Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଗାଲାତିୟ 3:26 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

26 କାଇତାକ୍ ବିଶ୍‍ବାସାର୍ ଗିନେ ତୁମିମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେ ଗଟେକ୍ ଅଇକ୍‌ରି ଇଶ୍ଵରାର୍ ହିଲାଜିଲା ଅଇଆଚାସ୍।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

26 କାୟ୍‌ତାକ୍‌ବଃଲେକ୍‌ ତୁମିମଃନ୍ ସଃବୁ ଜିସୁ କ୍ରିସ୍ଟର୍‌ ତଃୟ୍‌ ବିସ୍ୱାସ୍‌ ତଃୟ୍‌ ଇସ୍ୱରାର୍‌ ହୟ୍‌ସି ଜିସି ଅୟ୍‌ ଆଚାସ୍‌ ।

အခန်းကိုကြည့်ပါ။ ကော်ပီ




ଗାଲାତିୟ 3:26
27 ပူးပေါင်းရင်းမြစ်များ  

ଯୋହନ୍ ଜ୍‌ନ୍‌କ୍‌ରି ଉଜାଳ୍ ବିଷୟେ ପର୍‍ଚାର୍ କ୍‍ରେଦ୍, ଆର୍ ତାର୍ ଗିନେ ହୁର୍‌ତିବିର୍ ଲକ୍‍ମ୍‍ନ୍ ଜ୍‌ନ୍‌କ୍‌ରି ଇ ସୁବ୍‌କ୍‌ବର୍ ଶୁଣିକ୍‍ରି ବିଶ୍‍ବାସ୍ କ୍‌ର୍‌ତି, ସେତାର୍‍ଗିନେ ସେ ପର୍‍ଚାର୍ କ୍‌ରୁକେ ଆସିରିଲା।


ଯୀଶୁ ତାକେ କଇଲା, “ମକେ ଦ୍‍ରି ର୍‍କୁକ୍ ଚେଷ୍ଟା କ୍‍ରାନାଇ, କାଇତାକ୍ ମୁଇ ଅବେହ୍‍ତେକ୍ ମର୍ ଉବାର୍ ଲ୍‌ଗେ ଜାଇ ନ୍‌କେରିତା, ମ୍‍ତର୍ ମର୍ ବାଇମ୍‍ନ୍‍କାର୍ ଲ୍‌ଗେ ଜା, ଆର୍ ସେମ୍‍ନ୍‍‍କେ କ୍ଉ, ମୁଇ ମର୍ ଉବା ଆର୍ ତୁମାର୍ ଉବା, ମର୍ ଇଶ୍ୱର୍‌ ଆର୍ ତୁମାର୍ ଇଶ୍ଵରାର୍ ଲ୍‌ଗେ ଜ୍‍ମ୍‍ଲେ।”


ସେତାର୍‌ଲାଗି ଅବେ ଜୁଇଲକ୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେ ଆତ୍‍ତି, ସେମ୍‌ନ୍‌କେ ଇଶ୍ୱର୍‌ ଦସି ବ୍‌ଲି ବିଚାର୍‌ ନ୍‌କେରେ।


ଇଶ୍ୱର୍‌ ଯାଇରି ସ୍‌ବୁ ତିଆର୍ କ୍‍ରିଆଚେ, ସେ ସ୍‌ବୁ ବ୍‍ଡ୍ ଆଶାରେ ସେ ସ୍‌ମୟ୍‌କେ ଜାଗିଆଚେ ଯେ କ୍‌ଡେବ୍‌ଳ୍ ଇଶ୍ୱର୍‌ ଜ୍‍ଗତ୍‌କେ ଜାଣାଇ ଦେଇଦ୍ ଯେ, କୁଇଲକ୍ ତାର୍ ହିଲା ଅଉତି। ସ୍‌ବୁ ଜ୍‍ଗତେ ଇ ଗଟ୍‍ଣା ଗଟ୍ ବ୍‌ଲି ଜାଗି ବ୍‌ସିଆତ୍‌ତି।


ଇଶ୍ଵରାର୍ ଇଚାଇ ବାଚିଅଇରିଲା ଖ୍ରୀଷ୍ଟ ଯୀଶୁର୍‌ ଏକ୍‍ଲା ହ୍‌ଟାଇଲା ଚେଲା ମୁଇ ପାଉଲ୍ ଆର୍ ମର୍‌ସ୍‍ଙ୍ଗ୍‌ ରେତା ବାଇ ତୀମଥି ତୁମୁକ୍‌ମ୍‌ନ୍ ଜୁଆର୍ ଜାଣାମ୍‍ଲୁ, କରନ୍ତି ସ୍‌ହରାର୍ ଇଶ୍ଵରାର୍ ମ୍‌ଣ୍ତଳି ଆର୍ ସ୍‌ବୁ ଆଖାୟା ଜିଲାଇ ରେତା ଇଶ୍ଵରାର୍ ସାଦୁ ଲକ୍‌ମ୍‌ନ୍‌କାର୍‌ ହାଇଁ ଇ ଚିଟି


“ମୁଇ ତୁମାର୍‌ମ୍‌ନ୍‌କାର୍ ଉବାଦି ଅଇନ୍ଦ୍, ଆରେକ୍‌, ତୁମିମ୍‍ନ୍ ମର୍ ହିଲା ଆର୍ ଟକି ଅଉଆସ୍, ଇରି ସ୍‌ବ୍‌କେ ଶ୍‌କ୍ତିଶାଳି ମାପ୍‌ରୁ କଇଦ୍।”


ସେତାର୍‍ଗିନେ ଯିହୁଦି କି ଯିହୁଦି ଚାଡି ବିନ୍‌ଜାତି, ଦାସ୍ କି ମୁକ୍‌ଳିରିଲା, ଅଣ୍ତ୍‌ରା ହିଲା କି ମାଇଜି ଟକି ଏ ମ୍‌ନ୍‌କାର୍ ବିତ୍‌ରେ ଆରେକ୍‌ କାଇରି ହେଁ ଉଣା ଅଦିକ୍ ନାଇ, ତୁମିସ୍‌ବୁ ଲକ୍‍ମ୍‍ନ୍ ଯୀଶୁର୍ ସ୍‌ଙ୍ଗ୍ ମିସିକ୍‌ରି ଗଟେକ୍ ଅଇଆଚାସ୍।


ଯଦି ତୁମିମ୍‍ନ୍ ମର୍ ଗ୍‍ଗାଳାର୍ ବେମାର୍ ଗିନେ ତୁମାର୍ ମ୍‌ନେ କ୍‌ଷ୍ଟ ଲାଗିରିଲେକ୍ ହେଁ ତୁମିମ୍‍ନ୍ ମକେ ଗୁର୍‌ଣା କ୍‍ରି ନ୍‌କେରାସ୍, ମ୍‌ତର୍ ତୁମିମ୍‍ନ୍ ମକେ ଇଶ୍ଵରାର୍ ଗଟେକ୍ ସ୍‌ର୍‌ଗ୍ ଦୂତ୍ ହର୍ ମ୍‌ନ୍‌କ୍‌ରିରିଲାସ୍। ଖ୍ରୀଷ୍ଟ ଯୀଶୁକେ ଜ୍‌ନ୍‌କ୍‌ରି ମ୍‌ନ୍‌କ୍‌ରୁଲାସ୍, ସେନ୍‍କ୍‌ରି ମକେ ହେଁ ମ୍‌ନ୍‌କ୍‌ରିରିଲାସ୍।


ଜ୍‌ତେକ୍ ଲକ୍ ଯୀଶୁ ଖ୍ରୀଷ୍ଟର୍ ଅଇଲାଇ ଆତ୍‍ତି, ସେମ୍‌ନ୍ ସ୍‌ବୁ ର୍‌କ୍‌ମାର୍ ଲାଳସା ଆର୍ କ୍‍ରାପ୍ ଇଚାକେ କୁର୍‍ଶକାଟେ ମାର୍‌ଲାଇ ଆତ୍‍ତି।


କାଇତାକ୍ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ମିସିକ୍‌ରି ଜୀବନ୍ ବିତାଇଲେକ୍, ସୁନତ୍ ଅଇଲେକ୍ କି ନଇଲେକ୍ କାଇରି ଲଡାନାଇ। ଗଟେକ୍ ହ୍‌କା ଲଡା ସେରି ଅଇଲି ବିଶ୍‍ବାସେ ଅଟୁଆ ରେଇକ୍‌ରି ଲାଡ୍‌ସ୍‌ଙ୍ଗ୍ ସ୍‌ବୁ କାମ୍‌କ୍‌ରା।


ଇଶ୍ଵରାର୍ ଇଚାହର୍ ଖ୍ରୀଷ୍ଟ ଯୀଶୁର୍ ଗଟେକ୍ ହ୍‌ଟାଇଲା ଚେଲା ମୁଇ ପାଉଲ୍, ଏଫିସ ସ୍‌ହରେ ରିଲା ସାଦୁ ଆର୍ ଯୀଶୁ ଖ୍ରୀଷ୍ଟର୍ ଉହ୍‍ରେ ବିଶ୍‍ବାସ୍ କ୍‌ର୍‌ତିରିଲା ବିଶ୍‍ବାସିମ୍‌ନ୍‌କେ ଇଚିଟି ଲେକୁଲେ।


ଆରେକ୍‌ ସେ ଅମୁକ୍‌ମ୍‌ନ୍ ଯୀଶୁ ଖ୍ରୀଷ୍ଟର୍ ଦ୍ବାରା ନିଜାର୍ ହାଇଁ ହଇସି କ୍‌ରୁକେ, ନିଜାର୍ ଇଚାହର୍ ଅମୁକ୍‌ମ୍‌ନ୍ ଲାଡ୍‌କ୍‌ରି ହୁର୍‌ବେ ହ୍‍ଣି ବାଚ୍‌ଲା ଆଚେ।


ତୁମିମ୍‍ନ୍ ଇଶ୍ଵରାର୍ ଲାଡାର୍ ହିଲାମ୍‌ନ୍, ତ୍‍ବେ ତାର୍ ହର୍ ଅଇ ଜୀବନ୍ ବିତାମ୍‌କେ ଚେଷ୍ଟାକ୍‌ରା।


ମୁଇ ପାଉଲ୍ ଆର୍ ମର୍‌ସ୍‍ଙ୍ଗ୍‌ ତୀମଥି, ଅମି ଯୀଶୁ ଖ୍ରୀଷ୍ଟର୍ ବିଶପ୍ ମ୍‌ନ୍, ମୁଇ ଇଚିଟି ଫିଲିପ୍ପ ସ୍‌ହରେ ରିଲା ଖ୍ରୀଷ୍ଟ ଯୀଶୁର୍ ସ୍‌ବୁ ପବିତର୍‌ ଲକ୍‌ମ୍‍ନ୍‌କେ ଆର୍ ତୁମାର୍‌ମ୍‌ନ୍‌କାର୍ ପାରାଚିନ୍ ଆର୍ ସ୍‌ବୁ ଖ୍ରୀଷ୍ଟର୍ ସେବକ୍‌ ମ୍‌ନ୍‌କେ ଲେକୁଲେ।


ଇଶ୍ଵର୍ ସାକି ଆଚେ, ଯେ ମୁଇ ତୁମୁକ୍‍ମ୍‌ନ୍‍କେ ଖ୍ରୀଷ୍ଟ ଯୀଶୁର୍ ଲାଡ୍‌କ୍‌ଲାହର୍ ଲାଡ୍‌କ୍‌ରି ମୁଇ ତୁମୁକ୍ ଦ୍‌କୁକେ ମ୍‌ନ୍‌କ୍‌ରୁଲେ।


ଜ୍‌ନ୍‌କ୍‌ରି ତୁମିମ୍‍ନ୍ ନିର୍‌ଦଷି ଆର୍ ଦ୍‌ର୍‌ମ୍ ଅଇ ଇ ପାପିମ୍‌ନ୍‌କାର୍ ଲ୍‌ଗେହ୍‍ଣି, ଇଶ୍ଵରାର୍ ଲ୍‌ଗେ ଲିନ୍ଦା ନ୍‌ହାଇଲା ହିଲାଜିଲା ଅଉଆ। ତୁମି ଇଶ୍ଵରାର୍ ଜୀବନ୍ ବାକ୍ଯକେ ଦ୍‍ରି, ଇ ହୁର୍‌ତିବିର୍ ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ଆକାଶାର୍ ତାରାହର୍ ଉଜାଳ୍ ଅଉଆ।


ଅମିମ୍‌ନ୍ ତୁମାର୍ ଗିନେ ପାର୍‌ତେନା କ୍‌ର୍‌ତାବ୍‌ଳ୍ ଅମାର୍ ଖ୍ରୀଷ୍ଟ ଯୀଶୁର୍ ଉବା ଇଶ୍ଵର୍‍କେ ସ୍‌ବୁବ୍‌ଳ୍ ଦନ୍ୟବାଦ୍‌ ଦେମ୍‌ଲୁ।


ତୁମି ଯୀଶୁ ଖ୍ରୀଷ୍ଟକେ ମାପ୍‌ରୁ ବ୍‌ଲି ମାନି ଆଚାସ୍, ସେତାର୍‍ଗିନେ ହୁଣ୍ଡି ନ୍‌କ୍‌ର୍‌ତେ ତାର୍‌ସ୍‍ଙ୍ଗ୍‍ ଇଣ୍ଡା।


ମୁଇ ପାଉଲ୍, ଆର୍ ମର୍‍ଲ୍‌ଗେ ଯୀଶୁ ଖ୍ରୀଷ୍ଟର୍ ଗିନେ ଜେଇଲେ ରେତା ବିଶ୍‍ବାସି ବାଇ ତୀମଥି ସ୍‍ଙ୍ଗ୍‍, ମୁଇ ଇଚିଟି ଅମାର୍ ଲାଡାର୍ ସ୍‍ଙ୍ଗ୍‍ ଆର୍ ମିସିକ୍‌ରି କାମ୍ କ୍‌ର୍‌ତା ବାଇ ଫିଲିମନ୍‌କେ ଲେକୁଲେ।


ଜୁଇ ଲକ୍ କ୍‍ରାପ୍ କାମ୍‌କେ ଆରାଇକ୍‌ରି ଜିତେଦ୍, ସେ ଇରିସ୍‌ବୁ ହାଇଦ୍। ମୁଇ ତାର୍ ଇଶ୍ଵର୍ ଅଇନ୍ଦ୍ ଆର୍ ସେ ମର୍ ହିଲା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ