Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଗାଲାତିୟ 2:1 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

1 ତାର୍ ହ୍‌ଚେ ଚ୍ଉଦ ବର୍ଷ ଅଇଲାକେ ମୁଇ ବର୍ଣ୍ଣବାର୍ ସ୍‌ଙ୍ଗ୍ ଯିରୁଶାଲମ୍‌ ସ୍‌ହର୍‌କେ ଆର୍ ଗଟେତର୍ ଲେଉଟି ଗ୍‌ଲେ, ତୀତସ୍‌କେ ହେଁ ମୁଇ ସ୍‌ଙ୍ଗେ ନେଇରିଲେ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

1 ତାର୍‌ ହଃଚେ ଚଃଉଦ ବଃର୍ସ୍‌ ଗଃଲାକେ, ମୁୟ୍‌ଁ ବର୍ନବା ସଃଙ୍ଗ୍ ଆରେକ୍‌ ଜିରୁସାଲମ୍‌ ଗଃଲୁ, ତିତସ୍‌କେ ହେଁ ମର୍‌ ସଃଙ୍ଗେ ନଃୟ୍‌ରିଲେ ।

အခန်းကိုကြည့်ပါ။ ကော်ပီ




ଗାଲାତିୟ 2:1
20 ပူးပေါင်းရင်းမြစ်များ  

ତାର୍‌ହ୍‌ଚେ ବର୍ଣ୍ଣବା ଶାଉଲ୍‌କେ କଜୁକେ ତାର୍ଷ ସ୍‌ହରେ ଗ୍‍ଲା,


ଆର୍ ସେମ୍‍ନ୍ ତାକାର୍ ଶ୍‌କ୍‌ତି ହର୍ ଡାବୁ ବାର୍‌କ୍‌ରି ବର୍ଣ୍ଣବା ଆର୍ ଶାଉଲାର୍ ଆତେ ଯିରୁଶାଲମ୍‌ ସ୍‌ହରାର୍‌ ପାରାଚିନ୍‌ମ୍‌ନ୍‌କେ ଦେମ୍‌କେ ହ୍‌ଟାଇଲାଇ।


ହ୍‌ଚେ ବର୍ଣ୍ଣବା ଆର୍ ଶାଉଲ ଯିରୁଶାଲମ୍‌ ଆରାଦନାକାମ୍ ସ୍‌ରାଇ କ୍‍ରି, ଯୋହନ୍ ଯାର୍ ଆର୍ ଗଟେକ୍ ନାଉଁ ମାର୍କକେ ସ୍‌ଙ୍ଗେ ନ୍ଇକ୍‌ରି ଆନ୍ତିୟଖିଆକେ ଲେଉଟି ଗ୍‍ଲାଇ।


ସେମ୍‍ନ୍ ଜ୍‌ଡେବ୍‌ଳ୍ ଆରାଦନା କ୍‌ର୍‌ତି ରିଲାଇ, ଆର୍ ଉପାସ୍ ପାର୍‌ତେନା କ୍‌ର୍‌ତି ରିଲାଇ, ସ୍‌ଡେବ୍‌ଳ୍ ପବିତର୍ ଆତ୍ମା ସେମ୍‌ନ୍‌କେ କଇଲି, “ମୁଇ ଜୁଇ କାମାର୍ ଗିନେ ବର୍ଣ୍ଣବା ଆର୍ ଶାଉଲ୍‌କେ କୁଦିଆଚି, ସେତାର୍‍ଗିନେ ମର୍ ହାୟ୍ ସେମ୍‌ନ୍‌କେ ଅଲ୍‍ଗା କ୍‍ରା”।


ମ୍‍ତର୍ ଯିହୁଦି ନେତାମ୍‍ନ୍ ଯିହୁଦି ଦ୍‌ର୍‌ମ୍ ଅଇରିଲା ସନ୍‌ମାନ୍ ହାଇରିଲା ମାଇଜି ଟକିମ୍‌ନ୍ ଆର୍ ସ୍‌ହରାର୍‌ ମୁକିଆ ଲକ୍‍ମ୍‍ନ୍ ବିନ୍ ଲକ୍‌ମ୍‍ନ୍‌କେ ରିସା କ୍‌ରାଇଲାଇ, ପାଉଲ୍ ଆର୍ ବର୍ଣ୍ଣବାକେ ଲିନ୍ଦା ତାଳ୍‌ନା କ୍‌ଲାଇ ଆର୍ ସେ ଜାଗାଇ ହ୍‍ଣି ବାର୍ କ୍‌ଲାଇ।


ସେମ୍‍ନ୍ ବର୍ଣ୍ଣବାକେ ବୃହସ୍ପତି ଦେବ୍‌ତା ବ୍‌ଲି କଇଲାଇ, ଆର୍ ପାଉଲ୍ ଗଟେକ୍ ବ୍‌ଡ୍‌କ୍‍ତା କ୍ଉତାଲକ୍ ବୁଧ ଦେବ୍‌ତା ବ୍‌ଲି କଇଲାଇ।


ସେମ୍‌ନ୍‌କେ ଅମି ଅମାର୍ ବ୍‍ଲ୍ ସାଙ୍ଗ ପାଉଲ୍ ଆର୍ ବର୍ଣ୍ଣବା ସ୍‍ଙ୍ଗ୍‍ ହ୍‌ଟାମ୍‌ଲୁ, ଏମ୍‌ନ୍ ଯୀଶୁ ଖ୍ରୀଷ୍ଟର୍ ଗିନେ ତାକାର୍ ଜୀବନ୍ ଦେମ୍‌କେ ଇଚା କ୍‌ଲାଇ ଆତ୍‍ତି,


ବର୍ଣ୍ଣବା ଆର୍ ମୁଇ କାମ୍‍କ୍‍ରି ବାଚୁକେ ଅମାର୍ ଅଦିକାର୍ ଆଚେ, ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ବିନ୍ ହ୍‌ଟାଇଲା ଚେଲାହର୍


ସେତି ମର୍ ବାଇ ତୀତସ୍‌କେ ନ୍‌ଦେକି ଜୀବନ୍ ନ୍‌ରିଲାର୍ ଲାଗି ତ୍ରୋୟା ସ୍‌ହରାର୍ ବିଶ୍‍ବାସିମ୍‌ନ୍‌କେ “ଜ୍‍ମ୍‍ଲେ” ବ୍‌ଲି କ୍‌ଇ, ତୀତସ୍‌କେ କଜୁକ୍ ମାକିଦନିଆ ଜିଲାକେ ଲେଉଟି ଆଇଲେ।


ମ୍‌ତର୍ ଇଶ୍ଵରାର୍ ଦନ୍ୟବାଦ୍‌ ଅଉଅ, ମର୍ ବିତ୍‌ରେ ରିଲା ହ୍‌ର୍ ତୁମାର୍‌ମ୍‌ନ୍‌କାର୍ ହାଇଁ ତୀତସାର୍ ହୁର୍‌ଦୟେ ସେସ୍‌ମାନ୍ ଉଜଗି କ୍‌ରାଇଲାସ୍।


ତୀତସାର୍ ବିଷୟେ ଯଦି କେ ହ୍‌ଚାରେଦ୍, ସେ ମର୍‌ସ୍‍ଙ୍ଗ୍‌ କାମ୍‌କ୍‌ର୍‌ତା ଲକ୍, ମ୍‌ତର୍ ଅମାର୍ ବାଇମ୍‌ନ୍‌କାର୍ ବିଷୟେ ହ୍‌ଚାରେଦ୍, ସେମ୍‌ନ୍ ମ୍‌ଣ୍ତଳି ଦ୍ୱାରା ହ୍‌ଟାଇଲା ଚେଲା, ଆରେକ୍‌ ଖ୍ରୀଷ୍ଟର୍ ମଇମା ହ୍‌ର୍।


ତିନି ବର୍ଷ ହ୍‌ଚେ ମୁଇ ପିତର୍‌କେ ବେଟ୍ ହାମ୍‌କେ ଯିରୁଶାଲମ୍‌ ସ୍‌ହରେ ଗ୍‌ଲେ, ଆର୍ ତାର୍‌ସ୍‍ଙ୍ଗ୍‍ ସେତି ହ୍‌ନ୍ଦ୍‌ର ଦିନ୍ ରିଲେ।


ବିନ୍‌ସ୍‌ବୁ ଯିହୁଦି ବିଶ୍ବାସିମ୍‌ନ୍ ହେଁ ପିତର୍ ସ୍‌ଙ୍ଗ୍ ମିସିକ୍‌ରି କୁଟ୍ ଅମ୍‌କେ ସିକ୍‌ଲାଇ, ବର୍ଣ୍ଣବା ହେଁ ସେମ୍‌ନ୍‌କାର୍ କୁଟ୍ କାମ୍ ସିକ୍‍ଲା।


ମର୍ ସ୍‌ଙ୍ଗାର୍ ତୀତସ୍ ଗଟେକ୍ ଗ୍ରୀକ୍ ଲକ୍ ଅଇରିଲେକ୍ ହେଁ ମୁଇ ତାକେ ସୁନତ୍ ଅମ୍‌କେ ଜ୍‌ବର୍ ଦସ୍ତ କ୍‍ରି ନ୍‌ରିଲେ।


ଜ୍‌ଡେବ୍‌ଳ୍ ନେତାବାବେ ବାଚିଅଇରିଲା ଯାକୁବ, ପିତର୍ ଆର୍‌ ଯୋହନ୍‌ ମକେ ଇଶ୍ଵର୍ ଇ ସୁବ୍‍କ୍‍ବର୍ ପର୍‍ଚାର୍ କ୍‌ର୍‌ତା ବଜ୍ ଦିଲାଆଚେ ବ୍‌ଲି ସେମ୍‌ନ୍ ନିଜେ ହୁଟାଇକ୍‌ରି କଇଲାଇ। ସେତାର୍‍ଗିନେ ସେମ୍‌ନ୍ ମକେ ଆର୍ ବର୍ଣ୍ଣବାକେ ସ୍‌ର୍‌ଦା ଅଇକ୍‌ରି ମ୍‌ନ୍‌କ୍‌ଲାଇ। ବର୍ଣ୍ଣବା ଆର୍ ମୁଇ ଯିହୁଦି ନ୍‌ଇଲା ବିନ୍‍ଜାତି ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ପର୍‍ଚାର୍ କ୍‌ରୁକେ, ଆର୍ ସେମ୍‌ନ୍ ଯିହୁଦି ମ୍‌ନ୍‌କାର୍ ଲ୍‌ଗେ ପର୍‍ଚାର୍ କ୍‌ରୁକେ ସ୍‌ବୁଲକ୍ ବ୍‌ସିକ୍‌ରି ତିର୍‌କ୍‌ଲୁ।


ଆରିସ୍ତାର୍ଖକେ ଜୁଆର୍ ଜାଣାମ୍‌ଲେ, ସେ ମର୍‌ସ୍‍ଙ୍ଗ୍‌ ଏକ୍‍ଲା ବନ୍ଦି, ବର୍ଣ୍ଣବାର୍ କୁଟୁମ୍ ବାଇ ମାର୍କକେ ଜୁଆର୍ କ୍‌ରୁଲେ, (ମୁଇ ଆଗେହ୍‍ଣି ତାର୍ ବିଷୟେ କଇ ସ୍‌ରିଆଚି, ସେ ଯଦି ଆସେଦ୍, ତାକେ ସ୍‌ର୍‌ଦା କ୍‌ରାମା)।


ତୀତସ୍, ମର୍ ବିଶ୍‌ବାସାର୍‌ ହିଲା, ତ୍‌କେ ଅମାର୍ ଉବା ଇଶ୍ଵର୍ ଆର୍ ଉଦାର୍‌‌କ୍‌ର୍‌ତା ଖ୍ରୀଷ୍ଟ ଯୀଶୁର୍‌ ଆଶିର୍‌ବାଦ୍‌ ଆର୍ ଶାନ୍‌ତି ମିଳ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ