Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




କଲସୀୟ 3:14 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

14 ଆରେକ୍‌ ଇରିସ୍‌ବୁ କ୍‍ରା, ମ୍‍ତର୍ ସ୍‌ବ୍‌କାର୍ ତ୍ଇହ୍‍ଣି ବ୍‍ଡ୍ ବିଷଇ ଅଇଲି, ତୁମିମ୍‍ନ୍ ନିଜାର୍ ନିଜାର୍ ବିତ୍‌ରେ ଲାଡ୍‌କ୍‌ରା, ଲାଡ୍ ସ୍‌ବ୍‌କେ ଗଟେତ୍ଇ ବାନ୍ଦି ର୍‌କେଦ୍।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

14 ଆର୍‌ ଇ ଗୁଣ୍ ଉହ୍ରେ ଲାଡ୍‌କେ ହୁଙ୍ଗ୍ରା, ଇରି ସଃବୁ ସିଦ୍‌ କଃରି ଗଟେକ୍‌ କଃରେଦ୍‌ ।

အခန်းကိုကြည့်ပါ။ ကော်ပီ




କଲସୀୟ 3:14
18 ပူးပေါင်းရင်းမြစ်များ  

ଅବେ ତୁମୁକେ ମୁଇ ଗଟେକ୍ ନ୍ଉଆ ଆଦେଶ୍ ଦେମ୍‍ଲେ, ଗଟେଲକ୍ ଆର୍ ଗଟେଲକ୍‌କେ ଲାଡ୍‌କ୍‌ରା, ମୁଇ ତୁମୁକେ ଜ୍‌ନ୍‌କ୍‌ରି ଲାଡ୍ କ୍‌ରୁଲେ, ତୁମିମ୍‍ନ୍ ହେଁ ସେନ୍‍କ୍‌ରି ତୁମାର୍ ତୁମାର୍ ବିତ୍‌ରେ ଲାଡ୍ କ୍‌ରାକ୍‌ରି ଅଉଆ।


ମୁଇ ତୁମୁକ୍‌ମ୍‌ନ୍ ଜ୍‌ନ୍‌କ୍‌ରି ଲାଡ୍ କ୍‌ରୁଲେ, ତୁମିମ୍‍ନ୍ ହେଁ ତୁମାର୍ ତୁମାର୍ ବିତ୍‌ରେ ସେନ୍‍କ୍‌ରି ଲାଡ୍ କ୍‌ରାକ୍‌ରି ଅଉଆ ଇରି ତୁମୁକ୍ ମର୍ ଆଦେଶ୍।


ତୁଇ ଜ୍‌ନ୍‌କ୍‌ରି ମର୍‍ଲ୍‌ଗେ ଆଚ୍‍ସି, ସେନ୍‍କ୍‌ରି ମୁଇ ତାକାର୍ ଲ୍‌ଗେ ରେଇନ୍, ତ୍‍ବେ ସେମ୍‍ନ୍ ସ୍‍ବୁ ଗଟେକ୍ ଅଉତି, ଆର୍ ହୁର୍‌ତିବି ଜାଣେଦ୍ ଯେ ତୁଇମକେ ଜ୍‌ନ୍‌କ୍‌ରି ଲାଡ୍ କ୍‍ରୁଲିସ୍। ସେମ୍‍ନ୍‍‍କେ ହେଁ ସେନ୍‍କ୍‌ରି ଲାଡ୍ କ୍‍ରୁଲିସ୍ ବ୍‍ଲି ଜାଣାହ୍‌ଳ।


କାର୍ ରୁଣ୍ ଅଉଆନାଇ। ମ୍‍ତର୍ ନିଜାର୍ ନିଜାର୍ ଲାଗି ଲାଡେ ରୁଣି ଅଉଆ। ଜୁଇଲକ୍ ଲାଗି ବେସି ଲାଡ୍ କ୍‍ରେଦ୍ ସେ ହୁରା ନିୟମ୍ ମାନି ଆଚେ।


ଅମିମ୍‍ନ୍ ତାର୍ ଲ୍‌ଗେ ପବିତର୍‌ ଆର୍ ନିର୍‌ଦଷି ଅମ୍‍କେ, ଅବେ ଖ୍ରୀଷ୍ଟର୍ ସ୍‍ଙ୍ଗ୍‍ ଗଟେକ୍ ଅଇଲୁଆଚୁ। ସେତାର୍‍ଗିନେ ହୁର୍‌ତିବି ସୁସ୍‌ଟି ଅଉତା ଆଗ୍‍ତୁ ତାର୍ ଲ୍‌ଗେ ସେ ଅମୁକ୍ ବାଚ୍‌ଲା।


ଗଟେକ୍ ଅଇ ବ୍‌ଲ୍‌କ୍‍ରି ରେମ୍‌କେ ଦିଆନ୍ ଦିଆସ୍ ଜୁଇରି କି ପବିତର୍ ଆତ୍ମାଦିଲା ଶାନ୍‌ତି ଗଟେତ୍ଇ ବାନ୍ଦି ର୍‌କେଦ୍।


ଖ୍ରୀଷ୍ଟ ଯୀଶୁ ଜ୍‌ନ୍‌କ୍‌ରି ଅମୁକେ ଲାଡ୍‌କ୍‌ଲା, ଆର୍ ତୁମାର୍ ପାପ୍ ନେମ୍‍କେ ତାର୍ ନିଜାର୍ ଜୀବନ୍‍କେ ବଳିଦିଲା ହର୍ ସ୍‌ହ୍‌ରିଦିଲା, ଆରେକ୍‌ ସେ ବଳିଦାନାର୍ ବାସ୍‍ନା ଚିକାଣ୍ ହର୍ ରିଲାକେ ଇଶ୍ଵର୍‍କେ ସ୍‌ର୍‌ଦା ଅଇଲା, ତୁମାର୍ ଜୀବନ୍ ହେଁ ସେନ୍‍କ୍‌ରି ଲାଡ୍‌ସ୍‌ଙ୍ଗ୍ ବିତାଉଆ।


ମୁଇ ଇଚା କ୍‌ରୁଲେ ଯେ ସେମ୍‍ନ୍ ଲାଡେ ମିସି ର୍‌ଇ ଶ୍‌କ୍‌ତିଶାଳି ଅଉତ୍, ମର୍ ଇରିହେଁ ଇଚା ଯେ ସେମ୍‍ନ୍ ବୁଦିଶ୍‍କ୍‌ତି ଦ୍ୱାରା ହାଇଲା ଡାଟ୍ ବିସ୍‌ବାସେ ଦ୍‌ନି ଅଉତ୍, ତୁମିମ୍‍ନ୍ ଇଶ୍ଵରାର୍ ଦ୍ୱାରା ଜାଣାଇ ଅଇରିଲା ଲୁକ୍‌ଲା ସ୍‌ତ୍‌ ବ୍‍ଲେକ୍ ଖ୍ରୀଷ୍ଟକେ ହୁରାହୁରି ବାବେ ଜ୍‌ଣା।


ଖ୍ରୀଷ୍ଟର୍ ତ୍‌ଇ ରେତା ତୁମାର୍‌ମ୍‌ନ୍‌କାର୍ ବାଇ ଆର୍ ବେଣି ମ୍‌ନ୍‌କାର୍ ଗିନେ ଲାଡ୍ କ୍‌ର୍‌ତା ବିଷୟେ ତୁମୁକେ ଲେକୁକେ ଦ୍‌ର୍‌କାର୍ ନାଇ। ମ୍‍ତର୍ ନିଜେ ନିଜେ ଲାଡ୍ କ୍‌ରୁକେ ଇଶ୍ଵର୍ ତୁମୁକେ ଆଗେହ୍‍ଣି ଶିକାଇ ଆଚେ।


ଅମାର୍ ଆଦେଶାର୍ ଉଦେଶ୍ ଇରି, ଲାଡ୍ ବ୍‍ଲ୍ ହୁର୍‌ଦୟ୍, ବ୍‍ଲ୍ ମ୍‌ନ୍ ଆର୍ ସ୍‌ତ୍ ବିଶ୍‌ବାସ୍‌ ତ୍ଇହ୍‍ଣି ଆସ୍‌ତା ଦ୍‌ର୍‌କାର୍।


କାଇତାକ୍ ଅବେ ଅମିମ୍‌ନ୍ ଖ୍ରୀଷ୍ଟାନ୍ ଦ୍‌ର୍‌ମାର୍ ହ୍‌ର୍‌ତୁର୍ ସିକ୍ଯା ଚାଡିକ୍‌ରି ବ୍‌ଡ୍ ବ୍‌ଡ୍ ଅର୍‌ତ ରିଲାର୍ ବାକ୍ଯସ୍‌ବୁ ଶୁଣୁକେ ଇଚା କ୍‌ର୍‌ତା ଦ୍‌ର୍‌କାର୍। ଅମାର୍ ଦ୍‌ର୍‌ମାର୍ ହ୍‌ର୍‌ତୁର୍ ସିକ୍ଯା ଅମ୍‌ଲି, କ୍‍ରାପ୍ କାମ୍ ଚାଡିକ୍‌ରି ଇଶ୍ଵରାର୍ ଲ୍‌ଗେ ବିଶ୍ବାସ୍ କ୍‍ରୁମା।


ସ୍‌ବ୍‌କାର୍ ତ୍‌ଇହ୍‌ଣି ବ୍‌ଡ୍‌କ୍‍ତା ଅଇଲି ଯେ, ନିଜାର୍ ନିଜାର୍ ବିତ୍‌ରେ ଦସ୍ ନ୍‌ଦେରି ବ୍‍ଲ୍ ବାବ୍‌ରେ ଲାଡ୍‌କ୍‌ରା।


ଆର୍ ତୁମିମ୍‍ନ୍ ଇଶ୍ଵରାର୍ ତ୍‌ଇହ୍‌କା ଜୀବନ୍ ଜାପନ୍ କ୍‍ରି ନ୍‌କେରାସ୍, ମ୍‌ତର୍ ତୁମି ତୁମାର୍ ବିଶ୍ୱାସିମ୍‌ନ୍‌କେ ହେଁ ବ୍‍ଲ୍ ହାଉତା ଦ୍‌ର୍‌କାର୍, ଜ୍‌ନ୍‌କ୍‌ରି ଲାଡାର୍ ବାଇ ଆର୍ ବେଣିମ୍‌ନ୍ ନିଜାର୍ ନିଜାର୍ ବିତ୍‌ରେ ତୁମାର୍ ପରିବାରାର୍ ସଦସ୍ଯ ବାବେ ରେତା ଦ୍‌ର୍‌କାର୍।


ସେତାକ୍ କୁଇଲକ୍ ଇଶ୍ଵରାର୍ ହିଲା ଆର୍ କୁଇଲକ୍ ଶଇତାନାର୍ ହିଲା, ସେରି ତୁମିମ୍‍ନ୍ ଜାଣୁହାରାସ୍, ଜୁଇଲ୍‌କ୍ ସ୍‌ତ୍ କାମ୍‍କ୍‍ରି ନ୍‌କେରେ, ସେମ୍‌ନ୍ ଇଶ୍ଵରାର୍ ହିଲା ନଇ, ଯେ କି ନିଜାର୍ ବାଇକେ ଲାଡ୍‌କ୍‌ରି ନ୍‌କେରେ, ସେ ହେଁ ଇଶ୍ଵରାର୍ ହିଲା ନଇ।


ଇଶ୍ଵରାର୍ ଇ ଆଦେଶ୍ ତାର୍ ହଇସି ଯୀଶୁ ଖ୍ରୀଷ୍ଟର୍ ନାଉଁରେ ଅମିମ୍‌ନ୍ ବିଶ୍‍ବାସ୍ କ୍‍ରୁମା ଆର୍ ସ୍‌ବୁ ଲକ୍‌କେ ଲାଡ୍ କ୍‍ରୁମା।


ଇ ଆଦେଶ୍ ଅମି ଇଶ୍ଵରାର୍ ତ୍ଇହ୍‍ଣି ହାଇଲୁ ଆଚୁ ଯେ, ଯେ ହେଁ ଇଶ୍ଵର୍‍କେ ଲାଡ୍ କ୍‍ରେଦ୍, ସେ ନିଜାର୍ ବାଇକେ ହେଁ ଲାଡ୍ କ୍‌ର।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ