Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 2:42 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

42 ସେମ୍‍ନ୍ ସେଦିନ୍ ହ୍‍ଣି ହ୍‌ଟାଇଲା ଚେଲାମ୍‌ନ୍‌କାର୍ ତ୍‌ଇହ୍‌ଣି ବାକ୍ୟ ଶୁଣ୍‍ତି ରିଲାଇ, ସେମ୍‍ନ୍ ତାକାର୍ ଦ୍‌ଳେ ମିସିକ୍‌ରି ଶିକ୍ୟା ଦେତା କାମେ, ରୁଟି ବାଙ୍ଗ୍‌ତା କାମେ ଆର୍ ପାର୍‌ତେନା କ୍‌ର୍‌ତା କାମେ ମ୍‌ନ୍ ଦେଇରିଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

42 ସେମଃନ୍ ପେରିତ୍‌ମଃନାର୍‌ ସିକ୍ୟାୟ୍‌, ସଃଙ୍ଗେ ରେତାର୍‌, ରୁଟି ବାଙ୍ଗ୍‌ତା ତଃୟ୍‌, ପାର୍ତ୍‌ନା କଃର୍ତା ତଃୟ୍‌ ମଃନ୍‌ହଃରାଣ୍ ଦଃୟ୍‌ରିଲାୟ୍‌ ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 2:42
35 ပူးပေါင်းရင်းမြစ်များ  

ଆର୍ ସେ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ କାମ୍‌କେ ବ୍‍ସ୍‍ଲା ଆର୍ ରୁଟି ଆତେ ଦ୍‍ରି ଦନ୍ୟବାଦ୍‌ ଦିଲା, ସେ ରୁଟିକେ ବାଙ୍ଗିକ୍‌ରି କାମ୍‌କେ ଦିଲା।


ତାର୍ ହ୍‌ଚେ ସେ ଦୁଇ ଲକ୍ ଜାତାବାଟେ ଜୁଇ ଜୁଇରି ଗଟିରିଲି ସେମ୍‌ନ୍‌କେ କଇଲାଇ, ଯୀଶୁ ରୁଟି ବାଙ୍ଗିକ୍‍ରି ଦିଲା ହ୍‌ଚେ, କ୍‍ନ୍‍କ୍‍ରି ସେମ୍‍ନ୍ ତାକେ ଚିନ୍‌ଲାଇ, ସେ ସ୍‍ବୁକ୍‍ତା ସେମ୍‍ନ୍‍‍କେ କଇଲାଇ।


କ୍‍ତେକ୍ ମାଇଜି ଟକିମ୍‌ନ୍‌କାର୍ ସ୍‍ଙ୍ଗ୍‍ ଆର୍ ଯୀଶୁର୍ ଆଇସି ମରୀୟମାର୍ ସ୍‍ଙ୍ଗ୍‍ ତାର୍ ବାଇସି ମ୍‌ନ୍‌କାର୍ ସ୍‍ଙ୍ଗ୍‍ ଇ ସ୍‌ବୁ ଚେଲାମ୍‌ନ୍ ଗଟେକ୍ ଜାଗାଇ ପାର୍‌ତେନା କ୍‌ରୁକେ ରୁଣ୍ତ୍‌ତି ରିଲାଇ।


ସେ ସେତି ହଚି ସେମ୍‌ନ୍‌କେ ଇଶ୍ୱର୍‌ କ୍‍ନ୍‍କ୍‍ରି ଆଶିର୍‌ବାଦ୍‌ କ୍‌ଲାଆଚେ ସେରି ଦ୍‍କି ବେସି ସ୍‍ର୍‍ଦା ଅଇଲା, ଆର୍ ସେ କଇଲା, “ମାପ୍‌ରୁର୍ ଗିନେ ତୁମାର୍ ସ୍‌ବୁ ହୁର୍‌ଦୟକେ ଦ୍‌ଇକ୍‌ରି ବ୍‍ଲ୍‌କାମ୍‌କ୍‌ରା।”


ସେମ୍‍ନ୍ ଇ ସ୍‌ବୁ ଚେଲାମ୍‍ନ୍‍କେ ନିଜାର୍ ବିଶ୍‍ବାସେ ତିର୍‌ଅଇକ୍‍ରି ରେମ୍‌କେ ଆଦେଶ୍ ଦିଲାଇ, ଆରେକ୍‌ ସେମ୍‍ନ୍ ଶିକ୍ୟା ଦେଇ କଇଲାଇ ଯେ, ଇଶ୍ଵରାର୍ ରାଜିକେ ଜ୍‌ମ୍‌କେ ଅଲେ ଅମିମ୍‍ନ୍ ବେସି ଦୁକ୍‍କ୍‍ଷ୍ଟ ବଗୁକେ ହ୍‌ଳେଦ୍।


ଆରେକ୍‌ ସେମ୍‍ନ୍ ସ୍‌ବୁଦିନ୍ ମ୍‌ନ୍ଦା ଅଇକ୍‌ରି ମନ୍ଦିରେ ରୁଣ୍ତ୍‌ତି ରିଲାଇ ଆର୍ ସେମ୍‍ନ୍ ବ୍‌ଲ୍‌ମ୍‌ନେ ସ୍‍ର୍‍ଦା ଅଇକ୍‌ରି ଇଶ୍ଵରାର୍ ଦନ୍ୟବାଦ୍‌ ଦେତିରିଲାଇ, ଆର୍ ଗ୍‍ରେ ଗ୍‍ରେ ରୁଟି ବାଙ୍ଗିକ୍‌ରି କାତିରିଲାଇ।


ସେ ଆର୍‌ଗଟ୍‌ତର୍‍ ଉହ୍‌ରେ ଗ୍‍ଲା ଆର୍ ରୁଟିକେ ଚିଡାଇଲା, ଆରେକ୍‌ ସେମ୍‍ନ୍ ପ୍ରଭୁ ବଜ୍ କ୍‌ଲାଇ ଆର୍ ମିସିକ୍‌ରି କାଇଲାଇ, ଆରେକ୍‌ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ ସ୍‍କାଳ୍ ହାଉତା ହ୍‌ତେକ୍ କ୍‌ତାବାର୍‍ତା କ୍‍ରି ସେତିହ୍‍ଣି ଗ୍‍ଲାଇ।


ଅମିମ୍‍ନ୍ ସାତ୍ ଦିନାର୍ ହ୍‌ର୍‌ତୁ ଦିନ୍ ଜ୍‌ଡେବ୍‌ଳ୍ ସେମ୍‍ନ୍ ପ୍ରଭୁ ବଜ୍ ମିସିକ୍‌ରି କାତିରିଲାଇ, ସ୍‌ଡେବ୍‌ଳ୍ ପାଉଲ୍ ଲକ୍‌ମ୍‍ନ୍‌କେ ମ୍‌ଜାରାତି ହ୍‌ତେକ୍ ବାକ୍ୟ କଇଲା, କାଇତାକ୍ ସ୍‍କାଳ୍ ଅଇଲେକ୍ ସେ ଜାଗାଚାଡି ଜାତାର୍ ରିଲି।


ପିତର୍ ଆର୍ ଯୋହନ୍‌କେ ସେମ୍‍ନ୍ ଚାଡିଦିଲା ଉତାରେ, ସେମ୍‍ନ୍ ତାକାର୍ ସ୍‌ଙ୍ଗ୍ ମ୍‌ନ୍‌କାର୍ ଲ୍‌ଗେ ଲେଉଟି ଗ୍‍ଲାଇ, ମୁକିଆ ଜାଜକ୍ ଆର୍ ପାରାଚିନ୍‍ମ୍‍ନ୍ ସେମ୍‌ନ୍‌କେ ଜୁଇସ୍‌ବୁ କ୍‌ତା କଇରିଲାଇ, ସେ ସ୍‌ବୁ ସେମ୍‌ନ୍‌କେ ଜାଣାଇଲାଇ।


ସେମ୍‍ନ୍ ପାର୍‌ତେନା କ୍‍ରି ସ୍‌ର୍‌ଲା ହ୍‌ଚେ ଜୁଇ ଜାଗାଇ ସେମ୍‍ନ୍ ରୁଣ୍ତିରିଲାଇ ସେ ଜାଗା ଲ୍‌ଦ୍ ବ୍‌ଦ୍‌ଲି, ସେତିରିଲା ସ୍‌ବୁ ଲକ୍‍ମ୍‍ନ୍ ପବିତର୍ ଆତ୍ମାଇ ହୁରା ଅଇଲାଇ, ଆର୍ ସେମ୍‍ନ୍ ସାହାସ୍ ଅଇକ୍‌ରି ଇଶ୍ଵରାର୍ ବାକ୍ୟ ପର୍‍ଚାର୍ କ୍‌ରୁକେ ଲାଗ୍‌ଲାଇ।


ମ୍‍ତର୍ ଅମିମ୍‍ନ୍ ଦିନ୍‍ସାରା ପାର୍‌ତେନା ଆର୍ ପର୍‍ଚାର୍ ବ୍‌ଲ୍‌ବାବେ କ୍‌ରୁହାରୁନ୍ଦ୍‌।


ବ୍‌ର୍‌ସା ରିଲେକ୍ ସ୍‌ର୍‌ଦା ରିଆ। ଅସୁବିଦା ସାମ୍‌ନା କ୍‌ର୍‌ତାବ୍‌ଳ୍ ତୁମି ସାସ୍ ଦ୍‌ରା ଆର୍ ସ୍‌ବୁବ୍‌ଳ୍ ପାର୍‌ତେନା କ୍‍ରା।


ମାପ୍‌ରୁ ଗିଲାସ୍‌ ଆର୍ ବୁତ୍‌ଆତ୍ମାର୍ ଗିଲାସ୍‌ ତୁମିମ୍‍ନ୍ ଡୁକୁ ନାହାରାସ୍, ମାପ୍‌ରୁ ଟେବୁଲ୍ ଆର୍ ବୁତ୍‌ଆତ୍ମା ଟେବୁଲ୍ ଲ୍‌ଗେ ବ୍‌ସି କାମ୍ ନାହାରାସ୍।


ମୁଇ ତୁମାର୍ ଗିନେ ଗ୍‌ର୍‌ବ୍ କ୍‌ରୁଲେ, କାଇତାକ୍ ତୁମିମ୍‍ନ୍ ମକେ ସ୍‌ବୁବ୍‌ଳ୍ ଏତାମ୍‌ଲାସ୍, ଆର୍ ମୁଇ ଜୁଇସ୍‌ବୁ ଶିକ୍ୟା ଦିଲେଆଚି ସେସ୍‌ବୁ ମାନୁଲାସ୍ ଲାଗି।


ଏ ବାଇମ୍‌ନ୍ ମୁଇ ଯଦି ତୁମାର୍ ଲ୍‌ଗେ ଆସିକ୍‍ରି ବିନ୍‌ ବାଷାଇ କ୍‌ତା କଇନ୍ଦ୍, ମ୍‌ତର୍ ମୁଇ ଇଶ୍ଵରାର୍ ତ୍‌ଇହ୍‌ଣି ହାଇଲା ବାକ୍ୟ, କି ଗ୍ଯାନ୍, କି ବବିଶ୍ବତ୍‌ କ୍‌ତା ସିକ୍‍ତା ବିଷୟ୍ ନ୍‌ଜାଣାଇଲେକ୍, ତ୍‌ବେ ତୁମୁକେ କ୍‍ନ୍‍କ୍‍ରି ଡାଟ୍ କ୍‌ରାଇନ୍।


ଖ୍ରୀଷ୍ଟର୍ ଦୟାରେ ଇଶ୍ଵର୍ ତୁମୁକ୍‌ମ୍‌ନ୍ ତାର୍ ଲକ୍ ଅମ୍‌କେ କୁଦିଆଚେ, ତାର୍ ଲ୍‌ଗେହ୍‌ଣି ତୁମିମ୍‍ନ୍ ମୁଉ ବୁଲାଇ, ଗଟେକ୍ ବିନ୍ ଶିକ୍ଯାକେ ଜୁଇରି କି କ୍‍ତେକ୍ ଲକ୍‍ମ୍‍ନ୍ ସୁବ୍‌କ୍‌ବର୍ ବିଲି କ୍‌ଉତି, ତାର୍ ହ୍‌ଚେ ଜ୍‌ମ୍‌ଲାସ୍, ଇତାର୍ ଗିନେ ମକେ ବେଶିଦୁକ୍‌ ଲାଗୁଲି।


ତୁମିମ୍‍ନ୍ ହ୍‌ଟାଇଲା ଚେଲା ଆର୍ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌‍କାର୍ କୁନାଦି ଉହ୍‍ରେ ତିଆର୍ ଅଇଆଚାସ୍, ଆର୍ ଖ୍ରୀଷ୍ଟ ଯୀଶୁ ସେତିର୍ ମୁଳ୍ ଟେଳା।


ପାର୍‌ତେନା କ୍‍ରି ଇଶ୍ଵର୍‍କେ ଇସ୍‍ବୁ ମାଗା, ସ୍‌ବୁବ୍‌ଳ୍ ପବିତର୍ ଆତ୍ମାର୍ ଇଚାୟ୍ ପାର୍‌ତେନା କ୍‍ରା, ଜାଗ୍‌ରତ୍ ଅଇରିଆ ଆର୍ ଇଶ୍ଵରାର୍ ଲକ୍‌ମ୍‌ନ୍‌କାର୍‌ ଗିନେ ସ୍‌ବୁବ୍‌ଳ୍ ପାର୍‌ତେନା କ୍‍ରା।


ସେତାର୍‍ଗିନେ ମୁଇ ତୁମାର୍ ସ୍‍ବୁଲକାର୍‌ ଗିନେ ସ୍‌ବୁବ୍‌ଳ୍ ସ୍‌ର୍‌ଦାର୍ ସ୍‍ଙ୍ଗ୍‍ ପାର୍‌ତେନା କ୍‌ରୁଲେ।


ତୁମିମ୍‍ନ୍ ଶୁଣିରିଲା ସୁବ୍‍କ୍‍ବର୍ ଉହ୍‌ରେ ବିଶ୍‍ବାସ୍ କ୍‌ଲେକ୍ ଖ୍ରୀଷ୍ଟ ଇ କାମ୍‍କ୍‍ରି ଚାଲେଦ୍। ତୁମିମ୍‍ନ୍ ନିଜାର୍ ବିସ୍‌ବାସେ ଡାଟ୍ ଆର୍ ସ୍‌ତ୍‌ବ୍‌ଲି ମାନିରିଲା ସୁବ୍‌କ୍‌ବର୍ ତୁମୁକ୍‌ମ୍‌ନ୍ ଜୁଇ ବ୍‌ର୍‌ସା ଦେଇଆଚେ ସେତିହ୍‍ଣି ବେମ୍‌ରି ଅଉଆନାଇ। ସେ ସ୍‌ମାନ୍ ସୁବ୍‌କ୍‌ବର୍ ସ୍‌ବୁ ସ୍‌ର୍‌ଗ୍ ତ୍‌ଳେ ରେତା ଲକ୍‌କେ କ୍‌ଉଆ ଅଇଆଚେ, ମୁଇ ସେବାକ୍‌ର୍‌ତା ପାଉଲ୍ ସେ ସ୍‌ମାନ୍ ସୁବ୍‌କ୍‌ବର୍ କ୍‍ମ୍‍କେ ସାସ୍ କ୍‌ଲେଆଚେ।


ସ୍‌ବୁବ୍‌ଳ୍ ପାର୍‌ତେନା କ୍‌ର୍‌ତେରିଆ, ପାର୍‍ତେନା କ୍‌ଲାବ୍‌ଳ୍ ସ୍‌ବୁବ୍‌ଳ୍ ଇଶ୍ଵର୍‍କେ ଦନ୍ୟବାଦ୍‌ ଦିଆସ୍।


ଜୁଇସ୍‌ବୁ ସ୍‌ତ୍ ଶିକ୍ୟା ହାଇକ୍‌ରି ବିଶ୍‍ବାସେ ଅଟୁଆ ଅଇଆଚାସ୍ ସେସ୍‌ବୁ ତ୍‌ଇ ତୁମିମ୍‍ନ୍ ତିର୍‌ଅଇ ରିଆ, ତୁମାର୍ ମାଷ୍ଟେର୍ କେ ସେରି ତୁମି ଜାଣିଆଚାସ୍।


କ୍‍ତେକ୍ ଲକ୍‍ମ୍‍ନ୍ ଜ୍‌ନ୍‌କାର୍ ପାର୍‌ତେନା ଆସୁକ୍ ମ୍‌ନ୍ ନ୍‌କେରୁଲାଇ ଅମିମ୍‌ନ୍ ସେନ୍‍କ୍‌ରି ନ୍‌କେରୁ, ମ୍‌ତର୍ ମାପ୍‌ରୁର୍ ଦିନ୍ ଲ୍‌ଗେ ଆସୁଲି ବ୍‌ଲି ଜାଣିକ୍‌ରି ଅମାର୍ ଅମାର୍ ବିତ୍‌ରେ ସାସ୍ କ୍‌ରାକ୍‌ରି ଅଉତା ଦ୍‌ର୍‌କାର୍।


ମ୍‌ତର୍ ବିଶ୍ବାସ୍‌କେ ଉଣାକ୍‌ରି ନ୍‌ଷ୍ଟ ଅଉତା ଲକ୍ ଅମିନଇ, ଅମିମ୍‌ନ୍ ଅଟୁଆ ବିଶ୍‍ବାସି ଆର୍ ଜୀବନ୍ ଉଦାର୍‌ ହାଇଲାର୍ ଲକ୍‍ମ୍‍ନ୍।


ଜୁଇରି ଅମିମ୍‌ନ୍ ଯିଶୁର୍ ବିଷୟ୍ ଦ୍‌କିଆଚୁ ଆର୍ ଶୁଣିଆଚୁ, ସେରି ତୁମୁକ୍‌ମ୍‌ନ୍ ହେଁ ଜାଣାମ୍‍ଲୁ, ଜ୍‌ନ୍‌କ୍‌ରି ତୁମିମ୍‍ନ୍ ହେଁ ଅମାର୍ ସ୍‌ଙ୍ଗ୍ ମିଳାମିସା ଅମ୍‌ହାରାସ୍। ଆରେକ୍‌ ଅମାର୍‌ମ୍‌ନ୍‌କାର୍‌ ମିଳାମିସା ଉବା ଆର୍ ତାର୍ ହଇସି ଯୀଶୁ ଖ୍ରୀଷ୍ଟର୍ ସ୍‌ଙ୍ଗ୍ ଆଚେ।


ମ୍‍ତର୍ ଇଶ୍ଵର୍ ଜ୍‌ନ୍‌କ୍‌ରି ଉଜାଳ୍ ହର୍ ବ୍‍ଲ୍, ଅମିମ୍‌ନ୍ ଯଦି ତାର୍ ଉଜାଳ୍ ହର୍ ବ୍‌ଲ୍‌କାମ୍ କ୍‌ରୁ, ତ୍‍ବେ ଅମାର୍‌ମ୍‌ନ୍‌କାର୍‌ ନିଜାର୍ ନିଜାର୍ ମିଳାମିସା ଆଚେ, ଆରେକ୍‌, ତାର୍ ହଇସି ଯୀଶୁର୍‌ ବ୍‌ନି ଅମାର୍‌ ସ୍‌ବୁ ପାପେହ୍‌ଣି ଅମୁକ୍‌ମ୍‌ନ୍ ସଫା ସୁତୁରା କ୍‍ରେଦ୍।


ଇ ଖ୍ରୀଷ୍ଟର୍ ଶ୍‍ତ୍‍ରୁମ୍‍ନ୍ ଅମାର୍ ଦ୍‌ଳେ ରିଲାଇ, ମ୍‍ତର୍ ଅମୁକେ ଚାଡି ବାରିଗ୍‍ଲାଇ। ସେମ୍‌ନ୍‌ ସ୍‌ତ୍ ବାବେ ଅମାର୍ ନିଜାର୍ ଲକ୍ ନ୍‌ରିଲାଇ, ଯଦି ସେମ୍‍ନ୍ ଅମାର୍ ନିଜାର୍ ଅଇରିଲେକ୍, ତ୍‍ବେ ସେମ୍‍ନ୍ ଅମାର୍ ସ୍‌ଙ୍ଗ୍ ରିଲାଇ ହ୍‍ଣି। ସେମ୍‍ନ୍ ଅମୁକେ ଚାଡି ବାରିଗ୍‍ଲାଇ ଲାଗି ଇରି ବ୍‌ଲ୍‌କ୍‍ରି ଜାଣୁ ଅଇଲି ଯେ ସେମ୍‌ନ୍ ସ୍‌ତ୍‌କ୍‌ରି ଅମାର୍ ଲକ୍‌ନଇ।


ମ୍‌ତର୍ ଏ ମର୍ ଲାଡାର୍ ବାଇମ୍‌ନ୍, ତୁମିମ୍‍ନ୍ ନିଜାର୍ ପବିତର୍‌ ବିଶ୍ବାସ୍ ଉହ୍‌ରେ ନିଜାର୍ ନିଜାର୍ ଜୀବନ୍‍କେ ତୁମି ବିଶ୍ବାସ୍ କ୍‍ଲା ସ୍‌ତ୍ ଶିକ୍ୟା ଲ୍‌ଗେ ଡାଟ୍‍କ୍‍ରି ତିଆର୍ କ୍‍ରା, ଆର୍ ପବିତର୍ ଆତ୍ମା ସାଇଜରେ ପାର୍‌ତେନା କ୍‍ରା।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ