2 ସେତି ଅମିମ୍ନ୍ ଫେନିକିଆକେ ଜାତିରିଲା ଗଟେକ୍ ଜାଜ୍ ଦ୍କ୍ଲୁ ଆର୍ ସେତି ଚ୍ଗିକ୍ରି ଅମି ଗ୍ଲୁ।
2 ସେତି ପଇନିକିଆ ଜାତା ଗଟେକ୍ ଡଙ୍ଗା ମିଳାୟ୍ ସେତି ଚଃଗି ଗଃଲୁ ।
ସେତାକ୍ ସ୍ତିଫାନ୍କେ ମ୍ର୍ନେ ମାର୍ଲା ହ୍ଚେ ଚିନ୍ବିନ୍ ଅଇ ଜାଇରିଲାଇ ବିଶ୍ବାସିମ୍ନ୍ ଫେନିକିଆ, ସାଇପ୍ରସ୍, ଆର୍ ଆନ୍ତିୟଖିଆ ସ୍ହର୍ ହ୍ତେକ୍ ବୁଲି ଚୁଚାଇ ଯିହୁଦି ଲକାର୍ ଲଗେ ହ୍କା ପର୍ଚାର୍ କ୍ଲାଇ।
ମ୍ଣ୍ତଳି ସେମ୍ନ୍କେ ସ୍ବୁବାଟ୍ ଜ୍ତୁନ୍ କ୍ରି ହ୍ଟାଇଲାଇ, ତ୍ବେ ସେମ୍ନ୍ ଫେନିକିଆ ଆର୍ ଶମିରୋଣ ବାଟ୍ ଅଇ ଜ୍ମ୍ ଜ୍ମ୍ ଯିହୁଦି ଚାଡି ବିନ୍ଜାତି ଲକ୍ମ୍ନ୍ କ୍ନ୍କ୍ରି ଇଶ୍ଵରାର୍ ଲ୍ଗେ ବିଶ୍ବାସ୍ କ୍ରି ମ୍ନ୍ ବାଦ୍ଲାଉତି ସେ ବିଷୟ୍ ସେମ୍ନ୍ ଜାଣାଇଲାଇ, ଇବିଷୟ୍ ଶୁଣିକ୍ରି ସେ ସ୍ବୁ ବିଶ୍ବାସି ବାଇମ୍ନ୍ ବେସି ସ୍ର୍ଦା ଅଇଲାଇ।
ତାର୍ହ୍ଚେ ଅମିମ୍ନ୍ କୁପ୍ର ଦ୍ବୀପ୍କେ ଦ୍କ୍ଲୁ, ଆର୍ ଡେବ୍ରି ବାଟ୍ ଅଇକ୍ରି ସିରିୟା ଦେଶେ ଗ୍ଲୁ, ଆର୍ ସର୍ ସ୍ହରେ କେଟ୍ଲୁ, କାଇତାକ୍ ସେତି ଜାଜେହ୍ଣି ଜିନିଷ୍ ହ୍ତାର୍ ଉତ୍ରାଉତାର୍ ରିଲି।
ସେତି ଶଏ ସେନାର୍ ମୁକିଆ ଇତାଲିଆ ଜିଲାକେ ଜାତିରିଲା ଗଟେକ୍ ଆଲେକ୍ଜାଣ୍ତ୍ରିଆ ସ୍ହରେ ହ୍ଣି ଆସ୍ତିରିଲା ଜାଜ୍ ବେଟ୍ ହାଇଲା ଆର୍ ସେ ସେତି ଅମୁକ୍ ଚ୍ଗାଇ ଦିଲା।