ପେରିତ୍ 13:50 - ବ୍ଡ଼୍ ହ୍ର୍ଜା ବାଇବଲ50 ମ୍ତର୍ ଯିହୁଦି ନେତାମ୍ନ୍ ଯିହୁଦି ଦ୍ର୍ମ୍ ଅଇରିଲା ସନ୍ମାନ୍ ହାଇରିଲା ମାଇଜି ଟକିମ୍ନ୍ ଆର୍ ସ୍ହରାର୍ ମୁକିଆ ଲକ୍ମ୍ନ୍ ବିନ୍ ଲକ୍ମ୍ନ୍କେ ରିସା କ୍ରାଇଲାଇ, ପାଉଲ୍ ଆର୍ ବର୍ଣ୍ଣବାକେ ଲିନ୍ଦା ତାଳ୍ନା କ୍ଲାଇ ଆର୍ ସେ ଜାଗାଇ ହ୍ଣି ବାର୍ କ୍ଲାଇ। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍50 ମଃତର୍ ଜିଉଦି ଅଃଦିକାରି ଅଜିଉଦି ଡାକ୍ ହୁଟା ମାୟ୍ଜିମଃନ୍କେ ଆର୍ ଗଃଳାର୍ ବଃଡ୍ଜାଜକ୍ ଲକ୍ମଃନ୍କେ ଜିଉଦିମଃନ୍ ସଃର୍ଜାୟ୍ଲାୟ୍ । ଆରେକ୍ ପାଉଲ୍ ଆର୍ ବର୍ନବାକ୍ ତାଳ୍ନା କଃରି ଅଃହ୍ଣାର୍ ସଃନ୍ଦି ତଃୟ୍ ହୁଣି ସେମଃନ୍କେ ବାର୍କଃଲାୟ୍ । အခန်းကိုကြည့်ပါ။ |
ଲକ୍ମ୍ନ୍ ପାର୍ତେନା ସ୍ରାଇ କ୍ରି ପାର୍ତେନା ଗ୍ରେହ୍ଣି ଗ୍ଲାହ୍ଚେ ଯିହୁଦି ଆର୍ ଯିହୁଦି ଚାଡି ବିନ୍ଜାତିର୍ ବକ୍ତ ଲକ୍ମ୍ନ୍ ଯେ କି ଯିହୁଦି ଦ୍ର୍ମ୍ ଅଇରିଲାଇ। ସେସ୍ବୁ ଲକ୍ମ୍ନ୍ ପାଉଲ୍ ଆର୍ ବର୍ଣ୍ଣବାର୍ ହ୍ଚ୍ ହ୍ଚ୍ ଗ୍ଲାଇ, ତ୍ବେ ସେ ହ୍ଟାଇଲା ସେସ୍ବୁ ଲକ୍ମ୍ନ୍କେ ଇଶ୍ଵରାର୍ ଆଶିର୍ବାଦ୍ ତ୍ଇ ତିର୍ଅଇକ୍ରି ବାଚୁକେ ସେମ୍ନ୍କେ ଆଦେଶ୍ ଦିଲାଇ।
ତିନିଦିନ୍ ହ୍ଚେ ପାଉଲ୍ ସେତିର୍ ଯିହୁଦିମ୍ନ୍କାର୍ ମୁକିଆ ମୁକିଆ ନେତାମ୍ନ୍କେ ଗଟେକ୍ ଜାଗାଇ ରୁଣ୍ଡୁକେ କଇଲା, ଆର୍ ସେମ୍ନ୍ ଆଇଲାକେ ପାଉଲ୍ ସେମ୍ନ୍କେ କଇଲା, “ହେ ଇସ୍ରାଏଲ୍ ବାଇମନ୍ ଅମାର୍ ହୁର୍ବାର୍ କାଳାର୍ ଲକ୍ମ୍ନ୍ ଦ୍ଇରିଲା ବିଦିବିଦାନ୍ ବିରୁଦେ କି ଅମାର୍ ଜାତିର୍ ବିରୁଦେ ମୁଇ କାଇ ଦସ୍ ନ୍କେଲେକ୍ ହେଁ ମୁଇ ଯିରୁଶାଲମ୍ ସ୍ହରେ ବନ୍ଦି ଅଇ ରୋମୀୟ ମ୍ନ୍କାର୍ ଆତେ ସ୍ହ୍ରି ଅଇଲେଆଚି।