Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 21:11 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

11 ସେ ଅମାର୍ ଲ୍‌ଗେ ଆସିକ୍‍ରି ପାଉଲାର୍ ଅଟାଇ ବାନ୍ଦି ଅଇରିଲା ବେଲ୍‌ଟ୍ ଦ୍‍ର୍‍ଲା, ଆର୍ ପାଉଲ୍ ନିଜେ ଆତେ ଗଡେ ବାନ୍ଦିକ୍‌ରି କଇଲାଇ, “ପବିତର୍ ଆତ୍ମା ମକେ ଜାଣାମ୍‌ଲି, ଇ ଅଟାଇ ବାନ୍ଦିରିଲା ବେଲ୍‌ଟ୍ ଯିରୁଶାଲମ୍‌ ସ୍‌ହରେ ବାସା କ୍‌ର୍‌ତାଲକ୍ ଯିହୁଦିମ୍‍ନ୍ ଅନ୍‌କ୍‌ରି ବାନ୍ଦି ଯିହୁଦି ଚାଡି ବିନ୍‍ଜାତି ଲକ୍‌ମ୍‌ନ୍‌କାର୍‌ ଆତେ ସ୍‌ହରି ଦେତି।”

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

11 ସେ ଅଃମାର୍‌ ଚଃମେ ଆସି ପାଉଲାର୍‌ ଅଃଟା ବାନ୍ଦୁଣ୍‌ ନେୟ୍‌କଃରି ଅଃହ୍‌ଣାର୍‌ ଆତ୍‌ଗଡ୍‌ ବାନ୍ଦି କଃରି କୟ୍‌ଲା, “ପବିତ୍ର ଆତ୍ମା ମକ୍‌ ଇରି କଃଉଁଲି, ‘ଇ ଅଃଟାବିଳା ବାନ୍ଦ୍‌ଲା ଲକ୍‌କେ’ ଜିରୁସାଲମାର୍‌ ଲକ୍‌ ଜିଉଦିମଃନ୍ ଅଃନ୍‌କଃରି ବାନ୍ଦି ଅଜିଉଦି ଲକ୍‌ମଃନାର୍‌ ଆତେ ସଃହ୍ରିଦେତି ।”

အခန်းကိုကြည့်ပါ။ ကော်ပီ




ପେରିତ୍‌ 21:11
34 ပူးပေါင်းရင်းမြစ်များ  

ଯୀଶୁ ଇ ସ୍‌ବୁ ପାର୍‌ତେନା କ୍‍ରି ସ୍‌ର୍‌ଲା ହ୍‌ଚେ, ନିଜାର୍ ଚେଲାମ୍‌ନ୍‌କାର୍ ସ୍‍ଙ୍ଗ୍‍ କିଦ୍ରଣ ନାଉର୍ ହାଣି ସେହାକ୍ ରିଲାର୍ ଗଟେକ୍ ବଗିଚା ବାଳେ ଗ୍‍ଲାଇ।


ସେମ୍‍ନ୍ ଜ୍‌ଡେବ୍‌ଳ୍ ଆରାଦନା କ୍‌ର୍‌ତି ରିଲାଇ, ଆର୍ ଉପାସ୍ ପାର୍‌ତେନା କ୍‌ର୍‌ତି ରିଲାଇ, ସ୍‌ଡେବ୍‌ଳ୍ ପବିତର୍ ଆତ୍ମା ସେମ୍‌ନ୍‌କେ କଇଲି, “ମୁଇ ଜୁଇ କାମାର୍ ଗିନେ ବର୍ଣ୍ଣବା ଆର୍ ଶାଉଲ୍‌କେ କୁଦିଆଚି, ସେତାର୍‍ଗିନେ ମର୍ ହାୟ୍ ସେମ୍‌ନ୍‌କେ ଅଲ୍‍ଗା କ୍‍ରା”।


ପବିତର୍ ଆତ୍ମା ସେମ୍‌ନ୍‌କେ ଆସିଆ ଜିଲାଇ ପର୍‍ଚାର୍ କ୍‌ରୁକେ ନ୍‌ଚ୍‌ଲାଇ ସେତାର୍‍ଗିନେ ସେମ୍‍ନ୍ ଫ୍ରୁଗିଆ ଆର୍ ଗାଲାତୀୟ ରାଜି ବାଟ୍ ଗ୍‍ଲାଇ,


ପବିତର୍ ଆତ୍ମା ମକେ ଜାଗ୍‌ରତ୍ କ୍‍ରି ଦ୍‌ଇଆଚେ ଯେ ସ୍‌ବୁ ସ୍‌ହରେ ସ୍‌ହରେ ମୁଇ ର୍‌ଇନ୍ଦ୍ ଆର୍ ଦୁକ୍‍କ୍‍ଷ୍ଟ ବଗିନ୍ଦ୍।


ସ୍‌ଡେବ୍‌ଳ୍ ହ୍‌ଜାର୍ ସେନାର୍ ମୁକିଆ ଆସି ଜଳେକ୍ ଲ୍ଉଆର୍ ସିକ୍‍ଳି ସ୍‍ଙ୍ଗ୍‍ ପାଉଲ୍‌କେ ବାନ୍ଦୁକେ ଆଦେଶ୍ ଦିଲା, ତାର୍‌ହ୍‌ଚେ ସେ ହ୍‌ଚାର୍‌ଲା ସେ କେ, ଆର୍ ସେ କାଇକାମ୍ କ୍‌ରୁଲା ବ୍‌ଲି ହ୍‌ଚାର୍‌ଲା।


ସେତି ଅମି କ୍‍ତେକ୍ ବିଶ୍‍ବାସି ଚେଲାମ୍‍ନ୍‍କେ ବେଟ୍ ହାଇଲୁ, ଆର୍ ସେତି ସାତ୍‌ଦିନ୍ ରିଲୁ। ପବିତର୍ ଆତ୍ମାର୍ ଆଦେଶ୍ ହାଇକ୍‍ରି ସେମ୍‍ନ୍ ପାଉଲ୍‌କେ ଯିରୁଶାଲମ୍‌ ସ୍‌ହରେ ଜ୍‌ମ୍‌କେ ମ୍‍ନା କ୍‌ଲାଇ।


ସେମ୍‍ନ୍ ତାକେ ବାନ୍ଦ୍‌ଲା ହ୍‌ଚେ, ପାଉଲ୍ ଶଏଗଟ୍ ସେନାର୍ ମୁକିଆକେ କଇଲା, “କାଇ ଦସ୍ କ୍‍ରି ନ୍‍ରିଲା ଗଟେକ୍ ରୋମୀୟ ସ୍‌ହରାର୍‌ ଲକ୍‌କେ କର୍‌ଡା ସ୍‍ଙ୍ଗ୍‍ ମାର୍‌ତାର୍ ତୁମାର୍ ଲ୍‌ଗେ କାଇରି ନିୟମ୍ କି?”


ଅନ୍‌କ୍‌ରି ଦୁଇ ବର୍ଷ ଗ୍‍ଲାହ୍‌ଚେ ପର୍କୀୟ ଫେଷ୍ଟସ୍ ଦେଶ୍ ଚାଲାଉତା ହ୍‌ଦ୍ ହାଇଲା, ଫେଲିସ୍ ର୍‌ଜା ଯିହୁଦିମ୍‌ନ୍‌କାର୍ ଲ୍‌ଗେ ବ୍‍ଲ୍ ବ୍‌ଲି ଦ୍‍କାଇ ଅମ୍‍କେ ପାଉଲ୍‌କେ ମୁକ୍‌ଳାଇ କ୍‍ରି ଜ୍‌ଇଲେ ର୍‌କି ଦ୍‌ଇ ସେ ହ୍‌ଳାଇରିଲା।


ପାଉଲ୍ କଇଲା, “ଅଳକ୍ ସ୍‌ମୟ୍ ଅଉଅ କି ଜ୍‌ବର୍ ସ୍‌ମୟ୍ ଅଉଅ, ଆଜି ତର୍ ଆର୍ ମର୍‍କ୍‍ତା ଶୁଣିରିଲା, ଇ ସ୍‌ବୁ ଲକ୍‍ମ୍‍ନ୍ ମର୍‌ହର୍ ଦୁକ୍‍କ୍‍ଷ୍ଟ ଆର୍ ଡ୍‌ଣ୍ତ୍ ବଗତ୍ ବ୍‌ଲି ମୁଇ ମ୍‌ନ୍ ନ୍‌କେରୁଲେ, ସେତାକ୍ ମୁଇ ଇଶ୍ଵରାର୍ ଲ୍‌ଗେ ପାର୍‌ତେନା କ୍‌ରୁଲେ।”


ତିନିଦିନ୍ ହ୍‌ଚେ ପାଉଲ୍ ସେତିର୍ ଯିହୁଦିମ୍‌ନ୍‌କାର୍ ମୁକିଆ ମୁକିଆ ନେତାମ୍‍ନ୍‌କେ ଗଟେକ୍ ଜାଗାଇ ରୁଣ୍ଡୁକେ କଇଲା, ଆର୍ ସେମ୍‍ନ୍ ଆଇଲାକେ ପାଉଲ୍ ସେମ୍‌ନ୍‌କେ କଇଲା, “ହେ ଇସ୍ରାଏଲ୍ ବାଇମନ୍ ଅମାର୍ ହୁର୍‍ବାର୍ କାଳାର୍ ଲକ୍‍ମ୍‍ନ୍ ଦ୍‌ଇରିଲା ବିଦିବିଦାନ୍ ବିରୁଦେ କି ଅମାର୍ ଜାତିର୍‌ ବିରୁଦେ ମୁଇ କାଇ ଦସ୍ ନ୍‌କେଲେକ୍ ହେଁ ମୁଇ ଯିରୁଶାଲମ୍‌ ସ୍‌ହରେ ବନ୍ଦି ଅଇ ରୋମୀୟ ମ୍‌ନ୍‌କାର୍ ଆତେ ସ୍‌ହ୍‌ରି ଅଇଲେଆଚି।


ସେତାର୍‍ଗିନେ ମୁଇ ଇ ବିଷୟେ କ୍‌ତାବାର୍‍ତା କ୍‌ରୁକେ ତୁମୁକ୍‌ମ୍‌ନ୍ କୁଦାଇ ଆଚି, ଆଜି ଜୁଇଲକାର୍ ଉହ୍‍ରେ ଇସ୍ରାଏଲ୍ ଲକ୍‍ମ୍‍ନ୍ ଆଶାକ୍‌ରିରିଲା ଯୀଶୁ ଖ୍ରୀଷ୍ଟର୍ ଗିନେ ମୁଇ ଆଜି ସିକ୍‍ଳି ସ୍‍ଙ୍ଗ୍‍ ବାନ୍ଦାଇ ଅଇଆଚି।”


ଆରେକ୍‌ ଇ ବିଷୟେ ସେମ୍‌ନ୍‌ ନିଜାର୍ ନିଜାର୍ ବିତ୍‌ରେ ବାଗ୍ ବାଗ୍ ଅଇଲି, ସେମ୍‍ନ୍ ଜାତା ଆଗ୍‍ତୁ ପାଉଲ୍ ଗଟେକ୍ କ୍‌ତା କଇଲା, “ଯିଶାଇୟ ବବିଶତ୍ କ୍‌ତା କ୍‌ଉତାଲକ୍ ଆଗେ ଦାଦିବାବୁମ୍‌ନ୍‌କେ ପବିତର୍ ଆତ୍ମାଇ ହୁରା ଅଇକ୍‌ରି କ୍‌ଇରିଲା।


ସ୍‌ଡେବ୍‌ଳ୍ ପବିତର୍ ଆତ୍ମା ଫିଲିପ୍ପକେ କଇଲା, “ଲ୍‌ଗେ ଜାଇ ଇ ର୍‌ତାର୍‌ ସ୍‌ଙ୍ଗ୍‌ ଦ୍‌ର୍।”


ଆରେକ୍‌ ଅମାର୍‌ ନାଉଁର୍‌ ଲାଗି ତାକେ ଯେ କ୍‍ତେକ୍ ଦୁକ୍ ସ୍‌ମ୍‌କ୍‌ ହ୍‌ଳେଦ୍, ସେରି ଅମି ତାକେ ଜାଣାମା।”


ଇତାର୍‌ ଗିନେ ମୁଇ ପାଉଲ୍ ଖ୍ରୀଷ୍ଟ ଯୀଶୁର୍ ଚେଲା, ଜ୍‌ଇଲେ ର୍‌ଇକ୍‍ରି ଯିହୁଦି ଚାଡି ବିନ୍‍ଜାତିର୍ ଲକ୍‌ମ୍‌ନ୍‌କାର୍‌ ଗିନେ ମୁଇ ଇଶ୍ଵରାର୍ ଲ୍‌ଗେ ପାର୍‌ତେନା କ୍‌ରୁଲେ।


ମାପ୍‌ରୁର୍ ଆରାଦନାର୍ ଲାଗି ଜ୍‌ଇଲେ ରିଲା ପାଉଲ୍ ମୁଇ ତୁମୁକ୍‍ମ୍‌ନ୍‍କେ ଗ୍ଉଆରି କ୍‌ରୁଲେ, ଜ୍‌ନ୍‌କ୍‌ରି ଜୀବନ୍ ଜିତାମ୍‌କେ ଇଶ୍ଵର୍ ତୁମୁକେ ବାଚ୍‌ଲା ଆଚେ, ସେନ୍‍କ୍‌ରି ଚାଲିଚଳନ୍‌ କ୍‍ରା।


ଅବେ ମୁଇ ଜ୍‌ଇଲେ ରିଲେକ୍ ହେଁ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ମୁଇ ଗଟେକ୍ ର୍‍ଜାର୍ ଦୂତ୍ ହର୍ ସିକ୍‌ଳିଏ ବାନ୍ଦାଇ ଅଇଲେଆଚି। ମୁଇ ସାସ୍ ଦ୍‌ଇକ୍‍ରି ଜ୍‌ନ୍‌କ୍‌ରି ପର୍‍ଚାର୍ କ୍‌ରୁହାରି ସେତାର୍‍ଗିନେ ମର୍ ହାୟ୍ ପାର୍‌ତେନା କ୍‍ରା।


ପବିତର୍ ଆତ୍ମା ସ୍‌ବୁ ବ୍‌ଲ୍‌କ୍‍ରି କଇଆଚେ ଯେ, ସ୍‌ରାସ୍‌ରି ଦିନ୍ କ୍‍ତେକ୍ ଲକ୍ ମିଚ୍ ଶିକ୍ଯାକେ ବିଶ୍‍ବାସ୍ କ୍‌ର୍‌ତି, ସେମ୍‌ନ୍ କ୍‍ରାପ୍ ଆତ୍ମାଇହ୍‌ଣି ଶିକ୍ୟା ହାଉତି, ଆର୍ ବୁତ୍‌ଆତ୍ମାର୍ ତ୍‌ଇହ୍‌ଣି ଆସିରିଲା ମିଚ୍ ଶିକ୍ଯାକେ ବିଶ୍‍ବାସ୍ କ୍‌ର୍‌ତି, ଆର୍ ମ୍‌ଣ୍ତଳିର୍ ଶିକ୍ଯାକେ ବିଶ୍‍ବାସ୍ ନ୍‌କେର୍‌ତି।


ଇ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ଲେ ଲାଗି ଆଜି ମୁଇ ଦସିହର୍ ଅଇଲେ ଆର୍ ସିକ୍‍ଳି ସ୍‍ଙ୍ଗ୍‍ ବାନ୍ଦିଅଇକ୍‌ରି ଡ୍‌ଣ୍ତ୍ ବଗୁଲେ, ମ୍‍ତର୍ ଇଶ୍ଵରାର୍ ବାକ୍ଯକେ କେ ହେଁ ବାନ୍ଦୁ ନାହାର୍‌ତି।


ତୁମିମ୍‍ନ୍ ଜେଇଲେ ରିଲା ବନ୍ଦିମ୍‌ନ୍‌କାର୍ ଦୁକ୍ କ୍‌ଷ୍ଟକେ ଜାଣିଆଚାସ୍, ଆର୍ ଜ୍‌ଡେବ୍‌ଳ୍ ତୁମାର୍ ଦ୍‍ନ୍ ସ୍‌ମ୍‍ପତି ସ୍‌ବୁକେ ଚାଡାଇ ନିଲାଇ ତ୍‌ବେ ହେଁ ତୁମିମ୍‍ନ୍ ସ୍‌ର୍‌ଦା ଅଇକ୍‌ରି ସ୍‌ବୁ ସ୍‌ମ୍ବାଳି ରିଲାସ୍। କାଇତାକ୍ ତୁମାର୍ ଯେ ଗାଦି ଦ୍‍ନ୍ ସ୍‌ମ୍‍ପତି ସ୍‌ର୍‌ଗେ ଆଚେ ସେରି ତୁମିମ୍‍ନ୍ ଜାଣି ରିଲାସ୍।


ସେତାର୍‍ଗିନେ ପବିତର୍ ଆତ୍ମା କ୍‌ମ୍‌ଲି, “ଆଜି ଯଦି ତୁମି ଇଶ୍ଵରାର୍ ବାକ୍ୟ ଶୁଣାସ୍, ତ୍‌ବେ ତୁମାର୍ ଦାଦିବାବୁ ମ୍‌ନ୍‌କାର୍ ହର୍ ହୁର୍‌ଦୟକେ ଅଟୁଆ ନ୍‌କେରା।


ମ୍‌ତର୍ ଇଶ୍ଵର୍ ଇ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌‍କେ କଇରିଲା ଯେ ସେମ୍‌ନ୍‌କାର୍ ସେବାକାମ୍ ତାକାର୍ ନିଜାର୍ ହାଇଁ ନାଇ ମ୍‌ତର୍ ତୁମାର୍ ହାଇଁ। ସେ କ୍‌ବର୍ ଅମ୍‌ଲି ଯୀଶୁ ଖ୍ରୀଷ୍ଟର୍ ବିଷୟ୍‌ରେ ଗଟେକ୍ ସୁବ୍‌କ୍‌ବର୍ ଜାଇରି ତୁମିମ୍‍ନ୍ ଅବେ ଶୁଣିଆଚାସ୍। ତୁମୁକେ ଲକ୍‌ମ୍‍ନ୍‌କେ ସୁବ୍‌କ୍‌ବର୍ ପର୍‌ଚାର୍ କ୍‌ରୁକେ ଇଶ୍ଵର୍ ସ୍‌ର୍‌ଗେ ହ୍‌ଣି ତାର୍ ପବିତର୍ ଆତ୍ମା ସାଇଜ କ୍‌ରୁକେ ହ୍‌ଟାଇଲା। ଇରି ଅତେକ୍ ଚାନିଆକାମ୍‍ ଯେ ସ୍‌ର୍‌ଗାର୍ ଦୂତ୍‌ମ୍‌ନ୍ ହେଁ ଇ ଗଟ୍‌ଣା ସ୍‌ବୁ ଦ୍‌କୁକେ ବେସି ଇଚାକ୍‌ର୍‌ତି।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ