Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 9:17 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

17 ସେତାର୍‌ଲାଗି ହନନୀୟ ଜାଇକ୍‍ରି ସେ ଗ୍‌ରେ ହୁର୍‌ଲା, ଆରେକ୍‌ ତାର୍‌ଉହ୍‌ରେ ଆତ୍ ସଙ୍ଗାଇ କ୍‍ରି କଇଲା, “ଶାଉଲ ବାଇ, ମାପ୍‌ରୁ ବ୍‌ଲେକ୍‌ ଜୁଇ ଯୀଶୁ ଆସ୍‌ତା ବାଟେ ତୁମୁକେ ଦ୍‍କାଇ ଅଇଲା, ତୁଇ ଜ୍‌ନ୍‌କ୍‌ରି ଆକିଦ୍‌କୁହାର୍‌ସି ଆର୍ ପବିତର୍ ଆତ୍ମାଇ ବ୍‌ର୍‌ତି ଅଉସି, ଇତାର୍‍ଗିନେ ସେ ମକେ ହ୍‌ଟାଇ ଆଚେ।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

17 ସେତାକ୍‌ ହନନିଅ ଜାୟ୍‌କଃରି ସେ ଗଃର୍‌ବିତ୍ରେ ହୁର୍ଲା । ଆରେକ୍‌ ତାର୍‌ ଉହ୍ରେ ଆତ୍‌ ସଃଙ୍ଗାୟ୍‌କଃରି କୟ୍‌ଲା, “ସାଉଲ୍‌ ବାୟ୍‌, ମାପ୍ରୁ ବଃଲେକ୍‌ ଜୁୟ୍‌ ଜିସୁ, ଆସ୍ତାବଃଳ୍‌ ବାଟେ ତକେ ଦଃକାୟ୍‌ ଅୟ୍‌ଲା, ତୁୟ୍‌ ଜଃନ୍‌କଃରି ଦଃକୁ ହାର୍ସି ଆର୍‌ ପବିତ୍ର ଆତ୍ମାୟ୍‌ ହୁର୍ନ୍‌ ଅଃଉସି, ଇତାକ୍‌ ସେ ମକ୍‌ ହଃଟାୟ୍‌ ଆଚେ ।”

အခန်းကိုကြည့်ပါ။ ကော်ပီ




ପେରିତ୍‌ 9:17
36 ပူးပေါင်းရင်းမြစ်များ  

ସେଡେବ୍‌ଳ୍ ଯୀଶୁ ଜ୍‌ନ୍‌କ୍‌ରି ହିଲାମ୍‌ନ୍‍କାର୍ ଉହ୍‍ରେ ଆତ୍ ସ୍‍ଙ୍ଗାଇ ପାର୍‌ତେନା କ୍‍ରେଦ୍, ଇତାର୍‍ଗିନେ ଲକ୍‍ମ୍‍ନ୍ ହିଲାମ୍‌ନ୍‍କେ ଯୀଶୁର୍ ଲ୍‌ଗେ ଆଣ୍‌ତି ରିଲାଇ। ମ୍‍ତର୍ ତାର୍ ଚେଲାମ୍‌ନ୍ ଆଣ୍‌ତି ରିଲା ଲକ୍‌ମ୍‍ନ୍‌କେ ଦ୍‍ମ୍‍କାମ୍‌କେ ଲାଗ୍‍ଲାଇ।


ଆରେକ୍‌, ବେସି ଗ୍‍ୱାରି କ୍‍ରି କଇଲା, “ମର୍ ସାନ୍ ଟକି ମ୍‍ଲାହର୍ ଅଇଆଚେ। ସେ ଜ୍‌ନ୍‌କ୍‌ରି ଉଦାର୍‌ ଅଇ ବାଚେଦ୍, ଇତାର୍‍ଗିନେ ତୁଇ ଆସି ତାର୍ ଉହ୍‍ରେ ଆତ୍ ସ୍‍ଙ୍ଗାଉ।”


କାଇତାକ୍ ଲକ୍‍ମ୍‍ନ୍ ତାର୍ ଉହ୍‍ରେ ବିଶ୍‌ବାସ୍‌ କ୍‌ରୁକେ ମ୍‍ନା କ୍‌ଲାଇ। ତ୍‍ବେ ଯୀଶୁ ଅଳକ୍ କ୍‍ତେକ୍ ରଗି ଲକାର୍‌ ଉହ୍‍ରେ ଆତ୍ ସ୍‍ଙ୍ଗାଇ ସେମ୍‍ନ୍‍‍କେ ବ୍‍ଲ୍ କ୍‌ର୍‌ତାର୍ ଚାଡି ଯୀଶୁ ସେ ଜାଗାଇ ଆରେକ୍‌ କାଇରି ଚମ୍‌ତ୍‍କାର୍ କାମ୍ ନ୍‌କେଲା।


ଆର୍, ଏଲିଶାବେଥ୍ ମରୀୟମାର୍ ଜୁଆର୍ କ୍‌ଲାର୍ ଶୁନ୍‍ଲାକ୍ ତାର୍ ହେଟେ ରିଲା ହିଲା ସ୍‍ର୍‍ଦା ଅଇକ୍‍ରି ଚୁଲ୍‌ ବୁଲ୍‌ଲା, ଆର୍ ଏଲିଶାବେଥ୍ ପବିତର୍ ଆତ୍ମାର୍ ଶ୍‌କ୍‌ତି ତ୍‌ଇ ହୁରା ଅଇଲି।


ଆର୍, ଯୋହନାର୍ ଉବାସି ଜିଖରିୟ ପବିତର୍ ଆତ୍ମାର୍ ଶ୍‌କ୍‌ତି ତ୍‌ଇ ବ୍‍ର୍‍ତି ଅଇକ୍‍ରି ବାବବାଣି କ୍‌ତା କଇଲା,


ଆରେକ୍‌ ଇ ହିଲା (ଯୋହନ୍), ଲକ୍‍ମ୍‍ନ୍ ବ୍‍ଡ୍ ଇଶ୍ଵରାର୍ ଗଟେକ୍ ବବିଶତ୍ କ୍‌ତା କ୍‌ଉତାଲକ୍ ବ୍‍ଲି ଜାଣ୍‌ତି, ତୁଇ ମାପ୍‌ରୁର୍ ଆଗେ ଜାଇକ୍‍ରି ତାର୍ ଆସ୍‌ତାର୍ ଗିନେ ର୍‌ସ୍‌ତା ତିଆର୍ କ୍‍ର୍।


ମ୍‍ତର୍ ଇ ତର୍ ହଇଦି ସ୍‍ବୁ ଦ୍‍ନ୍ ସ୍‌ମ୍ପତିକେ କ୍‌ରାପ୍‌କାମେ ବୁଡାଇଲା ଆଚେ ଆର୍ ଜ୍‌ଡେବ୍‌ଳ୍ ସେ ଲେଉଟି ଆଇଲା ସେଡେବ୍‍ଳ୍ ତୁଇ ତାର୍ ଗିନେ ଦୁମା ବାଚି ମାରିକ୍‌ରି ବଜି ଦିଲିସ୍।’


ମ୍‍ତର୍ ଇ ବାଇଦି ଯେ ମ୍‌ରିଜାଇରିଲା ଆରେକ୍‌ ବାଚ୍‌ଲା ଆଚେ, ଆଜି ଜାଇରିଲା ବାଇଦି ଆରେକ୍‌ ମିଳ୍‌ଲା ଆଚେ, ସେତାର୍‍ଗିନେ ଅମିସ୍‌ବୁ ବଜି ବାତ୍ ଆର୍ ସ୍‍ର୍‍ଦା କ୍‌ରୁଲୁ।’”


କାଇତାକ୍ ଆଜି ବେଥ୍‍ଲିହିମେ ଦାଉଦ୍ ର୍‍ଜାର୍ ସ୍‌ହରେ ତୁମାର୍ ଉଦାର୍‌‌କ୍‌ର୍‌ତା ଲକ୍ ଜ୍‍ର୍‍ନ୍‌ ଅଇଲାଆଚେ, ସେ ଖ୍ରୀଷ୍ଟ ମାପ୍‌ରୁ।


ତୁମିମ୍‍ନ୍ ଜାଣାସ୍ ଯେ ଇଶ୍ଵରାର୍ ଜୁଇ ବାକ୍ୟ ଇସ୍ରାଏଲ୍ ଲକ୍‌ମ୍‍ନ୍‌କେ ଦ୍‌ଇରିଲା ସେ ସ୍‌ମାନ୍ ଶାନ୍‌ତିର୍ ବାକ୍ୟ ସୁବ୍‌କ୍‌ବର୍ ଯୀଶୁ ଖ୍ରୀଷ୍ଟ ଅମାର୍ ଲ୍‌ଗେ ପର୍‍ଚାର୍ କ୍‌ଲାଆଚେ, ସେ ଯୀଶୁ ସ୍‍ବୁଲକାର୍‌ ମାପ୍‌ରୁ।


ସେତି ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ଉପାସ୍ ପାର୍‌ତେନା କ୍‌ଲାଇ, ଆର୍ ସେ ଦୁଇଲକାର୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ କ୍‍ରି ସେମ୍‌ନ୍‌କେ ଇଶ୍ଵରାର୍ ପର୍‍ଚାର୍ କ୍‌ରୁକେ ହ୍‌ଟାଇଲାଇ।


ମ୍‍ତର୍ ଅନ୍ତିୟଖିଆର୍ ଚେଲାମ୍‌ନ୍ ପବିତର୍ ଆତ୍ମା ଶ୍‌କ୍‌ତିକେ ହାଇଲାଇ ଆର୍ ବେସି ସ୍‍ର୍‍ଦା ଅଇଲାଇ।


ଆର୍ ପାଉଲ୍ ସେମ୍‍ନ୍‍କାର୍ ଉହ୍‍ରେ ତାର୍ ଆତ୍ ସ୍‌ଙ୍ଗାଇଲାକେ ପବିତର୍ ଆତ୍ମା ସେମ୍‍ନ୍‍କାର୍ ଉହ୍‍ରେ ଉତ୍‌ରି ଆଇଲି, ଆରେକ୍‌ ସେମ୍‍ନ୍ ବିନ୍‌ବିନ୍ ବାଷାଇ କ୍‌ତାବାର୍‍ତା କ୍‌ଲାଇ ଆର୍ ଇଶ୍ଵରାର୍ ବାବବାଣି କଇଲାଇ।


ସେତାକ୍ ସ୍‌ବୁ ଲକ୍‍ମ୍‍ନ୍ ପବିତର୍ ଆତ୍ମାଇ ବ୍‌ର୍‌ତି ଅଇଲାଇ, ଆରେକ୍‌, ପବିତର୍ ଆତ୍ମା ସେମ୍‌ନ୍‌କେ ଜ୍‌ନ୍‌କ୍‌ରି କ୍‌ତା କ୍‍ମ୍‍କେ ଶ୍‌କ୍‌ତି ଦିଲି, ସେତାକ୍ ସେମ୍‍ନ୍ ବିନ୍‌ବିନ୍ ବାଷାଇ କ୍‌ତା କ୍‍ମ୍‍କେ ଲାଗ୍‌ଲାଇ।


ତାର୍‌କ୍‍ତା ଶୁଣ୍‌ଲା ହ୍‌ଚେ ସେମ୍‍ନ୍ ଇଶ୍ଵରାର୍ ମଇମା କ୍‌ଲାଇ, ହ୍‌ଚେ ସେମ୍‍ନ୍ କଇଲାଇ, “ବାଇ ପାଉଲ୍, ଅବେ ହ୍‌ଜାର୍ ହ୍‌ଜାର୍ ଯିହୁଦିମ୍‍ନ୍ ମାପ୍‌ରୁ ଯୀଶୁର୍ ଲ୍‌ଗେ ବିଶ୍‍ବାସ୍ କ୍‌ରୁଲାଇ, ଇରି ତୁମିମ୍‍ନ୍ ଜାଣିଆଚାସ୍, ସେ ସ୍‌ବୁଲକ୍ ମୋଶା ବବିଶତ୍ କ୍‌ତା କ୍‌ଉତା ଲକାର୍ ବିଦିବିଦାନ୍‌କେ ବ୍‌ଲ୍‌ବାବେ ମାନୁଲାଇ”।


ସେତାକ୍ ମୁଇ ହ୍‌ଚାର୍‌ଲେ, ‘ମାପ୍‌ରୁ, ତୁଇ କେ?’ ମାପ୍‌ରୁ କଇଲା, ‘ଜାକେ ତୁଇ ଲିନ୍ଦା କ୍‍ରୁଲିସ୍ ମୁଇ ସେ ନାଜରିତିୟ ଯୀଶୁ।’


ସେମ୍‍ନ୍ ପାର୍‌ତେନା କ୍‍ରି ସ୍‌ର୍‌ଲା ହ୍‌ଚେ ଜୁଇ ଜାଗାଇ ସେମ୍‍ନ୍ ରୁଣ୍ତିରିଲାଇ ସେ ଜାଗା ଲ୍‌ଦ୍ ବ୍‌ଦ୍‌ଲି, ସେତିରିଲା ସ୍‌ବୁ ଲକ୍‍ମ୍‍ନ୍ ପବିତର୍ ଆତ୍ମାଇ ହୁରା ଅଇଲାଇ, ଆର୍ ସେମ୍‍ନ୍ ସାହାସ୍ ଅଇକ୍‌ରି ଇଶ୍ଵରାର୍ ବାକ୍ୟ ପର୍‍ଚାର୍ କ୍‌ରୁକେ ଲାଗ୍‌ଲାଇ।


ହ୍‌ଟାଇଲା ଚେଲାମ୍‌ନ୍ ଇ ସାତ୍‍ଗଟ୍ ପାରାଚିନ୍‌ମ୍‌ନ୍‌କାର୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ କ୍‍ରି ପାର୍‌ତେନା କ୍‌ଲାଇ।


ସ୍‌ଡେବ୍‌ଳ୍ ସେମ୍‌ନ୍‌ ସେମ୍‌ନ୍‌କାର୍‌ ଉହ୍‍ରେ ଆତ୍ ସ୍‌ଙ୍ଗାଇଲା, ଆର୍ ସେମ୍‍ନ୍ ପବିତର୍ ଆତ୍ମାଇ ଅଦିକାର୍ ହାଇଲାଇ।


ସେମାଡେ ତାର୍ ଆକିଏ ହ୍‍ଣି ମାଚାର୍‌ ଚ୍‌ର୍‌ଲା ହର୍‌ ଅଦୁର୍‌ଲି ଆର୍ ସେ ଆକି ଦ୍‍କ୍‍ଲା। ଆରେକ୍‌ ସେ ଆସି ଡୁବେନ୍ ନିଲା,


ଯୀଶୁ ଖ୍ରୀଷ୍ଟ ଜ୍‌ନ୍‌କ୍‌ରି ତୁମୁକ୍‌ମ୍‌ନ୍ ନିଜାର୍ କ୍‍ରିଆଚେ, ସେନ୍‌କ୍‌ରି ତୁମିମ୍‍ନ୍ ହେଁ ବିନ୍‌ସ୍‌ବୁ ଲକ୍‌ମ୍‍ନ୍‌କେ ନିଜାର୍ କ୍‍ରା। ଅନ୍‌କାର୍ କ୍‌ଲେକ୍ ଲକ୍‌ମ୍‌ନ୍‌ ଇଶ୍ଵରାର୍ ମଇମା କ୍‌ର୍‌ତି।


ହ୍‌ର୍‌ତୁ ଆଦ‍ମ୍ ମାନାଇ ରିଲା, କାଇତାକ୍ ସେ ମାଟିଏ ତିଆର୍ ଅଇରିଲା, ମ୍‌ତର୍ ହ୍‌ଚାର୍ ଆଦ‍ମ୍ ସ୍‌ର୍‌ଗେ ହ୍‌ଣି ଆସିରିଲା।


ସେ ଦ୍‍କାଇ ଅଇଲା ଲକ୍‌ମ୍‌ନ୍‌କାର୍‌ ବିତ୍‌ରେ ସ୍‌ରାସ୍‌ରି ମୁଇ ରିଲେ, ସ୍‌ବ୍‌କାର୍ ହ୍‌ଚେ, ବୁଲ୍ ସ୍‌ମୟେ ଜ୍‍ର୍‍ନ୍‌ ଅଇଲା ହିଲାହର୍ ମକେ ହେଁ ଦ୍‍କାଇ ଅଇଲା।


ମୁଇ ଯାଇରି ହେଁ କ୍‌ରୁକେ ସ୍ବାଦିନ୍ ଆଚି, ମୁଇ ଗଟେକ୍ ହ୍‌ଟାଇଲା ଚେଲା ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟକେ ମୁଇ ଦ୍‌କିଆଚି, ମୁଇ ମାପ୍‌ରୁର୍ ଗିନେ କ୍‌ରିରିଲା କାମାର୍ ହ୍‍ଳ୍ ହର୍ ଯେ ତୁମିମ୍‍ନ୍


ମ୍‌ଣ୍ତଳିର୍ ପାରାଚିନ୍‍ମ୍‍ନ୍ ତୁମୁକେ ଇଶ୍ଵରାର୍ ବାକ୍ୟ ଶୁଣାଇ କ୍‍ରି ତୁମାର୍ ମୁଣ୍ତ୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ ପାର୍‌ତେନା କ୍‌ଲାବ୍‌ଳ୍, ତୁମିମ୍‍ନ୍ ଜୁଇ ଆତ୍ମାର୍ ବର୍‌ଦାନ୍‌କେ ହାଇରିଲାସ୍‌ ତାକେ ଚାଡାନାଇ।


କାର୍ ବିଷୟେ ନ୍‌ଜାଣି ତ୍‌ନ୍ଦ୍‌ରା ଅଇକ୍‌ରି ଇଶ୍ଵରାର୍ ସେବାକାମ୍ କ୍‌ରୁକେ ବାଚାନାଇ। କାଇତାକ୍ ତୁମିମ୍‍ନ୍ ସେମ୍‍ନ୍‍କାର୍ ପାପାର୍ ଗିନେ ଡ୍‌ଣ୍ତ୍ ହାଉଆସ୍, ତୁମିମ୍‍ନ୍ ନିଜ୍‍କେ ପବିତର୍‌ କ୍‍ରି ର୍‌କିରିଆ।


ମୁଇ ତର୍ ମୁଣ୍ତ୍ ଉହ୍‍ରେ ଆତ୍ ସ୍‌ଙ୍ଗାଇଲା ବ୍‌ଳ୍ ତୁଇ ଇଶ୍ଵରାର୍ ତ୍‌ଇହ୍‌ଣି ଜୁଇ ଶ୍‌କ୍‌ତି ହାଇ ରିଲିସ୍ ସେରି ଅଦିକ୍ ବାଡାଉଆ ବ୍‌ଲି ମୁଇ ଜାଗ୍‌ରତ୍ କ୍‌ରାମ୍‌ଲେ।


ତୁଇ ତାକେ ଚୁଚାଇ ଚାକର୍ ବ୍‌ଲି ବାବ୍‌ନାଇ। ସେ ଚାକର୍ ଲ୍‌ଗେହ୍‍ଣି ବ୍‍ଡ୍। ସେ ଅବେ ତର୍ ଲାଡାର୍ ବିଶ୍‍ବାସି ବାଇ। ମୁଇ ତାକେ ବେସି ଲାଡ୍ କ୍‌ରୁଲେ, ଆର୍ ତୁଇ ହେଁ ତାକେ ତର୍ ଚାକର୍ ଆର୍ ଖ୍ରୀଷ୍ଟର୍ ଲ୍‌ଗେ ଗଟେକ୍ ବାଇବ୍‌ଲି ବାବି, ମର୍‍ଲ୍‌ଗେହ୍‍ଣି ଅଦିକ୍ ଲାଡ୍‌କ୍‌ର୍।


ଡୁବେନ୍ ବିଷୟାର୍ ସିକ୍ଯା, ମୁଣ୍ତ୍ ଉହ୍‌ରେ ଆତ୍ ସ୍‌ଙ୍ଗାଉତାର୍ ସିକ୍ଯା, ସ୍‌ଡେବ୍‌ଳ୍ ଦିନାର୍ ବିଷୟେ, ମ୍‌ଲା ଲକ୍‌ମ୍‌ନ୍‌କାର୍‌ ଆରେକ୍‌ ଜୀବନ୍ ହାଇକ୍‍ରି ଉଟ୍‌ତାର୍ ସିକ୍ଯା, ଆର୍ ସ୍‌ବୁଦିନାର୍ ଗିନେ ଡ୍‌ଣ୍ତ୍ ବିଷୟେ ଅନ୍‌କ୍‌ରି ସିକ୍ଯା ମ୍‌ନ୍‌କେ ଅମିମ୍‌ନ୍ ଆରେକ୍‌ କ୍‌ଉତା ଲଡାନାଇ।


ମାପ୍‌ରୁର୍‌ ସ୍‌ମ୍ବାଳ୍‌ତା ବିଷୟେ ବାବିଦ୍‌କା, ସେ ଆଗ୍‌କେ ଆସ୍‌ତା ବିଚାରାର୍ ଦିନ୍ ଲ୍‌ଗେହ୍‌ଣି ଅମୁକେ ବଞ୍ଚାଇ ଉଦାର୍‌ ହାମ୍‌କେ ସୁଜଗ୍ ଦେମ୍‍ଲା। ସେତାର୍‍ଗିନେ ଅମାର୍ ଲାଡାର୍ ବିଶ୍‍ବାସି ବାଇସି ପାଉଲ୍ ହେଁ ଇଶ୍ଵରାର୍ ତ୍‌ଇହ୍‌ଣି ହାଇରିଲାର୍ ଗ୍ଯାନ୍‌ସ୍‌ଙ୍ଗ୍ ତୁମୁକ୍‍ମ୍‌ନ୍‍କେ ଚିଟି ଲେକିରିଲା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ