12 ହ୍ଚେ ଅମି ସୁରାକୁସା ସ୍ହରେ ହଚ୍ଲୁ ଆର୍ ସେତି ତିନ୍ଦିନ୍ ରିଲୁ,
12 ସୁରାକୁସ୍ ଗଃଳେ ହଚ୍ଲୁ, ସେତି ଅଃମିମଃନ୍ ତିନିଦିନ୍ ରିଲୁ ।
ସର୍ ସ୍ହରେ ହ୍ଣି ଅମିମ୍ନ୍ ଡଙ୍ଗାଇ ଗ୍ଲୁ ଆର୍ ପତଲିମାଇ ଦେଶେ ହଚ୍ଲୁ, ଆର୍ ବିଶ୍ବାସି ବାଇମ୍ନ୍କେ ମିଳାମିଶା କ୍ଲୁ, ଗଟେଦିନ୍ ସେମ୍ନ୍କାର୍ ସ୍ଙ୍ଗ୍ ରିଲୁ।
ଆସିଆ ଦେଶାର୍ ସ୍ମ୍ଦୁର୍ କ୍ଣ୍ତାଇ ରିଲା ଜାଗା ମ୍ନ୍କେ ଜ୍ମ୍କେ ତିଆର୍ ଅଇରିଲା, ଗଟେକ୍ ଆଦ୍ରାମୁତ୍ତୀୟ ଜାଜେ ଚ୍ଗି ଅମି ଜାଜ୍କେ ଇଟାଇ ଦିଲୁ। ଆର୍ ମାକିଦନିଆ ଜିଲାର୍ ଆରିସ୍ତାର୍ଖ ନାଉଁର୍ ଗଟେକ୍ ଥେସଲନିକିୟ ଲକ୍ ଅମାର୍ ସ୍ଙ୍ଗ୍ ରିଲା।
ତିନିମାସ୍ ହ୍ଚେ ଅମିମ୍ନ୍ ଗଟେକ୍ ଆଲେକ୍ଜାଣ୍ତ୍ରିଆ ସ୍ହରେ ହ୍ଣି ଆସିରିଲା ଗଟେକ୍ ଜାଜେ ଚ୍ଗିଗ୍ଲୁ, ଇ ଜାଜ୍ ଇଜାଗାଇ ଶୀତ୍ମାସ୍ ବିତାଇ ରିଲୁ, ସେ ଜାଜାର୍ ଆଗ୍ବାଟ୍ ଜ୍ଉଁଣା ଦେବ୍ତାର୍ ଚିନ୍ ରିଲି।
ଆର୍ ସେତିହ୍ଣି ଜାଜେ ଚ୍ଗିକ୍ରି ରେଗିୟ ସ୍ହରେ ହଚ୍ଲୁ, ତାର୍ ଆରେଗଟ୍ ଦିନ୍ ଦକିଣ ଦିଗେହ୍ଣି ଗଟେକ୍ ହାଣି ହ୍ବନ୍ ଆଇଲି, ସେତାର୍ଗିନେ ଅମିମ୍ନ୍ ତାର୍ ଅଲ୍ଗା ଦିନ୍ ପୁତେଅଲି ସ୍ହର୍କେ ଆଇଲୁ।