Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 4:7 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

7 ସେ ସ୍‌ବୁ ଲକ୍‍ମ୍‍ନ୍ ଦୁଇ ଲକ୍‌କେ ତାକାର୍ ଲ୍‌ଗେ ଆଣୁକେ କଇଲାଇ, ଆର୍ ସେମ୍‌ନ୍‌କେ ତାକାର୍ ମ୍‍ଜାଇ ଟିଆକ୍‌ରି, ସେମ୍‌ନ୍‌କେ ହ୍‌ଚାର୍‌ଲାଇ, “ତୁମିମ୍‍ନ୍ ଇ ସ୍‌ବୁ କାର୍ ଶ୍‌କ୍‌ତିଏ ଆର୍ କାର୍ ନାଉଁଏ ଇ ସ୍‌ବୁ କ୍‍ରୁଲାସ୍?”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

7 ସେମଃନ୍ ପେରିତ୍‌ମଃନ୍‌କ୍‌ ମଃଜାୟ୍‌ ଟିଆ କଃରାୟ୍‌ ହଃଚାରୁକ୍‌ ଦଃର୍ଲାୟ୍‌, “ତୁମି ଇରି କଃନ୍‌କଃରି କଃରୁଲାସ୍‌ ? କାର୍‌ ସଃକ୍ତିୟେ ଆର୍‌ କାର୍‌ ନାଉଁଏ ତୁମିମଃନ୍ ଇରି କଃରିଆଚାସ୍‌ ?”

အခန်းကိုကြည့်ပါ။ ကော်ပီ




ପେରିତ୍‌ 4:7
12 ပူးပေါင်းရင်းမြစ်များ  

ହ୍‌ଚେ ସେ ଯିରୁଶାଲମ୍‌ ମନ୍ଦିରାର୍ ସ୍‍କ୍‍ଳାଇ ହୁରିକ୍‌ରି ଶିକ୍ୟା ଦେତାବ୍‍ଳ୍ ମୁକିଆ ଜାଜକ୍‍‍ମ୍‌ନ୍ ଆର୍ ପାରାଚିନ୍‍ମ୍‍ନ୍ ତାର୍ ଲ୍‌ଗେ ଆସି ହ୍‌ଚାର୍‌ଲାଇ, “ତୁମି କୁଇ ଅଦିକାରେ ଇସ୍‌ବୁକାମ୍ କ୍‍ରୁଲାସ୍? ଆର୍ ତକେ କେ ଇ ଅଦିକାର୍ ଦିଲା?”


“ତୁମି କୁଇ ଅଦିକାରେ ଇସ୍‌ବୁକାମ୍ କ୍‍ରୁଲାସ୍? ଆର୍ ତକେ କେ ଇ ଅଦିକାର୍ ଦିଲା?”


ଯିହୁଦି ନେତାମ୍‍ନ୍ ଯୀଶୁକେ କଇଲାଇ, “ତୁଇ ଇ ସ୍‌ବୁ କ୍‌ରୁକେ ତର୍ ଅଦିକାର୍ ଆଚେ ବଲେକ୍, ତ୍‍ବେ ଅମୁକେ ତୁଇ କାଇ ଚମ୍‌ତ୍‍କାର୍ କାମ୍‍କ୍‍ରି ଦ୍‌କାମ୍‌ଲିସ୍?”


ସେ ଶିକ୍ୟା ଦେତି ରିଲାବ୍‍ଳ୍ ନିଆଇ ଶିକାଉତା ଲକ୍‍ମ୍‍ନ୍ ଆର୍ ଫାରୂଶୀମ୍‍ନ୍‍, ଦାରିକାମେ ଦ୍‌ରା ହ୍‍ଳିରିଲା ଗଟେକ୍ ମାଇଜିକେ ଦ୍‍ରି ଆଣି, ସ୍‍ବୁଲକାର୍‌ ମୁଏଁ ଟିଆକ୍‌ରି ଯୀଶୁକେ ହ୍‌ଚାର୍‌ଲାଇ,


ଯୀଶୁର୍ କ୍‌ତା ଶୁଣିକ୍‍ରି ସେମ୍‍ନ୍‍କାର୍ ବିତ୍‌ରେ ସ୍‍ବୁ ଲକ୍‍ମ୍‍ନ୍ ଏକ୍‍ଲା ଏକ୍‍ଲା ଅଇକ୍‍ରି ଗ୍‍ଲାଇ, ବ୍‍ଡ୍ ଲକ୍‍ମ୍‍ନ୍ ହ୍‌ର୍‍ତୁ ଗ୍‍ଲାଇ। ସ୍‌ରାସ୍‌ରି ବ୍‍ଳ୍ ସେତି ଯୀଶୁ ଆର୍ ସେ ଟକି ରିଲାଇ।


ତ୍‍ବେ ତୁମିମ୍‍ନ୍ ଆର୍ ଇସ୍ରାଏଲ୍ ଲକ୍‍ମ୍‍ନ୍ ଜାଣ୍‌ତା ଦ୍‌ର୍‌କାର୍‌ ଯେ, ତୁମାର୍ ମୁଏଁ ବ୍‍ଲ୍ ଅଇକ୍‌ରି ଟିଆ ଅଇରିଲା ଇ ମାନାଇ ନାଜରିତିୟ ଯୀଶୁ ଖ୍ରୀଷ୍ଟର୍ ଶ୍‌କ୍‌ତି ସ୍‍ଙ୍ଗ୍‍ ବ୍‍ଲ୍ ଅଇଲାଆଚେ। ସେ ଯୀଶୁକେ କୁର୍‍ଶକାଟେ ମ୍‌ର୍‌ନେ ମାରି ରିଲାସ୍, ମ୍‍ତର୍ ଇଶ୍ୱର୍‌ ତାକେ ଆରେକ୍‌ ଜୀବନ୍ ଦ୍‌ଇକ୍‌ରି ଉଟାଇଲା ଆଚେ।


ସେତି ମୁକିଆ ଜାଜକ୍ ହାନାନ, କୟାଫା, ଯୋହନ୍, ଆଲେକ୍‌ଜାଣ୍ତାର୍‌, ଆର୍ ମୁକିଆ ଜାଜକାର୍ ବ୍‌ଉଁଶାର୍ ସ୍‌ବୁ ଲକ୍‍ମ୍‍ନ୍ ରୁଣ୍ଡି ରିଲାଇ।


ପିତର୍ ପବିତର୍ ଆତ୍ମାର୍ ଶ୍‌କ୍‌ତିଏ ବ୍‌ର୍‌ତି ଅଇକ୍‌ରି ସେମ୍‌ନ୍‌କେ କଇଲା, “ଏ ଯିହୁଦି ନେତାମ୍‍ନ୍ ଆର୍ ପାରାଚିନ୍‍ମ୍‍ନ୍।”


ସେମ୍‍ନ୍ ହ୍‌ଟାଇଲା ଚେଲାମ୍‍ନ୍‍କେ ବିତ୍‌ରେ କୁଦ୍‌ଲାଇ, ଆର୍ ସେମ୍‌ନ୍‌କେ ମାଡ୍ ମାରିକ୍‌ରି ଯୀଶୁର୍ ନାଉଁଏ କ୍‌ତା ନ୍‌କମ୍‌କେ ଆଦେଶ୍ ଦ୍‌ଇ ଚାଡିଦିଲାଇ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ