ଗାଲାତିୟ 2:9 - ବ୍ଡ଼୍ ହ୍ର୍ଜା ବାଇବଲ9 ଜ୍ଡେବ୍ଳ୍ ନେତାବାବେ ବାଚିଅଇରିଲା ଯାକୁବ, ପିତର୍ ଆର୍ ଯୋହନ୍ ମକେ ଇଶ୍ଵର୍ ଇ ସୁବ୍କ୍ବର୍ ପର୍ଚାର୍ କ୍ର୍ତା ବଜ୍ ଦିଲାଆଚେ ବ୍ଲି ସେମ୍ନ୍ ନିଜେ ହୁଟାଇକ୍ରି କଇଲାଇ। ସେତାର୍ଗିନେ ସେମ୍ନ୍ ମକେ ଆର୍ ବର୍ଣ୍ଣବାକେ ସ୍ର୍ଦା ଅଇକ୍ରି ମ୍ନ୍କ୍ଲାଇ। ବର୍ଣ୍ଣବା ଆର୍ ମୁଇ ଯିହୁଦି ନ୍ଇଲା ବିନ୍ଜାତି ଲକ୍ମ୍ନ୍କାର୍ ଲ୍ଗେ ପର୍ଚାର୍ କ୍ରୁକେ, ଆର୍ ସେମ୍ନ୍ ଯିହୁଦି ମ୍ନ୍କାର୍ ଲ୍ଗେ ପର୍ଚାର୍ କ୍ରୁକେ ସ୍ବୁଲକ୍ ବ୍ସିକ୍ରି ତିର୍କ୍ଲୁ। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍9 ଆର୍ ଜଃଡେବଃଳ୍ ସେମଃନ୍ ମକେ ଦିଆ ଅୟ୍ଲା ଦଃୟା ବିସୟେ ବୁଜ୍ଲାୟ୍, ସଃଡେବଃଳ୍ ମୁଣ୍ଡା ହର୍ ଡାକ୍ହୁଟା ଜାକୁବ, କେପା ଆର୍ ଜହନ୍ ମକେ ଆର୍ ବର୍ନବାକେ ଉହ୍କାରାର୍ କାତା ଆତ୍ ଦିଲାୟ୍ ଜଃନ୍କଃରି ଅଃମିମଃନ୍ ଅଜିଉଦି ତଃୟ୍ କାମ୍ କଃରୁନ୍ଦ୍ ଆର୍ ସେମଃନ୍ ଜିଉଦି ମଃନ୍କାର୍ ବିତ୍ରେ କାମ୍ କଃର୍ତି । အခန်းကိုကြည့်ပါ။ |
ସେତିକେ ଜ୍ମ୍କେ ଦ୍ର୍କାର୍ ବ୍ଲି ଇଶ୍ଵରାର୍ ତ୍ଇହ୍ଣି ଆଦେଶ୍ ହାଇକ୍ରି ମୁଇ ସେତିକେ ଗ୍ଲେ, ଯିହୁଦି ଚାଡି ବିନ୍ଜାତିର୍ ଲକ୍ମ୍ନ୍କାର୍ ଲ୍ଗେ ମୁଇ ଜୁଇ ସୁବ୍କ୍ବର୍ ପର୍ଚାର୍ କ୍ରୁଲେ, ସେସ୍ବୁ ମୁଇ ଯିରୁଶାଲମାର୍ ନେତାମ୍ନ୍କେ ଗଟେକ୍ ଗ୍ରେ ବ୍ସାଇ କ୍ରି ବୁଜାଇଲେ, କାଇତାକ୍ ଅବାର୍ ଆର୍ ହ୍ଚାର୍ ପର୍ଚାର୍ କାମ୍ ଜ୍ନ୍କ୍ରି କି ନ୍ଷ୍ଟ ନ୍ଉଅ ବ୍ଲି ମୁଇ ଚିନ୍ତା କ୍ର୍ତିରିଲେ।
ଜୁଇଲକ୍ କ୍ରାପ୍ କାମ୍କେ ଆରାଇକ୍ରି ଜିତେଦ୍, ତାକେ ମୁଇ ମର୍ ଇଶ୍ଵରାର୍ ମନ୍ଦିରେ ଗଟେକ୍ ମୁଣ୍ଡା ହ୍ର୍ ର୍କିନ୍ଦ୍। ସେ କ୍ବେ ହେଁ ସେତିହ୍ଣି ଗୁଚାଇ ଅଇନ୍କେରେ। ମୁଇ ସେ ଲକ୍ ଉହ୍ରେ ଇଶ୍ଵରାର୍ ନାଉଁ ଲେକିନ୍ଦ୍। ମର୍ ଇଶ୍ଵରାର୍ ସ୍ହ୍ରାର୍ ନାଉଁ ହେଁ ତାର୍ଉହ୍ରେ ଲେକିନ୍ଦ୍। ଇ ସ୍ହ୍ରାର୍ ନାଉଁ “ନ୍ଉଆ ଯିରୁଶାଲମ୍” ସେ ସ୍ହର୍ ମର୍ ଇଶ୍ଵରାର୍ ସ୍ର୍ଗ୍ ଲ୍ଗେହ୍ଣି ଆସିଆଚେ। ମୁଇ ମର୍ ନ୍ଉଆ ନାଉଁ ହେଁ ତାର୍ଉହ୍ରେ ଲେକିନ୍ଦ୍।