ପେରିତ୍ 16:23 - ବ୍ଡ଼୍ ହ୍ର୍ଜା ବାଇବଲ23 ସେମ୍ନ୍କେ ମାଡ୍ ମାର୍ଲା ହ୍ଚେ ଜେଇଲେ ସ୍ଙ୍ଗାଇଲାଇ ଆର୍ ସେ ଜେଇଲାର୍ ଅଦିକାରିକେ ବ୍ଲ୍ବାବେ ଜାଗୁକେ ଆଦେଶ୍ ଦିଲାଇ। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍23 ସେମଃନ୍ ସେମଃନ୍କେ ଜଃବର୍ ମାର୍ଲାୟ୍, ଆର୍ ଜଃଇଲ୍ ଗଃରେ ହୁରାୟ୍ କଃରି ଜଃଇଲାର୍ ଅଃଦିକାରିକ୍ ସେମଃନ୍କେ ଜାଗ୍ରତେ ଜାଗିରେଉଁକେ କୟ୍ଲାୟ୍ ।” အခန်းကိုကြည့်ပါ။ |
ମୁଇ କାଇରି ବ୍ୟା ହର୍ କ୍ମ୍ଲେ, ସେମ୍ନ୍ କାଇରି ଖ୍ରୀଷ୍ଟର୍ ଦାସ୍? ତ୍ବେ ମୁଇ ସେମ୍ନ୍କାର୍ ତ୍ଇହ୍ଣି ଅଦିକ୍ ବେଶି ଖ୍ରୀଷ୍ଟର୍ ବ୍ଡ୍ ଦାସ୍ ବ୍ଲି ବାବୁଲେ, କାଇତାକ୍ ମୁଇ ସେମ୍ନ୍କାର୍ ତ୍ଇହ୍ଣି ଅଦିକ୍ କ୍ଷ୍ଟ ହ୍ଳ୍ଲେ ଆଚି, ଆର୍ ଅଦିକ୍ ଜ୍ଇଲେ ରିଲେଆଚି, ଆର୍ ବେସି କର୍ଡା ସ୍ଙ୍ଗ୍ ମାଡ୍ କାଇଲେ ଆଚି, ଆର୍ ହେଁ ଅଦିକ୍ ସମୟ୍ ମ୍ର୍ତା ଉହ୍ରେ ରିଲେ।
ତୁମି ଜୁଇସ୍ବୁ ଦୁକ୍ ବଗୁକେ ଜ୍ମ୍ଲାସ୍, ସେତାର୍ଗିନେ ଡିରାନାଇ। ମୁଇ ଜାଣି, ତୁମାର୍ମ୍ନ୍କାର୍ ବିତ୍ରେହ୍ଣି କ୍ତେକ୍ ଲକ୍କେ ଶଇତାନ୍ ବନ୍ଦିଗ୍ରେ ର୍କେଦ୍। ସେ ତୁମୁକ୍ମ୍ନ୍ ପରିକ୍ୟା କ୍ରୁକେ ଅନ୍କାର୍ କ୍ରେଦ୍। ତୁମିମ୍ନ୍ ଦ୍ଶ୍ ଦିନ୍ ହ୍ତେକ୍ ଦୁକ୍କ୍ଷ୍ଟ ହାଉଆସ୍। ମ୍ତର୍ ସ୍ତ୍ରେ ରିଆ, କାଇତାକ୍ ଅମ୍ହାରେ ତୁମୁକେ ମ୍ରୁକେ ହେଁ ଅଇଦ୍। ଯ୍ଦି ତୁମି ସ୍ତ୍ ସ୍ଙ୍ଗ୍ ରିଆସ୍, ତ୍ବେ ମୁଇ ତୁମୁକେ ନ୍ସେର୍ତା ଜୀବନ୍ ଟହ୍ରିହ୍ର୍ ଇନାମ୍ ଦ୍ଇନ୍ଦ୍।”