Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ଗାଲାତିୟ 1:19 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

19 ମ୍‌ତର୍ ମାପ୍‌ରୁର୍ ବାଇସି ହ୍‌ଟାଇଲା ଚେଲା ଯାକୁବାର୍ ସ୍‌ଙ୍ଗ୍ ହ୍‌କା ମୁଇ ବେଟିରିଲେ, ମ୍‌ତର୍ ବିନ୍‌କୁଇ ହ୍‌ଟାଇଲା ଚେଲାମ୍‌ନ୍‌କାର୍ ସ୍‌ଙ୍ଗ୍ ବେଟି ନ୍‌ରିଲେ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

19 ମଃତର୍‌ ମାପ୍ରୁର୍‌ ବାୟ୍‌ସି ଜାକୁବ୍‌କେ ଚାଡି ପେରିତ୍‌ ମଃନାର୍‌ ବିନ୍ କାକେ ନଃଦେକ୍‌ଲେ ।

အခန်းကိုကြည့်ပါ။ ကော်ပီ




ଗାଲାତିୟ 1:19
12 ပူးပေါင်းရင်းမြစ်များ  

ଫିଲିପ୍ପ ଆର୍ ବାର୍‍ଥଲମୀ, ଥୋମା ଆର୍ ସିସ୍‌ତୁ ଆଦାଇକ୍‍ରୁ ମାଥିଉ, ଆଲଫିର୍ ହଇସି ଯାକୁବ ଆର୍ ତଦ୍ଦିୟ,


ଯୀଶୁ ଲକ୍‌ମ୍‍ନ୍‌କେ ଇଶ୍ଵରାର୍ କ୍‌ତା ପର୍‍ଚାର୍ କ୍‌ର୍‌ତିରିଲାବ୍‌ଳ୍, ଦ୍‌କା, ତାର୍ ଆଇସି ଆର୍ ତାର୍ ସାନ୍ ବାଇସିମ୍‍ନ୍ ହ୍‍ଦାଇ ଟିଆଅଇ ତାର୍‌ସ୍‍ଙ୍ଗ୍‍ କ୍‌ତା ଅମ୍‍କେ ମ୍‍ନ୍‍କ୍‍ର୍‌ତିରିଲାଇ।


ସେମ୍‍ନ୍ ଅନ୍‌କାର୍ ଇନସ୍‍ତା କ୍‍ରି ଯୀଶୁକେ କଇଲାଇ, “ଏ କି ସେ ବାଡାଇର୍ ହଇସି ନଇ? ଆର୍ ଆଇସିର୍ ନାଉଁ କାଇରି ମରୀୟମ୍ ନଇ? ଆରେକ୍‌ ଆର୍ ବାଇସି ମନାର୍ ନାଉଁ କାଇରି ଯାକୁବ, ଯୋଷେପ୍, ଶିମୋନ୍ ଆର୍ ଯିହୁଦା ନଇ?


ଆନ୍ଦ୍ରିୟ, ଫିଲିପ୍ପ, ବାର୍‍ଥଲମୀ, ମାଥିଉ, ଥୋମା, ଆଲଫିର୍ ହଇସି ଯାକୁବ, ତଦ୍ଦିୟ, ଦେଶ୍ ସେବାକ୍‍ରୁ ଶିମୋନ୍,


ସେମ୍‍ନ୍ ଅନ୍‌କାର୍ ଇନସ୍‍ତା କ୍‍ରି ଯୀଶୁକେ କଇଲାଇ, “ଏ କି ସେ ବାଡାଇ ନଇ? ଏ କି ମରୀୟମାର୍ ହଇସି, ଆର୍ ଯାକୁବ, ଯୋସି, ଯିହୁଦା ଆର୍ ଶିମୋନାର୍ ବ୍‍ଡ୍ ବାଇସି ନଇ? ଆରେକ୍‌, ଇତାର୍ ସାନ୍ ବେଣ୍‍ସିମ୍‌ନ୍ ଇତି ଅମାର୍ ସ୍‍ଙ୍ଗ୍‍ ନାଇ କି?”


ମାଥିଉ, ଥୋମା, ଆଲଫିର୍ ହଇସି ଯାକୁବ ଆର୍ ଶିମୋନ୍, ଯାକେ ଦେଶ୍ ସେବାକ୍‍ରୁ ବ୍‍ଲି କ୍ଉତି,


ସେଡେବ୍‍ଳ୍ ଗଟେକ୍ ଲକ୍ ଯୀଶୁକେ କଇଲାଇ, “ତର୍ ଆଇଦି ଆର୍ ତର୍ ସାନ୍ ବାଇଦିମ୍‍ନ୍ ହ୍‍ଦାଇ ଟିଆଅଇ ତର୍‍ସ୍‍ଙ୍ଗ୍ କ୍‌ତା ଅମ୍‍କେ ମ୍‌ନ୍ କ୍‌ରୁଲାଇ।”


ସେମ୍‍ନ୍ ଅଇଲାଇ ପିତର୍, ଯୋହନ୍, ଯାକୁବ, ଆନ୍ଦ୍ରିୟ, ଫିଲିପ୍ପ, ଥୋମା ବାର୍‍ଥଲମୀ, ମାଥିଉ, ଆଲଫିର୍ ହଇସି ଯାକୁବ, ଉଦ୍‌ଯୋଗି ଶିମୋନ୍ ଆର୍ ଯାକୁବାର୍ ହଇସି ଯୀହୂଦା, ଯିରୁଶାଲମ୍‌ ସହରେ ଜୁଇ ଉହ୍‌ରାର୍ ବ୍‌କ୍‌ରାଇ ସେମ୍‍ନ୍ ରେତିରିଲାଇ ସେତିକେ ସେମ୍‍ନ୍ ଲେଉଟି ଗ୍‍ଲାଇ।


ମ୍‍ତର୍ ସେ ଆତ୍ ଦ୍‌କାଇକ୍‌ରି ଚୁପ୍ ଅଇରିଆ ବ୍‌ଲି କଇଲା, ମାପ୍‌ରୁ କ୍‍ନ୍‍କ୍‍ରି ତାକେ ଜ୍‌ଇଲେ ହ୍‍ଣି ଉଦାର୍‌ କ୍‌ଲାଆଚେ ସେସ୍‍ବୁ ବିଷୟେ ସେମ୍‌ନ୍‌କେ କଇଲା, ତାର୍‌ହ୍‌ଚେ ଇ ସ୍‌ବୁକ୍‍ତା ଯାକୁବ ଆର୍ ବିନ୍‌ସ୍‌ବୁ ବିଶ୍‍ବାସିମ୍‌ନ୍‌କେ ଜାଣାଇ ଦିଆସ୍ ବ୍‌ଲି ସେ କଇଲା, ସେତିହ୍‍ଣି ବିନ୍ ବାଟ୍ ହ୍‌ଳାଇଲା।


ବିନ୍‌ସ୍‌ବୁ ହ୍‌ଟାଇଲା ଚେଲାମ୍‌ନ୍‌କାର୍ ହର୍, କାଇରି ପିତର୍ ଆର୍ ମାପ୍‌ରୁର୍ ବାଇସି ମ୍‌ନ୍‌କାର୍ ହର୍, ମୁଇ କାଇରି ଗଟେକ୍ ବିଶ୍‍ବାସି ମାଇଜିକେ ବିବା ଅଇ ତାର୍‌ସ୍‍ଙ୍ଗ୍‍ ବୁଲୁକେ ମର୍ ଅଦିକାର୍ ନାଇ କି?


ମୁଇ ଇଶ୍ଵର୍‌ରାର୍‌ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଗଟେକ୍ ସେବାକ୍‌ରତା ଲକ୍ ଯାକୁବ, ସ୍‌ବୁ ହୁର୍‌ତିବିର୍‌ ଚିନ୍‍ବିନ୍ ଅଇଲା ବାର ଜାତିର୍‌ ଯିହୁଦି ଖ୍ରୀଷ୍ଟାନ୍ ଲକ୍‌ମ୍‍ନ୍‌କେ ଜୁଆର୍ ଜାଣାମ୍‌ଲେ।


ମୁଇ ଯିହୁଦା, ଯୀଶୁ ଖ୍ରୀଷ୍ଟର୍ ଗଟେକ୍ ଦାସ୍ ଆର୍ ଯାକୁବାର୍‌ ବାଇସି। ଜୁଇଲକ୍‌କେ ଉବା ଇଶ୍ୱର୍‌ ଲାଡ୍ କ୍‌ରୁଲା ଆର୍ ଯୀଶୁ ଖ୍ରୀଷ୍ଟ ତୁମୁକେ ଉଦାର୍‌ କ୍‍ରିଆଚେ। ଆରେକ୍‌ ବିଶ୍ବାସ୍ କ୍‌ରୁକେ ଇଶ୍ୱର୍‌ ଯାକେ କୁଦ୍‌ଲାଆଚେ ସେମ୍‌ନ୍‌କାର୍ ଲ୍‌ଗେ ଇ ଚିଟି ଲେକୁଲେ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ