Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 18:28 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

28 ଯୀଶୁ ଯେ ଖ୍ରୀଷ୍ଟ ଇକ୍‍ତା ସେ ଦ୍‌ର୍‌ମ୍ ଶାସ୍‌ତରାର୍ ବାକ୍ୟ ସ୍‍ଙ୍ଗ୍‍ ଦ୍‌କାଇକ୍‌ରି ଶ୍‌କ୍‌ତି ସ୍‍ଙ୍ଗ୍‍ ପର୍‍ଚାର୍ କ୍‌ର୍‌ତିରିଲା, ତ୍‍ବେ ଯିହୁଦିମ୍‍ନ୍ ସ୍‌ବୁ ତାର୍ ତ୍‌ଇହ୍‌ଣି ଜିଣୁ ନାହାର୍‌ତି ରିଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

28 କାୟ୍‌ତାକ୍‌ବଃଲେକ୍‌ ଜିସୁ ଜେ କ୍ରିସ୍ଟ, ଇରି ଦଃର୍ମ୍‌ ସାସ୍ତର୍‌ ତଃୟ୍‌ହୁଣି ବୁଜାୟ୍‌ ସେ ଡାକେହାକେ ସଃକ୍ତିର୍‌ ସଃଙ୍ଗ୍ ଜିଉଦିମଃନାର୍‌ କଃତାକ୍‌ କାଟ୍‌ତିରିଲା ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 18:28
12 ပူးပေါင်းရင်းမြစ်များ  

ଆରେକ୍‌, ସେ ହିଲା ଇଶ୍ଵରାର୍ ବୁଦି ହାଇ ଆତ୍ମାଇ ଶ୍‌କ୍‌ତିମାନ୍ ଅମ୍‍କେ ଲାଗ୍‍ଲା, ଆରେକ୍‌ ଇସ୍ରାଏଲ୍ ଲକ୍‍ମ୍‍ନ୍‍କାର୍ ଲ୍‌ଗେ ଇଶ୍ଵରାର୍ ସେବା ଜାଣାଇ ନ୍‍ଉତା ହ୍‍ତେକ୍, ସେ ଶୁନ୍‌ସାନ୍ ଜାଗାଇ ରିଲା।


ମୋଶାର୍‌ ବିଦିବିଦାନ୍ ଆର୍ ବିନ୍‌ସ୍‌ବୁ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ଲେକିରିଲା ବାକ୍ୟ ତ୍ଇହ୍‍ଣି ଆରମ୍ କ୍‍ରି ସ୍‍ବୁ ଦ୍‌ର୍‌ମ୍ ଶାସ୍‌ତର୍ ତ୍‌ଇ ତାର୍ ବିଷୟେ ଲେକିରିଲା କ୍‌ତାସ୍‍ବୁ ସେମ୍‍ନ୍‍‍କେ ବୁଜାଇ ଦିଲା।


ଆର୍ ଯୀଶୁ ସେମ୍‍ନ୍‍‍କେ କଇଲା, “ମୋଶାର୍ ବିଦିବିଦାନ୍ ତ୍‌ଇ, ଆର୍ ବବିଶତ୍ କ୍‌ତା କ୍‌ଉତାଲକ୍ ମନାର୍ ଶାସ୍‌ତର୍ ତ୍‌ଇ, ଗିତ୍ ଶାସ୍‌ତର୍ ତ୍‌ଇ ମର୍ ବିଷୟେ ଜୁଇସ୍‌ବୁ କ୍‌ତା ଲେକା ଅଇଆଚେ, ସେ ସ୍‍ବୁ ବିଷୟ୍ ହୁରାଅଇଦ୍ ବ୍‍ଲି ମୁଇ ତୁମାର୍ ସ୍‍ଙ୍ଗ୍‍ ରିଲାବ୍‍ଳ୍ ଇ ସ୍‍ବୁକ୍‍ତା ତୁମୁକ୍ କଇରିଲେ, ଆର୍ ସେ ସ୍‍ବୁକ୍‍ତା ସ୍‌ତ୍ ଅଇଲି।”


ତୁମିମ୍‍ନ୍ ଦ୍‌ର୍‌ମ୍ ଶାସ୍‌ତର୍ ହଳି, ସେତି ନ୍‌ସେର୍‌ତା ଜୀବନ୍ ହାମ୍‌ନ୍ଦ୍‌ବ୍‌ଲି କଜୁଲାସ୍, ମ୍‍ତର୍ ସେ ଦ୍‌ର୍‌ମ୍ ଶାସ୍‌ତର୍ ମର୍ ବିଷୟେ ସାକି ଦେମ୍‌ଲି।


ଆର୍ ଖ୍ରୀଷ୍ଟ ଯେ ଦୁକ୍ ବଗ୍ କ୍‍ରେଦ୍ ଆର୍ ମ୍‌ରେଦ୍ ତାର୍‌ହ୍‌ଚେ ଜୀବନ୍ ହାଇକ୍‍ରି ଉଟ୍‌ତା ଲଡାରିଲି ବ୍‌ଲି ଦ୍‌ର୍‌ମ୍ ଶାସ୍‌ତରାର୍ ବାକ୍ୟ ବୁଜାଇକ୍‍ରି ଦ୍‍କାଇ ଦିଲା। ପାଉଲ୍ କଇଲା, ଜୁଇ ଯୀଶୁର୍ ବିଷୟେ ମୁଇ ପର୍‍ଚାର୍ କ୍‌ରୁଲେ ସେ ହ୍‌କା ଖ୍ରୀଷ୍ଟ।


ସେ ମାପ୍‌ରୁର୍ ନ୍‌ସେର୍‌ତା ଜୀବନାର୍ ବାଟ୍ ବିଷୟେ ଶିକ୍ୟା ହାଇରିଲା, ଆର୍ ବେସି ସ୍‍ର୍‍ଦା ଅଇକ୍‌ରି ଯୀଶୁର୍ ବାକ୍ୟକେ ଲକ୍‍ମ୍‍ନ୍ ବୁଜ୍‌ଲାହର୍ ଶିକ୍ୟା ଦେତିରିଲା, ମ୍‍ତର୍ ସେ ସ୍‌ଡେବ୍‌ଳ୍ ହ୍‌ତେକ୍ ଡୁବେନ୍ ଦେତା ଯୋହନାର୍ ବିଷୟ୍ ହ୍‌କା ଜାଣିରିଲା।


ଜ୍‌ଡେବ୍‌ଳ୍ ଶୀଲା ଆର୍ ତୀମଥି ମାକିଦନିଆ ସ୍‌ହରେ ହ୍‍ଣି ଆଇଲାଇ, ସ୍‌ଡେବ୍‌ଳ୍ ପାଉଲ୍ ଯୀଶୁର୍ ସୁବ୍‌କ୍‌ବର୍ ଯିହୁଦିମ୍‌ନ୍‌କାର୍ ଲ୍‌ଗେ ପର୍‍ଚାର୍ କ୍‍ଲା, ସେ ଯୀଶୁ ଖ୍ରୀଷ୍ଟ ବ୍‌ଲି ସାକି ଦେତିରିଲା।


ସେତାର୍‍ଗିନେ ଫିଲିପ୍ପ ଟଣ୍ତ୍ ହୁଟାଇକ୍‌ରି ଦ୍‌ର୍‌ମ୍ ଶାସ୍‌ତରାର୍ ଇ ବାକ୍ୟ କ୍‍ମ୍‍କେ ଆରାମ୍ କ୍‍ରି ତାର୍ ଲ୍‌ଗେ ଯୀଶୁର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ଲା।


ମ୍‍ତର୍ ଶାଉଲ ଅଦିକ୍ ଶ୍‌କ୍‌ତିଶାଳି ଅଇ ଉଟ୍‌ଲା, ଆରେକ୍‌ ଏ ଯେ ଖ୍ରୀଷ୍ଟ ଇରି ହ୍‌ର୍‌ମାଣ୍‌ କ୍‍ରି ଦମେସ୍‌କ ସ୍‌ହର୍‌ବାସି ଯିହୁଦିମ୍‌ନ୍‌କେ ଚୁପ୍‌ଚାପ୍‌ କ୍‌ର୍‌ତି ରିଲାଇ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ