Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 15:22 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

22 ସ୍‌ଡେବ୍‌ଳ୍ ହ୍‌ଟାଇଲା ଚେଲାମ୍‌ନ୍, ମ୍‌ଣ୍ତଳିର୍ ପାରାଚିନ୍‍ମ୍‍ନ୍, ଆର୍ ମ୍‌ଣ୍ଡଳିର୍ ସ୍‌ବୁ ଦ୍‌ଳାର୍ ଲକ୍‌ମ୍‍ନ୍‌କେ ବାଚିକ୍‌ରି ପାଉଲ୍ ଆର୍ ବର୍ଣ୍ଣବାର୍ ସ୍‍ଙ୍ଗ୍‍ ସେମ୍‌ନ୍‌କେ ଆନ୍ତିୟଖିଆକେ ହ୍‌ଟାମ୍‌କେ ଟିକ୍ କ୍‌ଲାଇ। ବର୍ଶବା ନାଉର୍ ଯୀହୂଦା ବ୍‌ଲି କ୍‌ଉତି ତାକେ ଆର୍ ଶୀଲାକେ ସେମ୍‍ନ୍ ବାଚ୍‌ଲାଇ। ଇ ଲକ୍‌କେ ବିଶ୍‍ବାସିମ୍‌ନ୍‌ ବେସି ମାନ୍‍ତି ରିଲାଇ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

22 ତାର୍‌ହଃଚେ ପେରିତ୍‌ ଆର୍‌ ପାରାଚିନ୍‌ମଃନ୍ ସଃବୁ ମଣ୍ଡ୍‌ଳି ସଃଙ୍ଗ୍ ତାକାର୍‌ ତାକାର୍‌ ବିତ୍ରାର୍‌ ଲକ୍‌, ବଃଲେକ୍‌ ବାୟ୍‌ମଃନାର୍‌ ବିତ୍ରେ ମୁଳିକା ବର୍ସବା ନାଉଁଏ ଡାକ୍‌ହୁଟା ଜିଉଦା ଆର୍‌ ସିଲାକ୍‌ ବାଚି କଃରି ପାଉଲ୍‌ ଆର୍‌ ବର୍ନବା ସଃଙ୍ଗ୍ ଆନ୍ତିଅକିଆକ୍‌ ହଃଟାଉଁକ୍‌ ତିର୍‌ କଃଲାୟ୍‌ ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 15:22
29 ပူးပေါင်းရင်းမြစ်များ  

ତ୍‍ବେ ହ୍‌ଟାଇଲା ଚେଲାମ୍‌ନ୍ ଦୁଇ ଲକ୍‌କେ ବାଚ୍‌ଲାଇ, ସେମ୍‍ନ୍ ଅଇଲାଇ ବର୍ଶବା ଜାକେ କି ଯୋଷେପ୍ ବ୍‌ଲି କ୍‌ଉତି, ତାର୍ ଆରେଗଟ୍ ନାଉଁ ଅଇଲି ଯୂସ୍ତ, ତାକେ ଆର୍ ମଥିୟକେ, ବିନେ କ୍‍ରି ଚେଲାମ୍‌ନ୍ ପାର୍‌ତେନା କ୍‌ଲାଇ,


ସେତାକ୍ ସ୍ତିଫାନ୍‌କେ ମ୍‌ର୍‌ନେ ମାର୍‍ଲା ହ୍‌ଚେ ଚିନ୍‍ବିନ୍ ଅଇ ଜାଇରିଲାଇ ବିଶ୍‍ବାସିମ୍‌ନ୍‌ ଫେନିକିଆ, ସାଇପ୍ରସ୍, ଆର୍ ଆନ୍ତିୟଖିଆ ସ୍‌ହର୍ ହ୍‌ତେକ୍ ବୁଲି ଚୁଚାଇ ଯିହୁଦି ଲକାର୍‌ ଲଗେ ହ୍‌କା ପର୍‍ଚାର୍ କ୍‌ଲାଇ।


ମ୍‍ତର୍ ସେମ୍‍ନ୍‍କାର୍ ବିତ୍‌ରେ କ୍‍ତେକ୍ ବିଶ୍‍ବାସିମ୍‌ନ୍‌ ସାଇପ୍ରସ୍ ଆର୍ କୂରୀଣୀୟାର୍ ଲକ୍ ଆନ୍ତିୟଖିଆ ଜାଇକ୍‍ରି ଯିହୁଦି ଚାଡି ବିନ୍‌ଜାତିର୍ ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ଯୀଶୁ ମାପ୍‌ରୁର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରୁକେ ଲାଗ୍‌ଲାଇ।


ସେମ୍‍ନ୍‍କାର୍ ଇକ୍‍ତା ଯିରୁଶାଲମାର୍ ମ୍‌ଣ୍ତଳିର୍ ଲକ୍ ଶୁଣ୍‌ଲାଇ, ସ୍‌ଡେବ୍‌ଳ୍ ସେମ୍‍ନ୍ ବର୍ଣ୍ଣବାକେ ଆନ୍ତିୟଖିଆକେ ହ୍‌ଟାଇଲାଇ।


ସ୍‌ଡେବ୍‌ଳ୍ ଯିରୁଶାଲମ୍‌ ହ୍‍ଣି କ୍‍ତେକ୍ ବବିଶତ୍ କ୍‌ତା କ୍‌ଉତାଲକ୍ ଆନ୍ତିୟଖିଆକେ ଆଇଲାଇ।


ଇ ଦୁଇଲକାର୍ ଆତେ ସେମ୍‍ନ୍ ଚିଟି ଲେକି ହ୍‌ଟାଇଲାଇ, ଆନ୍ତିୟଖିଆ, ସିରିୟା, କିଲିକିଆ ତ୍‌ଇହ୍‌ଣି ଆସିରିଲା ଯିହୁଦି ଚାଡି ବିନ୍‍ଜାତି ବାଇ ବେଣିମ୍‌ନ୍ ହ୍‌ଟାଇଲା ଚେଲାମ୍‌ନ୍ ଆର୍ ମ୍‌ଣ୍ତଳିର୍ ପାରାଚିନ୍‍ମ୍‍ନ୍ ଜୁଆର୍ ଜାଣାମ୍‌ଲାଇ।


ସେମ୍‌ନ୍‌କେ ଅମି ଅମାର୍ ବ୍‍ଲ୍ ସାଙ୍ଗ ପାଉଲ୍ ଆର୍ ବର୍ଣ୍ଣବା ସ୍‍ଙ୍ଗ୍‍ ହ୍‌ଟାମ୍‌ଲୁ, ଏମ୍‌ନ୍ ଯୀଶୁ ଖ୍ରୀଷ୍ଟର୍ ଗିନେ ତାକାର୍ ଜୀବନ୍ ଦେମ୍‌କେ ଇଚା କ୍‌ଲାଇ ଆତ୍‍ତି,


ଅମିମ୍‍ନ୍ ଯୀହୂଦା ଆର୍ ଶୀଲାକେ ତୁମାର୍ ଲ୍‌ଗେ ହ୍‌ଟାମ୍‌ଲୁ, ଜୁଇରି ସ୍‌ବୁ ଅମି ଲେକି ଆଚୁ ସେସ୍‍ବୁ ସେମ୍‍ନ୍ ତୁମୁକ୍ କ୍‌ଉତି।


ମ୍‌ଣ୍ତଳି ସେମ୍‌ନ୍‌କେ ସ୍‌ବୁବାଟ୍ ଜ୍‌ତୁନ୍ କ୍‍ରି ହ୍‌ଟାଇଲାଇ, ତ୍‍ବେ ସେମ୍‍ନ୍ ଫେନିକିଆ ଆର୍ ଶମିରୋଣ ବାଟ୍ ଅଇ ଜ୍‌ମ୍ ଜ୍‌ମ୍ ଯିହୁଦି ଚାଡି ବିନ୍‍ଜାତି ଲକ୍‍ମ୍‍ନ୍ କ୍‍ନ୍‍କ୍‍ରି ଇଶ୍ଵରାର୍ ଲ୍‌ଗେ ବିଶ୍‍ବାସ୍ କ୍‍ରି ମ୍‌ନ୍ ବାଦ୍‍ଲାଉତି ସେ ବିଷୟ୍ ସେମ୍‍ନ୍ ଜାଣାଇଲାଇ, ଇବିଷୟ୍ ଶୁଣିକ୍‍ରି ସେ ସ୍‌ବୁ ବିଶ୍‍ବାସି ବାଇମ୍‌ନ୍ ବେସି ସ୍‍ର୍‍ଦା ଅଇଲାଇ।


ସେ କ୍‌ବର୍ କାରିଆମ୍‌ନ୍ ଆନ୍ତିୟଖିଆ ସ୍‌ହର୍‌କେ ଆଇଲାଇ, ଆର୍ ସ୍‌ବୁ ବିଶ୍‍ବାସି ଲକ୍‌ମ୍‍ନ୍‌କେ ରୁଣ୍ଡାଇ କ୍‍ରି ସେ ଚିଟିକେ ଦିଲାଇ।


ଆରେକ୍‌ ଯୀହୂଦା ଆର୍ ଶୀଲା ନିଜେ ସେମ୍‍ନ୍ ବବିଶତ୍ କ୍‌ତା କ୍‌ଉତାଲକ୍ ରିଲାଇ ଲାଗି ସେମ୍‍ନ୍ ବିଶ୍‍ବାସିମ୍‌ନ୍‌କେ ସାସ୍ ଦେଇ କ୍‌ତା କଇକ୍‌ରି ସେମ୍‌ନ୍‌କେ ଶାନ୍‌ତି ଦିଲାଇ।


ମ୍‍ତର୍ ପାଉଲ୍ ଶୀଲାକେ ଦ୍‍ରି ବାଇମ୍‌ନ୍‌କାର୍ ତ୍‌ଇହ୍‌ଣି ମାପ୍‌ରୁର୍ ଆଶିର୍‌ବାଦେ ସ୍‌ହ୍‌ରି ଅଇଗ୍‌ଲାଇ,


ମ୍‍ତର୍ ସେ ଟକିର୍ ସାଉକାର୍‌ମ୍‌ନ୍ ଅବେ ଅମାର୍ ଡାବୁ ହାଉତାର୍ ଆଶା ବୁଡ୍‌ଲି ବ୍‌ଲି ବାବ୍‌ଲା, ପାଉଲ୍ ଆର୍ ଶୀଲାକେ ଦ୍‍ରି ବାନ୍ଦି ସ୍‌ହରେ ନେତାମ୍‌ନ୍‌କାର୍ ଲ୍‌ଗେ ବିଚାର୍‌ କ୍‌ର୍‌ତା ଟାଣେ ଜିକିକ୍‍ରି ନିଲାଇ।


ମ୍‍ତର୍ ମ୍‌ଜାରାତି ପାଉଲ୍ ଆର୍ ଶୀଲା ଇଶ୍ଵରାର୍ ଲ୍‌ଗେ ପାର୍‌ତେନା କ୍‍ର୍‍ତିରିଲାଇ ଆର୍ ଗିତ୍ କ୍‌ଉତିରିଲାଇ, ଇରି ବିନ୍‌ସ୍‌ବୁ ଜେଇଲେ ରିଲା ବନ୍ଦିମ୍‌ନ୍ ଶୁଣ୍‍ତି ରିଲାଇ।


ତାର୍‌ହ୍‌ଚେ ସେ ଜେଇଲାର୍ ଅଦିକାରି ବେଗି କୁପି ଆଣୁକେ କଇଲା, ଆର୍ ତ୍‌ର୍‌ତ୍‌ରି କ୍‍ରି ପାଉଲ୍ ଆର୍ ଶୀଲାର୍ ଗଡ୍‌ତ୍‌ଳେ ଅଦୁର୍‌ଲା,


ଆରେକ୍‌ ବାଇମ୍‌ନ୍ ରାତି ଅଇଲାକ୍ ବିଶ୍‍ବାସିମ୍‌ନ୍‌କେ ପାଉଲ୍ ଆର୍ ଶୀଲାକେ ବେରିୟା ସ୍‌ହର୍‌କେ ହ୍‌ଟାଇ ଦିଲାଇ। ସେମ୍‍ନ୍ ସେତି କେଟି ଯିହୁଦିମ୍‌ନ୍‌କାର୍ ପାର୍‌ତେନା ଗ୍‍ରେ ଗ୍‍ଲାଇ।


ବିଶ୍‍ବାସିମ୍‌ନ୍‌ ସ୍‌ଙ୍ଗେ ସ୍‌ଙ୍ଗେ ପାଉଲ୍‌କେ ସ୍‍ମ୍‍ଦୁର୍ କ୍‌ଣ୍ତାଇ ହ୍‌ଟାଇ ଦିଲାଇ, ମ୍‍ତର୍ ଶୀଲା ଆର୍ ତୀମଥି ଦୁଇ ଲକ୍ ବେରିୟା ସ୍‌ହର୍‌ ଲ୍‌ଗେ ରିଲାଇ।


ସେମ୍‍ନ୍‍କାର୍ ବିତ୍‌ରେ କ୍‍ତେକ୍ ଲକ୍‍ମ୍‍ନ୍ ପାଉଲ୍ ଆର୍ ଶୀଲାର୍ ପ୍ରଚାରେ ସେବା କ୍‍ରି ତାକାର୍ ଦ୍‌ଳେ ମିସ୍‌ଲାଇ। ସେନ୍‍କ୍‌ରି ବେସି ମାନ୍‍ତି ହାଉତା ମାଇଜି ଟକିମ୍‌ନ୍, ଆର୍ ଇଶ୍ଵରାର୍ ଡିର୍‌ତି ରିଇଲା ଗ୍ରୀକ୍ ବକ୍ତ ଲକ୍‌ମ୍‌ନ୍‌କାର୍‌ ଗଟେକ୍ ବ୍‍ଡ୍ ଦ୍‌ଳ୍ ହେଁ ସେମ୍‍ନ୍‍କାର୍ ସ୍‍ଙ୍ଗ୍‍ ମିସ୍‌ଲାଇ।


ଜ୍‌ଡେବ୍‌ଳ୍ ଶୀଲା ଆର୍ ତୀମଥି ମାକିଦନିଆ ସ୍‌ହରେ ହ୍‍ଣି ଆଇଲାଇ, ସ୍‌ଡେବ୍‌ଳ୍ ପାଉଲ୍ ଯୀଶୁର୍ ସୁବ୍‌କ୍‌ବର୍ ଯିହୁଦିମ୍‌ନ୍‌କାର୍ ଲ୍‌ଗେ ପର୍‍ଚାର୍ କ୍‍ଲା, ସେ ଯୀଶୁ ଖ୍ରୀଷ୍ଟ ବ୍‌ଲି ସାକି ଦେତିରିଲା।


ଶମିରୋଣର୍‌ ଲକ୍‍ମ୍‍ନ୍ ଯେ ଇଶ୍ଵରାର୍ ବାକ୍ୟ ମାନିଆତ୍‌ତି ଇରି ଜ୍‌ଡେବ୍‌ଳ୍ ଯିରୁଶାଲମ୍‌‌ମେ ରେତା ହ୍‌ଟାଇଲା ଚେଲାମ୍‌ନ୍ ଶୁଣ୍‌ଲାଇ, ସ୍‌ଡେବ୍‌ଳ୍ ସେମ୍‌ନ୍‌ ପିତର୍ ଆର୍ ଯୋହନ୍‌କେ ସେମ୍‌ନ୍‌କାର୍‌ ଲ୍‌ଗେ ହ୍‌ଟାଇଲାଇ।


ଇଶ୍ଵରାର୍ ହଇସି ଯୀଶୁ ଖ୍ରୀଷ୍ଟ, ଜାର୍ ବିଷୟେ ମୁଇ, ବାଇ ସିଲା ଆର୍ ତୀମଥି ତୁମୁକ୍‌ମ୍‌ନ୍ ପର୍‌ଚାର୍ କ୍‌ରିଆଚୁ ସେ କ୍‌ବେ ଗଟେକ୍ ଲକ୍ କେ “ହେଁ ତର୍ କାମ୍ ମୁଇ କ୍‌ରିନ୍ଦ୍” ବ୍‌ଲି କ୍‌ଇ ସେରି କ୍‍ରି ନ୍‌କେରେ ସେନ୍‌କାର୍ କ୍‌ବେ ଅଇନ୍‌କେରେ। ସେ ଜାଇରି କ୍‌ଇଦ୍ ସେରି କ୍‍ରେଦ୍।


ପାଉଲ୍, ସିଲା ଆର୍ ତୀମଥିର୍ ତ୍ଇହ୍‍ଣି ଥେସଲନିକିୟ ସ୍‌ହରାର୍ ମ୍‌ଣ୍ତଳିଲ୍‌ଗେ ଇ ଚିଟି ଲେକୁଲୁ, ଜୁଇ ମ୍‌ଣ୍ତଳି ଉବା ଇଶ୍ଵର୍ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ତ୍‌ଇ ଆଚେ। ମୁଇ ପାର୍‌ତେନା କ୍‌ରୁଲେ ତୁମାର୍‌ମ୍‌ନ୍‌କାର୍ ତ୍‌ଇ ଉବା ଇଶ୍ଵରାର୍ ଦୟା ଆର୍ ଶାନ୍‌ତି ଅଉଅ।


ପାଉଲ୍, ସିଲା ଆର୍ ତୀମଥିର୍ ତ୍‌ଇହ୍‌ଣି ଇ ଚିଟି ଜୁଇସ୍‌ବୁ ଲକ୍ ଉବା ଇଶ୍ଵର୍ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ତ୍‌ଇ ଥେସଲନିକିୟ ସ୍‌ହରାର୍ ମ୍‌ଣ୍ତଳିଲ୍‌ଗେ ଆଚାସ୍।


ବାଇ ସିଲାନ୍ ସାଇଜରେ ମୁଇ ଇ ସାନ୍ ଚିଟି କ୍‍ଣ୍ଡେକ୍ ଲେକୁଲେ, ସେ ଖ୍ରୀଷ୍ଟର୍ ତ୍‌ଇ ଗଟେକ୍ ବିସାସ୍ ବାଇବ୍‌ଲି ମୁଇ ଜାଣି, ଇରି ତୁମୁକେ ଶାନ୍‌ତି ଦେମ୍‌କେ ଆର୍ ସାସ୍ କ୍‌ରାମ୍‌କେ ମୁଇ ଲେକିରିଲେ, ମୁଇ ତୁମୁକେ କ୍‍ମ୍‍କେ ମ୍‌ନ୍‌କ୍‌ର୍‌ତି ରିଲେ ଯେ ଇରି ଅମ୍‌ଲି ଇଶ୍ଵରାର୍ ଦୟା, ସେ ଦୟାରେ ଡାଟ୍ଅଇ ରିଆ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ