Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 28:30 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

30 ପାଉଲ୍ ଗଟେକ୍ ଗ୍‍ର୍ ବାଳା ମାଗିକ୍‌ରି ସେତି ଦୁଇ ବର୍ଷ ହ୍‌ତେକ୍ ରିଲା, ତାକେ ଦ୍‍କୁକ୍ ଆସିରିଲା ଲକ୍‌ମ୍‍ନ୍‌କେ କୁଦିନେତି ରିଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

30 ପାଉଲ୍‌ ଗଟେକ୍‌ ଗଃର୍‌ବାଳା କଃରି ଦୁୟ୍‌ ବଃର୍ସ୍‌ ହଃତେକ୍‌ ରିଲା ଆର୍‌ ତାକେ ଦଃକୁକେ ଆସ୍ତି ରିଲା ସଃବୁ ଲକ୍‌ମଃନ୍‌କେ ସଃର୍ଦାୟ୍‌ କୁଦ୍‌ତିରିଲା ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 28:30
14 ပူးပေါင်းရင်းမြစ်များ  

ଯୀଶୁ କଇଲା, “ମର୍‌ସ୍‍ଙ୍ଗ୍‌ ଆଶା ତ୍‍ବେ ତୁମି ଦ୍‌କୁହାରାସ୍” ସେଡେବ୍‍ଳ୍ ସଂଜବେଳା ଚାର୍‍ଟା ଅଇରିଲି। ସେ ଚେଲାମ୍‌ନ୍ ଯୀଶୁର୍ ସ୍‍ଙ୍ଗ୍‍ ଆର୍ ଯୀଶୁର୍ ରେତାଟାଣ୍ ଦ୍‍କ୍‍ଲାଇ। ସେ ରାତି ସେମ୍‍ନ୍ ଯୀଶୁର୍ ସ୍‍ଙ୍ଗ୍‍ ରିଲାଇ।


ଇ ସ୍‌ବୁ ବିଷୟ୍ ସ୍‌ର୍‌ଲା ହ୍‌ଚେ ପାଉଲ୍ ମାକିଦନିଆ ଜିଲା ଆର୍ ଆଖାୟା ସ୍‌ହର୍ ବାଟ୍ ଅଇ ଯିରୁଶାଲମ୍‌ ସ୍‌ହରେ ଜ୍‌ମ୍‌କେ ମ୍‌ନ୍‌କ୍‌ଲା, ଆର୍ ମ୍‌ନେ ବାବିକ୍‌ରି କଇଲା, ସେତିକେ ଗ୍‍ଲାହ୍‌ଚେ ମକେ ରୋମ୍ ରାଇଜ୍‍କେ ହେଁ ଜ୍‌ମ୍‌କେ ଅଇଦ୍।


ଅନ୍‌କ୍‌ରି ଦୁଇ ବର୍ଷ ଗ୍‍ଲାହ୍‌ଚେ ପର୍କୀୟ ଫେଷ୍ଟସ୍ ଦେଶ୍ ଚାଲାଉତା ହ୍‌ଦ୍ ହାଇଲା, ଫେଲିସ୍ ର୍‌ଜା ଯିହୁଦିମ୍‌ନ୍‌କାର୍ ଲ୍‌ଗେ ବ୍‍ଲ୍ ବ୍‌ଲି ଦ୍‍କାଇ ଅମ୍‍କେ ପାଉଲ୍‌କେ ମୁକ୍‌ଳାଇ କ୍‍ରି ଜ୍‌ଇଲେ ର୍‌କି ଦ୍‌ଇ ସେ ହ୍‌ଳାଇରିଲା।


ଆର୍ ଅମିମ୍‍ନ୍ ରୋମ୍ ସ୍‌ହରେ ହଚ୍‌ଲା ହ୍‌ଚେ ତାକେ ଆଦେଶ୍ ମିଳ୍‌ଲି, ପାଉଲ୍ ତାର୍ ମ୍‌ନ୍‌କ୍‌ଲା ଜାଗାଇ ରେମ୍ ହାରେ। ମ୍‍ତର୍ ତାକେ ଗଟେକ୍ ଶ୍‌ଇନ୍ ଜାଗି ର୍‌ଇଦ୍।


ପାଉଲ୍ ଇକ୍‍ତା କଇଲାକେ ଯିହୁଦି ଲକ୍‍ମ୍‍ନ୍ ସ୍‌ବୁ ତାକାର୍ ତାକାର୍ ବିତ୍‌ରେ ଟେକାଟେକି ଅଇଲାଇ ଆର୍ ସେତିହ୍‍ଣି ବାରିଗ୍‍ଲାଇ।


ଆରେକ୍‌ ସେମ୍‌ନ୍‌କେ ପାଉଲ୍ ଶ୍‌କ୍‌ତିର୍ ସ୍‍ଙ୍ଗ୍‍ ଇଶ୍ଵରାର୍ ରାଇଜାର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ର୍‌ତିରିଲା ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଶିକ୍ୟା ଦେତିରିଲା, ମ୍‍ତର୍ କେ ହେଁ ତାକେ ପର୍‍ଚାର୍ କ୍‌ରୁକେ ମ୍‍ନା କ୍‌ର୍‌ତି ରିଲାଇ।


ତାର୍ ହ୍‌ଚେ ଯଦି ଇଶ୍ଵର୍ ଇଚା କ୍‍ରେଦ୍ ସେନ୍‌ଅଇଲେକ୍ ମୁଇ ତୁମାର୍‌ମ୍‌ନ୍‌କାର୍ ଲ୍‌ଗେ ସ୍‌ର୍‌ଦାର୍‌ ସ୍‌ଙ୍ଗ୍ ଆସି ବିଶାଉଣି କ୍‌ରିନ୍ଦ୍।


ମୁଇ କାଇରି ବ୍‌ୟା ହର୍ କ୍‌ମ୍‌ଲେ, ସେମ୍‌ନ୍ କାଇରି ଖ୍ରୀଷ୍ଟର୍ ଦାସ୍? ତ୍‌ବେ ମୁଇ ସେମ୍‌ନ୍‌କାର୍ ତ୍‌ଇହ୍‌ଣି ଅଦିକ୍ ବେଶି ଖ୍ରୀଷ୍ଟର୍ ବ୍‌ଡ୍ ଦାସ୍ ବ୍‌ଲି ବାବୁଲେ, କାଇତାକ୍ ମୁଇ ସେମ୍‌ନ୍‌କାର୍ ତ୍‌ଇହ୍‌ଣି ଅଦିକ୍ କ୍‌ଷ୍ଟ ହ୍‌ଳ୍‌ଲେ ଆଚି, ଆର୍ ଅଦିକ୍ ଜ୍‌ଇଲେ ରିଲେଆଚି, ଆର୍ ବେସି କର୍‌ଡା ସ୍‌ଙ୍ଗ୍ ମାଡ୍ କାଇଲେ ଆଚି, ଆର୍ ହେଁ ଅଦିକ୍ ସମୟ୍ ମ୍‌ର୍‌ତା ଉହ୍‌ରେ ରିଲେ।


ଅମୁକ୍ ମାଡ୍ ମାର୍‍ତି, ଜ୍‌ଇଲେ ବିତ୍‌ରେ ହୁରାଉତି, ଲକ୍ ଅମୁକେ ବିରଦ୍ କ୍‌ର୍‌ତି, ଅମି ବେସି କ୍‌ଷ୍ଟ କ୍‌ରୁନ୍ଦ୍, ଅମି ଅନିଦ୍ରା ରେମ୍‌ନ୍ଦ୍‌, ଆର୍ ବୁକ୍ ଉପାସେ ରେମ୍‌ନ୍ଦ୍।


ମୁଇ ଖ୍ରୀଷ୍ଟର୍ ସେବା କ୍‌ର୍‌ତିରିଲେ ଲାଗି ମୁଇ ଜ୍‌ଇଲେ ରିଲେ, ଇରି ର୍‍ଜାର୍ ଗ୍‍ର୍ ଜାଗ୍‍ତା ସନିୟ ଦ୍‌ଳ୍, ଆର୍ ବିନ୍ ଲକ୍‍ମ୍‍ନ୍ ଜାଣ୍‌ଲାଇ।


ରୋମ୍ ସ୍‌ହରେ ହଚ୍‌ଲା ଦାହ୍‍ରେ ସେ ମକେ କଜି କଜିକ୍‌ରି ଆସିରିଲା। ସେ ବ୍‌ଡ୍ ବିଚାର୍‌ ଦିନ୍ ମାପ୍‌ରୁ ତାକେ ସାଇଜ କ୍‍ର୍ କାଇତାକ୍ ସେ ଏଫିସୀ ତ୍‌ଇ ମକେ ବେସି ଉପ୍‍କାର୍ କ୍‍ରିଆଚେ, ତୁଇ ହେଁ ସେ କ୍‌ତା ଜାଣ୍‌ସି।


ସ୍‌ମୟ୍ କି ଅସମୟ୍ ନ୍‌ବାବିକ୍‌ରି ତୁଇ ସ୍‌ବୁବ୍‌ଳ୍ ସୁବ୍‌କ୍‌ବର୍ ବୁଜାଉ। ସ୍‌ମ୍ବାଳିକ୍‌ରି ଶିକ୍ୟା ଦେସ୍, କ୍‌ଡେବ୍‌ଳ୍ ରିସାଅଇକ୍‌ରି ଆର୍ କ୍‌ଡେବ୍‌ଳ୍ ସାସ୍ ଦ୍‌ଇକ୍‍ରି ଲକ୍‌ମ୍‌ନ୍‌କାର୍‌ ମ୍‌ନେ ସୁବ୍‌କ୍‌ବର୍‌କେ ବିଶ୍‌ବାସ୍‌ କ୍‌ରୁକେ ଚେଷ୍ଟା କ୍‌ରାଉ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ