Biblia Todo Logo
အွန်လိုင်း သမ္မာကျမ်းစာ

- ကြော်ငြာတွေ -




ପେରିତ୍‌ 13:39 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

39 ଆରେକ୍‌ ଜୁଇ ମଶାର୍ ନିୟମ୍ ମାନି ତୁମି ଦ୍‌ର୍‌ମ୍ ଅଇ ନାହାର୍‌ଲାସ୍, ମ୍‍ତର୍ ଜୁଇସ୍‌ବୁ ଲକ୍‍ମ୍‍ନ୍ ଯୀଶୁର୍ ଲ୍‌ଗେ ବିଶ୍‍ବାସ୍ କ୍‌ରୁଲାଇ ସେମ୍‍ନ୍ ହ୍‌କା ଉଦାର୍‌ ହାଉତି ଇରି ଜାଣିରିଆ।

အခန်းကိုကြည့်ပါ။ ကော်ပီ

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

39 ଆରେକ୍‌ ମସାର୍‌ ସାସ୍ତର୍‌ ତଃୟ୍‌ହୁଣି ଜୁୟ୍‌ ସଃବୁ ବିସୟ୍‌ ତୁମିମଃନ୍ ଉଦାର୍‌ ହାୟ୍‌ ଦଃର୍ମି ଗଃଣା ନୟ୍‌ଲାସ୍‌ ବିସ୍ୱାସ୍‌ କଃର୍ତା ହଃତିଲକ୍‌ ତାର୍‌ ତଃୟ୍‌ହୁଣି ସେସଃବୁ କଃତାୟ୍‌ ହୁଣି ମୁକ୍‌ଳି ଦଃର୍ମି ଗଃଣା ଅଃଉତି ।

အခန်းကိုကြည့်ပါ။ ကော်ပီ




ପେରିତ୍‌ 13:39
40 ပူးပေါင်းရင်းမြစ်များ  

ଆର୍ ଦ୍‌କା ଗଟେକ୍ ମୋଶାର୍ ନିଆଇ ଶିକାଉତା ଲକ୍ ଯୀଶୁର୍ ଦସ୍ ଦ୍‍ରିନ୍ଦ୍ ବ୍‍ଲି ତାକେ ହ୍‌ଚାର୍‌ଲା, “ଏ ସ୍‌ତ୍‌ ଗୁରୁ, ନ୍‌ସେର୍‌ତା ଜୀବନ୍ ହାଉତାର୍ ଗିନେ ମୁଇ କାଇ କାମ୍ କ୍‌ରିନ୍ଦ୍?”


ଯୀଶୁ ତାକେ କଇଲା, “ତୁଇ ଟିକ୍ କଇଲି ଆଚ୍‍ସି। ଅନ୍‌କ୍‌ରି କାମ୍ କ୍‍ର୍, ତ୍‍ବେ ତୁଇ ନ୍‌ସେର୍‌ତା ଜୀବନ୍ ହାଉସି।”


ମୁଇ ତୁମୁକ୍ କ୍‌ମ୍‌ଲେ, ଫାରୂଶୀ ନାଇ ମ୍‍ତର୍ ସେ ସିସ୍‌ତୁ ମାଗ୍‌ତା ଲକ୍ ଇଶ୍ଵରାର୍ ମୁଏ ଦ୍‌ର୍‌ମ୍ ଲକ୍‌ବ୍‌ଲି ଗଣ୍‌ତି ଅଇ ତାର୍ ଗ୍‍ରେ ଲେଉଟି ଗ୍‍ଲା। କାଇତାକ୍ ଜୁଇଲକ୍ ନିଜ୍‍କେ ବ୍‍ଡ୍‌ବ୍‍ଲି ଦ୍‍କାଇଦ୍ ତାକେ ଇଶ୍ୱର୍‌ ସାନ୍ କ୍‍ରେଦ୍, ଜୁଇଲକ୍ ନିଜ୍‍କେ ସାନ୍‌ବ୍‌ଲି ଦ୍‍କାଇଦ୍ ତାକେ ଇଶ୍ୱର୍‌ ବ୍‍ଡ୍ କ୍‍ରେଦ୍।”


କାଇତାକ୍ ବିଦିବିଦାନ୍ ମୋଶା ବବିଶତ୍ କ୍‌ତା କ୍‌ଉତାଲକ୍ ଆନ୍‍ଲା, ମ୍‍ତର୍ ଇଶ୍ଵରାର୍ ସ୍‌ତ୍ ଆର୍ ଦୟା ଯୀଶୁ ଖ୍ରୀଷ୍ଟ ଜ୍‍ଗତେ ଆନ୍‍ଲା।


ମୁଇ ତୁମୁକ୍‌ମ୍‌ନ୍ ସ୍‌ତ୍‌କ୍‌ରି କ୍‌ମ୍‌ଲେ, ଯେ ମର୍‍କ୍‍ତା ଶୁଣିକ୍‍ରି, ମକେ ହ୍‌ଟାଇରିଲା ଉବାକେ ବିଶ୍‍ବାସ୍ କ୍‍ରେଦ୍, ସେ ନ୍‌ସେର୍‌ତା ଜୀବନ୍ ହାଇଦ୍। ସେ ବିଚାର୍‌ ଅଇନ୍‌କେରେ କାଇତାକ୍ ସେ ମ୍‌ର୍‌ନେ ହ୍‍ଣି ଜିଣିକ୍‌ରି ନ୍‌ସେର୍‌ତା ଜୀବନେ ହଚି ଆଚେ।


ଯେ ତାର୍ ଲ୍‌ଗେ ବିଶ୍‍ବାସ୍ କ୍‍ରେଦ୍, ତ୍‍ବେ ତାର୍ ନାଉଁର୍ ଶ୍‌କ୍‌ତି ତ୍‌ଇ ତାର୍ ପାପ୍ କେମା ଅଇଦ୍, ସ୍‌ବୁ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ତାର୍ ବିଷୟେ ଇ ବାବବାଣି କଇରିଲାଇ।”


ହୁର୍‌ଦ୍‌ୟେ ବିଶ୍‍ବାସାର୍ ଗିନେ ଅମି ଇଶ୍ଵର୍ ହାଇଁ ଦ୍‌ର୍‌ମି ଅଇଆଚୁ, ଟ୍‌ଣ୍ଡ୍ ଦ୍ୱାରା କ୍‌ଇ ବିଶ୍‍ବାସ୍‍କେ ଜାଣାଇଲେକ୍‌ ଅମି ଉଦାର୍‌ ହାମ୍‌ନ୍ଦ୍‌।


ଖ୍ରୀଷ୍ଟ ମୋଶାର୍ ନିୟମ୍‌କେ ଶେସ୍ କ୍‍ଲା, ଜ୍‌ନ୍‌କ୍‌ରି ତାକେ ବିଶ୍‍ବାସ୍ କ୍‌ର୍‌ତିରିଲା ସ୍‌ବୁ ଲକ୍ ଇଶ୍ଵରାର୍ ସାମ୍‌ନାଇ ଦ୍‌ର୍‌ମି ଅମ୍‌ହାରେ।


ମୋଶାର୍ ନିୟମ୍‌ତ୍‌ଇ ଜୁଇ କ୍‌ତାମ୍‌ନ୍ କ୍‌ଉଆ ଅଇଲିଆଚେ, ସେରି ନିୟମ୍ ମାନି ରେତା ଲକ୍‌ମ୍‌ନ୍‌‍କାର୍ ହାଇଁ ଦ୍‌ର୍‌କାର୍। ଇ ନିୟମ୍ ମ୍‌ନ୍ ସ୍‌ବୁ ଯିହୁଦି ଲକ୍‌ମ୍‌ନ୍‌‍କେ ମିଚ୍‌କ୍‍ତା କ୍‌ଇ ବାହାନା ଦ୍‌କାମ୍‌କେ ଅଟ୍‌କାଇଦ୍ ଆର୍ ସ୍‌ବୁ ଜ୍‍ଗତାର୍ ଲକ୍‌ମ୍‌ନ୍‌‍କେ ଇଶ୍ଵରାର୍ ନିୟାଇ ବିଚାର୍‌ କ୍‌ର୍‌ତା ତ୍‌ଇ ଆଣେଦ୍।


ଇତାର୍ କାର୍‌ଣ୍ ଅଇଲି ଜୁଇଲ୍‌କ୍ ହେଁ ନିୟମ୍ ମାନ୍‌ତା ଦ୍ୱାରା ଇଶ୍ୱର୍‌ ସାମ୍‌ନାଇ ଦ୍‌ର୍‌ମି ଅଇନ୍‌କେରେ ମ୍‌ତର୍‌ ନିୟମ୍ ହ୍‌କା ଅମାର୍ ପାପ୍ ବିଷୟରେ ଅମୁକେ ଜାଗ୍‌ରତ୍ କ୍‍ରେଦ୍।


କାଇତାକ୍ ନିୟମ୍ ହୁରାବାବେ ମାନିନ୍‌କେର୍‌ତା ଦ୍ୱାରା ନିୟମ୍ ଇଶ୍ଵରାର୍ ରିସା ଆଣିର୍‌ଇଦ୍‌। ମ୍‍ତର୍ ଯଦି ନିୟମ୍ ର୍‌ଇନ୍‌କେଲେକ୍, ତ୍‌ନ୍‌ଅଇଲେକ୍ ଅବାଦ୍ୟ ଅଉତାର୍ ପର୍‌ସନ୍ ଉଟିନ୍‌କେରେ।


ମ୍‍ତର୍ ଇ କ୍‌ତାମ୍‌ନ୍ ଅମାର୍ ଗିନେ ହେଁ ଲେକା ଅଇରିଲି। ଅମି ବିଶ୍‍ବାସ୍ କ୍‌ର୍‌ତେ ରିଲୁ ଲାଗି ଇଶ୍ୱର୍‌ ଅମୁକ୍ ହେଁ ଦ୍‌ର୍‌ମି ବ୍‌ଲି ନିଜାର୍ କ୍‍ରେଦ୍। ଅମି ତାକେ ବିଶ୍‍ବାସ୍ କ୍‌ରୁନ୍ଦ୍ ଯେ ଅମାର୍ ମାପ୍‌ରୁ ଯୀଶୁକେ ମ୍‌ଲାଲକ୍‌କେ ଉଟାଇଲା।


ଅମାର୍ ବିଶ୍‍ବାସ୍ ଦ୍ୱାରା ଅମୁକ୍ ଇଶ୍ଵରାର୍ ତ୍‌ଇ ଦ୍‌ର୍‌ମି କ୍‌ରାଯାଇ ଆଚେ, ସେତିର୍ ଲାଗି ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଦ୍‌ଇ ଇଶ୍ଵରାର୍ ସ୍‌ଙ୍ଗ୍ ଅମି ଶାନ୍‌ତିରେ ଆଚୁ। ବିଶ୍‍ବାସ୍ ଦ୍ୱାରା ଖ୍ରୀଷ୍ଟ ଅମୁକେ ଇଶ୍ଵରାର୍ ଦୟାଇ ବାଗିଦାର୍ କ୍‍ଲା।


ଲକ୍‍ମ୍‍ନ୍ ଅଦିକ୍ ପାପ୍ କ୍‍ଲା ହାଇଁ ନିୟମ୍ ଅଇଲି, ମ୍‍ତର୍ ଜ୍‌ଡେବ୍‌ଳ୍ ଲକ୍ ଅଦିକ୍ ପାପ୍ କ୍‌ଲାଇ, ଇଶ୍ୱର୍‌ ସେମ୍‌ନ୍‌କେ ବେସିକ୍‌ରି ତାର୍ ଦୟାର୍ ଦାନ୍ କ୍‍ଲା।


ଅମି ଖ୍ରୀଷ୍ଟର୍ ବ୍‌ନି ଦ୍ୱାରା ଇଶ୍ଵରାର୍ ସାମ୍‌ନାଇ ଦ୍‌ର୍‌ମି ବ୍‌ଲି ଗ୍‌ଣ୍‌ତି ଅଇଲୁଆଚୁ। ସେତାର୍‌ଲାଗି ଖ୍ରୀଷ୍ଟର୍ ଦ୍ୱାରା ଅମି ଇଶ୍ଵରାର୍ ରିସାକେ ଜ୍‌ନ୍‌କ୍‌ଲେ ହେଁ ଉଦାର୍‌ ହାମ୍‌ଦେ।


ସେତାର୍‌ଲାଗି ଅବେ ଜୁଇଲକ୍ ଖ୍ରୀଷ୍ଟ ଯୀଶୁର୍ ଲ୍‌ଗେ ଆତ୍‍ତି, ସେମ୍‌ନ୍‌କେ ଇଶ୍ୱର୍‌ ଦସି ବ୍‌ଲି ବିଚାର୍‌ ନ୍‌କେରେ।


ଅମାର୍ ପାପ୍ ବ୍‌ର୍‌ତି ଚାଲି ଚ୍‌ଲ୍‌ନିର୍ ଲାଗି ନିୟମ୍ ଶ୍‌କ୍‌ତି ନଇଲା ହର୍ ଅମ୍‌ହାରେ। ମ୍‍ତର୍ ମୋଶାର୍ ନିୟମ୍ ଜୁଇରି କ୍‌ରୁ ନାହାର୍‌ଲି, ସେରି ଇଶ୍ୱର୍‌ କ୍‍ଲା। ଇଶ୍ୱର୍‌ ତାର୍ ନିଜାର୍ ହିଲାକେ ଅମି ପାପିମ୍‌ନ୍‌କାର୍ ହ୍‌ର୍ ସ୍‌ମାନ୍ ଗ୍‌ଗାଳ୍ ଦ୍‍ରାଇ ଇ ଜ୍‍ଗତାର୍ ପାପାର୍ ବ୍‌ଲି ଅମ୍‌କେ ହ୍‌ଟାଇଲା, ଅନ୍‌କ୍‌ରି ସେ ମାନାଇର୍ ଗ୍‌ଗାଳ୍ ସ୍‌ଙ୍ଗ୍ ପାପାର୍ ବିଚାର୍‌ କ୍‌ଲି।


ଇସ୍ରାଏଲାର୍ ଲକ୍‍ମ୍‍ନ୍ ଦ୍‌ର୍‌ମି ଅମ୍‌କେ ମୋଶାର୍ ନିୟମ୍ ମାନ୍‌ଲାଇ, ମ୍‍ତର୍ ସେତି ଜିତୁ ନ୍‌ହାର୍‍ଲାଇ।


ଆରେକ୍‌ ତୁମାର୍ ବିତ୍‌ରେ କେ କେ ସେନ୍‍କ୍‌ରି ରିଲାସ୍। ମ୍‌ତର୍ ତୁମିମ୍‍ନ୍ ଅବେ ପାପେହ୍‌ଣି ମ୍‌ନ୍ ବାଦ୍‌ଲାଇ କ୍‍ରି ଇଶ୍ଵରାର୍ ଲ୍‌ଗେ ସ୍‌ହ୍‌ରି ଅଇଚାସ୍, ତୁମିମ୍‍ନ୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଲ୍‌ଗେ ଆର୍ ପବିତର୍ ଆତ୍ମାର୍ ଲ୍‌ଗେ ଦାର୍‌ମିକ୍ ଅଇଆଚାସ୍।


ଅମିମ୍‌ନ୍ ଜାଣୁଲୁ ଯେ ଗଟେକ୍ ଲକ୍ ମୋଶାର୍ ବିଦିବିଦାନ୍‌କେ ମାନ୍‌ଲେକ୍ ହ୍‌କା ଦାର୍‌ମିକ୍ ଅମ୍‌ନାହାରୁ, ମ୍‌ତର୍ ଯୀଶୁ ଖ୍ରୀଷ୍ଟର୍ ତ୍‌ଇ ବିଶ୍‍ବାସ୍ କ୍‌ଲେକ୍ ଇଶ୍ଵରାର୍ ଲ୍‌ଗେ ଦାର୍‌ମିକ୍ ଅମ୍‌ହାରୁ। ଇଶ୍ଵରାର୍ ଲ୍‌ଗେ ଦାର୍‌ମିକ୍ ଅମ୍‌କେ ଅମିମ୍‌ନ୍ ଆରେକ୍‌ ମୋଶାର୍ ବିଦିବିଦାନ୍‌ ଉହ୍‌ରେ ଆଶା ନ୍‌କେରି ଯୀଶୁ ଖ୍ରୀଷ୍ଟର୍ ଲ୍‌ଗେ ହ୍‌କା ବିଶ୍‍ବାସ୍ କ୍‌ରୁଲୁ, କାଇତାକ୍ ମୋଶାର୍ ବିଦିବିଦାନ୍‌କେ ମାନ୍‌ଲେକ୍ ହ୍‌କା ଇଶ୍ଵରାର୍ ଲ୍‌ଗେ ଦାର୍‌ମିକ୍ ଅମ୍ ନାହାର୍‌ତି।


ମୋଶାର୍ ନିୟମ୍ ଦ୍ବାରା ମୋଶାର୍ ନିୟମେ ମ୍‌ରିଆଚି, ଜ୍‌ନ୍‌କ୍‌ରି କି ଇଶ୍ଵରାର୍ ଗିନେ ବାଚୁ ହାରି।


ହ୍‌ର୍‌ତୁ ହ୍‌କା ଦ୍‌ର୍‌ମ୍ ଶାସ୍‌ତର୍ ଲ୍‌ଗେ ଜାଣାଇ ଅଇଲିଆଚେ ଯେ, ଯିହୁଦି ଚାଡି ବିନ୍‍ଜାତି ଲକ୍‍ମ୍‍ନ୍ ହେଁ ଇଶ୍ଵରାର୍ ଲ୍‌ଗେ ବିଶ୍‍ବାସ୍ କ୍‌ଲେକ୍ ସେମ୍‌ନ୍ ଦାର୍‌ମିକ୍ ଅମ୍‌ହାର୍‌ତି, ହ୍‌ର୍‌ତୁ ସେ ଅବ୍ରାହାମାର୍ ଲ୍‌ଗେ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ରିରିଲା “ତର୍‍ଗିନେ ମୁଇ ହୁର୍‌ତିବିର୍ ସ୍‌ବୁ ଲକ୍‌ମ୍‍ନ୍‌କେ ଆଶିର୍‌ବାଦ୍‌ କ୍‌ରିନ୍ଦ୍।”


ଜୁଇମାନାଇ ସୁନତ୍ ଅମ୍‌ଲା ମୁଇ ତାକେ ଆରେକ୍‌ ଜାଗ୍‌ରତ୍ କ୍‌ରାମ୍‌ଲେ ଯେ, ମୋଶାର୍ ବିଦିବିଦାନ୍ ସେ ସ୍‌ବୁ ମାନ୍‌ତା ଦ୍‌ର୍‌କାର୍।


ଯିହୁଦି ଜାଜକ୍‍‍ମ୍‌ନ୍ ସ୍‌ବୁଦିନ୍ ତାକାର୍ କାମ୍‌କେ ହୁରାକ୍‌ରୁକେ ସେ ଗଟେକ୍ ର୍‌କମାର୍ ବଳିହୁଜା ତରେକ୍‌ ତରେକ୍ ଦେତିରିଲାଇ, ମ୍‌ତର୍ ଅନ୍‌କ୍‌ରି ବଳିହୁଜା କ୍‌ଲାର୍ ଲାଗି କ୍‌ବେ ହେଁ ପାପ୍ କେମା ନାଇ।


କାଇତାକ୍ ବ୍‌ଇଲ୍ ଆର୍ ଚେଳିର୍ ବ୍‌ନି ମାନାଇର୍ ପାପ୍‌କେ କେମା କ୍‌ରୁନାହାରେ।


କାଇତାକ୍ ମୋଶା ଦିଲାର୍ ବିଦିବିଦାନ୍ କାଇ ବିଷୟ୍‌କେ ହେଁ ହୁରା କ୍‌ରୁ ନାହାର୍‌ଲି, ଅବେ ସେ ଅମୁକ୍‌ମ୍‌ନ୍‌କେ ଗଟେକ୍ ବ୍‌ଡ୍ ବ୍‌ର୍‌ସା ଦିଲାଆଚେ, ସେତାର୍‍ଗିନେ ଅମିମ୍‌ନ୍ ଇଶ୍ଵରାର୍ ଲ୍‌ଗେ ଜ୍‌ମ୍‌କେ ସାସ୍ ହାଇଲୁ ଆଚୁ।


ကြှနျုပျတို့နောကျလိုကျပါ:

ကြော်ငြာတွေ


ကြော်ငြာတွေ