ପେରିତ୍ 12:19 - ବ୍ଡ଼୍ ହ୍ର୍ଜା ବାଇବଲ19 ଆରେକ୍ ହେରୋଦ୍ ର୍ଜା ତାକେ ନ୍ହାଇକ୍ରି ଜାଗୁଆଳି ମ୍ନ୍କେ ପରିକ୍ୟା କ୍ରି ହ୍ଚାର୍ଲା ହ୍ଚେ ସେମ୍ନ୍କେ ମ୍ର୍ନେ ମାରୁକେ ଆଦେଶ୍ ଦିଲା, ମ୍ତର୍ ସେମ୍ନ୍ ତାକେ କଜୁ ନ୍ହାର୍ଲାଇ, ତାର୍ହ୍ଚେ ସେ ଜାଗୁଆଳି ମ୍ନ୍କେ ଆଦେଶ୍ ଦିଲା, ତାର୍ହ୍ଚେ ପିତର୍ ଯିହୁଦା ଦେଶେହ୍ଣି ଜାଇ କାଇସରିୟା ସ୍ହରେ ବାସାକ୍ଲା। အခန်းကိုကြည့်ပါ။ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍19 ଆର୍ ହେରଦ୍ ତାକେ ଲଳୁ ନାହାର୍ଲାକ୍ ଜାଗ୍ତା ସଃଇନ୍ମଃନ୍କେ ହଃଚାର୍ଲା ହଃଚେ ସେମଃନ୍କେ ମଃର୍ନେ ମାରୁକ୍ କୟ୍ଲା । ହଃଚେ ଜିଉଦା ରାଜାୟ୍ ହୁଣି କାଇସରିଆ ଜାୟ୍ ସେତି ରିଲା । အခန်းကိုကြည့်ပါ။ |
ହେରୋଦ୍ ର୍ଜା ବେସି ରିସା ଅଇଲା ଜ୍ଡେବ୍ଳ୍ ସେ ଜାଣ୍ଲା କି ସେ ତିନିଗଟ୍ ବୁଦିମାନ୍ ପଣ୍ଡିତ୍ ତାର୍ ଆଦେଶ୍କେ ନ୍ମାନି ତାକେ ଟକ୍ଲାଇ ବ୍ଲି। ସେ ତାର୍ ସେନା ମ୍ନ୍କେ ହ୍ଟାଇ ବେଥ୍ଲିହିମ୍ ସହର୍ ଆର୍ ତାର୍ ପାକି ତଡିର୍ ଜାଗାର୍ ସ୍ବୁ ଦୁଇ ବର୍ଷ ତ୍ଇହ୍ଣି କମ୍ ବର୍ଷାର୍ ହିଲାମ୍ନ୍କେ ମ୍ର୍ନେ ମାରୁକେ ଆଦେଶ୍ ଦିଲା। ସେରି ସେ ପଣ୍ଡିତ୍ ମ୍ନ୍କାର୍ ତାରା ଉଦ୍ଲା ବିଷୟ୍ ତେଇ ହ୍ଣି ଜାନ୍ଲା।