Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଏବ୍ରି 3:7 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

7 ସେତାର୍‍ଗିନେ ପବିତର୍ ଆତ୍ମା କ୍‌ମ୍‌ଲି, “ଆଜି ଯଦି ତୁମି ଇଶ୍ଵରାର୍ ବାକ୍ୟ ଶୁଣାସ୍, ତ୍‌ବେ ତୁମାର୍ ଦାଦିବାବୁ ମ୍‌ନ୍‌କାର୍ ହର୍ ହୁର୍‌ଦୟକେ ଅଟୁଆ ନ୍‌କେରା।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

7 ବଃଲେକ୍‌ ପବିତ୍ର ଆତ୍ମା ଜଃନ୍‌କାର୍‌ କୟ୍‌ଦ୍‌, “ଆଜି ଜଦି ତୁମିମଃନ୍ ତାର୍‌ କଃତା ସୁଣାସ୍‌,

အခန်းကိုကြည့်ပါ။ ကော်ပီ




ଏବ୍ରି 3:7
27 ပူးပေါင်းရင်းမြစ်များ  

ସେ ଇକ୍‍ତା କ୍‌ମ୍ କ୍‌ମ୍, ଦ୍‌କା, କ୍‍ଣ୍ଡେକ୍ ବାଦୁଳ୍ ଆସି ସେମ୍‌ନ୍‍କେ ଡାହ୍‍ଲି, ଆର୍ ଦ୍‌କା, ସେ ବାଦୁଳେ ହ୍‍ଣି ଇକ୍‍ତା ଅଇଲି, “ଏ ଅମାର୍ ଲାଡାର୍ ହଇସି ଆକାର୍ ତ୍‌ଇ ଅମାର୍ ବେସି ସ୍‌ର୍‍ଦା, ଆର୍ ଇ କ୍‌ତାକେ ଶୁଣା ଆର୍ ମାନା!”


ଯୀଶୁ ସେମ୍‍ନ୍‍‍କେ କଇଲା, “ତ୍‍ବେ ଦାଉଦ୍ ରଜା କ୍‍ନ୍‍କ୍‍ରି ଆତ୍ମାର୍ ସ୍‌ଙ୍ଗ୍‌ ଖ୍ରୀଷ୍ଟକେ ମାପ୍‌ରୁ ବ୍‍ଲି କ୍ଉତି?


ଜ୍‌ଡେବ୍‌ଳ୍ ନିଜେ ଦାଉଦ୍ ର୍‍ଜା ପବିତର୍ ଆତ୍ମା ଲ୍‌ଗେ ବ୍‌ର୍‍ତି ଅଇ କଇରିଲା, ‘ଇଶ୍ୱର୍‌ ମର୍ ମାପ୍‌ରୁକେ କଇଲା, “ଅମି ଜ୍‌ଡେବ୍‌ଳ୍ ହ୍‌ତେକ୍ ତୁମାର୍ ଶ୍‌ତ୍‌ରୁମ୍‌ନ୍‌କେ ତର୍ ହାଦ୍‌ତ୍‌ଳେ ନାଣ୍‌ତା ହ୍‌ତେକ୍, ତୁଇ ମର୍ କାତାଆତ୍ ହାକ୍ ସେ ବ୍‌ସିରେ।”’


ମର୍ ଆରେକ୍‌ ବିନ୍‌ସ୍‌ବୁ ମେଣ୍ଢା ଆତ୍‍ତି ସେମ୍‍ନ୍ ଇ ଦ୍‌ଳ୍ ବିତ୍‌ରେ ନାଇ, ସେମ୍‍ନ୍‍‍କେ ହେଁ ମକେ ଇ ଦ୍‌ଳେ ଆଣୁକେ ହ୍‍ଳେଦ୍, ସେମ୍‍ନ୍ ମର୍ ଟଣ୍ତ୍ ଶୁଣ୍‍ତି ଆର୍ ସ୍‍ବୁ ମେଣ୍ଢାମ୍‍ନ୍ ଗଟେକ୍ ଦ୍‌ଳ୍ ଅଉତି, ଆର୍ ସେମ୍‍ନ୍‍କାର୍ ଗଟେକ୍ ହ୍‌କା ମେଣ୍ଢାଗ୍‍ଉଳିଆ ଅଇଦ୍।


ମର୍ ମେଣ୍ଢାମ୍‍ନ୍ ମର୍‍କ୍‍ତା ଶୁଣ୍‍ତି, ଆର୍ ମୁଇ ସେମ୍‍ନ୍‍‍କେ ଜାଣି ସେମ୍‍ନ୍ ମର୍‍ହ୍‌ଚେ ହ୍‌ଚେ ଆସ୍‍ତି,


ବାଟ୍‍ଉଗାଳି ଲ୍‌ଗେ ଜାଗ୍‍ତା ଲକ୍ ତାର୍ ଗିନେ ବାଟ୍ ଉଗାଳି ଅଇଦ୍, ଆର୍ ସେ ମେଣ୍ଢାମ୍‍ନ୍‍କାର୍ ନାଉଁ ଦ୍‍କିକ୍‍ରି କୁଦ୍‍ଲେକ୍ ସେମ୍‍ନ୍ ତାର୍‌କ୍‍ତା ଶୁଣ୍‍ତି, ଆର୍ ସେ ସ୍‍ବୁ ମେଣ୍ଢାମ୍‍ନ୍‌କେ ବାଟ୍‌ଦ୍‌କାଇ ଚ୍‍ରାମ୍‍କେ ବାହାରେ ନ୍‌ଇଦ୍।


ମୁଇ ସ୍‌ତ୍‌କ୍‌ରି କ୍‌ମ୍‌ଲେ, ସମୟ୍ ଆସେଦ୍ ଆର୍ ଆଇଲିବେ, ସେଡେବ୍‍ଳ୍ ମ୍‌ଲା ଲକ୍‍ମ୍‍ନ୍ ଇଶ୍ଵରାର୍ ହଇସିର୍ ଟଣ୍ତ୍ ଶୁଣ୍‍ତି ଆର୍ ନ୍‌ସେର୍‌ତା ଜୀବନ୍ ହାଉତି।


“ମର୍ ବାଇମନ୍ ଜୁଇ ଯିହୁଦା ଯୀଶୁକେ ଶତ୍‌ରୁ ମ୍‌ନ୍‌କାର୍ ଆତେ ଦ୍‍ରାଇ ରିଲା, ତାର୍ ବିଷୟେ ପବିତର୍ ଆତ୍ମା ଆଗେ ଦାଉଦ୍ ର୍‍ଜାର୍ ତ୍‌ଇହ୍‌ଣି କଇରିଲା, ଦ୍‌ର୍‌ମ୍ ଶାସ୍‌ତରାର୍ ସେ କ୍‌ତା ହୁରା ଅଉତାର୍ ଲଡାରିଲି।


ଆରେକ୍‌ ଇ ବିଷୟେ ସେମ୍‌ନ୍‌ ନିଜାର୍ ନିଜାର୍ ବିତ୍‌ରେ ବାଗ୍ ବାଗ୍ ଅଇଲି, ସେମ୍‍ନ୍ ଜାତା ଆଗ୍‍ତୁ ପାଉଲ୍ ଗଟେକ୍ କ୍‌ତା କଇଲା, “ଯିଶାଇୟ ବବିଶତ୍ କ୍‌ତା କ୍‌ଉତାଲକ୍ ଆଗେ ଦାଦିବାବୁମ୍‌ନ୍‌କେ ପବିତର୍ ଆତ୍ମାଇ ହୁରା ଅଇକ୍‌ରି କ୍‌ଇରିଲା।


ସ୍‌ଡେବ୍‌ଳ୍ ପବିତର୍ ଆତ୍ମା ଫିଲିପ୍ପକେ କଇଲା, “ଲ୍‌ଗେ ଜାଇ ଇ ର୍‌ତାର୍‌ ସ୍‌ଙ୍ଗ୍‌ ଦ୍‌ର୍।”


ପବିତର୍ ଆତ୍ମା ହେଁ ତାର୍ ବିଷୟେ କଇଲି ଆଚେ,


ତୁମାର୍ ବିତ୍‌ରେ କେ ଜ୍‌ନ୍‌କ୍‌ରି ପାପ୍ କ୍‍ରି ତାର୍ ହୁର୍‌ଦୟେ ଅଟୁଆ ନ୍‌କେର, ସେତାର୍‍ଗିନେ ତୁମାର୍ ତୁମାର୍ ବିତ୍‌ରେ ସ୍‌ବୁଦିନ୍ ସାଇଜ କ୍‌ରାକ୍‌ରି ଅଉଆ। ଦ୍‌ର୍‌ମ୍ ଶାସ୍‌ତରେ ଲ୍‌ଗେ ଲେକା ଅଇରିଲାର୍ ବାକ୍ୟ “ଆଜି” ଜ୍‌ଡେବ୍‌ଳ୍ ହ୍‌ତେକ୍ ଅମାର୍ ଗିନେ ବ୍‍ଲ୍ ସ୍‌ଡେବ୍‌ଳ୍ ହ୍‌ତେକ୍ ସେନ୍‍କ୍‌ରି ସାଇଜ କ୍‌ରାକ୍‌ରି ଅଉଆ।


ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଲେକାଆଚେ, “ଆଜି ଯଦି ତୁମିମ୍‍ନ୍ ତାର୍ ବାକ୍ୟ ଶୁଣାସ୍, ତ୍‌ବେ ତୁମାର୍ ଦାଦିବାବୁମ୍‍ନ୍ ତାକାର୍ ହୁର୍‌ଦୟକେ ଅଟୁଆ କ୍‌ଲାଇ ଆର୍ ଜ୍‌ନ୍‌କ୍‌ରି ଇଶ୍ଵରାର୍ ବିରୁଦେ ପାପ୍ କ୍‌ଲାଇ ସେନ୍‍କ୍‌ରି ତୁମିମ୍‍ନ୍ ଅଉଆନାଇ।”


କାଇତାକ୍ ସେମ୍‌ନ୍‌କାର୍ ହାଇ ଇଶ୍ଵର୍ ବିନ୍ ଗଟେକ୍ ଦିନ୍ ସ୍‌ଙ୍ଗାଇଲା ଆଚେ, “ସେଦିନ୍ ଅମ୍‌ଲି ‘ଆଜି’।” ଆଜିତ୍‌ଇ ହ୍‌ଣି ବେଶିଦିନ୍ ଆଗ୍‍ତୁ ଇଶ୍ଵର୍ ର୍‌ଜା ଦାଉଦ୍ ବାବବାଣି କଇରିଲା, ଆର୍ ଇରି ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଲେକା ଅଇଲିଆଚେ। “ଆଜି ଯଦି ତୁମି ଇଶ୍ଵରାର୍ ବାକ୍ୟ ଶୁଣାସ୍, ତ୍‌ବେ ତୁମାର୍ ହୁର୍‌ଦୟ୍ ଅଟୁଆ କ୍‍ରାନାଇ।”


ଇସ୍‌ବୁ ବିଷୟାର୍ ଲାଗି ପବିତର୍ ଆତ୍ମା ସ୍‌ବୁ କଇଲି ଆଚେ, ମନ୍ଦିରାର୍ ହ୍‌ର୍‌ତୁର୍ ପବିତର୍‌ ତମ୍ୱୁ ରିଲା ହ୍‌ତେକ୍ ତାର୍ ହ୍‌ଚାର୍ ବ୍‌ଡ୍ ପବିତର୍‌ ତମ୍ୱୁକେ ଜ୍‌ମ୍‌କେ ନାହାର୍‌ତି ରିଲାଇ।


କାଇତାକ୍ କୁଇ ବାବବାଣି ହେଁ ମାନାଇର୍ ନିଜାର୍ ମ୍‌ନେ ତିଆର୍ କ୍‍ରି କଇଲା କ୍‌ତା ନଇ, ମ୍‌ତର୍ ଇଶ୍ଵରାର୍ ହ୍‌ଟାଇଲା ଦାସ୍‌ମ୍‌ନ୍ ପବିତର୍ ଆତ୍ମାର୍ ଶ୍‌କ୍‌ତି ସ୍‌ଙ୍ଗ୍ ଇଶ୍ଵରାର୍ ତ୍‌ଇହ୍‌ଣି ହାଇରିଲା କ୍‌ତାକେ ଜାଣାଉତି।


ଦ୍‌କା, ମୁଇ କ୍‌ହାଟ୍ ଲ୍‌ଗେ ଟିଆଅଇ କ୍‌ହାଟ୍ ମାରୁଲେ, ଯଦି କେ ମର୍ ସ୍‌ବଦ୍‌ ଶୁଣି କ୍‌ହାଟ୍ ଉଗାଡେଦ୍ ତ୍‌ବେ ମୁଇ ବିତ୍‌ରେ ଆସି ସେ ଲକାର୍ ସ୍‌ଙ୍ଗ୍ କାଦି କାଇନ୍ଦ୍ ଆର୍ ସେ ଲକ୍ ହେଁ ମର୍‌ସ୍‍ଙ୍ଗ୍‌ କାଦି କାଇଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ