Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 18:8 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

8 ମ୍‍ତର୍ ପାର୍‌ତେନା ଗ୍‍ରାର୍ ମୁକିଆ କ୍ରୀଷ୍ପ ଆର୍ ତାକାର୍ ଗ୍‍ରାର୍ ସ୍‌ବୁଲକ୍ ମାପ୍‌ରୁର୍ ତ୍‌ଇ ବିଶ୍‍ବାସ୍ କ୍‌ଲାଇ, ଆର୍ କରନ୍ତି ସ୍‌ହରାର୍‌ ଲକ୍‌ମ୍‌ନ୍‌କାର୍‌ ବିତ୍‌ରେ ଶିକ୍ୟା ଶୁଣିକ୍‍ରି ବିଶ୍‍ବାସ୍ କ୍‌ରୁକେ ଲାଗ୍‌ଲାଇ ଆର୍ ଡୁବେନ୍ ନିଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

8 ମଃତର୍‌ ପାର୍ତ୍‌ନା ଗଃରାର୍‌ ମୁଳିକା କ୍ରିସ୍ପ ଆର୍‌ ଗଃର୍‌କୁଟୁମ୍‌ ମାପ୍ରୁକ୍‌ ବିସ୍ୱାସ୍‌ କଃଲାୟ୍‌, ଆର୍‌ କରନ୍ତି ଲକ୍‌ମଃନାର୍‌ ବିତ୍ରେ ଗାଦେକ୍‌ ଲକ୍‌ ସିକ୍ୟା ସୁଣି ବିସ୍ୱାସ୍‌ କଃରୁକେ ଦଃର୍ଲାୟ୍‌ ଆର୍‌ ବାପ୍ତିସମ୍‌ ନିଲାୟ୍‌ ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 18:8
25 ပူးပေါင်းရင်းမြစ်များ  

ତ୍‍ବେ, ତୁମିମ୍‍ନ୍ ଜାଇ ସ୍‍ବୁ ଦେଶାର୍ ଆର୍ ସ୍‍ବୁ ଜାତିର୍‌ ଲକ୍‌ମ୍‍ନ୍‌କେ ଉବା ଇଶ୍ୱର୍‌, ତାର୍ ହଇସି ଯୀଶୁ ଖ୍ରୀଷ୍ଟ, ଆର୍ ପବିତର୍ ଆତ୍ମାର୍ ନାମେ ଡୁବେନ୍ ଦିଆସ୍,


ସେଡେବ୍‍ଳ୍ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରାର୍ ମୁକିଆ ମ୍‌ନ୍‌କାର୍ ବିତ୍‌ରେ ଯାଇର୍‍ସ୍ ନାଉଁ ଗଟେକ୍ ଲକ୍ ଆସି ତାକେଦ୍‍କି ତାର୍ ହାଦ୍‌ତ୍‌ଳେ ହ୍‍ଳି ମୁଣ୍ତିଆ ମାର୍‍ଲା,


ଯୀଶୁ ସେ ମାଇଜିକେ କ୍‌ତା କ୍ଉତାବ୍‍ଳ୍ ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରାର୍ ମୁକିଆ ଯାଇରସାର୍ ଗ୍‍ରେହ୍‍ଣି ଲକ୍ ଆସି କଇଲାଇ, “ତର୍ ଟକି ମ୍‍ଲିନି। ଗୁରୁକେ ଆର୍ କାଇତାକ୍ କ୍‌ଷ୍ଟ ଦେମ୍‌ଲାସ୍?”


ସେ ଗଟେକ୍ ଦ୍‌ର୍‌ମ୍ ଲକ୍‌ରିଲା, ତାର୍ ଗ୍‍ରାର୍ ସ୍‌ବୁଲକ୍ ଇଶ୍ଵରାର୍ ଆରାଦନା କ୍‌ର୍‌ତି ରିଲାଇ, ସେ ଗ୍‌ରିବ୍ ଇନସ୍ତା ତ୍‌ଇରିଲା ଯିହୁଦିମ୍‌ନ୍‌କେ ବେସି ଦାନ୍ କ୍‌ର୍‌ତିରିଲା, ସ୍‌ବୁବ୍‌ଳ୍ ଇଶ୍ଵର୍‍କେ ପାର୍‌ତେନା କ୍‌ର୍‌ତି ରିଲାଇ।


ସେ ଆସିକ୍‍ରି ସେ ବାକ୍ୟ କଇଦେ ଆର୍ ସେ ବାକ୍ୟର୍ ଗିନେ ତୁଇ ଆର୍ ତୁମାର୍ ଗ୍‍ରାର୍ ଲକ୍ ଉଦାର୍‌ ହାଉଆସ୍।


ଆରେକ୍‌, ମୋଶା ବବିଶତ୍ କ୍‌ତା କ୍‌ଉତା ଲକାର୍ ବିଦିବିଦାନ୍ ଆର୍ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌‍କାର୍ ଶାସ୍‌ତର୍ ହଳ୍‌ଲା ହ୍‌ଚେ, ସେ ପାର୍‌ତେନା ଗ୍‍ରାର୍ ମୁକିଆମ୍‌ନ୍ ଇକ୍‍ତା କଇ ହ୍‌ଟାଇଲା, “ଏ ବାଇମନ୍ ଯଦି ଲକ୍‌ମ୍‍ନ୍‌କେ ସ୍‍ର୍‍ଦା କ୍‌ରୁକେ କ୍‌ଉତା କ୍‌ତା ଯଦି ଆଚେ ତ୍‍ବେ ତୁମିମ୍‍ନ୍ ଆସିକ୍‍ରି କ୍‌ଉଆ।”


ହ୍‌ଚେ ସେ ପାଉଲ୍ ଆର୍ ଶୀଲାକେ ତାର୍ ଗ୍‍ରେ ନିଲା ଆର୍ କାମ୍‌କେ ଦିଲା, ତାର୍ ଗ୍‍ରାର୍ ଲକ୍‍ମ୍‍ନ୍ ଇଶ୍ଵରାର୍ ତ୍‌ଇ ବିଶ୍‍ବାସ୍ କ୍‌ଲାଇ ଆର୍ ବେସି ସ୍‍ର୍‍ଦା ଅଇଲାଇ।


ଇ ସ୍‌ବୁ ଗଟ୍‍ଣା ଗଟ୍‍ଲା ହ୍‌ଚେ ପାଉଲ୍ ଏଥେନ୍‌ସ୍‌ ସ୍‌ହରେ ହ୍‍ଣି କରନ୍ତି ସ୍‌ହର୍‌କେ ଗ୍‍ଲା।


ତାର୍‌ହ୍‌ଚେ ସେମ୍‍ନ୍ ପାର୍‌ତେନା ଗ୍‍ରାର୍ ନେତା ସୋସ୍ଥୋନାକେ ଦ୍‌ରିକ୍‌ରି ବିଚାର୍‌ କ୍‌ର୍‌ତା ଜାଗାଇ ତାକେ ମାଡ୍ ମାର୍‌ଲାଇ। ମ୍‍ତର୍ ଗାଲ୍ଲିୟୋନ୍ ସେ ସ୍‌ବୁ କ୍‌ତାର୍ ବିଷୟକେ ମ୍‌ନ୍ ନ୍‍ଦିଲା।


ଜ୍‌ଡେବ୍‌ଳ୍ ଆପୋଲ୍ଲ କରନ୍ତିର୍ ସ୍‌ହରେ ରିଲା, ସ୍‌ଡେବ୍‌ଳ୍ ପାଉଲ୍ ଡଙ୍ଗୁର୍ ଦେଶ୍ ବାଟ୍ ଅଇ ଏଫିସ ସ୍‌ହର୍‌କେ ଆଇଲା, ଆର୍ ସେତି ସେ କ୍‍ତେକ୍ ଚେଲାମ୍‍ନ୍‍କେ ବେଟ୍ ହାଇଲା।


ମ୍‍ତର୍ ଜ୍‌ଡେବ୍‌ଳ୍ ଫିଲିପ୍ପ ଇଶ୍ଵରାର୍ ରାଇଜାର୍ ସୁବ୍‌କ୍‌ବର୍ ଆର୍ ଯୀଶୁ ଖ୍ରୀଷ୍ଟର୍ ବିଷୟେ ପର୍‍ଚାର୍ କ୍‍ଲା, ସ୍‌ଡେବ୍‌ଳ୍ ଲକ୍‍ମ୍‍ନ୍ ତାର୍ କ୍‌ତାକେ ବିଶ୍‍ବାସ୍ କ୍‍ରି, ଅଣ୍ତ୍‌ରା ହିଲା ଆର୍ ମାଇଜି ଟକିମ୍‌ନ୍ ସ୍‌ବୁ ଡୁବେନ୍ ନିଲାଇ।


ମୁଇ କରନ୍ତିୟ ସ୍‌ହରେ ରିଲା ଇଶ୍ଵରାର୍ ମ୍‌ଣ୍ତଳିର୍ ବିଶ୍‍ବାସିମ୍‌ନ୍‌କେ ଇ ଚିଟି ଲେକୁଲେ, ଜୁଇ ଲକ୍‌ମ୍‍ନ୍‌କେ କି ଇଶ୍ଵର୍ ତାର୍ ନିଜାର୍ ପବିତ୍‌ର ଲକ୍‌ କ୍‍ରି ବାଚିଆଚେ, ଆର୍ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ମିସ୍‌ଲାକେ ଇଶ୍ଵରାର୍ ଲକ୍ ଅଇଆତ୍‌ତି, ଆର୍ ସ୍‌ବୁହାକ୍ ଅମାର୍ ଆର୍ ତାକାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଆରାଦନା କ୍‌ରୁକେ ଗଟେକ୍ ଟାଣେ ରୁଣ୍ତଲାଇ ଆତ୍‍ତି।


ଇଶ୍ଵରାର୍ ଇଚାଇ ବାଚିଅଇରିଲା ଖ୍ରୀଷ୍ଟ ଯୀଶୁର୍‌ ଏକ୍‍ଲା ହ୍‌ଟାଇଲା ଚେଲା ମୁଇ ପାଉଲ୍ ଆର୍ ମର୍‌ସ୍‍ଙ୍ଗ୍‌ ରେତା ବାଇ ତୀମଥି ତୁମୁକ୍‌ମ୍‌ନ୍ ଜୁଆର୍ ଜାଣାମ୍‍ଲୁ, କରନ୍ତି ସ୍‌ହରାର୍ ଇଶ୍ଵରାର୍ ମ୍‌ଣ୍ତଳି ଆର୍ ସ୍‌ବୁ ଆଖାୟା ଜିଲାଇ ରେତା ଇଶ୍ଵରାର୍ ସାଦୁ ଲକ୍‌ମ୍‌ନ୍‌କାର୍‌ ହାଇଁ ଇ ଚିଟି


ମ୍‍ତର୍ ମୁଇ ଇଶ୍ଵର୍‍କେ ସାକି ମାନି ମର୍ ଜୀବନେ ସ୍‌ପତ୍ କ୍‌ରୁଲେ ଯେ, ତୁମାର୍‌ମ୍‌ନ୍‌କାର୍ ଲାଗି ଦୟା ଦ୍‍କି କରନ୍ତିକେ ଆର୍ ଗଟେତର୍ ଜାଇନ୍‌କେରି।


ଏ କରିନ୍ଥୀୟ ସ୍‌ହ୍‌ରେ ରେତା ମ୍‌ଣ୍ଡଲିର୍ ବିଶ୍‍ବାସି ବାଇମ୍‌ନ୍, ଅମି ହୁରା କୁଲା ମ୍‌ନ୍‌ରେ ତୁମାର୍‌ମ୍‌ନ୍‌କାର୍ ସ୍‌ଙ୍ଗ୍ କ୍‌ତା ଅଇଆଚୁ। ଅମି ଅମାର୍ ହୁର୍‌ଦୟ୍ ତୁମାର୍‌ମ୍‌ନ୍‌କାର୍ ହାଇଁ କଲି ଦ୍‌ଇଆଚୁ।


ଏରାଷ୍ଟ କରନ୍ତିୟ ତ୍‌ଇ ତେବ୍‌ଲା ଆଚେ, ତ୍ରଫିମ ଜର୍‍ ଅଇଲା ଲାଗି ମୁଇ ତାକେ ମୀଲୀତ ଦୀପେ ଚାଡିକ୍‌ରି ଆସିଆଚି।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ