23 ତୁମାର୍ ହୁର୍ଦୟ୍ ଆର୍ ମ୍ନ୍ ହୁରାହୁରି ନ୍ଉଁଆ ଅଉତା ଦ୍ର୍କାର୍।
23 ତୁମାର୍ ମଃନ୍ ଆର୍ ଜିବନ୍ ହୁରାହୁରି ନଃଉଆଁ ଅଃଉତା ଦଃର୍କାର୍ ।
ଇତାର୍ ହ୍ଚେ ଇ ଜ୍ଗତାର୍ ନିୟମ୍ ଅନୁସାରେ ଇଣ୍ତା ନାଇ, ମ୍ତର୍ ନ୍ଉଆ ବାଟାର୍ ଚିନ୍ତାଇ ନିଜାର୍ ଜୀବନ୍କେ ବାଦ୍ଲାଇ କ୍ରି ଦ୍କା। ତ୍ବେ ଇଶ୍ଵର୍ ତୁମାର୍ମ୍ନ୍କାର୍ ହାଇଁ କାଇରି ଇଚା କ୍ରେଦ୍, ଅମିମ୍ନ୍ ଜାଣୁହାରୁ। ତୁମିମ୍ନ୍ ଜାଣୁହାରାସ୍ ଯେ କୁଇ ବିଷୟମ୍ନ୍ ବ୍ଲ୍, ଇଶ୍ଵରାର୍ ସ୍ର୍ଦା ଆର୍ ସୁଦ୍।
ତ୍ବେ ଅମି ଜ୍ଡେବ୍ଳ୍ ଡୁବେନ୍ ନିଲୁ, ଅମି ଯୀଶୁ ଖ୍ରୀଷ୍ଟର୍ ତ୍ଇ ମ୍ରି ମ୍ସୁଣ୍ କ୍ବର୍ ହାଇଲୁ, ଆର୍ ସେ ମ୍ଲାତ୍ଇ ବାଗିଦାର୍ ଅଇଲୁ। ଉବା ଇଶ୍ଵରାର୍ ମଇମା ଅଉତା ଶ୍କ୍ତି ଦ୍ୱାରା ଜ୍ନ୍କ୍ରି ଖ୍ରୀଷ୍ଟ ମ୍ରିକ୍ରି ଆର୍ ଗଟେତର୍ ଉଟ୍ଲା, ସେନ୍କ୍ରି ଅମି ହେଁ ମ୍ର୍ନେ ହ୍ଣି ଉଟି ନ୍ଉଁଆ ଜୀବନ୍ ଜାପନ୍ କ୍ରୁମା।
ଯଦି ଗଟେକ୍ ଲକାର୍ ବିଚାର୍ ପାପ୍ ବ୍ର୍ତି ଗ୍ଗାଳ୍ଳାର୍ ଆଇତେ ଅଇଦ୍, ସେନ୍ଅଇଲେକ୍ ପବିତ୍ର ଜୀବନେ ମ୍ର୍ନ୍ ଅଇଦ୍। ମ୍ତର୍ ଯଦି ଗଟେକ୍ ଲକାର୍ ବିଚାର୍ ଆତ୍ମା ଆଇତେ ଅଇଦ୍, ତ୍ନ୍ଅଇଲେକ୍ ସେତି ଜୀବନ୍ ଆର୍ ଶାନ୍ତି ଆଚେ।
କାଇତାକ୍ ଅମିମ୍ନ୍ ଜ୍ନ୍ ଅଇଲୁଆଚୁ ସେସ୍ବୁ ଇଶ୍ଵର୍ ହ୍କା କ୍ଲାଆଚେ, ଜୁଇସ୍ବୁ ସ୍ତ୍କାମ୍ ଅମିମ୍ନ୍ କ୍ରୁନ୍ଦ୍ ବ୍ଲି ଇଶ୍ଵର୍ ଆଗ୍ତୁ ଟିକ୍ କ୍ରିରିଲା, ଅମିମ୍ନ୍ ଖ୍ରୀଷ୍ଟ ଯୀଶୁର୍ ସ୍ଙ୍ଗ୍ ଚାଲିଚଳ୍ନି କ୍ରି ମିସି ରିଲାକେ ସେସ୍ବୁ ହୁରା ଅଇଲିଆଚେ।
ସେତିର୍ ସ୍ବୁକାମ୍ ଚାଡିକ୍ରି ନ୍ଉଆ ସବାବ୍ ହିନ୍ଦି ଆଚାସ୍, ସେ ନ୍ଉଆ ସବାବ୍ ନିଜାର୍ ବ୍ନାଇଲା ଲକାର୍ ଜାତି ମୁର୍ତି ହର୍ ସ୍ବୁ ଗିଆନ୍ ହାମ୍କେ ନ୍ଉଆ ଅମ୍କେ ହ୍ଳେଦ୍।
ସେ ଅମାର୍ ପାପାର୍ ଡ୍ଣ୍ଡ୍ ହାଉତା ଲ୍ଗେହ୍ଣି ଅମୁକେ ଉଦାର୍ କ୍ଲା, ଇରି ଅମି କ୍ଲା ବ୍ଲ୍କାମାର୍ ଗିନେ ନ୍ଇ। ମ୍ତର୍ ତାର୍ ନିଜାର୍ ଦୟାଇ ଅମୁକେ ପବିତର୍ ଆତ୍ମା ଦ୍ବାରା ଆଶିର୍ବାଦ୍କ୍ରି ନ୍ଉଆ ଜ୍ର୍ନ୍ ଦେଇ ନ୍ଉଆ ଜୀବନ୍ ଦିଲାଆଚେ।
ତ୍ବେ ବ୍ଲ୍ ବାବ୍ରେ ଚିନ୍ତାକ୍ରା ଆର୍ ନିଜ୍କେ ଆୟତେ ର୍କୁକେ ଶିକା ଜ୍ଡେବ୍ଳ୍ ଯୀଶୁ ଖ୍ରୀଷ୍ଟ ଜଗତେ ଜାଣାଇ ଅଇ ଆସେଦ୍ ସେଡେବ୍ଳ୍ ତୁମାର୍ ଲ୍ଗେ ଆସ୍ତା ଇଶ୍ଵରାର୍ ଦୟାର୍ ଉଦାର୍କେ ଆଶା ଅଇ ଜାଗିରିଆ।