Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଗାଲାତିୟ 5:11 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

11 ମ୍‌ତର୍ ଏ ବାଇମ୍‌ନ୍ ମୁଇ ଆଜିହ୍‌ତେକ୍ ଯଦି ସୁନତ୍ ବିଷୟେ ପର୍‍ଚାର୍ କ୍‌ରୁଲେ, ତ୍‌ବେ କାଇତାକ୍ ମୁଇ ଅବେ ହେଁ ଲିନ୍ଦା ତାଳ୍‌ନା ବଗୁଲେ? ଯଦି ମୁଇ ସେ ସୁନତ୍ ବିଷୟେ ପର୍‍ଚାର୍ କ୍‌ରୁଲେ, ତ୍‌ବେ ଖ୍ରୀଷ୍ଟର୍ କୁର୍‍ଶ ବିଷୟେ ହେଁ ପର୍‍ଚାର୍ କ୍‌ରୁକେ ମର୍ କାଇ ନଇଲିହ୍‌ଣି।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

11 ମଃତର୍‌ ଏ ବାୟ୍‌ବେଣିମଃନ୍ ଜଦି ମୁୟ୍‌ଁ ଅଃବେ ହେଁ ସୁନତ୍‌ ବିଦି ପର୍ଚାର୍‌ କଃରୁଲେ, ତଃବେ କାୟ୍‌ତାକ୍‌ ମୁୟ୍‌ଁ ଅଃବେ ହେଁ କଃସ୍ଟ୍‌ ହାଉଁଲେ, ଜଦି ସେରି ମୁୟ୍‌ କଃର୍ତି ରିଲେକ୍‌, ତଃନ୍‌ଅୟ୍‌ଲେକ୍‌ ସେଦାହ୍ରେ କ୍ରିସ୍ଟର୍‌ କ୍ରୁସ୍‌ କଃତା କଃଲେକ୍‌ ମର୍‌ କାୟ୍‌ରି ବାଦାର୍‌ କଃତା ନୟ୍‌ଲି ହୁଣି ।

အခန်းကိုကြည့်ပါ။ ကော်ပီ




ଗାଲାତିୟ 5:11
17 ပူးပေါင်းရင်းမြစ်များ  

ପାଉଲ୍ ତୀମଥିକେ ତାର୍‌ସ୍‍ଙ୍ଗ୍‍ ନେମ୍‍କେ ମ୍‌ନ୍ କ୍‌ରିରିଲା, କାଇତାକ୍ ତୀମଥିର୍ ଉବାସି ଗଟେକ୍ ଗ୍ରୀକ୍ ଲକ୍‌ରିଲା ବ୍‌ଲି ସେ ଚାରିବାଟ୍ ରିଲା ସ୍‌ବୁ ଯିହୁଦିମ୍‍ନ୍ ଜାଣିରିଲାଇ ଲାଗି ସେ ତୀମଥିକେ ସୁନତ୍ କ୍‌ଲାଇ।


ସେମ୍‌ନ୍ ଶୁଣି ଆତ୍‍ତି ଯେ ତୁଇ ଯିହୁଦି ଚାଡି ବିନ୍‍ଜାତି ଲକ୍‌ମ୍‌ନ୍‌କାର୍‌ ଦେଶେ ବାସାକ୍‌ରିରିଲା ଯିହୁଦିମ୍‌ନ୍‌କେ ମୋଶାର୍ ବିଦିବିଦାନ୍‌କେ ଚାଡୁକେ ଆର୍ ସେମ୍‍ନ୍‍କାର୍ ହିଲାମ୍‍ନ୍‍କେ ସୁନତ୍ ନ୍‍କେରୁକେ, ଯିହୁଦି ବିଶ୍‍ବାସିମ୍‌ନ୍‌କେ ନ୍‌ମାନୁକେ ସ୍‌ବୁ ରିତୀନିତୀ ବିଷୟେ ଶିକ୍ୟା ଦେମ୍‍ଲିସ୍।


ଏ ଇସ୍ରାଏଲ୍ ଲକ୍‍ମ୍‍ନ୍, ଅମୁକେ ସାଇଜ କ୍‍ରା। ଇମାନାଇ ସ୍‌ବୁ ଜାଗାଇ ଜାଇକ୍‍ରି ଇସ୍ରାଏଲ୍ ଲକ୍‌ମ୍‌ନ୍‌କାର୍‌ ବିରୁଦେ, ମୋଶାର୍ ବିଦିବିଦାନ୍ ବିରୁଦେ, ଆର୍ ଇମନ୍ଦିର୍ ବିରୁଦେ ଶିକ୍ୟା ଦେମ୍‍ଲା। ଆର୍ ସେ ଯିହୁଦି ଚାଡି ବିନ୍‌ଜାତିର୍ ଲକ୍‌ମ୍‍ନ୍‌କେ ମନ୍ଦିରେ ଆଣି ଇ ପବିତର୍‌ ଜାଗାକେ କ୍‍ରାପ୍ କ୍‌ରୁଲା।


କାଇତାକ୍ ନ୍‌ଷ୍ଟ ଅଉତିରିଲା ଲକ୍‌ମ୍‌ନ୍‌କାର୍‌ ଗିନେ ଯୀଶୁର୍ କୁର୍‍ଶକାଟାର୍ କ୍‌ତା ମୁର୍‌କ, ମ୍‌ତର୍ ଅମାର୍ ହର୍ ଉଦାର୍‌ ହାଉତା ଲକ୍‌ମ୍‌ନ୍‌କାର୍‌ ଗିନେ ଇରି ଅଇଲି ଇଶ୍ଵରାର୍ ଶ୍‌କ୍‌ତି।


ମ୍‌ତର୍ ଅମିମ୍‌ନ୍ କୁର୍‍ଶକାଟେ ମ୍‌ଲା ଖ୍ରୀଷ୍ଟର୍ ପର୍‍ଚାର୍ କ୍‌ରୁଲୁ, ଇ କ୍‌ବର୍ ଯିହୁଦିମ୍‌ନ୍‌କେ ବାଦା ଦେମ୍‌ଲି, ଆର୍ ଯିହୁଦି ଚାଡି ବିନ୍‍ଜାତି ଲକ୍‌ମ୍‌ନ୍‌କାର୍‌ ଗିନେ ମୁର୍‌କ ଅମ୍‌ଲି।


ଆର୍ ଅମିମ୍‌ନ୍ ହେଁ ସ୍‌ବୁବ୍‌ଳ୍ କାଇତାକ୍ ଡ୍‌ଣ୍ତ୍ ବଗୁଲୁ?


ମର୍ ସ୍‌ଙ୍ଗାର୍ ତୀତସ୍ ଗଟେକ୍ ଗ୍ରୀକ୍ ଲକ୍ ଅଇରିଲେକ୍ ହେଁ ମୁଇ ତାକେ ସୁନତ୍ ଅମ୍‌କେ ଜ୍‌ବର୍ ଦସ୍ତ କ୍‍ରି ନ୍‌ରିଲେ।


ଏ ମୁରକ୍ ଗାଲାତୀୟ ସ୍‌ହରାର୍ ବିଶ୍‍ବାସି ଲକ୍‍ମ୍‍ନ୍, କେ ତୁମୁକେ ବାମ୍‌ଳାଇଲା ଆଚେ? କୁର୍‍ଶକାଟେ ଯୀଶୁ ଖ୍ରୀଷ୍ଟର୍ ମ୍‌ଲା ଗଟ୍‍ଣା କୁଲାକଲି ବାବେ ଅମିମ୍‌ନ୍ ତୁମାର୍ ଲ୍‌ଗେ ଜାଣାଇ ଆଚୁ।


ମ୍‌ତର୍ ଜ୍‍ଗତାର୍ ହର୍ ଜ୍‍ର୍‍ନ୍‌ ଅଇରିଲା ହଇସି ପବିତର୍ ଆତ୍ମାଇ ଜ୍‍ର୍‍ନ୍‌ ଅଇଲା ହଇସିକେ, ଲିନ୍ଦା, ତାଳ୍‌ନା କ୍‌ରିରିଲା। ଆଜିକାଲି ହେଁ ଇରି ଅମ୍‌ଲି।


ଜ୍‌ତେକ୍ ଲକ୍‍ମ୍‍ନ୍ ବାହାରେ ଦ୍‍କାଇ ଅମ୍‌ଲାଇ, ଆର୍ ବ୍‌ଡ୍‌ହାଣ୍ କ୍‌ରୁଲାଇ, କାଇତାକ୍ ଖ୍ରୀଷ୍ଟର୍ କୁର୍‍ଶର୍ ଗିନେ ସେମ୍‌ନ୍ ଦୁକ୍‍କ୍‍ଷ୍ଟ ନାହାମ୍‌କେ ସୁନତାର୍ ବିଦିବିଦାନ୍ କ୍‌ରୁଲାଇ।


ସ୍‌ରାସ୍‌ରି ବ୍‌ଳ୍ ମୁଇ ଅତେକ୍ ସେ କ୍‌ମ୍‌ଲେ, ମକେ ଆରେକ୍‌ ତୁମିମ୍‍ନ୍ ଦୁକ୍‍କ୍‍ଷ୍ଟ ଦିଆନାଇ, କାଇତାକ୍ ମର୍ ଗ୍‌ଗାଳ୍ ଜୁଇସ୍‌ବୁ ମାଡ୍ ଅଇଲା ଚିନାସ୍‌ବୁ ଆଚେ ସେତିହ୍‍ଣି ଜାଣା ହ୍‌ଡୁଲି ଯେ ମୁଇ ଯୀଶୁର୍ ଦାସ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ