ମ୍‍ତର୍ ଯେ କି ମ୍‍ର୍‍ ତ୍ଇହ୍‍ଣି ଅଦିକ୍ ଶ୍‌କ୍‌ତିଶାଳି, ସେ ଆସୁଲା, ତାର୍ ହାଣ୍ତାଇର୍ ଗ୍‌ଟି ଇଟାମ୍‍କେ ହେଁ ମୁଇ ଚାକର୍ ସ୍‍ମାନ୍ ନଇ। ସେ ତୁମୁକ୍‌ମ୍‌ନ୍ ପବିତର୍ ଆତ୍ମାଇ ଆର୍ ଜୟେ ଡୁବେନ୍ ଦେଇଦ୍।


ମୁଇ ହେଁ ତାକେ ସେ ମାନାଇ ବ୍‍ଲି ଜାଣି ନ୍‌ରିଲେ। ମ୍‍ତର୍ ଡୁବେନ୍ ଦେମ୍‌କେ ଜୁଇ ଇଶ୍ୱର୍‌ ମକେ ହ୍‌ଟାଇଲା, ସେ ମକେ କଇରିଲା, ‘ଜୁଇ ମାନାଇର୍ ଉହ୍‍ରେ ପବିତର୍ ଆତ୍ମା ଆସିକ୍‍ରି ବ୍‍ସ୍‍ତାର୍ ତୁଇ ଦ୍‍କ୍‍ସି, ସେ ହ୍‌କା ପବିତର୍ ଆତ୍ମାଇ ଡୁବେନ୍ ଦେତା ମାନାଇ।’


ମ୍‍ସ୍‍ଣେ ହ୍‍ଣି ମ୍‌ଲା ଲକ୍‍ମ୍‍ନ୍ ଉଟ୍‌ତି, ଜୁଇସ୍‌ବୁ ଲକ୍‍ମ୍‍ନ୍ ବ୍‌ଲ୍‌କାମ୍ କ୍‌ଲାଇ ଆତ୍‍ତି, ସେମ୍‍ନ୍ ମରିକ୍‍ରି ଜିଇ ଉଟି ନ୍‌ସେର୍‌ତା ଜୀବନ୍ ହାଉତି। ମ୍‍ତର୍ କ୍‍ରାପ୍ କାମ୍ କ୍‍ଲା ଲକ୍‍ମନ୍ ଉଟ୍‌ତି ଆର୍ ବେସି ଡ୍‌ଣ୍ଡ୍ ହାଉତି।”


ସ୍‌ଡେବ୍‌ଳ୍ ପିତର୍ କଇଲା, “ଅମାର୍ ହର୍ ଇ ସ୍‌ବୁ ଲକ୍‍ମ୍‍ନ୍ ହେଁ ପବିତର୍ ଆତ୍ମା ହାଇଲାଇ ଆତ୍‍ତି, ଅବେ ଡୁବେନ୍ ନେମ୍‍କେ କେ ସେମ୍‌ନ୍‌କେ ମ୍‍ନା କ୍‍ରୁହାରେ?”


ସେତି ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ଉପାସ୍ ପାର୍‌ତେନା କ୍‌ଲାଇ, ଆର୍ ସେ ଦୁଇଲକାର୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ କ୍‍ରି ସେମ୍‌ନ୍‌କେ ଇଶ୍ଵରାର୍ ପର୍‍ଚାର୍ କ୍‌ରୁକେ ହ୍‌ଟାଇଲାଇ।


ତ୍‍ବେ ସେ ଆର୍ ତାର୍ ଗ୍‍ରାର୍ ସ୍‌ବୁ ଲକ୍‍ମ୍‍ନ୍ ଡୁବେନ୍ ନିଲାଇ, ସେ ଅମୁକ୍ କଇଲି, “ମାପ୍‌ରୁ ଲ୍‌ଗେ ମର୍ ବିଶ୍‍ବାସ୍ ବ୍‍ଲ୍ ଆଚେ ବ୍‍ଲି ଯଦି ତୁମି ଜାଣୁଲାସ୍ ତ୍‍ବେ ମର୍ ଗ୍‍ରେ ଆଶା ଆର୍ ବାସାକ୍‌ରା।” ଅନ୍‌କ୍‌ରି ସେ ଅମୁକ୍ ବ୍‌ଡ୍‌ମତ କ୍‍ରି କୁଦ୍‌ଲି।


ଆର୍ ସେ ସେମ୍‌ନ୍‌କେ ସେ ରାତି ଅଲ୍‍ଗା କୁଦିକ୍‍ରି ସେମ୍‍ନ୍‍କାର୍ ଗାମ୍ ମ୍‌ନ୍‌କେ ସଫା ସୁତ୍‌ରା କ୍‍ଲା, ସେ ଦାହ୍‍ରେ ତାର୍ ଗ୍‍ରାର୍ ସ୍‌ବୁଲକ୍‌କେ ଡୁବେନ୍ ଦିଲା।


କ୍‍ତେକ୍ ଏପିକୂରୀୟ ଆର୍ ସ୍ତୋୟିକ୍ ଶିକ୍ୟା ଗୁରୁ ମ୍‌ନ୍‌କାର୍ ସ୍‍ଙ୍ଗ୍‍ ଟେକାଟେକି ଅଇଲାଇ, ସେମ୍‍ନ୍‍କାର୍ ବିତ୍‌ରେ କ୍‍ତେକ୍ ଲକ୍ କଇଲାଇ, “ଏ ଗଟେକ୍ ବୁଦି ନ୍‍ରିଲା ବ୍‌ୟା, କାଇରି କ୍‍ମ୍‍କେ ମ୍‌ନ୍ ନ୍‍କେରୁଲା କି?” କ୍‍ତେକ୍ ଲକ୍‍ମ୍‍ନ୍ କଇଲାଇ ସେ ନ୍‌ଜାଣ୍‌ତା ଦେବ୍‌ତାମ୍‌ନ୍‌କାର୍ ପର୍‍ଚାର୍ କ୍‌ର୍‌ତାଲକ୍ ହର୍ ଜାଣା ହ୍‌ଳୁଲା, ଯୀଶୁ ମରିକ୍‍ରି ଜିଇ ଉଟ୍‌ଲା ବିଷୟାର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ର୍‌ତିରିଲାର୍ ଶୁଣି, ସେମ୍‍ନ୍ ଅନ୍‌କ୍‌ରି କଇଲାଇ।


ସେତାକ୍ ପିତର୍ ସେମ୍‌ନ୍‌କେ କଇଲା, “ତୁମିମ୍‍ନ୍ ସ୍‌ବୁଲକ୍ ପାପେହ୍‌ଣି ମ୍‌ନ୍ ବାଦ୍‍ଲାଇ କ୍‍ରି ଯୀଶୁ ଖ୍ରୀଷ୍ଟ ନାଉଁଏ ଡୁବେନ୍ ନିଆ, ତ୍‍ବେ ତୁମାର୍ ପାପ୍‌ସ୍‌ବୁ କେମା ଅଇଦ୍ ଆର୍ ତୁମିମ୍‍ନ୍ ଇଶ୍ଵରାର୍ ପବିତର୍ ଆତ୍ମାର୍ ଦାନ୍‌କେ ହାଉଆସ୍।


ସେତାର୍‍ଗିନେ ସେମ୍‍ନ୍‍କାର୍ ବିତ୍‌ରେ ବେସିଲକ୍ ତାର୍ ପର୍‍ଚାର୍ ଶୁଣିକ୍‍ରି ଡୁବେନ୍ ନିଲାଇ, ଆର୍ ତିନି ହ୍‌ଜାର୍ ଲକ୍ ସେ ଦିନ୍ ତାକାର୍ ମ୍‌ଣ୍ଡଳି ଲ୍‌ଗେ ମିସ୍‌ଲାଇ।


ଜ୍‌ଡେବ୍‌ଳ୍ ପାଉଲ୍ ଜାନ୍‌ଲା ଯେ ଗଟେବାଗ୍ ସାଦ୍ଦୂକୀ ଆର୍ ଗଟେବାଗ୍ ଫାରୂଶୀମ୍‍ନ୍‍ ବ୍‌ଲି ଜାଣିକ୍‌ରି ମିଟିଙ୍ଗେ ବ୍‍ଡ୍ ଟଣ୍ତ୍‌କ୍‌ରି କଇଲା, “ଏ ଯିହୁଦି ବାଇମନ୍, ମୁଇ ଗଟେକ୍ ଫାରୂଶୀ ଆର୍ ଫାରୂଶୀ ବ୍‌ଉଁଶେ ମର୍ ଜ୍‍ର୍‍ନ୍‌ ଅଇଲିଆଚେ। ଆର୍ ମ୍‌ଲା ଲକ୍‍ମ୍‍ନ୍ ଆରେଗଟ୍‌ତର୍ ଜୀବନ୍ ହାଇକ୍‍ରି ଉଟ୍‌ତି ଇରି ମର୍ ଆଶା, ଆର୍ ବିଶ୍‍ବାସ୍ କ୍‌ରୁଲେ ଲାଗି ଆଜି ମୁଇ ଇତି ବିଚାର୍‌ ଅମ୍‌ଲେ।”


ଇ ମାନାଇ ହର୍ ମର୍ ହେଁ ଇଶ୍ଵରାର୍ ଲ୍‌ଗେ ବିଶ୍‍ବାସ୍ ଆଚେ। ଦ୍‌ର୍‌ମ୍ ଲକ୍ ଆର୍ ଅଦ୍‌ର୍‌ମ୍ ଆରେକ୍‌ ଜୀବନ୍ ହାଇକ୍‍ରି ଉଟ୍‌ତି ବ୍‌ଲି ଏମ୍‌ନ୍ ବିଶ୍‍ବାସ୍ କ୍‌ରୁଲାଇ ମୁଇ ହେଁ ସେନ୍‍କ୍‌ରି ବିଶ୍‍ବାସ୍ କ୍‌ରୁଲେ।


ମ୍‍ତର୍ ମୁଇ ଗଟେକ୍ କ୍‌ତା କଇରିଲେ ବ୍‌ଲି ମୁଇ ମାନୁଲେ ସେରି ଅଇଲି, ମ୍‌ଲା ଲକ୍‍ମ୍‍ନ୍ ଆରେକ୍‌ ଉଟ୍‌ତି ବ୍‌ଲି ମୁଇ ବିଶ୍‍ବାସ୍ କ୍‌ରୁଲେ ଲାଗି ଆଜି ମୁଇ ତୁମାର୍ ଲ୍‌ଗେ ବିଚାର୍‌ ଅମ୍‌ଲେ।”


ମ୍‍ତର୍ ସେ ଜ୍‌ଡେବ୍‌ଳ୍ ପାଉଲ୍‌କେ ଦ୍‌ର୍‌ମ୍ ବିଷୟେ, ନିଜେ କ୍‍ନ୍‍କ୍‍ରି ବ୍‍ଲ୍ ରେମ୍‌କେ ଲ୍‌ଡା ସେ ବିଷୟେ, ଆର୍ ଆସ୍‌ତା ଦିନାର୍ ବିଚାର୍‌ ବିଷୟେ କଇଲା, ସ୍‌ଡେବ୍‌ଳ୍ ଫେଲିସ୍ ର୍‌ଜା ଡିର୍‌ଲା ଆର୍ କଇଲା, “ତୁଇ ଅବେ ଜା ସୁବିଦା ସ୍‌ମୟ୍ ହ୍‌ଳ୍‌ଲେକ୍ ମୁଇ ତକେ ଆରେକ୍‌ କୁଦାଇନ୍।”


ଇଶ୍ୱର୍‌ ଯେ ମ୍‌ଲାଲକ୍‌କେ ଉଟାଇଦ୍ ଇକ୍‍ତା କାଇତାକ୍ ତୁମିମ୍‍ନ୍ ବିଶ୍‍ବାସ୍ ନ୍‍କେରୁଲାସ୍?


ସେମ୍‍ନ୍ ପିତର୍‌କେ ଆର୍ ଯୋହନ୍‌କେ ବେସି ରିସା ଅଇଲାଇ, କାଇତାକ୍ ସେ ହ୍‌ଟାଇଲା ଚେଲାମ୍‌ନ୍ ଯୀଶୁ ମରିକ୍‍ରି ଜିଇ ଉଟିଆଚେ ବ୍‌ଲି ଲକ୍‌ମ୍‍ନ୍‌କେ ଶିକ୍ୟା ଦେତିରିଲାଇ, ଆର୍ ମ୍‌ଲା ଲକ୍‍ମ୍‍ନ୍ ଅନ୍‌କ୍‌ରି ବାଚ୍‌ତି ବ୍‌ଲି କ୍‌ଉତିରିଲାଇ।


ହ୍‌ଟାଇଲା ଚେଲାମ୍‌ନ୍ ଇ ସାତ୍‍ଗଟ୍ ପାରାଚିନ୍‌ମ୍‌ନ୍‌କାର୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ କ୍‍ରି ପାର୍‌ତେନା କ୍‌ଲାଇ।


ମର୍ ସୁବ୍‌କ୍‌ବର୍ ଅନୁସାରେ, ସେ ଦିନ୍ ଇକ୍‍ତା ଗ୍‌ଟେଦ୍ ଜୁଇ ଦିନ୍ ଇଶ୍ୱର୍‌ ଲକ୍‌ମ୍‌ନ୍‌କାର୍‌ ବିତ୍‌ରେ ରିଲା ଲୁକ୍‌ଲା କ୍‌ତାକେ ଯୀଶୁ ଖ୍ରୀଷ୍ଟର୍ ଦ୍ୱାରା ନିୟାଇ ବିଚାର୍‌ କ୍‌ର୍‌ତି।


ମୋଶା ବବିଶତ୍ କ୍‌ତା କ୍‌ଉତା ଲକାର୍ ହ୍‌ଚେ ହ୍‌ଚେ ଜାଇକ୍‍ରି ସେମ୍‌ନ୍ ତାର୍ ନିୟମାର୍ ସ୍‌ଙ୍ଗ୍ ମେଗ୍‌ତ୍‌ଳେ ଆର୍ ସ୍‌ମ୍‌ଦୁରେ ଡୁବେନ୍ ନେଇରିଲା।


ସେନ୍‍କ୍‌ରି ଯିହୁଦି ଅଉଅ କି, ଗ୍ରୀକ୍ ଅଉଅ, ଚାକର୍‌ ଅଉଅ, କି ମୁକ୍‌ଳିରିଲା ଲକ୍ ଅଉଅ, ଅମିସ୍‌ବୁ ଲକ୍‍ମ୍‍ନ୍ ପବିତର୍ ଆତ୍ମାର୍ ଇଚାହର୍ ଡୁବେନ୍ ନ୍ଇକ୍‌ରି ଗଟେକ୍ ଗ୍‌ଗାଳ୍ ହର୍ ଅଇଲୁଆଚୁ, ଆର୍ ଗଟେକ୍ ଆତ୍ମାକେ ଅମିମ୍‌ନ୍ ହାଇଲୁ ଆଚୁ।


ଅମି ସ୍‌ବୁଲକ୍ ବିଚାର୍‌ ଅମ୍‌କେ ଖ୍ରୀଷ୍ଟର୍ ବିଚାର୍‌ କର୍‍ତା ଆସନ୍ ସାମ୍‍ନାଇ ଅବସ୍ଯ ଟିଆ ଅମ୍‌ନ୍ଦ୍‌। ଅମାର୍‌ମ୍‌ନ୍‌କାର୍‌ ବିତ୍‌ରେ ସ୍‌ବୁ ଲକ୍ ଇ ହୁର୍‌ତିବିର୍ ଗ୍‌ଗାଳେ ଜୁଇସ୍‌ବୁ ବ୍‍ଲ୍ କି ମ୍‌ନ୍ଦ୍ କ୍‌ରିଆଚୁ ସେ ଅନୁସାରେ ତାର୍ ହ୍‍ଳ୍ ମିଳେଦ୍।


ସେ ନିଜାର୍ ଜୁଇ ଶ୍‌କ୍‌ତି ସ୍‍ଙ୍ଗ୍‍ ସ୍‌ବୁ ବିଷୟ୍‌କେ ତାର୍ ଅଦିନେ କ୍‍ରୁହାରେ, ସେ ଶ୍‌କ୍‌ତି ସ୍‍ଙ୍ଗ୍‍ ଅମାର୍ ଦୁର୍‌ବଳ୍ ଗ୍‌ଗାଳ୍‌କେ ବାଦ୍‌ଲାଇ କ୍‍ରି ତାର୍ ନିଜାର୍ ଗଉର୍‌ବାର୍ ଗ୍‌ଗାଳ୍ ହର୍ କ୍‍ରେଦ୍।


ତୁମି ଜ୍‌ଡେବ୍‌ଳ୍ ଡୁବେନ୍ ନ୍‌ଇରିଲାସ୍, ତୁମି ଖ୍ରୀଷ୍ଟର୍ ସ୍‌ଙ୍ଗ୍ ମସ୍‌ଣେ ତହି ଅଇ, ଜୁଇ ଇଶ୍ଵର୍ ଯୀଶୁକେ ମ୍‌ର୍‌ନେ ହ୍‍ଣି ଉଟାଇଲା, ସେ ଇଶ୍ଵରାର୍ ଶ୍‌କ୍‌ତିକେ ତୁମି ବିଶ୍‍ବାସ୍ କ୍‌ଲାସ୍ ଗିନେ ତୁମି ଖ୍ରୀଷ୍ଟର୍ ସ୍‌ଙ୍ଗ୍ ଆର୍ ଗଟେତର୍ ଜି ଉଟ୍‌ଲାସ୍। ଜ୍‌ଡେବ୍‌ଳ୍ ଖ୍ରୀଷ୍ଟ ମ୍‌ର୍‌ନେ ହ୍‍ଣି ଜିଉଟ୍‌ଲା ସ୍‌ଡେବ୍‌ଳ୍ ଇଶ୍ଵରାର୍ ଶ୍‌କ୍‌ତି ଦ୍‌କାଅଇଲି।


ସେମ୍‍ନ୍ ସ୍‌ତ୍ ବାଟେହ୍‌ଣି ଅଲ୍‌ଗା ଅଇଲାଇ ଆତ୍‍ତି, ଇ ଜୀବନେ ଅମିମ୍‍ନ୍ ମ୍‍ରିକ୍‍ରି ଉଟିଆଚୁ ବ୍‌ଲି କଇକ୍‌ରି ସେମ୍‍ନ୍ ଶିକ୍ୟା ଦେମ୍‌ଲାଇ ଆର୍ କ୍‍ତେକ୍ ଲକାର୍‌ ଦ୍‌ର୍‌ମ୍ ବିଶ୍‍ବାସ୍‍କେ ନ୍‍ଷ୍ଟ୍‌ କ୍‌ରୁଲାଇ।


ବିଶ୍ବାସ୍ ଲାଗି ମାଇଜି ଟକିମ୍‌ନ୍ ସେମ୍‌ନ୍‌କାର୍ ମ୍‌ଲା ଲକ୍‌ମ୍‍ନ୍‌କେ ଜୀବନ୍ ସ୍‌ଙ୍ଗ୍ ଲେଉଟି ହାଇଲାଇ। ବିନ୍‌ସ୍‌ବୁ କ୍‍ତେକ୍ ଲକ୍‍ମ୍‍ନ୍ ସ୍‌ତ୍ ଜୀବନ୍ ହାମ୍‌ନ୍ଦେ ବ୍‌ଲି ମୁକୁଳ୍‌ତା ଜୀବନ୍‍କେ ନ୍‌ଚ୍‌ଲାଇ ଆର୍ ମ୍‌ଲାଇ।


ମ୍‌ତର୍ ସେସ୍‌ବୁ କାତା ହିଉତାର୍ ଲାଗି ଆର୍ ନିର୍‌ମୁଳ୍ ଅଉତାର୍ ଗଟେକ୍ ରିତିନିତିର୍ ହ୍‌ର୍‌ବ୍ ରିଲି। ଇଶ୍ଵରାର୍ ନ୍‌ଉଆ ନିୟମ୍ ଆସ୍‌ତା ହ୍‌ତେକ୍, ଇ ବାହାରାର୍‌ ନିୟମାର୍ ଲଡାରିଲି।


ମ୍‌ତର୍ ଅବେ ଜୁଇ ସ୍‌ର୍‌ଗ୍ ଆର୍ ହୁର୍‌ତିବି ଅବେ ଆଚେ ସେରି ଇଶ୍ଵରାର୍ ଆଦେଶ୍ ହର୍ ଜୟସ୍‌ଙ୍ଗ୍ ନ୍‌ଷ୍ଟ କ୍‌ରୁକେ ସ୍‌ଙ୍ଗାଇଲା ଆଚେ। ଜୁଇଦିନ୍ ଦୁଷ୍ଟମ୍‌ନ୍ ବିଚାର୍‌ ଅଇକ୍‌ରି ନ୍‌ଷ୍ଟ ଅଉତି ସେଦିନ୍ ହ୍‌ତେକ୍ ହୁର୍‌ତିବି ବ୍‌ଲ୍‌କ୍‍ରି ରେଇଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ