25 ଆର୍ ସେମ୍ନ୍ ପର୍ଗି ତ୍ଇ ବାକ୍ୟ ପର୍ଚାର୍ କ୍ରି ଆତ୍ତାଲିଆକେ ଗ୍ଲାଇ।
25 ଆର୍ ପର୍ଗି ତଃୟ୍ ମାପ୍ରୁର୍ କଃତା ପର୍ଚାର୍ କଃରି ଆତାଲିଆ ଗଃଳାୟ୍ ।
ସେତାର୍ଲାଗି ବେସିଲକ୍ ରୁଣ୍ଡ୍ଲାଇ, ଯେ ଦୁଆର୍ ଲ୍ଗେ ହେଁ ଜଗା ନ୍ଇଲି, ଆରେକ୍ ଯୀଶୁ ସ୍ବ୍କାର୍ ଲ୍ଗେ ମାପ୍ରୁର୍ କ୍ତା କ୍ମ୍କେ ଲାଗ୍ଲା।
ଯୀଶୁର୍ ସେବାକାମ୍ ଆରମେହ୍ଣି ଜୁଇ ଲକ୍ମ୍ନ୍ ଦ୍କି ରିଲାଇ, ଆର୍ ହ୍ଚେ ସେମ୍ନ୍ ଇଶ୍ଵରାର୍ ବାକ୍ୟର୍ ପର୍ଚାର୍ କ୍ର୍ତା ଲକ୍ ଅଇଲାଇ। ସେମ୍ନ୍ ଆମୁକେ କୁଇରି କଇରିଲାଇ, ସ୍ମାନ୍ ସେରି ସେ ସେମ୍ନ୍ ଲେକ୍ଲାଇ।
ହ୍ଚେ ପାଉଲ୍ ଆର୍ ତାର୍ସ୍ଙ୍ଗ୍ ଜାଇରିଲା ଲକ୍ମ୍ନ୍ ପାଫ ସ୍ହରେ ହ୍ଣି ଜାଜେ ଚ୍ଗିକ୍ରି ପଂଫୂଲିଆର୍ ପର୍ଗି ଗାମେ ଆସି ହଚ୍ଲାଇ, ମାର୍କ ଜାର୍ ନାଉଁ ଯୋହନ୍ ସେ ଇତି ସେମ୍ନ୍କେ ଚାଡିଦେଇ ଯିରୁଶାଲମ୍ ସ୍ହରେ ଲେଉଟି ଗ୍ଲାଇ।
ସେମ୍ନ୍ ଚିନ୍ ଆର୍ ଚମ୍ତ୍କାର୍ ଗଟ୍ଣା ଦ୍ବାରା ପବିତର୍ ଆତ୍ମାର୍ ଶ୍କ୍ତି ସ୍ଙ୍ଗ୍ ଇଶ୍ୱର୍କେ ମାନି ଆଚ୍ତି। ମୁଇ ଯିରୁଶାଲମ୍ ସ୍ହର୍ ଲଗେହ୍ଣି ଇଲୁରିକ୍ ଜିଲା ଚାରିବାଟାର୍ ଜ୍ଗାଇ ଖ୍ରୀଷ୍ଟର୍ ସୁବ୍କ୍ବର୍ ପର୍ଚାର୍ କ୍ଲେ ଆର୍ ମର୍ ସେ କାମ୍ ସ୍ରାଇଲେ।