Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 20:1 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

1 ସେ ମାଡ୍‌ଗଳ୍ ସ୍‌ର୍‌ଲା ହ୍‌ଚେ ପାଉଲ୍ ଚେଲାମ୍‍ନ୍‍କେ କୁଦାଇଲା, ସେମ୍‌ନ୍‌କେ ବିଶ୍‍ବାସେ ବାଡୁକେ ସାହାସ୍ ଦେଇ ବାକ୍ୟ କଇଲା, ଆର୍ ସେମ୍‍ନ୍‍କାର୍ ତ୍‌ଇହ୍‌ଣି ମାକିଦନିଆ ଜିଲା ଗ୍‍ଲା।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

1 ସେ ଗଃଣ୍ଡ୍‌ଗଳ୍‌ ସଃର୍ଲା ହଃଚେ, ପାଉଲ୍‌ ଚେଲାମଃନ୍‌କେ କୁଦି ସେମଃନ୍‌କେ ବଃର୍‌ସା ଦିଲା ଆର୍‌ ସେମଃନାର୍‌ ତଃୟ୍‌ହୁଣି ମେଲାଣି ମାଗି ମାକିଦନିଆକେ ଜଃଉଁକେ ବାରାୟ୍‌ଲା ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 20:1
20 ပူးပေါင်းရင်းမြစ်များ  

ସେତି ସେ ପାଉଲ୍‌କେ ହାଇ ଆନ୍ତିୟଖିଆକେ ଦ୍‍ରି ଆଇଲା, ଇ ଦୁଇ ଲକ୍ ଗଟେକ୍ ବର୍ଷ ଇ ମ୍‌ଣ୍ତଳିର୍ ବିଶ୍‍ବାସିମ୍‌ନ୍‌କାର୍ ସ୍‍ଙ୍ଗ୍‍ ମିସିକ୍‌ରି ଗାଦା ସ୍‌ବୁ ଲକ୍‍ମ୍‍ନ୍‌କେ ଶିକ୍ୟା ଦିଲାଇ। ଆର୍ ଅନ୍ତିୟଖିଆର୍ ଚେଲାମ୍‍ନ୍‍କେ ହ୍‌ର୍‌ତୁ ଖ୍ରୀଷ୍ଟାନ୍ ବ୍‌ଲି ନାଉଁ ଦିଆଅଇଲି।


ସେତିହ୍‍ଣି ଅମିମ୍‍ନ୍ ଫିଲିପ୍ପୀ ସ୍‌ହରେ ଗ୍‌ଲୁ, ଇ ଫିଲିପ୍ପ ରୋମୀୟ ମ୍‌ନ୍‌କାର୍ ମାକିଦନିଆର୍ ଗଟେକ୍ ବ୍‍ଡ୍ ସ୍‌ହର୍ ରିଲି, ସେତି ବେସିଦିନ୍‌ ରିଲୁ।


ସେତି ସେ ରାତି ପାଉଲ୍ ଗଟେକ୍ ଚ୍‍ହ୍‍ନେ ଦ୍‍କ୍‍ଲା ଯେ, ମାକିଦନିଆର୍ ଗଟେଲକ୍ ତାର୍ ଲ୍‌ଗେ ଟିଆଅଇ ତାକେ କାନିକ୍‌ର୍‌ମ୍ ଅଇ କଇଲା, “ମାକିଦନିଆକେ ଆସିକ୍‍ରି ଅମୁକେ ସାଇଜ କ୍‍ର୍।”


ଇ ସ୍‌ବୁ ବିଷୟ୍ ସ୍‌ର୍‌ଲା ହ୍‌ଚେ ପାଉଲ୍ ମାକିଦନିଆ ଜିଲା ଆର୍ ଆଖାୟା ସ୍‌ହର୍ ବାଟ୍ ଅଇ ଯିରୁଶାଲମ୍‌ ସ୍‌ହରେ ଜ୍‌ମ୍‌କେ ମ୍‌ନ୍‌କ୍‌ଲା, ଆର୍ ମ୍‌ନେ ବାବିକ୍‌ରି କଇଲା, ସେତିକେ ଗ୍‍ଲାହ୍‌ଚେ ମକେ ରୋମ୍ ରାଇଜ୍‍କେ ହେଁ ଜ୍‌ମ୍‌କେ ଅଇଦ୍।


ପାଉଲ୍ ତ୍‌ଳେ ଉତ୍‌ରି ତାର୍ ଲ୍‌ଗେ ଆଇଲା ଆର୍ ତାକେ ହ୍‌ଟଳିକ୍‌ରି କଇଲା, “ଚିନ୍‍ତା କ୍‍ରାନାଇ, କାଇତାକ୍ ସେ ଜୀବନ୍ ଆଚେ।”


ସେ ଜୁଇ ଦେଶ୍ ଦେଇ ଜାତିରିଲା ସେ ଦେଶାର୍ ଲକ୍‌ମ୍‍ନ୍‌କେ ମାପ୍‌ରୁର୍ ବାକ୍ୟ କଇକ୍‌ରି ସାସ୍ ଦିଲାହ୍‌ଚେ ସେ ଗ୍ରୀସ୍‌ଦେଶେ ଆଇଲା।


ସେ ଆଖାୟା ଦେଶେ ହଚି ତିନିମାସ୍ ହ୍‌ତେକ୍ ରିଲା, ଜ୍‌ଡେବ୍‌ଳ୍ ଜାଜେ ଚ୍‌ଗି ସିରିୟା ଦେଶ୍‌କେ ଜ୍‌ମ୍‌କେ ଚେଷ୍ଟା କ୍‍ଲା, ସ୍‌ଡେବ୍‌ଳ୍ ସେ ଶୁଣ୍‌ଲା ଯେ ତାର୍ ଜାଜ୍ ଜାତାବାଟେ କ୍‍ତେକ୍ ଯିହୁଦିମ୍‍ନ୍ ତାକେ ମାରୁକେ ଉପାଇ କ୍‌ରୁଲାଇ ବ୍‌ଲି ଶୁଣି, ସେ ମାକିଦନିଆ ଦେଶ୍ ସିରିୟା ବାଟ୍ ଦେଇ ଜ୍‌ମ୍‌କେ ଇଚାକ୍‌ଲା।


ଆର୍ ସେ ସ୍‌ବୁଲକ୍ କାନ୍ଦ୍‌ଲାଇ ଆର୍ ହ୍‌ଟଳା ହ୍‌ଟଳି ଅଇକ୍‌ରି ପାଉଲ୍‌କେ ଚୁମୁକେ ଲାଗ୍‌ଲାଇ,


ସେମ୍‌ନ୍ ଚିନ୍ ଆର୍ ଚମ୍‌ତ୍‍କାର୍ ଗଟ୍‍ଣା ଦ୍ବାରା ପବିତର୍ ଆତ୍ମାର୍ ଶ୍‌କ୍‌ତି ସ୍‌ଙ୍ଗ୍ ଇଶ୍ୱର୍‌କେ ମାନି ଆଚ୍‌ତି। ମୁଇ ଯିରୁଶାଲମ୍‌ ସ୍‌ହର୍ ଲଗେହ୍‍ଣି ଇଲୁରିକ୍ ଜିଲା ଚାରିବାଟାର୍‌ ଜ୍‌ଗାଇ ଖ୍ରୀଷ୍ଟର୍ ସୁବ୍‌କ୍‌ବର୍ ପର୍‌ଚାର୍ କ୍‌ଲେ ଆର୍ ମର୍ ସେ କାମ୍ ସ୍‌ରାଇଲେ।


ପବିତର୍‌ ବାବେ ଆତ୍ ମିସାଇ ତାର୍ ନିଜାର୍ ନିଜାର୍ କେ ଜୁଆର୍ କ୍‍ରା। ଖ୍ରୀଷ୍ଟର୍ ସ୍‌ବୁ ମ୍‌ଣ୍ତଳି ତୁମୁକ୍‌ମ୍‌ନ୍ ଜୁଆର୍ ଜାଣା‍ମ‍ଲାଇ।


ଇତିରିଲା ସ୍‌ବୁ ବାଇମ୍‌ନ୍ ତୁମୁକେ ଜୁଆର୍ ଜାଣାମ୍‌ଲାଇ, ତୁମିମ୍‍ନ୍ ସ୍‌ବୁ ଲକ୍‌ମ୍‍ନ୍‌କେ ତୁମାର୍ ତୁମାର୍ ବିତ୍‌ରେ ଖ୍ରୀଷ୍ଟାନ୍ ଲାଡେ ଆତ୍ ମିସାଇକ୍‌ରି ଜୁଆର୍ କ୍‌ରାକ୍‌ରି ଅଉଆ।


ମ୍‌ତର୍ ମୁଇ ମାକିଦନିଆ ଜିଲା ବାଟ୍ ଅଇ ଜ୍‍ମ୍‍ଲେ, ସେତିହ୍‍ଣି ଆସ୍‌ତାବ୍‌ଳ୍ ତୁମାର୍ ଲ୍‌ଗେ ଆସିନ୍ଦ୍।


ଖ୍ରୀଷ୍ଟାନ୍ ଲାଡେ ନିଜାର୍ ନିଜାର୍ ବିତ୍‌ରେ ଆତ୍ ମିସାଇ ଜୁଆର୍ କ୍‌ରାକ୍‌ରି ଅଉଆ। ଇଶ୍ଵରାର୍ ଲକ୍‍ମ୍‍ନ୍ ତୁମୁକ୍‍ମ୍‌ନ୍‍କେ ଜୁଆର୍ ଜାଣାମ୍‌ଲାଇ।


କାଇତାକ୍ ମାକିଦନିଆ ସ୍‌ହ୍‌ରେ କେଟ୍‍ଲା ଉତାରେ ହେଁ ହ୍‌ଦାଇ ଯୁଜ୍ ଆର୍ ବିତ୍‌ରେ ଡିର୍, ଅନ୍‌କାର୍ ସ୍‌ବୁ ପର୍‌କାର୍ ଦୁକ୍ ବଗ୍ କ୍‌ଲାକେ ଅମାର୍‌ମ୍‌ନ୍‌କାର୍‌ ଗ୍‌ଗାଳ୍ ସୁଦା ବିଶାଉଣି କ୍‍ରି ନ୍‌କେରେ।


ସ୍‌ବୁ ଗଟେକ୍ ତ୍‌ଇ ରୁଣ୍ତ୍‍ଲା ବ୍‍ଳ୍ ସ୍‌ବୁ ବିଶ୍‍ବାସି ବାଇ ବେଣିମ୍‌ନ୍ ଆତ୍ ମିସାଇ, ଯୁଆର୍ କ୍‍ରା।


ତୀମଥି, ମୁଇ ଆରେଗଟ୍‌ତର୍ ତୁମୁକେ କ୍‌ମ୍‌ଲେ, ମୁଇ ଏଫିସ ସ୍‌ହରେ ହ୍‍ଣି ମାକିଦନିଆ ଜିଲାକେ ଜାତା ଆଗେ ଜୁଇରି କ୍‌ରୁକେ ଅନୁରଦ୍ କ୍‍ରି କଇରିଲେ ସେରି ତୁମି ଜାଣିଆଚାସ୍। ଏଫିସ ସ୍‌ହରେ କ୍‌ତିଲକ୍ ଜ୍‌ନ୍‌କ୍‌ରି ମିଚ୍ ଶିକ୍ୟା ନ୍‍ଦେତି,


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ