ପେରିତ୍ 26:16 - ବ୍ଡ଼୍ ହ୍ର୍ଜା ବାଇବଲ16 ମ୍ତର୍ ଟିଆଉଟ୍ ତକେ ମୁଇ ମର୍ ଦ୍ଙ୍ଗ୍ଳା କ୍ର୍ତାର୍ ଗିନେ ଦ୍କାଇ ଅଇଲେଆଚି, ଆଜି ତୁଇ ମର୍ ବିଷୟେ ଜୁଇରି ଦ୍କି ଆଚ୍ସି ଆର୍ ଆଗେ ମୁଇ ଜୁଇସ୍ବୁ ତକେ ଦ୍କାଇନ୍ଦ୍ ସେ ସ୍ବୁ ତୁଇ ଲକ୍ମ୍ନ୍କେ କ୍ଉସି। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍16 ମଃତର୍ ଉଟ୍ କୁତ୍ମାଡି ଟିଆ ଅଃଉ, କାୟ୍ତାକ୍ବଃଲେକ୍ ମୁୟ୍ଁ ତକ୍ ମର୍ କାମ୍ କଃରୁକେ ଆର୍ ତୁୟ୍ ମର୍ ଜାୟ୍ଜାୟ୍ରି ଦଃକି ଆଚ୍ସି ଆରେକ୍ ଦଃକ୍ସି, ସେସଃବୁ କଃତାର୍ ବିନ୍ ଲକ୍ମଃନ୍କେ କଃଉଁକେ ତକ୍ ଦଃକାୟ୍ ଅୟ୍ ଆଚି । အခန်းကိုကြည့်ပါ။ |
ମ୍ତର୍ ମର୍ଗିନେ ଜୁଇ ଗଟ୍ଣା ଗଟୁକେ ଜାତିରିଲି ସେ ଗଟ୍ଣାର୍ ଗିନେ ମୁଇ ଚିନ୍ତା କ୍ରୁଲେ, ଇଶ୍ଵରାର୍ ତ୍ଇହ୍ଣି ଜୁଇ ଦୟା ସୁବ୍ କ୍ବରାର୍ ହାକ୍ ସାକି ଦେମ୍କେ, ଯୀଶୁର୍ ତ୍ଇହ୍ଣି ଜୁଇରି ପର୍ଚାର୍ କ୍ରୁକେ ଆଦେଶ୍ ହାଇଆଚି, ସେରି ହୁରା କ୍ର୍ତା ହ୍ତେକ୍ ମୁଇ ପର୍ଚାର୍ କ୍ର୍ତି ର୍ଇନ୍ଦ୍, ଇତାର୍ଗିନେ ମୁଇ ନିଜାର୍ ଜୀବନ୍କେ ବ୍ଡ୍ ନ୍କେରି ସାନ୍ ମ୍ନେ କ୍ରୁଲେ।
ଇଶ୍ଵର୍ ମକେ ଖ୍ରୀଷ୍ଟ ଯୀଶୁର୍ ଗଟେକ୍ ସେବାକ୍ର୍ତା ଲକ୍ ଅଇ ଯିହୁଦି ନଇଲା ଲକ୍ମ୍ନ୍କେ ସାଇଜ କ୍ରୁକେ ବାଚିଆଚେ, ସେ ମକେ ସୁବ୍କ୍ବରାର୍ ଜାଜକ୍ ହର୍ ପର୍ଚାର୍ କ୍ରୁକେ ବାଚିଆଚେ। ଇରି କ୍ର୍ତା ଉଦେସ୍ ଅଇଲି ଯେ, ଯିହୁଦି ଚାଡି ବିନ୍ଜାତି ଲକ୍ ମାନ୍ସି କ୍ର୍ତା ଦାନ୍ ହର୍ ଅଉତି ଜୁଇରି କି ଇଶ୍ଵର୍ ନିଜାର୍ କ୍ରେଦ୍। ଇ ଦାନ୍ ଲକ୍ମ୍ନ୍ ଇଶ୍ଵରାର୍ ହାଇଁ ପବିତର୍ ଆତ୍ମାର୍ ଦ୍ୱାରା ପବିତର୍ ଅଇଲା।
ସେତିକେ ଜ୍ମ୍କେ ଦ୍ର୍କାର୍ ବ୍ଲି ଇଶ୍ଵରାର୍ ତ୍ଇହ୍ଣି ଆଦେଶ୍ ହାଇକ୍ରି ମୁଇ ସେତିକେ ଗ୍ଲେ, ଯିହୁଦି ଚାଡି ବିନ୍ଜାତିର୍ ଲକ୍ମ୍ନ୍କାର୍ ଲ୍ଗେ ମୁଇ ଜୁଇ ସୁବ୍କ୍ବର୍ ପର୍ଚାର୍ କ୍ରୁଲେ, ସେସ୍ବୁ ମୁଇ ଯିରୁଶାଲମାର୍ ନେତାମ୍ନ୍କେ ଗଟେକ୍ ଗ୍ରେ ବ୍ସାଇ କ୍ରି ବୁଜାଇଲେ, କାଇତାକ୍ ଅବାର୍ ଆର୍ ହ୍ଚାର୍ ପର୍ଚାର୍ କାମ୍ ଜ୍ନ୍କ୍ରି କି ନ୍ଷ୍ଟ ନ୍ଉଅ ବ୍ଲି ମୁଇ ଚିନ୍ତା କ୍ର୍ତିରିଲେ।
ତୁମିମ୍ନ୍ ଶୁଣିରିଲା ସୁବ୍କ୍ବର୍ ଉହ୍ରେ ବିଶ୍ବାସ୍ କ୍ଲେକ୍ ଖ୍ରୀଷ୍ଟ ଇ କାମ୍କ୍ରି ଚାଲେଦ୍। ତୁମିମ୍ନ୍ ନିଜାର୍ ବିସ୍ବାସେ ଡାଟ୍ ଆର୍ ସ୍ତ୍ବ୍ଲି ମାନିରିଲା ସୁବ୍କ୍ବର୍ ତୁମୁକ୍ମ୍ନ୍ ଜୁଇ ବ୍ର୍ସା ଦେଇଆଚେ ସେତିହ୍ଣି ବେମ୍ରି ଅଉଆନାଇ। ସେ ସ୍ମାନ୍ ସୁବ୍କ୍ବର୍ ସ୍ବୁ ସ୍ର୍ଗ୍ ତ୍ଳେ ରେତା ଲକ୍କେ କ୍ଉଆ ଅଇଆଚେ, ମୁଇ ସେବାକ୍ର୍ତା ପାଉଲ୍ ସେ ସ୍ମାନ୍ ସୁବ୍କ୍ବର୍ କ୍ମ୍କେ ସାସ୍ କ୍ଲେଆଚେ।