21 “ଇରି କା ନାଇ”, “ସେରି ଚାକ୍ ନାଇ”, “ସେ ଜିନିଷ୍କେ ଚୁଉ ନାଇ।”
21 “ଇରି ଦଃରା ନାୟ୍, ସେରି କାହାନାୟ୍, ସେରି ଚିଉଆ ନାୟ୍ ।”
ସେତାର୍ଲାଗି ମାପ୍ରୁ ଇରି କଇଦ୍, “ତୁମିମ୍ନ୍ ସେମ୍ନ୍କାର୍ ତ୍ଇହ୍ଣି ବାରି ଆଶା, ଆରେକ୍ ଅଶୁଚି ଜିନିଷ୍ ଚୁଆ ନାଇ, ଆରେକ୍, ମୁଇ ତୁମୁକ୍ମ୍ନ୍କେ ନିଜାର୍ କ୍ରିନ୍ଦ୍।”
ତୁମିମ୍ନ୍ ଖ୍ରୀଷ୍ଟର୍ ସ୍ଙ୍ଗ୍ ମ୍ରି ଆଚାସ୍ ଆର୍ ଜ୍ଗତାର୍ କ୍ରାପ୍ ନିୟମ୍ ଲ୍ଗେହ୍ଣି ମୁକ୍ଳି ଆଚାସ୍, ଅଇଲେକ୍ ହେଁ ତୁମି ନିଜ୍କେ ଜ୍ଗତାର୍ ଲକ୍ବ୍ଲି ବାବି କାଇତାକ୍ ଅବେ ହେଁ ଅନ୍କାର୍ କାମ୍ କ୍ରୁଲାସ୍।
ଇରି ଜ୍ଗତାର୍ ନିୟମ୍ ସ୍ବୁ, ସେ ସ୍ବୁ ବିଷୟେ ଯାଇରିକି ବାର୍ଲା ହ୍ଚେ ନ୍ଷ୍ଟ ଅଇଯାଇଦ୍, ସେ ଆଦେଶ୍ ଆର୍ ଶିକ୍ୟା ମାନାଇ ତ୍ଇହ୍ଣି।
ସେ ମିଚ୍ଶିକ୍ଯା ଦେତା ଲକ୍ମ୍ନ୍ ବିବା ଅମ୍କେ ମ୍ନା କ୍ର୍ତି, ଆର୍ କ୍ତେକ୍ କାଦି କାମ୍କେ ମ୍ନା କ୍ର୍ତି। ମ୍ତର୍ ଜୁଇସ୍ବୁ କାଦି ବିଶ୍ବାସିମ୍ନ୍କାର୍ ଗିନେ ଇଶ୍ଵର୍ ତିଆର୍ କ୍ଲାଆଚେ, ସେସ୍ବୁ କାଦି ଇଶ୍ଵର୍କେ ଦନ୍ୟବାଦ୍ ଦ୍ଇ ପାର୍ତେନା କ୍ରି କାତାର୍ ଅମ୍ଲି ସ୍ତ୍ ଶିକ୍ୟା।