Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




କଲସୀୟ 4:7 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

7 ଯୀଶୁ ଖ୍ରୀଷ୍ଟର୍ ହାଇଁ ମର୍ ଲାଡାର୍ ବାଇ ତୁଖିକ, ଗଟେକ୍ ସେବାକ୍‌ର୍‌ତା ଲକ୍ ଆର୍ ମର୍‌ସ୍‍ଙ୍ଗ୍‌ ମାପ୍‌ରୁର୍ ସେବାକ୍‌ର୍‌ତା ଗଟେକ୍ ଲକ୍ ଆଚେ, ମର୍‌ସ୍‍ଙ୍ଗ୍‌ ଜାଇରି ଗ୍‌ଟୁଲି, ସେ ସ୍‌ବୁକ୍‍ତା ସେ ତୁମୁକ୍‌ମ୍‌ନ୍ କଇଦ୍

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

7 ଅଃମାର୍‌ ଲାଡାର୍‌ ବାୟ୍‌, ମାପ୍ରୁର୍‌ ସଃତ୍‌ ସେବାକାରି ଆର୍‌ ସଃଙ୍ଗୁଆଳି ତୁକିକ, ସେ ମର୍‌ ସଃବୁ କଃତା ଜାଣାୟଦ୍‌ ।

အခန်းကိုကြည့်ပါ။ ကော်ပီ




କଲସୀୟ 4:7
9 ပူးပေါင်းရင်းမြစ်များ  

ଆରେକ୍‌ ବେରିୟା ସ୍‌ହରେ ବାସାକ୍‌ରିରିଲା ପୁରର୍ ହଇସି ସୋପାତ୍ର, ଥେସଲନିକିୟ ମ୍‌ନ୍‌କାର୍ ସ୍‌ହର୍ ବିତ୍‌ରେ ଆରିସ୍ତାର୍ଖ ଆର୍ ସେକୁନ୍ଦ୍, ଦର୍ବୀର୍ ଗାୟ, ତୀମଥି, ଆର୍ ଆସିଆ ସ୍‌ହରାର୍‌ ଲକ୍‌ମ୍‌ନ୍‌କାର୍‌ ବିତ୍‌ରେହ୍‌ଣି ତୁଖିକ ଆର୍ ତ୍ରଫିମ ତାର୍‌ସ୍‍ଙ୍ଗ୍‍ ଇ ସ୍‌ବୁ ଲକ୍‍ମ୍‍ନ୍ ଗ୍‍ଲାଇ।


ମ୍‍ତର୍ ମୁଇ ମର୍ ବାଇ, ମର୍‌ସ୍‍ଙ୍ଗ୍‌ କାମ୍ କ୍‌ର୍‌ତାଲକ୍, ସୁବ୍‌କ୍‌ବର୍‌କେ ମର୍‌ସ୍‍ଙ୍ଗ୍‌ ମିସି ଉଦାର୍‌‌କ୍‌ର୍‌ତା ଶ୍‌ଇନ୍ ଆର୍ ତୁମାର୍ ହ୍‌ଟାଇଲା ଚେଲା, ଜାକେ ତୁମି ମର୍ ଜ୍‌ତୁନ୍ କ୍‌ରୁକେ ହ୍‌ଟାଇ ରିଲାସ୍, ସେ ଇଶ୍ଵରାର୍ ଦାସ୍ ଏପାଫ୍ରାଦିସ୍ କେ ମୁଇ ତୁମାର୍ ଲ୍‌ଗେ ହ୍‌ଟାମ୍‌କେ ଦ୍‌ର୍‌କାର୍ ବ୍‌ଲି ମ୍‌ନେ ବାବୁଲେ।


ଅମାର୍‌ମ୍‌ନ୍‌କାର୍‌ ବ୍‍ଲ୍ ଦାସ୍ ଏପାଫ୍ରା ତ୍‌ଇହ୍‌ଣି ତୁମିମ୍‍ନ୍ ସେନ୍‍କ୍‌ରି ଶିକ୍ୟା ହାଇଆଚାସ୍। ସେ ତୁମାର୍ ଗିନେ ଖ୍ରୀଷ୍ଟର୍ ଗଟେକ୍ ବିଶ୍‍ବାସ୍ କ୍‌ର୍‌ତା ଲକ୍।


ଏପାଫ୍ରା ତୁମୁକ୍‌ମ୍‌ନ୍ ଜୁଆର୍ କ୍‌ରୁଲା, ସେ ଯୀଶୁ ଖ୍ରୀଷ୍ଟର୍ ଗଟେକ୍ ସେବାକ୍‌ରତା ଲକ୍, ସେ ତୁମାର୍‌ମ୍‌ନ୍‌କାର୍ ଦ୍‌ଳାର୍ ଲକ୍‌, ସେ ସ୍‌ବୁବ୍‌ଳ୍ ତୁମାର୍‌ମ୍‌ନ୍‌କାର୍ ଗିନେ ପାର୍‍ତେନା କ୍‌ରୁଲା, ତୁମିମ୍‍ନ୍ ଇଶ୍ଵରାର୍ ଗିଆନ୍‌କେ ଶିକା, ଆର୍ ଇଶ୍ଵର୍ ଯାଇରି ମ୍‌ନ୍‌କ୍‍ରେଦ୍, ସେରି ସେନ୍‌କାର୍ ଅଉଆ ବ୍‌ଲି ସେ ପାର୍‌ତେନା କ୍‍ରେଦ୍।


ସେ ତୁମୁକ୍‌ମ୍‌ନ୍ ସ୍‌ର୍‌ଦା କ୍‍ରେଦ୍, ମୁଇ ଅନୀସିମକେ ହ୍‌ଟାମ୍‌ଲେ, ଅନୀସିମ ଖ୍ରୀଷ୍ଟର୍ ତ୍‌ଇ ରେତା ଗଟେକ୍ ବିଶ୍‍ବାସି ଆର୍ ଲାଡାର୍ ଆଚେ, ସେ ତୁମାର୍‌ମ୍‌ନ୍‌କାର୍ ଦ୍‌ଳାର୍ ଆଚେ, ତୁଖିକ ଆର୍ ଅନୀସିମ, ଇତି ଗ୍‌ଟ୍‌ଲା ସ୍‌ବୁ ବିଷଇ ତୁମୁକ୍‌ମ୍‌ନ୍ କଇଦେ।


ତୁଖିକକେ ମୁଇ ଏଫିସିକେ ହ୍‌ଟାଇଲେ ଆଚି।


ମୁଇ ତୁମାର୍‌ମ୍‌ନ୍‌କାର୍ ଲ୍‌ଗେ ଆର୍ତ୍ତମ କି ତୁଖିକକେ ହ୍‌ଟାଇନ୍। ସେମ୍‌ନ୍‌କେ ହ୍‌ଟାଇଲା ହ୍‌ଚେ ତୁମି ନିକପଲି ସ୍‌ହର୍ ତ୍‌ଇ ମର୍‍ଲ୍‌ଗେ ଆସୁକେ ହାର୍‌ ନାହାର୍ ଚେଷ୍ଟାକ୍‌ରା। କାଇତାକ୍ ମୁଇ ଟିକ୍ କ୍‌ରିଆଚି ଯେ ଶୀତ୍‌ମାସ୍ ସେତି କ୍‌ଟାଇନ୍ଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ