8 ପବିତର୍ ଆତ୍ମା ତୁମୁକେ ଦେଇରିଲା ଲାଡ୍ ବିଷୟେ ସେ ଅମୁକ୍ମ୍ନ୍ କଇଲା ଆଚେ।
8 ସେ ହେଁ ପବିତ୍ର ଆତ୍ମା ଦିଲାର୍ ତୁମିମଃନାର୍ ଲାଡ୍ କଃତା ଅଃମିମଃନ୍କ୍ ଜାଣାୟ୍ ଆଚେ ।
କାଇତାକ୍ ଜାଇରି ହେଁ ଲୁକି ଆଚେ ଜାଣ୍ତାର୍ ଗିନେ ଲୁକି ଆଚେ। ଆରେକ୍ ଜୁଇରି ହେଁ ଲକ୍ମ୍ନ୍କାର୍ ଗିନେ ଲୁକି ଆଚେ, ସେରି ଇଶ୍ୱର୍ ଜାଣାମ୍କେ ଲୁକି ଆଚେ।
ଏ ମର୍ ଲାଡାର୍ ବାଇ ଆର୍ ବେଣିମ୍ନ୍, ଅମାର୍ ମାପ୍ରୁ ଯୀଶୁ ଖ୍ରୀଷ୍ଟର୍ ନାଉଁଏ ମୁଇ ତୁମୁକ୍ମ୍ନ୍ ଗ୍ଉଆରି କ୍ରୁଲେ ଯେ ମର୍ହାଇଁ ଇଶ୍ଵରାର୍ ଲ୍ଗେ ପାର୍ତେନା କ୍ରି ମର୍ କ୍ଷ୍ଟ ତ୍ଇ ବାଗି ଅଉଅ ପବିତର୍ ଆତ୍ମା ଦ୍ୱାରା ତୁମୁକେ ଦିଆ ଅଉତା ମର୍ହାଇଁ ଲାଡ୍ ହାଇଁ ଇରି କ୍ରା।
ଇ ବ୍ର୍ସା ଅମୁକେ କ୍ବେ ହେଁ ନିରାସ୍ କ୍ରି ନ୍କେରେ, କାଇତାକ୍ ଇଶ୍ୱର୍ ଅମାର୍ ହ୍ରୁଦୟ୍ ମ୍ନ୍କେ ଇଶ୍ୱର୍ ପବିତର୍ ଆତ୍ମା ଦ୍ୱାରା ତାର୍ ଲାଡ୍ ବ୍ର୍ତି କ୍ରିଦେଇଆଚେ।
ମ୍ତର୍ ପବିତର୍ ଆତ୍ମାର୍ ହ୍ଳ୍ ଅମ୍ଲି, ଲାଡ୍, ସ୍ର୍ଦା, ଶାନ୍ତି, ସ୍ମ୍ବାଳ୍ତାର୍, ଦ୍ର୍ମ୍, ବ୍ଲ୍ଗୁଣ୍, ନ୍ମ୍ର, ଟିକ୍ କାମ୍କ୍ବାଳ୍ କ୍ର୍ତାଲକ୍, କାକେ ନ୍ଟକ୍ତା ଲକ୍,
ଅମିମ୍ନ୍ ତୁମାର୍ ଗିନେ ପାର୍ତେନା କ୍ର୍ତାବ୍ଳ୍ ଅମାର୍ ଖ୍ରୀଷ୍ଟ ଯୀଶୁର୍ ଉବା ଇଶ୍ଵର୍କେ ସ୍ବୁବ୍ଳ୍ ଦନ୍ୟବାଦ୍ ଦେମ୍ଲୁ।
ଇଶ୍ଵର୍ ଅମୁକ୍ ଜୁଇ ଆତ୍ମାଦିଲାଆଚେ ସେତାର୍ଗିନେ ଅମିମ୍ନ୍ ନ୍ଡିରୁ, ମ୍ତର୍ ତାର୍ସ୍ଙ୍ଗ୍ ଶ୍କ୍ତି, ଲାଡ୍, ସ୍ମ୍ବାଳ୍ତାର୍ ଗୁଣେ ବାଡା।
ଅବେ ସ୍ତକେ ମାନ୍ତା ଦ୍ବାରା ତୁମିମ୍ନ୍ ନିଜେ ଜୀବନ୍କେ ପବିତର୍ କ୍ରିଆଚାସ୍। ତୁମିମ୍ନ୍ ତୁମାର୍ମ୍ନ୍କାର୍ ବିଶ୍ବାସି ବାଇ ଆର୍ ବେଣିମ୍ନ୍କେ ସ୍ତ୍ ଲାଡ୍ ଦ୍କାମ୍ ହାରାସ୍, ତ୍ବେ ହୁରା ବାବ୍ରେ ନିଜାର୍ ନିଜେ ଲାଡ୍କ୍ରା।