37 ଅମିମ୍ନ୍ ସ୍ବୁଲକ୍ ଜାଜେ ଦୁଇଶ ସତୁରି ଚଅ ଲକ୍ ରିଲୁ।
37 ସେତି ସେ ଡଙ୍ଗାୟ୍ ସଃବୁ ଅୟ୍ ୨୭୬ ଲକ୍ ରିଲା ।
ସେତାର୍ଗିନେ ସେମ୍ନ୍କାର୍ ବିତ୍ରେ ବେସିଲକ୍ ତାର୍ ପର୍ଚାର୍ ଶୁଣିକ୍ରି ଡୁବେନ୍ ନିଲାଇ, ଆର୍ ତିନି ହ୍ଜାର୍ ଲକ୍ ସେ ଦିନ୍ ତାକାର୍ ମ୍ଣ୍ଡଳି ଲ୍ଗେ ମିସ୍ଲାଇ।
ସେମ୍ନ୍ ସ୍ବୁଲକ୍ ହେଟ୍ ବ୍ର୍ତି କ୍ରି କାଇଲା ହ୍ଚେ ଜାଜ୍କେ ଉଶାସ୍ କ୍ରୁକେ ସେତିରିଲା ଗ୍ଉଁ ସ୍ମ୍ଦୁରେ ହିଙ୍ଗି ଦିଲାଇ,
ତାର୍ହ୍ଚେ ଯୋଷେପ୍ ତାର୍ ଉବାସି ଯାକୁବ ଆର୍ ତାକାର୍ କୁଟୁମାର୍ ସତୁରି ହାଁଚ୍ ଲକ୍କେ ସ୍ବ୍କେ ମିସର ଦେଶେ ଆସୁକେ କୁଦାମ୍କେ ହ୍ଟାଇଲା, ଆର୍ ଯାକୁବ ମିସର ଦେଶେ ଗ୍ଲା,
ସ୍ବୁ ଲକ୍ ସ୍ର୍କାର୍ ଶାସନ୍କ୍ର୍ତା ଲକ୍ମ୍ନ୍କାର୍ ତ୍ଳେ ରେତା ଦ୍ର୍କାର୍। କାଇତାକ୍ ସେମ୍ନ୍କାର୍ ଇ ଶ୍କ୍ତି ଇଶ୍ଵରାର୍ ଦ୍ୱାରା ଦିଆଅଇଲିଆଚେ, ଆରେକ୍ ଜୁଇଲକ୍ ଅବେ ଅଦିକାରି, ଇଶ୍ୱର୍ ସେମ୍ନ୍କେ ଇ କାମ୍ ଦିଲାଆଚେ।
ବେସି ଆଗେ ନୋହର୍ ସ୍ମୟ୍ରେ ଇ ଆତ୍ମାମନ୍ ଇଶ୍ଵରାର୍ ଅବାଦ୍ଯ ଅଇରିଲାଇ, ନୋହ ତାକାର୍ ଜାଜ୍ ତିଆର୍ କ୍ଲା ହ୍ତେକ୍ ଇଶ୍ଵର୍ ସାସ୍ଦ୍ରି ଜାଗ୍ତେ ରିଲା କ୍ଡେବ୍ଳ୍ କେ ମନ୍ବାଦ୍ଲାଉତି ବ୍ଲି, ମ୍ତର୍ ସେ ଜାଜେ ହୁନ୍ଜେକ୍ କ୍ତିଲକ୍, ଅକାଇ ଆଟ୍ ଲକ୍ ହାଣିଏ ହ୍ଣି ଉଦାର୍ ହାମ୍ ହାର୍ଲାଇ।