23 ଅନ୍କ୍ରି ବ୍ଲ୍ ବିଷୟେ କାଇ ହେଁ ମୋଶାର୍ ନିୟମ୍ ବିରୁଦେ ନାଇ।
23 ସୁସାର୍ ଆର୍ ନିଜ୍କେ ସଃମ୍ବାଳ୍ତାର୍ ଇ ସଃବୁ ବିରଦେ କାୟ୍ହେଁ ମସାର୍ ବିଦି ନାୟ୍ ।
ମ୍ତର୍ ସେ ଜ୍ଡେବ୍ଳ୍ ପାଉଲ୍କେ ଦ୍ର୍ମ୍ ବିଷୟେ, ନିଜେ କ୍ନ୍କ୍ରି ବ୍ଲ୍ ରେମ୍କେ ଲ୍ଡା ସେ ବିଷୟେ, ଆର୍ ଆସ୍ତା ଦିନାର୍ ବିଚାର୍ ବିଷୟେ କଇଲା, ସ୍ଡେବ୍ଳ୍ ଫେଲିସ୍ ର୍ଜା ଡିର୍ଲା ଆର୍ କଇଲା, “ତୁଇ ଅବେ ଜା ସୁବିଦା ସ୍ମୟ୍ ହ୍ଳ୍ଲେକ୍ ମୁଇ ତକେ ଆରେକ୍ କୁଦାଇନ୍।”
ଜୁଇଲକ୍ କେଲ୍ ଶିକାଉତା ବ୍ଳ୍ ସ୍ବୁ ବିଷୟେ ସ୍ମ୍ବାଳିକ୍ରି ଶିକୁକେ ହ୍ଳୁଲି। ସେମ୍ନ୍ ନ୍ଷ୍ଟ ଅଉତା ମୁକୁଟ୍ ହାଉତାର୍ ଗିନେ ଅନ୍କ୍ରି କ୍ରୁଲାଇ। ମ୍ତର୍ ଅମିମ୍ନ୍ ନ୍ଷ୍ଟ ନ୍ଉତା ମୁକୁଟ୍ ହାମ୍କେ ଅନ୍କ୍ରି କ୍ରୁଲୁ।
ଯଦି ପବିତର୍ ଆତ୍ମା ତୁମୁକ୍ମ୍ନ୍ ଚାଲାଇଦ୍, ତ୍ବେ ତୁମିମ୍ନ୍ ଆରେକ୍ ମୋଶାର୍ ନିୟମାର୍ ଅଦିନେ ନାଇ।
ଅମି ଇରିହେଁ ଜାଣୁଲୁ ଯେ, ବ୍ଲ୍ ଲକେ କାଇ ନିୟମ୍ ଦ୍ର୍କାର୍ ନାଇ, ଜୁଇ ଲକ୍ମ୍ନ୍ ନିୟମ୍କେ ବିରଦ୍ କ୍ର୍ତି ଆର୍ ନିୟମ୍କେ ନ୍ମାନ୍ତି, ସେମ୍ନ୍କାର୍ ଗିନେ ଇ ନିୟମ୍ ତିଆର୍ ଅଇଲିଆଚେ, ଜୁଇ ଲକ୍ମ୍ନ୍ ଇଶ୍ଵରାର୍ ବିରଦି ଆର୍ ପାପି, ଆର୍ ଅଶୁଚି ଲକ୍, ଅଦର୍ମି, ଉବା ଆୟାକେ ମାର୍ତା ଲକ୍, ଆର୍ ମାନାଇ ମାର୍ତା ଲକ୍।
ସେ ଲକାର୍ ବ୍ଲ୍କାମ୍ କ୍ରୁକେ ଲାଡ୍ କ୍ର୍ତା ଲକ୍, ବ୍ଲ୍ ବୁଦିରିଲା ଲକ୍, ନ୍ଯାଇ ଲକ୍, ପବିତର୍ ଲକ୍ ଆର୍ ନିଜ୍କେ ଅଦିନେ ର୍କ୍ତା ଲକ୍ ଅଉତ୍।
ବୁଡା ଲକ୍ମ୍ନ୍କେ ଶିକ୍ୟା ଦିଆସ୍ ଯେ, ସେମ୍ନ୍ ନିଜ୍କେ ସ୍ମ୍ବାଳ୍ତି, କାମ୍କିଆଲ୍ ଚାଲିଚଳନ୍ ନ୍କ୍ରି ବ୍ଲ୍ ଚାଲିଚଳ୍ନି କ୍ର୍ତି। ତ୍ବେ ଲକ୍ମ୍ନ୍ ହେଁ ସେମ୍ନ୍କେ ମାନ୍ତି। ସେମ୍ନ୍ ବିଶ୍ବାସେ, ଲାଡେ ଆର୍ ସାସ୍ଦ୍ରି ମ୍ଜ୍ବୁତ୍ ଅଉତ୍,