Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




କଲସୀୟ 3:3 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

3 କାଇତାକ୍ ତୁମିମ୍‍ନ୍ ମ୍‌ରି ଆଚାସ୍, ଆରେକ୍‌ ତୁମାର୍‌ମ୍‌ନ୍‌କାର୍ ଜୀବନ୍ ଇଶ୍ଵର୍ ଯୀଶୁ ଖ୍ରୀଷ୍ଟର୍ ସ୍‌ଙ୍ଗ୍‌ ଲୁକି ଆଚେ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

3 କାୟ୍‌ତାକ୍‌ବଃଲେକ୍‌ ତୁମିମଃନ୍‌ ମଃରି ଆଚାସ୍‌, ଆର୍‌ ତୁମିମଃନାର୍‌ ଜିବନ୍ ଇସ୍ୱରାର୍‌ ତଃୟ୍‌ କ୍ରିସ୍ଟର୍‌ ସଃଙ୍ଗ୍ ଗୁପ୍ତ୍ ଆଚେ ।

အခန်းကိုကြည့်ပါ။ ကော်ပီ




କଲସୀୟ 3:3
32 ပူးပေါင်းရင်းမြစ်များ  

ସେଡେବ୍‍ଳ୍ ଯୀଶୁ ଉତର୍‍ଦିଲା, “ଏ ମର୍ ଉବା, ସ୍‌ର୍‌ଗ୍‌ ଆର୍ ହୁର୍‌ତିବିର୍ ମାପ୍‌ରୁ, ମୁଇ ତକେ ଦନ୍ୟବାଦ୍‌ ଦେମ୍‍ଲେ। କାଇତାକ୍ ତୁଇ ବୁଦିମାନ୍ ଆର୍ ଜାନ୍‍ତା ଲକ୍‍ମ୍‍ନ୍‍କାର୍ ତ୍ଇହ୍‍ଣି ଇ ସ୍‍ବୁକ୍‍ତା ଲୁକାଇକ୍‌ରି, କାଇରି ନ୍‌ଜାଣ୍‌ତା ଲକ୍‍ମ୍‍ନ୍‍କାର୍ ଲ୍‌ଗେ ଜାଣାଇଲିସ୍‌।


ଅଳ୍‍କ୍ ସମୟ୍ ହ୍‌ଚେ ହୁର୍‌ତିବି ମକେ ଆରେକ୍‌ ଦ୍‌କୁ ନାହାରେ, ମ୍‍ତର୍ ତୁମିମ୍‍ନ୍ ମକେ ଦ୍‌କୁହାରାସ୍, କାଇତାକ୍ ମୁଇ ସ୍‌ବୁଦିନ୍ ଜୀବନ୍ ରେଇନ୍ ଆର୍ ତୁମିମ୍‍ନ୍ ହେଁ ମର୍‌ସ୍‍ଙ୍ଗ୍‌ ଜୀବନ୍ ରିଆସ୍‌।


କାଇତାକ୍ ଇଶ୍ୱର୍‌ ହୁର୍‌ତିବିର୍ ଲକ୍‍ମ୍‍ନକେ ବେସି ଲାଡ୍‌କ୍‌ଲା, ଆର୍ ସେ ତାର୍ ଗଟେକ୍ ହ୍‌କା ଲାଡାର୍ ହଇସିକେ ହୁର୍‌ତିବିର୍ ଲକ୍‍ମ୍‍ନ୍‍କାର୍ ଗିନେ ଦାନ୍‍ଦିଲା, ଜୁଇ ଲକ୍‌ମ୍‌ନ୍‌ ତାର୍ ଲ୍‌ଗେ ବିଶ୍‍ବାସ୍ କ୍‌ର୍‌ତି, ସେ ସ୍‍ବୁ ଲକ୍ ନ୍‍ଷ୍ଟ ନଇକ୍‌ରି, ନ୍‌ସେର୍‌ତା ଜୀବନ୍ ହାଉତି।


ମ୍‍ତର୍ ମୁଇ ଜୁଇ ହାଣି କାମ୍‌କେ ଦେଇନ୍ଦ୍ ଆର୍ ଯେ ସେ ହାଣି କାଇଦ୍, ସେ କ୍‌ବେ ଶସ୍ ନଇ, ମୁଇ ଦେଇରିଲା ହାଣି ତାର୍ ଜୀବନ୍ ବିତ୍‌ରେ ଗଟେକ୍ ନ୍‌ସେର୍‌ତା ଜୀବନ୍ ଦେତା ହାଜ୍‍ରା ହାଣି ହର୍ ବାରାଇଦ୍।”


ଇଶ୍ୱର୍‌ ଜ୍‌ନ୍‌କ୍‌ରି ମ୍‌ଲାଲକ୍‌କେ ଜୀବନ୍ ଦ୍‌ଇକ୍‍ରି ଉଟାମ୍‍ଲା, ସେନ୍‍କ୍‌ରି ହଇସି ହେଁ ଜାକେ ଇଚ୍ଚା ତାକେ ଜୀବନ୍ ଦାନ୍ କ୍‍ରେଦ୍।


ମୁଇ ତୁମୁକ୍‌ମ୍‌ନ୍ ସ୍‌ତ୍‌କ୍‌ରି କ୍‌ମ୍‌ଲେ, ଯେ ମର୍‍କ୍‍ତା ଶୁଣିକ୍‍ରି, ମକେ ହ୍‌ଟାଇରିଲା ଉବାକେ ବିଶ୍‍ବାସ୍ କ୍‍ରେଦ୍, ସେ ନ୍‌ସେର୍‌ତା ଜୀବନ୍ ହାଇଦ୍। ସେ ବିଚାର୍‌ ଅଇନ୍‌କେରେ କାଇତାକ୍ ସେ ମ୍‌ର୍‌ନେ ହ୍‍ଣି ଜିଣିକ୍‌ରି ନ୍‌ସେର୍‌ତା ଜୀବନେ ହଚି ଆଚେ।


ମ୍‍ତର୍ ତୁମିମ୍‍ନ୍ ନ୍‌ସେର୍‌ତା ଜୀବନ୍ ହାମ୍‌କେ ମର୍‍ଲ୍‌ଗେ ଆସୁକେ ଇଚ୍ଚା ନ୍‍କେରୁଲାସ୍।


ମୁଇ କ୍‌ଉତାର୍ ଅର୍‌ତ ଇରି ଯେ ଅମି ଇଶ୍ଵରାର୍ ଶ୍‍ତ୍‍ରୁର୍‌ ଅଇରିଲେକ୍ ହେଁ ସେ ନିଜାର୍ ହଇସିକେ ମ୍‌ରାଇ ଅମାର୍ ସ୍‌ଙ୍ଗ୍ ବନ୍ଦୁ ବାନ୍ଦି ଆର୍ ଗଟେତର୍ ମିସାଇ ଆଚେ। ସେତାର୍‌ଲାଗି ଅବେ ଅମି ଇଶ୍ଵରାର୍ ବନ୍ଦୁ, ଇଶ୍ୱର୍‌ ତାର୍ ହଇସିର୍‌ ଜୀବନ୍ ଦ୍‌ଇ ଅମୁକେ ଜ୍‌ନ୍‌କ୍‌ଲେ ହେଁ ଉଦାର୍‌ କ୍‍ରେଦ୍।


ଅମୁକ୍‌ମ୍‌ନ୍ ସାସ୍‌ନ୍ କ୍‌ର୍‌ତା ହାଇଁ ପାପ୍ ତରେକ୍ ମ୍‌ର୍‌ନ୍ କେ ବାଉର୍‌ଲାଇ। ମ୍‍ତର୍ ଇଶ୍ୱର୍‌ ନିଜାର୍ ଅଦିକ୍ ଦୟାକ୍‌ଲା ଯାର୍ ଲାଗି ଦୟାର୍ ଶାସନ୍ କ୍‍ଲା ଆର୍ ଲକ୍ ଇଶ୍ଵରାର୍ ତ୍‌ଇ ଦ୍‌ର୍‌ମି ଅଇ ରିଲାଇ, ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ତ୍‌ଇ ଇରି ନ୍‌ସେର୍‌ତା ଜୀବନ୍ ଆଣ୍‌ଲା।


ତାର୍ ହ୍‌ର୍ ତୁମିମ୍‍ନ୍ ହେଁ ପାପାର୍ ଶ୍‌କ୍‌ତି ବିଷୟରେ ନିଜ୍‍କେ ମ୍‌ରିଆଚୁ ବ୍‌ଲି ଜାଣ୍‌ତା ଦ୍‌ର୍‌କାର୍। ତୁମିମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ଦ୍ୱାରା ଇଶ୍ୱର୍‌ ହାଇଁ ଜୀବନ୍ ବ୍‌ଲି ମ୍‌ନେ ଜାଣା।


କ୍‌ବେ ନାଇ! ଅମି ଅମାର୍ ଆଗାର୍ ପାପାର୍ ଜୀବନେ ମ୍‌ରିଆଚୁ। ସେତାର୍‌ ଗିନେ ଅମି ଆରେକ୍‌ ପାପ୍ କ୍‍ରି ଚାଲ୍‌ତା ଉଚିତ୍ ନାଇ।


କାଇତାକ୍ ଆତ୍ମାର୍ ନିୟମ୍, ଜୁଇରି ଅମୁକେ ଖ୍ରୀଷ୍ଟ ଯୀଶୁର୍‌ ସ୍‌ଙ୍ଗ୍ ରିଲାର୍ ଗିନେ ଜୀବନ୍ ଦିଲାଆଚେ, ଆର୍ ମକେ ପାପ୍ ଆର୍ ମ୍‌ରନ୍ ନିୟମେ ହ୍‌ଣି ମୁକ୍‌ତି କ୍‍ରିଆଚେ।


ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଲେକାଆଚେ ଯେ ହ୍‌ର୍‌ତୁ ଆଦ‍ମ୍ ମାନାଇ ହର୍ ସୁସ୍‌ଟି ଅଇରିଲା, ମ୍‌ତର୍ ସ୍‌ରାସ୍‌ରି ଆଦ‍ମ୍ ଯେ କି ଖ୍ରୀଷ୍ଟ ଜୀବନ୍ ଦେତା ଆତ୍ମା ଅଇଲା।


ମ୍‌ତର୍ ଯେ ଆତ୍ମିକ୍ ଲକ୍‌ନଇ ସେ ପବିତର୍ ଆତ୍ମାର୍ ଶିକ୍ୟା ସ୍‌ବୁକେ ମ୍‌ନ୍ କ୍‌ରୁନାହାରେ, ସ୍‌ତ୍‌କ୍‌ରି ସେମ୍‌ନ୍ ଇସ୍‌ବୁ ଶିକ୍ୟା ସ୍‌ବୁ ବୁଜୁ ନ୍‌ହାର୍‌ତି କାଇତାକ୍ ସେସ୍‌ବୁ ସେମ୍‌ନ୍‌କାର୍ ଗିନେ ମିଚ୍। ମ୍‌ତର୍ ଜୁଇଲକ୍ ଇଶ୍ଵରାର୍ ଆତ୍ମା ହାଇଲାଇ ଆତ୍‍ତି ସେମ୍‌ନ୍ ତାର୍ ଶିକ୍ୟା ହାମ୍‌କେ ମ୍‌ନ୍‌କ୍‌ର୍‌ତି।


କାଇତାକ୍ ଖ୍ରୀଷ୍ଟର୍ ଲାଡ୍ ଅମୁକେ ତାର୍ ତ୍‌ଳେ ର୍‌କିଆଚେ। କାଇତାକ୍ ଅମି ଜାଣୁ ଯେ ଏକ୍‌ଲା ସ୍‌ବ୍‌କାର୍ ହାଇଁ ମ୍‌ରି ଆଚେ। ସେତାର୍ ହାଇଁ ସ୍‌ବୁଲକ୍ ମ୍‌ରି ଆଚ୍‌ତି।


ଅମି ଜାଇରି ଦ୍‌କୁନ୍ଦ୍, ତାର୍ ସାଇଜରେ ନଇ, ମ୍‍ତର୍ ବିଶ୍‍ବାସ୍ ଦ୍ୱାରା ଜୀବନ୍ ଜାପନ୍ କ୍‌ରୁନ୍ଦ୍, ସେତାର୍‌ଲାଗି ମୁଇ କଇନ୍ଦ୍ ଯେ, ଅମାର୍‌ମ୍‌ନ୍‌କାର୍‌ ଆଶା ଆଚେ।


ମୁଇ ଖ୍ରୀଷ୍ଟର୍ ସ୍‌ଙ୍ଗ୍ କୁର୍‌ଶେ ମ୍‌ରିଆଚି, ସେତାର୍‍ଗିନେ ମୁଇ ଅବେ ଆରେକ୍‌ ଜୀବନ୍ ନାଇ, ମ୍‌ତର୍ ମର୍‍ଲ୍‌ଗେ ଖ୍ରୀଷ୍ଟ ଜୀବନ୍ ଆଚେ, ମୁଇ ଅବେ ଜୁଇ ଜୀବନ୍ ବିତାମ୍‌ଲେ ସେରି ଇଶ୍ଵରାର୍ ହଇସି ଉହ୍‌ରେ ବିଶ୍‍ବାସ୍ କ୍‍ରି ଜୀବନ୍ ବିତାମ୍‌ଲେ, ଯେ କି ମକେ ଲାଡ୍‌କ୍‌ରି ମର୍‌ଗିନେ ତାର୍ ଜୀବନ୍ ଦାନ୍ କ୍‌ଲାଆଚେ।


ଆର୍ ସ୍‌ବୁ ବିଷୟାର୍ ସୁସ୍‌ଟି କ୍‌ର୍‌ତା ଇଶ୍ଵର୍ ଆଗ୍‍ତୁ ତାର୍ ଲକ୍‌ମ୍‍ନ୍‌କେ ଇସ୍‍ବୁ କ୍‌ତା ଜାଣାଇ ନ୍‌ରିଲା। ଆରେକ୍‌ ଇଶ୍ଵରାର୍ ତ୍ଇହ୍‍ଣି ଲୁକିରିଲା ଆଗାର୍ କାଳାର୍ କ୍‌ତା ଜ୍‌ନ୍‌କ୍‌ରି ହୁରାଅଇଦ୍, ସେସ୍‍ବୁ ଲକ୍‌ମ୍‍ନ୍‌କେ ଜାଣାମ୍‍କେ ମୁଇ ଅନୁଗ୍ର ହାଇଆଚି,


ସେତାକ୍ ଇଶ୍ଵରାର୍ ଶାନ୍‌ତି, ଜୁଇରି ମାନାଇମ୍‌ନ୍‌କାର୍ ଚିନ୍‍ତା ବାହାରେ, ସେରି ତୁମାର୍‌ମ୍‌ନ୍‌କାର୍ ହୁର୍‌ଦୟ୍ ଆର୍ ମ୍‌ନ୍‌କେ ଯୀଶୁ ଖ୍ରୀଷ୍ଟର୍ ସ୍‍ଙ୍ଗ୍‍ ଉଦାର୍‌ କ୍‍ରେଦ୍।


ଜ୍‌ଡେବ୍‌ଳ୍ ସ୍‌ତ୍ ସୁବ୍‌କ୍‌ବର୍ ତୁମାର୍ ଲ୍‌ଗେ ହ୍‌ର୍‌ତୁ ପର୍‍ଚାର୍ ଅଇଲି, ସ୍‌ଡେବ୍‌ଳ୍ ତୁମିମ୍‍ନ୍ ସେତିର୍ ଆଶାର୍ କ୍‌ତାଶୁଣି ରିଲାସ୍।


ତୁମିମ୍‍ନ୍ ଖ୍ରୀଷ୍ଟର୍ ସ୍‌ଙ୍ଗ୍ ମ୍‌ରି ଆଚାସ୍ ଆର୍ ଜ୍‍ଗତାର୍ କ୍‍ରାପ୍ ନିୟମ୍ ଲ୍‌ଗେହ୍‍ଣି ମୁକ୍‌ଳି ଆଚାସ୍, ଅଇଲେକ୍ ହେଁ ତୁମି ନିଜ୍‍କେ ଜ୍‍ଗତାର୍ ଲକ୍‌ବ୍‌ଲି ବାବି କାଇତାକ୍ ଅବେ ହେଁ ଅନ୍‌କାର୍ କାମ୍ କ୍‍ରୁଲାସ୍।


ସେ ଖ୍ରୀଷ୍ଟର୍ ଲ୍‌ଗେ ଗ୍ଯାନ୍ ଆର୍ ବୁଦି ହ୍‌ର୍ ସ୍‌ବୁ ଦ୍‌ନ୍ ଲୁକ୍‌ଣେ ର୍‌କା ଅଇଆଚେ।


ଅମାର୍‌ମ୍‌ନ୍‌କାର୍‌ ଜୀବନ୍ ହର୍ ଯେ ଖ୍ରୀଷ୍ଟ, ଜ୍‌ଡେବ୍‌ଳ୍ ସେ ଜାଣାଇ ଅଇଦ୍, ସ୍‌ଡେବ୍‌ଳ୍ ତୁମିମ୍‍ନ୍ ହେଁ ତାର୍‌ସ୍‍ଙ୍ଗ୍‍ ମଇମାରେ ଜାଣାଇ ଅଉଆସ୍।


ସେତାର୍‍ଗିନେ ଜ୍‌ତେକ୍ ସ୍‌ବୁ ଲକ୍‍ମ୍‍ନ୍ ଯୀଶୁର୍ ଲାଗି ଇଶ୍ଵରାର୍ ଲ୍‌ଗେ ଆସୁଲାଇ, ସେସ୍‌ବୁ ଲକ୍‌ମ୍‍ନ୍‌କେ ସେ ଅବେ ଆର୍ ହ୍‌ଚେ ଉଦାର୍‌ କ୍‌ରୁକେ ତିଆର୍ ଅଇଲାଆଚେ, କାଇତାକ୍ ସେମ୍‌ନ୍‌କାର୍ ଗିନେ ଇଶ୍ଵରାର୍ ଲ୍‌ଗେ କାନିକ୍‌ର୍‌ମ୍ ଅମ୍‌କେ ସେ ସ୍‌ବୁଦିନ୍ ଜୀବନ୍ ଆଚେ।


ମ୍‌ତର୍ ତୁମାର୍ ସୁନ୍ଦୁର୍ ହୁର୍‌ଦଇ ବିତ୍‌ରେହ୍‌ଣି ବାରି ନମ୍‌ର ଆର୍ ଦ୍‌ର୍‌ମ୍ ଗୁଣାର୍ ପରିଚୟ ଦେତା ଉଚିତ୍। ଇ ସୁନ୍ଦୁର୍ କ୍‍ବେହେଁ ସ୍‌ରି ନ୍‌କେରେ, ଇଶ୍ଵର୍ ଇତାକେ ସ୍‌ବ୍‌କାର୍ ତ୍‌ଇହ୍‌ଣି ବେସି ମୁଲ୍ଯ ବ୍‌ଲି ବାବ୍‌ତି।


ତୁମି ଅନ୍‌କା ବାବ୍‌ରେ ନିଜ୍‍କେ ଶ୍‌କ୍‌ତି ହାଉଆ, ଜ୍‌ନ୍‌କ୍‌ରି ତୁମି ଇଶ୍ଵରାର୍ ଇଚା ଅନୁସାରେ ଜୀବନ୍ ଜାପନ୍ କ୍‍ରାସ୍, ଲକ୍‌ମ୍‌ନ୍‌କାର୍‌ ଇଚାରେ, କ୍‍ରାପ୍ କାମ୍‍କ୍‍ରି ଜୀବନ୍ ଜାପନ୍ କ୍‍ରି ନ୍‌କେରା।


ଏ ମର୍ ଲାଡାର୍ ବାଇମ୍‌ନ୍, ଅବେ ଅମିମ୍‌ନ୍ ଇଶ୍ଵରାର୍ ହିଲା, ମ୍‍ତର୍ ବବିଶତ୍‌ରେ ଅମି କାଇରି ଅମା ସେରି ଅମୁକେ ଜାଣାଇ ଦିଆଅଇ ନ୍‌କେରେ। ଅମି ଇରି ଜାଣୁନ୍ଦ୍ ଯେ ଖ୍ରୀଷ୍ଟ ଆର୍ ଗଟେତର୍ ଆସ୍‌ତାବ୍‌ଳ୍ ଅମିସ୍‌ବୁ ତାର୍ ହ୍‌ର୍ ଅଇ ଯୁମା, ସେ ଜ୍‌ନ୍‌କ୍‌ରି ଅମି ତାକେ ସେ ରୁପ୍ ଦ୍‌କୁନ୍ଦ୍।


“ଯାର୍ ଶୁଣ୍‌ତାର୍ ହାଇଁ କାନ୍ ଆଚେ ମ୍‌ଣ୍ତଳିମ୍‌ନ୍‌କେ ଆତ୍ମା କ୍‌ଉତା କ୍‌ତା ଶୁଣ୍‌ତା ଦ୍‌ର୍‌କାର୍।” ଜୁଇ ଲକ୍ କ୍‍ରାପ୍ କାମ୍ ଆରାଇକ୍‌ରି ଜିତେଦ୍ ତାକେ ଲୁକିରିଲା ସ୍‌ର୍‌ଗାର୍ କାଦି ମାନା ଦ୍‌ଇନ୍ଦ୍, ଆର୍ ଜୁଇ ନ୍‌ଉଆ ନାଉଁ, ହାଉତା ଲକ୍ ଚାଡି କେ ହେଁ ଜାଣିନ୍‌କେର୍‌ତି ଅନ୍‌କାର୍ ଗଟେକ୍ ଦବ୍ ଟେଡା ଲ୍‌ଗେ ଲେକିକ୍‌ରି ଦ୍‌ଇନ୍ଦ୍।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ